ଭଦ୍ରକରେ କାର୍ଯ୍ୟକ୍ଷମ ହେଲା ପ୍ରଥମ କୋଭିଡ୍ ହସ୍ପିଟାଲ
ଭଦ୍ରକ ଅଫିସ,୧୧।୪: ଶନିବାର ଅପରାହ୍ନରେ ଭଦ୍ରକ ଜିଲାରେ ପ୍ରଥମ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ମୋଟେଲ ଛକସ୍ଥିତ ସାଳନ୍ଦୀ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ୧୨୦ ଶଯ୍ୟା, ୪ ଆଇସିୟୁ, ୪ ଭେଣ୍ଟିଲେଟର ବ୍ୟବସ୍ଥା ରହିଥିବା ଜିଲାପାଳ ଡା.…
ଏମ୍କେସିଜିରେ ପୁଣି ଜଣେ କରୋନା ସନ୍ଦିଗ୍ଧ
ବ୍ରହ୍ମପୁର ଅଫିସ,୧୧।୪: କରୋନା ଭାଇରସ୍ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାକୁ ରୋକିବା ପାଇଁ ଏଯାବତ୍ କୌଣସି ଟିକା ବାହାରିନାହିଁ। ଏବେ କେବଳ ସାମାଜିକ ଦୂରତା ରକ୍ଷା କରିବା ହିଁ ସବୁଠାରୁ ବଡ଼ ଉପାୟ। ଅନ୍ୟପକ୍ଷରେ ଏମ୍କେସିଜି…
୨ ସପ୍ତାହ ବଢିପାରେ ଲକ୍ଡାଉନ ଅବଧି
ନୂଆଦିଲ୍ଲୀ,୧୧।୪: କରୋନା ଭାଇରସକୁ ନେଇ ଦେଶରେ ଚାଲିଥିବା ୨୧ ଦିନିଆ ଲକ୍ଡାଉନ ଅବଧି ଆଉ ୩ ଦିନ ପରେ ଶେଷ ହେବାକୁ ଯାଉଛି। ହେଲେ ଏହି ଅବଧିକୁ ଆଉ ୨ ସପ୍ତାହ ବା ୧୫ ଦିନ ବୃଦ୍ଧି କରିବାକୁ ବିଭିନ୍ନ ରାଜ୍ୟର…
କୋଭିଡ-୧୯କୁ ହରାଇବାକୁ ଜରୁରୀ ଥିଲା ଲକ୍ଡାଉନ: ଲଭ ଅଗ୍ରଓ୍ବାଲ
ନୂଆଦିଲ୍ଲୀ,୧୧।୪: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଏହାକୁ ନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ ଏକ ସାମ୍ବାଦିକ ସମ୍ମିଳନୀରେ କୋଭିଡ-୧୯କୁ ହରାଇବାକୁ ଲକ୍ଡାଉନ ଓ…
ଚାଲି ଚାଲି ଯାଉଥିଲେ ୨ ଯୁବକ: ଉଠାଇନେଇ କ୍ୱାରାଣ୍ଟାଇନ୍ରେ ଭର୍ତ୍ତିକଲା ଗଞ୍ଜାମ ପୋଲିସ
ଗଞ୍ଜାମ,୧୧।୪(ଡି.ଏନ୍.ଏ.): ବ୍ୟାଗ ଧରି ବ୍ରହ୍ମପୁରରୁ ଭୁବନେଶ୍ୱର ଚାଲି ଚାଲି ଯାଉଥିବା ଦୁଇ ଯୁବକଙ୍କୁ ଶନିବାର ଗଞ୍ଜାମ ପୋଲିସ କାବୁକରି କ୍ୱାରାଣ୍ଟାଇନ୍ରେ ଭର୍ତ୍ତି କରିଛି। ଉଭୟ ଯୁବକ ଚାଲି ଚାଲି ଯାଉଥିବା ବେଳେ ଗଞ୍ଜାମ ଥାନା ପୋଲିସ ସେମାନଙ୍କୁ ଅଟକାଇ ତହସିଲଦାରଙ୍କୁ ଅବଗତ…
ଧୋନୀଙ୍କୁ ଅବସର ନେବାକୁ ବାଧ୍ୟ କରିବା ଉଚିତ ନୁହଁ: ହୁସେନ
ମୁମ୍ବାଇ,୧୧।୪(ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅବସର ନେବାକୁ ବାଧ୍ୟ କରାଯିବା ଉଚିତ୍ ନୁହଁ। ଏକଥା କହିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ। ଧୋନୀଙ୍କ ଭଳି ଖେଳାଳି ଗୋଟିଏ ପିଢିରେ ଥରେ ଆସିଥାନ୍ତି। ଆଉଥରେ ଧୋନୀଙ୍କ ଭଳି…
ବ୍ଲାଟରଙ୍କ ବିରୋଧରୁ ଗୋଟିଏ ମାମଲା ପ୍ରତ୍ୟାହାର କରାଯିବ
ପ୍ୟାରିସ୍,୧୧।୪(ଏଏଫ୍ପି)- ପୂର୍ବତନ ଫିଫା ଅଧ୍ୟକ୍ଷ ସେପ୍ପ ବ୍ଲାଟରଙ୍କ ବିରୋଧରୁ ଦୁଇଟି ଗୋଟିଏ ମାମଲା ପ୍ରତ୍ୟାହାର କରିବାକୁ ସୁଇସ୍ ପବ୍ଲିକ୍ ପ୍ରସିକ୍ୟୁଟର ଅଫିସ୍ (ଏମ୍ପିସି) ନିଷ୍ପତ୍ତି ନେଇଛି। କାରିବିୟାନ ଫୁଟବଲ ୟୁନିୟନ (ସିଏଫ୍ୟୁ)କୁ ଟେଲିଭିଜନ ରାଇଟ୍ ବିକ୍ରି ନେଇ ତାଙ୍କ ବିରୋଧାରେ ମମଲା…
ଶିକ୍ଷକଙ୍କ ନିଆରା ପ୍ରୟାସ: ଚିତ୍ରକଳାରେ ଦେଲେ କରୋନା ସଚେତନତା ବାର୍ତ୍ତା
ବରଗଡ଼ ଅଫିସ୍,୧୧।୪: କରୋନା(କୋଭିଡ୍-୧୯) ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି । ଏହାକୁ ଦମନ କରିବା ପାଇଁ ଠୋସ୍ ଔଷଧ ଏପର୍ଯ୍ୟନ୍ତ ବାହାରି ପାରି ନ ଥିବାବେଳେ ସଚେତନତା, ସତର୍କତା ହିଁ ଏକମାତ୍ର ମାଧ୍ୟମ ହୋଇଛି। ଏଥିପାଇଁ ଦେଶବ୍ୟାପୀ…
କୋଭିଡ-୧୯: ଲିଭରପୁଲ ଲିଜେଣ୍ଡ ଡାଲଗ୍ଲିଶ ପଜିଟିଭ୍
ଲଣ୍ଡନ,୧୧।୪(ଏଏଫ୍ପି)- ସ୍କଟଲାଣ୍ଡ ଷ୍ଟ୍ରାଇକର ତଥା ଲିଭରପୁଲ କିମ୍ବଦନ୍ତୀ ଫୁଟବଲର କେନ୍ନି ଡାଲଗ୍ଲିଶ୍ କରୋନ ଭାଇରସ ସଂକ୍ରମଣ କାରଣରୁ ପଜିଟିଭ ବୋଲି ଜଣାପଡିଛି। ତାଙ୍କ ପରିବାର ସୂତ୍ରର ଏ ନେଇ ସୂଚନା ଦିଆଯାଇଛି। ୬୯ ବର୍ଷୀୟ ଏହି ପୂର୍ବତନ ଫୁଟବଲର ତଥା ଅନ୍ତର୍ଜାଜୀତୟ…
୧୫ ଦିନ ଲକ୍ଡାଉନ ଅବଧି ବୃଦ୍ଧିକୁ ନେଇ ଦିନେ ଦୁଇଦିନ ମଧ୍ୟରେ ଗାଇଡଲାଇନ୍ ଆଣିବେ ମୋଦି: ୟେଦୁରପ୍ପା
ବେଙ୍ଗାଲୁରୁ,୧୧।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ ସମୟ ପୂରଣ ହେବାକୁ ଆଉ ମାତ୍ର ୩ ଦିନ ବାକି ରହିଛି। ହେଲେ ଏପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଏପଟେ…
ଅଶ୍ୱିନଙ୍କଠାରୁ ଲିୟନ ଭଲ ଅଫ୍ ସ୍ପିନର: ବ୍ରାଡ ହଗ୍
ନୂଆଦିଲ୍ଲୀ,୧୧।୪ (ପି.ଟି.): ରବିଚନ୍ଦ୍ରନ ଅଶ୍ୱିନ ଜଣେ ଉଚ୍ଚକୋଟୀର ଅଫ୍ ସ୍ପିନର ଓ ତାଙ୍କର ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ। ତେବେ ଅଶ୍ୱିନଙ୍କଠାରୁ ନିଜର ଦେଶର ନାଥନ ଲିୟନ ଅପେକ୍ଷାକୃତ ଭଲ ଅଫ୍ସ୍ପିନର ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଚାଇନାମ୍ୟାନ ବୋଲର ବ୍ରାଡ ହଗ୍ କହିଛନ୍ତି। ଟେଷ୍ଟ…
ଭାରତ ବିପକ୍ଷ ଘରୋଇ ସିରିଜ ପରାଜୟ ନର୍ଣ୍ଣାୟକ ଥିଲା: ଲାଙ୍ଗର
ସିଡନୀ,୧୧।୪(ପି.ଟି.): ୧୦୧୮-୧୯ରେ ଭାରତଠାରୁ ଅଷ୍ଟ୍ରେଲିଆ ନିଜ ମାଟିରେ ଟେଷ୍ଟ ସିରିଜ ପରାଜୟ ବରଣ କରିଥିଲା। ଏହା ମୋ କୋଚିଂ କ୍ୟାରିୟରର ନିର୍ଣ୍ଣାୟକ ମୁହୂର୍ତ୍ତ ତଥା ସବୁଠାରୁ ଖରାପ ସମୟ ଥିଲା ଓ ଏହା ମଧ୍ୟ ଏକ ଚେତାବନୀ ସଦୃଶ ଥିଲା ବୋଲି…
Archives


