୮୫୦ ଟଙ୍କା ଲାଗି ବୃଦ୍ଧଙ୍କୁ କରିଥିଲେ ହତ୍ୟା: ୧୧ ବର୍ଷ ପରେ ଅଭିଯୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ
ଭଞ୍ଜନଗର,୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କ୍ୱାଇସ ଗୁରୁବାର କୁରୁଲାଇ ଗ୍ରାମର ଗୋପାଳ ସ୍ବାଇଁ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ୧୧ ବର୍ଷ ପରେ ଅଭିଯୁକ୍ତ ରବୀନ୍ଦ୍ର ଦଳବେହେରାଙ୍କୁ ବିଚାରପତି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…
୧୮ ଦୋକାନ ଭାଙ୍ଗିଲା ପ୍ରଶାସନ
ଦିଗପହଣ୍ଡି,୩ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍ଏସି ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକରେ ବେଆଇନ ଭାବେ ଦୀର୍ଘଦିନ ଧରି ଏନ୍ଏସି ଜମିକୁ ଜବରଦଖଲ କରି ଉଠା ଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପୂର୍ବରୁ ସ୍ଥାନୀୟ ଏନ୍ଏସି ପ୍ରଶାସନ ପକ୍ଷରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ…
ଜିତିଲା ଜନ ଅସନ୍ତୋଷ: ଦିଲ୍ଲୀ ସରକାର ପୁରୁଣା କାର ଓ ବାଇକ୍ ସ୍କ୍ରାପ୍ ନିଷ୍ପତ୍ତି ପ୍ରତ୍ୟାହାର କଲେ
ନୂଆଦିଲ୍ଲୀ,୩।୭: ଦିଲ୍ଲୀ ସରକାର ପୁରୁଣା ଗାଡ଼ି ସ୍କ୍ରାପ୍ ନୀତିକୁ ନେଇ ଜନସାଧାରଣଙ୍କ ତୀବ୍ର ବିରୋଧ ଓ ଅସନ୍ତୋଷ ପରେ ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ପୂର୍ବରୁ ଘୋଷଣା କରିଥିଲେ ଯେ ୧ ଜୁଲାଇ ୨୦୨୫ରୁ ୧୦ ବର୍ଷରୁ ଅଧିକ…
ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଗିଲ୍
ବର୍ମିଂହାମ,୩ା୭(ପି.ଟି.): ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତର ଅଧିନାୟକ ଶୁବମନ ଗିଲ୍ ଦ୍ୱିଶତକୀୟ ମାରାଥନ ପାଳି ଖେଳିଛନ୍ତି। ଏହି ଇନିଂସ ଅବସରରେ ସେ ଭାରତୀୟ ବ୍ୟାଟର ଭାବେ ଇଂଲଣ୍ଡ ମାଟିରେ ସର୍ବାଧିକ ରନ କରିବାର ରେକର୍ଡ ନିଜ ନାମରେ କରିଛନ୍ତି।…
ଦେଖନ୍ତୁ ଚମତ୍କାର, ଏଠି ଝରଣାର ପାଣି ତଳକୁ ନୁହେଁ ଯାଉଛି ଉପରକୁ! ଭିଡିଓ ହେଉଛି ଭାଇରାଲ
ମୁମ୍ବାଇ: ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହାକୁ ଦେଖିବା ପରେ ଆପଣଙ୍କ ମନ ବିଚଳିତ ହୋଇଯିବ ଏବଂ ଆପଣ ପ୍ରକୃତି ଦ୍ୱାରା ତିଆରି ନିୟମ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିବେ। ଭାରତରେ ଏକ ଜଳପ୍ରପାତ ବା ଝରଣା ମଧ୍ୟ…
ଭାରତର ପଡୋଶୀ ଉପରେ ଚୁପଚାପ ଆମେରିକା କଲା ଏମିତି କାମ, ମିଡିଲ ଇଷ୍ଟରୁ ଚାଇନା ପର୍ଯ୍ୟନ୍ତ ସମସ୍ତେ ଥରହର
ଓ୍ବଶିଂଟନ,୩।୭: ଭାରତ ନିକଟବର୍ତ୍ତୀ ଭାରତ ମହାସାଗରରେ ଥିବା ଡିଏଗୋ ଗାର୍ସିଆ ଦ୍ୱୀପରେ ଆମେରିକା ଏହାର ଯୁଦ୍ଧ ନୌବାହିନୀର ଏକ ବିଶାଳ ମୁତୟନ କରିଛି। ଏହି ସୂଚନା ଓପନ-ସୋର୍ସ ଇଣ୍ଟେଲିଜେନ୍ସ ବିଶ୍ଳେଷକ ଏମ୍ଟି ଆଣ୍ଡରସନ ଦ୍ୱାରା ପ୍ରକାଶିତ ଏକ ସାଟେଲାଇଟ ଚିତ୍ରରୁ ସାମ୍ନାକୁ…
ବେପରୁଆ ଗାଡ଼ି ଚଳାଇଲେ ମିଳିବ ନାହିଁ ବୀମା କ୍ଷତିପୂରଣ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩।୭: ଏହି ଖବର ଟ୍ରାଫିକ ନିୟମ ଭଙ୍ଗ କରୁଥିବା ଏବଂ ବେପରୁଆ ଭାବରେ ଗାଡି ଚଲାଉଥିବା କିମ୍ବା ରାସ୍ତାରେ ଷ୍ଟଣ୍ଟ କରୁଥିବା ଲୋକଙ୍କ ପାଇଁ ଏକ ଚେତାବନୀ ପରି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ କ୍ଷେତ୍ରରେ ଡ୍ରାଇଭରଙ୍କ ଭୁଲ ଯୋଗୁ…
ଜନସାଧାରଣଙ୍କୁ ସୁରକ୍ଷା ଦେବା ପ୍ରଥମ କର୍ତ୍ତବ୍ୟ: ଏସ୍ଡିପିଓ
ପୁରୁଷୋତ୍ତମପୁର,୩।୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଏସ୍ଡିପିଓ ଭାବେ ସୁଜିତକୁମାର ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଭଞ୍ଜନଗର ଏସ୍ଡିପିଓ ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟରେ ଯୋଗଦେବା ଅବସରରେ ସେ କହିଛନ୍ତି, ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପକୁ ରୋକାଯିବ। ବରିଷ୍ଠ…
ଇସଲାମିକ ସ୍କଲାରଙ୍କ ଆଗରେ କାନ୍ଦିଲା ପାକିସ୍ତାନ, କହିଲା ପାକ ଏୟାରବେସ ଉପରେ ୧୧ କ୍ଷେପଣାସ୍ତ୍ର ମାଡ଼ କରିଛି ଭାରତ
ଇସଲାମାବାଦ,୩।୭: ଅପରେଶନ ସିନ୍ଦୂରର ପ୍ରାୟ ଦୁଇ ମାସ ପରେ, ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ପାକ ଏୟାରବେସ ଉପରେ ଆକ୍ରମଣ ସମ୍ପର୍କରେ ଏକ ଗୁମର ଖୋଲିଛନ୍ତି। ସେ କହିଛନ୍ତି ଯେ ମେ’ ମାସରେ ଭାରତ ପାକିସ୍ତାନ ଏୟାରବେସ ଉପରେ ୧୧ଟି କ୍ଷେପଣାସ୍ତ୍ର…
ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ: ଗଜପତି
ପୁରୀ,୩।୭: ପୁରୀ ରତ୍ନଭଣ୍ଡାର ମରାମତି କାର୍ଯ୍ୟର ମଙ୍ଗଳବାର ତଦାରଖ କରିଛନ୍ତି ଗଜପତି ମହାରାଜା। ମରାମତି କାର୍ଯ୍ୟର ତଦାରଖ ପରେ ଗଜପତି ମହାରାଜା ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି। ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ ବୋଲି ଗଜପତି…
Duplicate RC: ଡୁପ୍ଲିକେଟ୍ ଆର୍ସି କରିବାକୁ ଅନ୍ଲାଇନ୍ ଏବଂ ଅଫଲାଇନ୍ ପ୍ରକ୍ରିୟା, ଫିସ୍, ଡକ୍ୟୁମେଣ୍ଟ ବିଷୟରେ ସବୁକିଛି..
ଦୁଇ ଚକିଆ ହେଉ ଅବା ଚାରି ଚକିଆ ଯାନ, ଏହାକୁ ଚଳାଇବା ଲାଗି ଲାଇସେନ୍ସ ସହ କିଛି କାଗଜପତ୍ରର ଆବଶ୍ୟକତା ରହିଥାଏ। ସେଥିରୁ ଗୋଯଇଏ ହେଲା ରେଜିଷ୍ଟ୍ରେଶନ ସାର୍ଟିଫିକେଟ ଅର୍ଥାତ ଆର୍ସି। ଆର୍ସିରେ ଗାଡ଼ିର ମଡେଲ, ଇଞ୍ଜିନ, ବୈଧତା ସହ ସମସ୍ତ…
ଭାରତର ‘ଆକାଶ’ ମିସାଇଲ ସିଷ୍ଟମ କିଣିବାକୁ ଆଗ୍ରହ ଦେଖାଇଲା ବ୍ରାଜିଲ
ନୂଆଦିଲ୍ଲୀ,୩।୭: ଭାରତର ପ୍ରତିରକ୍ଷା ରପ୍ତାନୀ ଆକାଂକ୍ଷାକୁ ଏକ ବଡ଼ ପ୍ରୋତ୍ସାହନ ମିଳିଛି, କାରଣ ବ୍ରାଜିଲ ଭାରତୀୟ ‘ଆକାଶ’ ବାୟୁ ରକ୍ଷା ମିସାଇଲ ସିଷ୍ଟମ ଅଧିଗ୍ରହଣ ପାଇଁ ଗଭୀର ଆଗ୍ରହ ପ୍ରକାଶ କରିଛି। ଏହି ସିଷ୍ଟମ ମେ ମାସରେ ‘ଅପରେସନ ସିନ୍ଦୁର’ ସମୟରେ…
Archives


