ପ୍ରତିଶୋଧର କାହାଣୀ ଦେଖାଇବ ‘ରଙ୍ଗିନ୍’
ମୁମ୍ବାଇ: ଖୁବ୍ଶୀଘ୍ର ଓଟିଟି ପ୍ଲାଟଫର୍ମ ପ୍ରାଇମ୍ ଭିଡିଓରେ ଅଭିନେତା ବିନୀତ କୁମାର ସିଂଙ୍କ ୱେବ୍ସିରିଜ୍ ‘ରଙ୍ଗିନ୍’ ରିଲିଜ୍ ହେବାକୁ ଯାଉଛି। ପ୍ରାଇମ୍ ଭିଡିଓ ପକ୍ଷରୁ ମଙ୍ଗଳବାର ଇନ୍ଷ୍ଟାଗ୍ରାମରେ ଏହି ସୂଚନା ଦିଆଯାଇଛି। ଏହାସହ ପ୍ରାଇମ୍ ଭିଡିଓ ପକ୍ଷରୁ ‘ରଙ୍ଗିନ୍’ର ପ୍ରଥମ ପୋଷ୍ଟରକୁ ମଧ୍ୟ…
୧୮ ଲକ୍ଷରେ ନିଲାମ ହେଲା ପାସ୍ପୋର୍ଟ ସାଇଜ୍ ଫଟୋ
ବୋଷ୍ଟନ୍: ଗତ ସପ୍ତାହରେ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ହୋଇଥିବା ଏକ ନିଲାମରେ ୨.୨୫
୨.୭୫ ଇଞ୍ଚ୍ର ଏକ ପାସ୍ପୋର୍ଟ ସାଇଜ୍ ଫଟୋ ୨୧,୬୫୫ ଡଲାର (ପ୍ରାୟ ୧୮ ଲକ୍ଷ ଟଙ୍କା)ରେ ନିଲାମ ହୋଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଆର୍ଆର୍ ଅକ୍ସନ୍ ନାମକ ଏକ…
ଭାରତକୁ ନାଟୋର କଟକଣା ଚେତାବନୀ
ଓ୍ବାଶିଂଟନ୍,୧୭ା୭: ରୁଷିଆ ସହ ଭାରତ, ଚାଇନା ଓ ବ୍ରାଜିଲ ବାଣିଜି୍ୟକ କାରବାର ଜାରି ରଖିଲେ ଏହି ଦେଶଗୁଡ଼ିକ କଟକଣା ଭୋଗିବେ ବୋଲି ବୁଧବାର ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେଶନ୍ (ନାଟୋ) ମହାସଚିବ ମାର୍କ ରୁଟ୍ଟେ ଚେତାବନୀ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…
ଡାମାସ୍କସ୍ରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍
ଡାମାସ୍କସ୍/ଜେରୁଜେଲମ,୧୭ା୭: ଇସ୍ରାଏଲୀ ସେନା ବୁଧବାର ସିରିଆର ରାଜଧାନୀ ଡାମାସ୍କସ୍ରେ ଏୟାର ଷ୍ଟ୍ରାଇକ୍ କରିଛି। ଦକ୍ଷିଣ ସିରିଆର ସୁଓ୍ବେଦା ସହରରେ ସ୍ଥାନୀୟ ସୁରକ୍ଷା ବାହିନୀ ଏବଂ ଡ୍ରୁଜ୍ ସମୁଦାୟର ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଘଟଣାର ଠିକ୍ ପରେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଛି।…
ଛାତ୍ରୀଙ୍କୁ ବଳାତ୍କାର କଲେ ୪ ନାବାଳକ
ଗାଜିଆବାଦ,୧୭ା୭: ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଘରେ ୪ ଜଣ ନାବାଳକ ଗଣବାଳାତ୍କାର କରିଥିବାର ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୩ ଜଣ ପୀଡ଼ିତାଙ୍କ ସ୍କୁଲରେ ପଢ଼ୁଥିବା ପୋଲିସ କହିଛି। ଗତ ରବିବାର ସହରର ହାଉସିଂ ସିଟିସ୍ଥିତ ନିଜ…
ଚାଲିଥିଲା ଓଡ଼ିଶା ବନ୍ଦ: ଭକ୍ତ କଲେ ବଡ଼ ଘୋଷଣା, ଏବେ…
ଭୁବନେଶ୍ୱର,୧୭।୭: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାରେ ଆଜି କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ଆଜି ସକାଳ ୬ରୁ ସଂଧ୍ୟା ୬ ଯାଏ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ସକାଳୁ ଜୋରଦାର ପ୍ରତିବାଦ କରୁଛି କଂଗ୍ରେସ। କଂଗ୍ରେସ ନେତା ଓ…
ସକାଳୁ ସକାଳୁ ଆସିଲା ଭୟଙ୍କର ଭୂକମ୍ପ, ରିକ୍ଟର ସ୍କେଲରେ ତିବ୍ରତା ୭.୫, ଜାଣନ୍ତୁ ତାଜା ଅପଡେଟ
ଆଲାସ୍କା,୧୭।୭: ଆମେରିକାରେ ଭୟଙ୍କର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଆଲାସ୍କାର ଅନେକ ସ୍ଥାନରେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସମ୍ବାଦ ସରବରାହ ସଂସ୍ଥା ଏପିର ଏକ ରିପୋର୍ଟ ଅନୁଯାୟୀ, ଏହି ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ ଜାରି…
ବିକାଶ ନାମରେ ବିନାଶ ନ ହେଉ
ଆଧୁନିକ ଯୁଗରେ ବିକାଶ କରିବାକୁ ଗଲାବେଳେ ଆମେ କେତେ ଯେ ବିନାଶର ସମ୍ମୁଖୀନ ହେଉଛୁ ତା’ର ହିସାବ କରିବା କଷ୍ଟକର। ବିକାଶ ଓ ବିନାଶ ଗୋଟିଏ ମୁଦ୍ରାର ଦୁଇପାଖ ଭଳି ପ୍ରତୀୟମାନ ହୁଏ। ଯେତେବେଳେ ଗୋଟିଏ ନୂତନ ଜିନିଷ ଗଢ଼ାଯାଏ ସେତେବେଳେ…
ବର୍ଷାଋତୁରେ ଶିଶୁରୋଗର ପ୍ରତିକାର
ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଅନ୍ୟ ଋତୁ ଅପେକ୍ଷା ବର୍ଷାଋତୁରେ ରୋଗ ଓ ରୋଗୀ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥାଏ। ଋତୁର ପରିବର୍ତ୍ତନ ହେତୁ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯାଏ, ଉତ୍ତାପ ଅଧିକ ଥାଏ। ଫଳରେ ଶରୀର ମଧ୍ୟରୁ…
ଭୋକ ଓ ଭୟ
ହିନ୍ଦୁ ପୁରାଣ ବିଶ୍ୱ(ଦୁନିଆ) ଓ ଜୀବନ ମଧ୍ୟରେ ପ୍ରଭେଦ ଦର୍ଶାଏ। ଦୁନିଆ ଭୌତ୍ତିକ ଓ ରସାୟନ ବିଜ୍ଞାନ ଉପରେ ଆଧାରିତ। ଜୀବନ ଜୀବବିଜ୍ଞାନ ସହ ଜଡ଼ିତ। ଜୀବନ ଅଛି ତ ଭୋକ(କ୍ଷୁଧା) ଓ ଭୟ ଅଛି। ବିନା ଭୋକ ଓ ଭୟରେ…
‘ସୁପର ଆର୍ଥ’ ଆବିଷ୍କୃତ: ପୃଥିବୀ ଅପେକ୍ଷା ୨ ଗୁଣା ଚଉଡ଼ା, ୪ ଗୁଣ ଓଜନିଆ
ଓ୍ବାଶିଂଟନ, ୧୭ା୭: ଆମେରିକୀୟ ମହାକାଶ ସଂସ୍ଥା (ନାସା) ପକ୍ଷରୁ ୧୫୪ ଆଲୋକବର୍ଷ ଦୂରରେ ଏକ ରହସ୍ୟମୟ ବିଶାଳ ଗ୍ରହ ‘ସୁପର ଆର୍ଥ’କୁ ଆବିଷ୍କାର କରାଯାଇଛି। ଏହି ଗ୍ରହଠାରୁ ବାରମ୍ବାର ରହସ୍ୟମୟ ସଙ୍କେତ ଆସୁଥିବା ନାସା କହିଛି। ଏହି ବିଶାଳ ଗ୍ରହର ନାମ…
ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ଏହି ଖ୍ୟାତନାମା କ୍ରିକେଟର, ହଠାତ ନେଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୬।୭: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ଆନ୍ତର୍ଜାତୀୟ ସିରିଜ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି, ଯେଉଁଥିରେ ଅଭିଜ୍ଞ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ପ୍ରତ୍ୟାବର୍ତ୍ତନ ପ୍ରଶଂସକଙ୍କ ମନୋବଳ ବୃଦ୍ଧି କରିଛି।…
Archives


