Home Left

ରାଇକିଆଠାରେ ବାହୁଡ଼ା ଯାତ୍ରା

ରାଇକିଆ, ,୫।୭(ପ୍ରଦୀପ ବେହେରା): ରାଇକିଆଠାରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କର ସାମ୍ନାରେ ସ୍ବତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଅପରାହ୍ନରେ ହରିବୋଲ ହୁଳହୁଳି ଜୟ ଜଗନ୍ନାଥ…

ଟେକଅପ ପୂର୍ବରୁ ବିମାନରେ ଲାଗିଲା ନିଆଁ, ଜୀବନ ବଞ୍ଚାଇବାକୁ ବିମାନର ଡେଣା ଉପରକୁ ଡେଇଁଲେ ଯାତ୍ରୀ! ଭିଡ଼ିଓ ଭାଇରାଲ

ମାଦ୍ରିଦ,୫।୭: ଶନିବାର (ଜୁଲାଇ ୦୫, ୨୦୨୫) ସ୍ପେନର ପାଲମା ଡି ମାଲୋର୍କା ବିମାନବନ୍ଦର (PMI) ରେ ଏକ ରାଇନାଏୟାର ବୋଇଂ ୭୩୭ ବିମାନରେ ହଠାତ ନିଆଁ ଲାଗିଯାଇଥିଲା, ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଦୁର୍ଘଟଣାରେ ମୋଟ ୧୮…

ବର୍ଷେ ଘୁଞ୍ଚିଲା ଭାରତ-ବାଂଲାଦେଶ ସିରିଜ୍‌

ନୂଆଦିଲ୍ଲୀ,୫ା୭: ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ଆପୋସ ବୁଝାମଣାରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ହ୍ବାଇଟ୍‌ ବଲ କ୍ରିକେଟ୍‌ ସିରିଜ୍‌କୁ ଆସନ୍ତା ବର୍ଷ ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ଏହି ସିରିଜ୍‌…

ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା

କେସିଙ୍ଗା,୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୦ଦଫା ଦାବି ନେଇ ଗତ ମାସ ୧୮ ତାରିଖରୁ ସଭାପତି ଉତ୍ତର କୁମାର ମହଲାଙ୍କ ନେତୃତ୍ୱରେ ଗଣଧାରଣା ଆରମ୍ଭ ହୋଇଥିଲା। ଜିଲାପାଳ ସଚିନ ପାୱାର ଘଟଣାସ୍ଥଳରେ ପହଞ୍ଚି ନାଗରିକ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ୧୨୯ କୋଟି ବ୍ୟୟ ପ୍ରକଳ୍ପର ଉଦଘାଟନ

କୋରାପୁଟ/ସୁନାବେଡା,୫।୭(ଅମିତାଭ ବେହେରା/କୃତିବାସ ପ୍ରଧାନ): ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ କୋରାପୁଟ ଜିଲା ଗ୍ରସ୍ତରେ ଆସି କୋରାପୁଟ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ୧୨୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଥିବା…

ଫାଟିଲା ଜ୍ୱାଳାମୁଖୀ, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ କଥା ମନେପକାଇ ଲୋକେ ଭୟଭୀତ

ଟୋକିଓ,୫।୭: ବୁଧବାର (୨ ଜୁଲାଇ, ୨୦୨୫) ଅପରାହ୍ନରେ ଜାପାନର ମାଉଣ୍ଟ ସିନମୋଏଡାକେରେ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଥିଲା। ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁ ଆକାଶରେ ଅନେକ ମିଟର ଉଚ୍ଚତା ପର୍ଯ୍ୟନ୍ତ କଳା ଏବଂ ଘନ ପାଉଁଶ ମେଘ ବ୍ୟାପିଯାଇଥିଲା। ଜାପାନୀ ଅଧିକାରୀମାନେ ସୁରକ୍ଷା କାରଣ…

ବ୍ୟାଙ୍କ ଉପରୁ କଟକଣା ହଟାଇଲେ ସରକାର

ଭୁବନେଶ୍ୱର,୫।୭: HDFC, ICICI, ଆକ୍ସିସ ବ୍ୟାଙ୍କ ଉପରୁ ଶନିବାର କଟକଣା ହଟାଇଛନ୍ତି ରାଜ୍ୟ ସରକାର। ଏନେଇ ସବୁ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି ଅର୍ଥ ସଚିବ। HDFC, ICICI, ଆକ୍ସିସ ବ୍ୟାଙ୍କରୁ ପୂର୍ବପରି ରାଜ୍ୟ ସରକାର ବ୍ୟାଙ୍କ ସମ୍ପର୍କିତ ସବୁ କାମ…

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ନିକଟରେ ଏମିତି ଦାବି କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାରେ ହେଉଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ/ଭୁବନେଶ୍ୱର,୫।୭: ବିଜେଡି ସୁପ୍ରିମୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲିରେ ନିଖୋଜ ଥିବା ଗଞ୍ଜାମ ଜିଲାର ୨୮ ବର୍ଷୀୟ ପି. ଭେଙ୍କଟରମଣଙ୍କ ଶୀଘ୍ର ଏବଂ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି। ଯୁବକ ଜଣକ…

ଆପଣାନ୍ତୁ ଏହି ଦେଶୀ ଉପାୟ, ବର୍ଷା ଦିନେ ବି ମାସ ମାସ ଧରି ଖରାପ ହେବ ନାହିଁ ଆଳୁ-ପିଆଜ

ବର୍ଷା ଦିନେ ଆଳୁ-ପିଆଜ ସଢ଼ିଯିବାର ଭୟ ଥାଏ। ଏଥିପାଇଁ କୃଷକମାନେ ଏହାକୁ ଶୀଘ୍ର ବିକ୍ରି କରିଦେଇଥାନ୍ତି। ଫଳରେ ତାଙ୍କୁ କମ୍‌ ଦାମ ମିଳିଥାଏ। କ୍ଷତି ସହିବାକୁ ପଡ଼ିଥାଏ। ଏଥିରୁ ରକ୍ଷା ପାଇବାକୁ ଏକ ଘରୋଇ ଉପାୟ ରହିଛି, ଯାହାକୁ କମ୍‌ ଖର୍ଚ୍ଚରେ…

ବାଂଲାଦେଶ ଯିବନାହିଁ ଭାରତୀୟ ଟିମ୍‌, BCCI ନେଲା ବଡ଼ ନିଷ୍ପତ୍ତି, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୭: ଭାରତୀୟ ଦଳ ଆଉ ବାଂଲାଦେଶ ଗସ୍ତ କରିବ ନାହିଁ। ଅଗଷ୍ଟ ୨୦୨୫ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ହ୍ବାଇଟ ବଲ ସିରିଜ ଅନୁଷ୍ଠିତ ହେବାର ଥିଲା, ଯେଉଁଥିରେ ତିନୋଟି ODI ଏବଂ ତିନୋଟି T20 ମ୍ୟାଚ ଖେଳାଯିବାର ଥିଲା,…

ପ୍ରତିଶୋଧ ନେବାକୁ ଯାଇ ପ୍ରେମିକଙ୍କ BMW ଗାଡ଼ି ପୋଡ଼ିଦେଲେ ପୂର୍ବତନ ପ୍ରେମିକା, ଦାମ ଜାଣିଲେ…

ଅଗରତାଲା,୫।୭: ତ୍ରିପୁରାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି, ଯେଉଁଠାରେ ଜଣେ ଯୁବକଙ୍କ BMW 320d ସେଡାନ କାରକୁ ତାଙ୍କ ପୂର୍ବତନ ପ୍ରେମିକା ଏବଂ ତାଙ୍କ ବନ୍ଧୁ ପୋଡ଼ି ଦେଇଛନ୍ତି। ଯୁବକଙ୍କ ଅନୁଯାୟୀ, ବ୍ରେକଅପ ପରେ ତାଙ୍କୁ ଅନେକ ଥର ଧମକ ମିଳୁଥିଲା,…

‘ଲୋକଙ୍କୁ ମାରିବାକୁ ଚାହୁଁଛନ୍ତି ପୁଟିନ’, ରୁଷିଆ ରାଷ୍ଟ୍ରପତିଙ୍କୁ ନେଇ ଏମିତି ବୟାନ ଦେଲେ ଆମେରିକା ରାଷ୍ଟ୍ରପତି ଯାହା ହେଉଛି ଖୁବ ଚର୍ଚ୍ଚା

ଓ୍ବାଶିଂଟନ,୫।୭: ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଆଲୋଚନାରେ ସେ ବହୁତ ଅସନ୍ତୁଷ୍ଟ। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ପୁଟିନ କେବଳ ଲୋକଙ୍କୁ ହତ୍ୟା କରିଚାଲିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri