ଦାରିଙ୍ଗବାଡ଼ିରେ ଏ ହାତରୁ ସେ ହାତକୁ ଘୂରି ବୁଲୁଛି ୫୦୦ ଟଙ୍କିଆ ନୋଟ୍, ବ୍ୟାଙ୍କରେ ଜମା କରିବାବେଳେ…
ଦାରିଙ୍ଗବାଡ଼ି,୨୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୫ ଶହ ଟଙ୍କିଆ ନକଲି ନୋଟ୍ ଏ ହାତରୁ ସେ ହାତକୁ ଘୂରି ବୁଲୁଥିବା ନେଇ ବ୍ୟବସାୟୀ ଏବଂ ଲୋକଙ୍କ ଭିତରେ ଭୟ ଦେଖାଯାଇଛି। ବିଶେଷକରି ମୂଲିଆ ଶ୍ରେଣୀ ଲୋକଟି ଯଦି…
ଶୁବମନ ଗିଲ୍ କରୁଛନ୍ତି ମନମାନୀ: ଅଧିନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସାଥୀ ଖେଳାଳି
ମାଞ୍ଚେଷ୍ଟର,୨୫।୭: ଭାରତ ବନାମ ଇଂଲଣ୍ଡ ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ଏକ ଦୃଢ଼ ସ୍ଥିତିରେ ଅଛି, ଏହା ଟିମ ଇଣ୍ଡିଆ ପାଇଁ କର ବା ମର ମ୍ୟାଚ। ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ, ଶାର୍ଦ୍ଦୁଳ ଠାକୁର ସାମ୍ବାଦିକ ସମ୍ମିଳନୀକୁ…
ଅନାସ୍ଥା ପ୍ରସ୍ତାବକୁ ନେଇ ହଲଚଲ, ଚାଞ୍ଚଲ୍ୟକର ବୟାନ ଦେଲେ ଭକ୍ତ, କହିଲେ ନବୀନଙ୍କ ସହ…
ଭୁବନେଶ୍ୱର,୨୫।୭: ପିସିସି ସଭାପତିଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ ରହିଛି। କଂଗ୍ରେସ ଓ ବିଜେଡି ମିଶି ଭାଜପା ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ। ଯାହାକୁ ନେଇ ଏବେ ବୟାନବାଜି…
ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ: ବିଡିଓଙ୍କ ନିକଟରେ ଅଭିଯୋଗ କରି କହିଲେ…
କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କଛାର ପଦର ଗ୍ରାମରେ ଦୀର୍ଘ ମାସ ହେଲାଣି ନିମ୍ନମାନର ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣକୁ ନେଇ ବିଡିଓଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିବାର ଜଣାପଡ଼ିଛି। ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ରଟି ଗ୍ରାମରେ ଥିବା ସରକାରୀ…
ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଯନ୍ତ୍ରଣା ସତ୍ତ୍ୱେ….
ମାଞ୍ଚେଷ୍ଟର,୨୫।୭: ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମାଞ୍ଚେଷ୍ଟର ଗ୍ରାଉଣ୍ଡରେ ଏକ ଐତିହାସିକ ଇନିଂସ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ପନ୍ତଙ୍କ ପାଦରେ ଆଘାତ ଲାଗିଥିଲା, ଯାହା ଯୋଗୁ ତାଙ୍କୁ ରିଟାୟାର ହର୍ଟ ହେବାକୁ ପଡିଥିଲା। ମ୍ୟାଚ୍ର…
ଏହି କାମ କରି ସାରା ବିଶ୍ୱକୁ ଚମକାଇଦେଲେ ରିଷଭ ପନ୍ତ: ସଚିନଙ୍କଠାରୁ ଭନଙ୍କ ପର୍ଯ୍ୟନ୍ତ ସମସ୍ତେ କରୁଛନ୍ତି ସାଲ୍ୟୁଟ୍
ମାଞ୍ଚେଷ୍ଟର,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ, ଉଇକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ପୁଣି ଥରେ ତାଙ୍କର ଲଢ଼ୁଆ ମନୋଭାବ ଦେଖାଇଛନ୍ତି। ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଗୋଡରେ ଆଘାତ ଲାଗିଥିଲେ ମଧ୍ୟ, ସେ ଦ୍ୱିତୀୟ…
ଫୁଲୁଛି ହିମ ହ୍ରଦ: ବିପଦରେ ୧୦୦ ଡ୍ୟାମ୍
ନୂଆଦିଲ୍ଲୀ, ୨୫ା୭: ଜଳବାୟୁ ପରିବର୍ତ୍ତନ ଯୋଗୁ ଗ୍ଲାସିୟର ତରଳୁଛି ଏବଂ ହିମ ହ୍ରଦ ଫୁଲିବାରେ ଲାଗିଛି। ଏହାର ପ୍ରଭାବରେ ହିମାଳୟର ପାଦଦେଶରେ ଥିବା ରାଜ୍ୟଗୁଡ଼ିକରେ ପ୍ରଳୟଙ୍କାରୀ ବନ୍ୟାର ସମ୍ଭାବନା ବଢ଼ିଛି। ଏହାଫଳରେ ଭାରତର ୫ ରାଜ୍ୟ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର,…
ନାବାଳିକାଙ୍କୁ ବର୍ଷେ ହେବ ବଳାତ୍କାର କରୁଥିଲେ ୨ ଭାଇ, ଗର୍ଭବତୀ ହେବାପରେ…
କୁଜଙ୍ଗ,୨୫।୭(ମନୋଜ ପ୍ରଧାନ): ଜଗତ୍ସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗର୍ଭବତୀ କରିବା ସହ ହତ୍ୟା ଧମକ ଦିଆଯାଇଛି। ଏହି ଅଭିଯୋଗରେ ଉକ୍ତ ଅଞ୍ଚଳର ୨ ଭାଇଙ୍କୁ ପୋଲିସ ଗୁରୁବାର ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଏନେଇ ପୀଡ଼ିତାଙ୍କ…
ଭୁଶୁଡ଼ିଲା ସ୍କୁଲ ଛାତ: ୪ ପିଲା ମୃତ, ଭଗ୍ନାବଶେଷ ତଳେ ଫସିରହିଛନ୍ତି ଅନେକ!
ଜୟପୁର,୨୫।୭: ଶୁକ୍ରବାର ସକାଳେ ରାଜସ୍ଥାନର ଝାଲାୱାଡ ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମନୋହରଥାନା ବ୍ଲକର ପିପ୍ଲୋଡି ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ି ପଡ଼ିବା ଫଳରେ ୪ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଅନେକ ପିଲା…
ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ
ନୂଆପଡ଼ା,୨୫ା୭ (ମକାରୁ ବେମାଲ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକର ଏକ ନାଳ ଉପରେ ଥିବା ପୋଲ ଭାଙ୍ଗିଯାଇଛି। ଫଳରେ ଆଖପାଖର ୧୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସୂଚନା ଅନୁଯାୟୀ କୋମନା…
OAS ସ୍ତରରେ ବଡ଼ ଅଦଳବଦଳ: ଅନେକ ବରିଷ୍ଠ ଅଧିକାରୀଙ୍କ ବଦଳି, ନୂତନ ନିଯୁକ୍ତି
ଭୁବନେଶ୍ୱର,୨୫ା୭: ଓଡ଼ିଶା ସରକାରଙ୍କ ସାଧାରଣ ପରିଚାଳନା ଓ ଜନଶକ୍ତି ଅଭିଯୋଗ ବିଭାଗ (GA & PG) ଦ୍ୱାରା ରାଜ୍ୟରେ OAS ଅଧିକାରୀମାନଙ୍କ ସ୍ତରରେ ଏକ ବଡ଼ ଅଦଳବଦଳ କରିଛନ୍ତି। ଏଥିରେ ବହୁସଂଖ୍ୟକ ବଦଳି ଓ ନୂତନ ନିଯୁକ୍ତି ଅନ୍ତର୍ଭୁକ୍ତ ଅଛି। ମୁଖ୍ୟ…
ଏମିତି ଜେଲ୍, ଯେଉଁଠି କଏଦୀମାନଙ୍କ ଉପରେ ନ ଥାଏ କଟକଣା, ରୁହନ୍ତି ପରିବାର ସହ
ଜୟପୁର: ରାଜସ୍ଥାନରେ ଏକ ନିଆରା ଜେଲ ରହିଛି, ଯେଉଁଠାରେ କଏଦୀମାନେ ସେମାନଙ୍କ ପରିବାର ସହ ରୁହନ୍ତି। ଏହି ଜେଲରେ ଥିବା କଏଦୀମାନଙ୍କ ଉପରେ ବିଶେଷ କଟକଣା ନ ଥାଏ। ସେମାନେ ଅଟୋ ଚଳାଇ, ମକା ବିକ୍ରି କରି, ଟିଫିନ୍ ସେଣ୍ଟରରେ ଲୋକଙ୍କୁ…
Archives


