ମାଗଣା ଲଙ୍କା
ପ୍ରଥମ ଥର ନିଜେ ନିଜେ ହାଟକୁ ଯାଉଥିବାରୁ ପରିବା କିଣା ବିଷୟରେ ପତ୍ନୀ ଦେଇଥିବା ଜ୍ଞାନକୁ ଘୋଷି ହେଉଥାଏ – ପରିବା କିଣିବା ପୂର୍ବରୁ ଆଗ ହାଟ ସାରା ବୁଲି ବିଭିନ୍ନ ଜାଗାରୁ ରେଟ୍ ବୁଝିବ। ଦୋକାନୀ ଯୋଉ ପରିବା ନିଜେ…
ଶାନ୍ତି ପ୍ରୟାସର ଆହ୍ବାନ
ଚେତନତା ଅଭାବରୁ କୋର୍ଟ କଚେରି, ଥାନାର ଭୟ ଦେଖାଇ କିଛି ଖଳପ୍ରକୃତିର ବ୍ୟକ୍ତି ସାଧାରଣ ଜନତାଙ୍କୁ ଭୟଭୀତ କରନ୍ତି ଏବଂ ପରେ ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଛଡ଼ାଇବା ନୀତିରେ ମଧ୍ୟସ୍ଥି ହୋଇ ସେମାନଙ୍କର ସର୍ବସ୍ବ ଲୁଟନ୍ତି। ଫଳରେ…
ବଡ଼ ଧରଣର ଚଢାଉ: ମାମିଲ ହେଲା ୩ ବିଭାଗ
ପୁରୁଷୋତ୍ତମପୁର,୨୦।୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ନେଇ ରବିବାର ବଡ଼ ଧରଣର ଚଢାଉ ହୋଇଛି। ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର ସଙ୍ଗିତାସେଠୀ,…
ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରୁ ନୀତିଶ ରେଡ୍ଡୀ, ଅର୍ଶଦୀପ ସିଂହ ବାଦ
ଲଣ୍ଡନ,୨୦।୭: ଭାରତୀୟ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଏବଂ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ନୀତିଶ ରେଡ୍ଡୀ ରବିବାର (ଜୁଲାଇ…
ଚୋରି କରିବାକୁ ଘରେ ପଶିଲେ: ଘରେ କେହି ନ ଥିବାରୁ ଅଣ୍ଡା ତରକାରୀ କରି ଭୋଜି କଲେ
ବଡ଼ଗାଁ,୨୦ା୭(ଅଶୋକ ଷଢ଼ଙ୍ଗୀ): ଚୋରି କରିବାକୁ ଆସି ଘରେ ପଶିଲେ। ହେଲେ ଘରେ କେହି ନ ଥିବା ନିଶ୍ଚିତ ହେବା ପରେ ଚୋରମାନେ ସେଠାରେ ଭୋଜି କରି ଖାଇବାକୁ ସ୍ଥିର କଲେ। ଘରେ ଥିବା ଅଣ୍ଡା ସିଝାଇ ତରକାରି କଲେ। ଡାଲି ବି…
ସୁନ୍ଦରଗଡ଼ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ଜେଲ ଗଲେ ମ୍ୟୁନସିପାଲଟି ସାନିଟାରୀ ଅଧିକାରୀ
କୁଆଁରମୁଣ୍ଡା,୨୦।୭(ମହେନ୍ଦ୍ର କୁମାର ସାହୁ): ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରି ମୋବାଇଲରେ ଭିଡିଓ କରି ଭାଇରାଲ କରିବା ଧମକ ଦେଇ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଠକି ନେବା ଘଟଣାରେ ଗିରଫ ଅଭିଯୁକ୍ତ ଇନ୍ଦ୍ରମଣି ସାମଲ(୫୬)ଙ୍କୁ ବୀରମିତ୍ରପୁର ପୋଲିସ ରବିବାର…
କଳାହାଣ୍ଡିରେ ଲଜ୍ଜା: ଝରଣାକୁ ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର
କୋକସରା,୨୦।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଆମପାଣି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା…
ଲଜ୍ଜାଜନକ ଘଟଣା: ୧୦ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର, ଏହାପରେ ବି ସାହସ ଦେଖାଇ ଆଉଜଣେ ଯୁବତୀଙ୍କ ଲଜ୍ଜା ବଞ୍ଚାଇଲେ ବୀର ବାଳିକା
ଚେନ୍ନାଇ,୨୦।୭: ତାମିଲନାଡୁର ତିରୁବଲ୍ଲୁର ଜିଲ୍ଲାରେ ଜୁଲାଇ ୧୨ ତାରିଖରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୧୦ ବର୍ଷୀୟା ନାବାଳିକା ତାଙ୍କ ଜେଜେମା ଘରକୁ ଯାଉଥିବା ବେଳେ ଅପହରଣ ହୋଇ ବଳାତ୍କାରର ଶିକାର ହୋଇଥିଲେ। ତଥାପି, ଏହି ବୀର ବାଳିକା ଅଭିଯୁକ୍ତଙ୍କ…
ଟ୍ରେଲର-ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ
ପାଟଣା,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା କରଞ୍ଜିଆ ୨୨୦ ନମ୍ବର ଜାତୀୟ ରାଜପଥ ସାହାରପଡା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…
ବାର୍ଷିକ ଉତ୍ସବକୁ ଉଦ୍ଘାଟନ କଲେ ବିଧାୟକ
ପାଟଣା,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଲକ୍ଷ୍ମୀ ମଣ୍ଡପ ପରିସରରେ ରବିବାର ନୈବେଦ୍ୟ ଡ୍ୟାନ୍ସ ଏକାଡେମିର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୌବେଦ୍ୟ ଡ୍ୟାନ୍ସ ଏକାଡେମୀର ନୃତ୍ୟ ଗୁରୁ ସିପୁନ କୁମାର ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
ଭାରତ-ପାକିସ୍ତାନ ଡବ୍ଲ୍ୟୁସିଏଲ୍ ମ୍ୟାଚ୍: ବୟକଟ କଲେ ଭାରତୀୟ ଖେଳାଳି
ବର୍ମିଂହାମ,୨୦।୭: ଭାରତ ଓ ପାକିସ୍ତାନ ଭେଟେରାନ କ୍ରିକେଟରଙ୍କ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଓ୍ବାଲର୍ଡ ଚାମ୍ପିୟନଶିପ୍ ଅଫ୍ ଲିଜେଣ୍ଡ୍ସ (ଡବ୍ଲ୍ୟୁସିଏଲ୍) ମ୍ୟାଚ୍କୁ ବାତିଲ କରି ଦିଆଯାଇଛି। ଗତ ଏପ୍ରିଲରେ ଘଟିଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା କାରଣରୁ ଶିଖର ଧାଓ୍ବନଙ୍କ ସମେତ…
ସଚିନ ତେନ୍ଦୁଲକର ନା ସୌରଭ ଗାଙ୍ଗୁଲୀ, କାହାର ସ୍ତ୍ରୀ ଅଧିକ ଶିକ୍ଷିତ?
ମୁମ୍ବାଇ/କୋଲକାତା: ଭାରତୀୟ କ୍ରିକେଟର ଦୁଇ ଦିଗ୍ଗଜ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲୀଙ୍କ ସ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଚର୍ଚ୍ଚା ଜୋର ଧରିଛି। ସଚିନଙ୍କ ସ୍ତ୍ରୀ ଅଞ୍ଜଳି ତେନ୍ଦୁଲକର ଏବଂ ସୌରଭଙ୍କ ସ୍ତ୍ରୀ ଡୋନା ଗାଙ୍ଗୁଲୀ ଉଭୟେ ନିଜ ନିଜ କ୍ଷେତ୍ରରେ…
Archives


