‘ଲୋଭ, ମାୟା , ନିଶା ଭଳି ଖରାପ ଜିନିଷଠାରୁ ଦୂରେଇ ରହିବା ଉଚିତ୍’
ଭଞ୍ଜନଗର,୧୪/୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରିୟ ବିଶବିଦ୍ୟାଳୟ ଶାଖା ପକ୍ଷରୁ ରବିବାର ଗାଲେରୀଠାରେ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିସହ ଗାଲେରୀ ଶାଖାର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର…
ହରିଆଣା, ଗୋଆକୁ ମିଳିଲା ନୂଆ ରାଜ୍ୟପାଳ
ନୂଆଦିଲ୍ଲୀ,୧୪।୭: ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହରିୟାଣା ଏବଂ ଗୋଆରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହା ବ୍ୟତୀତ ଲଦାଖରେ ଜଣେ ନୂତନ ଉପରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଫେସର ଅଶିମ କୁମାର ଘୋଷଙ୍କୁ ହରିୟାଣାର ରାଜ୍ୟପାଳ ଏବଂ…
FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଧର୍ମେନ୍ଦ୍ର ପ୍ରଧାନ କହିଲେ…
ଭୁବନେଶ୍ୱର,୧୪।୭: ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାର ସଠିକ ପଦକ୍ଷେପ ନେଇଛନ୍ତି। ଏହା…
କ୍ଷତିକାରକ ନିଶା ଔଷଧ
ଦିନେ କ୍ଲାସ ସରିଯିବା ପରେ ମହାବିଦ୍ୟାଳୟର ସାଧାରଣ ପ୍ରକୋଷ୍ଠରେ ବସି ସହକର୍ମୀମାନଙ୍କ ସହିତ କିଛି ସାମ୍ପ୍ରତିକ ଘଟଣା ବିଷୟରେ କଥୋପ କଥନରେ ବ୍ୟସ୍ତ ଥାଏ। ଏହି ସମୟରେ ମୋବାଇଲରେ ହ୍ବାଟ୍ସଆପ ସନ୍ଦେଶ ଆସିବାର ଶବ୍ଦରେ ସମସ୍ତଙ୍କ ନଜର ମୋବାଇଲ ଆଡ଼କୁ ଚାଲିଗଲା।…
ଗଞ୍ଜାମରେ ଚାଞ୍ଚଲ୍ୟ: ଯୌତୁକ ପାଇଁ ବୋହୂ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଶାଶୁଘର ଲୋକେ
ଖଲ୍ଲିକୋଟ,୧୪।୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ବୋହୂ ଦେହରେ ପେଟ୍ରୋଲ ଢାଳି ଶାଶୁଘର ଲୋକେ ନିଆଁ ଲଗେଇ ଦେଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଗୁରୁତର…
ସିରାଜଙ୍କୁ ବଡ଼ ଝଟକା: ଟେଷ୍ଟ କ୍ରିକେଟ ମଝିରେ ବଡ଼ ନିଷ୍ପତ୍ତି ନେଲା ICC, ଚିନ୍ତାରେ ଖେଳାଳି
ନୂଆଦିଲ୍ଲୀ,୧୪।୭: ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟ ସମୟରେ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ମହମ୍ମଦ ସିରାଜଙ୍କୁ କଠୋର ଦଣ୍ଡ ଦେଇଛି ଆଇସିସି। ତାଙ୍କ ମ୍ୟାଚ ଫି’ର ୧୫ ପ୍ରତିଶତ ଜରିମାନା କରାଯାଇଛି। ଚତୁର୍ଥ ଦିନରେ…
ନିର୍ଯାତନା ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ FM ଛାତ୍ରୀ, କେହି ଶୁଣିଥିଲେ ଏମିତି ଘଟି ନ ଥାନ୍ତା…
ବାଲେଶ୍ୱର/ଭୁବନେଶ୍ୱର, (ବାଞ୍ଝାନିଧି ଦେ/ସୁନୀତ୍ ମିଶ୍ର)୧୪ା୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ (ଏଚ୍ଓଡି) ତଥା ଅଧ୍ୟାପକ ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ଛାତ୍ରୀ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି…
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ, ତଳେ ପଡ଼ିବା ପରେ…
ବଲାଙ୍ଗୀର,୧୪ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସୋମବାର ଅଘଟଣ ଘଟିଛି। ମେଡିସିନ ଓ୍ବାର୍ଡର ଦିତୀୟ ମହଲା କୋଠାରୁ ଜଣେ ରୋଗୀ ଡେଇଁ ପଡ଼ିବାରୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ରୋଗୀ ଜଣକ ବଲାଙ୍ଗୀର ସହର ଖରସେଲପଡ଼ାର ପୂର୍ଣ୍ଣଚନ୍ଦ୍ର…
ସୁନ୍ଦରଗଡ଼ରେ ବାଦଲ ଫଟା ବର୍ଷା: ଜାତୀୟ ରାଜପଥରେ ଆଣ୍ଠୁଏ ପାଣି
କୁଆଁରମୁଣ୍ଡା,୧୪।୭(ମହେନ୍ଦ୍ର କୁମାର ସାହୁ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପପ୍ରଭାବରେ ସୁନ୍ଦରଗଡ ଜିଲାରେ ବାଦଲ ଫଟା ବର୍ଷା ହୋଇଛି। ଏଥିରେ ବଣ, ପାହାଡ଼ ଘେରା କୁଆଁରମୁଣ୍ଡା ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗ୍ରାମ ଜଳବନ୍ଦୀ ହୋଇ ରହିଛି । ପାହାଡି…
କାନ୍ଥ ପଡ଼ି ଚାଲିଗଲା ଶିଶୁ କନ୍ୟାଙ୍କ ଜୀବନ
ପାଟଣା,୧୪।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ନିଶ୍ଚିତପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। କାନ୍ଥ ପଡ଼ି ଜଣେ ୯ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନିଶ୍ଚିତପୁର ଗ୍ରାମର ସନ୍ତୋଷ କୁମାର ନାଏକଙ୍କ ଝିଅ ଖୁଲଣା…
ରାଜଧାନୀରେ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ନୂଆଦିଲ୍ଲୀ,୧୪।୭: ରାଜଧାନୀ ଦିଲ୍ଲୀରେ ଥିବା ଦୁଇଟି ସ୍କୁଲକୁ ବୋମା ଧମକ ମିଳିଛି । ସୋମବାର ସକାଳୁ ସକାଳୁ ଚାଣକ୍ୟପୁରୀ ଏବଂ ଦ୍ୱାରକା ଅଞ୍ଚଳରେ ଥିବା ୨ଟି ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଇ-ମେଲରେ ଧମକ ଦିଆଯାଇଛି। ଅଭିଯୋଗ ପରେ ଦିଲ୍ଲୀର ଏକ…
ସାକ୍ଷ ଭାବେ ଗ୍ରହଣ କରାଯାଇ ପାରିବ ଦମ୍ପତିଙ୍କ ଗୁପ୍ତ କଥାବାର୍ତ୍ତାର ରେକର୍ଡିଂ, ବଡ଼ ମନ୍ତବ୍ୟ ଦେଲେ କୋର୍ଟ
ନୂଆଦିଲ୍ଲୀ,୧୪।୭: ସୋମବାର ସୁପ୍ରିମକୋର୍ଟ ବୈବାହିକ ମାମଲା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏପରି ମାମଲାରେ ସ୍ତ୍ରୀ ଏବଂ ସ୍ବାମୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଗୁପ୍ତ ରେକର୍ଡିଂକୁ କୋର୍ଟରେ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ। ପଞ୍ଜାବ-ହରିୟାଣା ହାଇକୋର୍ଟର…
Archives


