Home Left

୪ ବର୍ଷ ହେଲା ସରୁନି କାମ, ଖାଲଖମାରେ ପୂରିଛି ରାସ୍ତା, ଯନ୍ତ୍ରୀଙ୍କୁ ପଚାରିଲେ…

ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ରାସ୍ତା ସମ୍ପ୍ରସାରଣର ଆରମ୍ଭର ଇତି ମଧ୍ୟରେ ୪ ବର୍ଷ ବିତିଲାଣି ତଥାପି ରାସ୍ତା କାର୍ଯ୍ୟ ଶେଷ ହେଉନି। ଚୁକ୍ତି ଅନୁସାରେ ୨୦୨୩ରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ…

ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ଘଟଣାସ୍ଥଳରୁ ମିଳିଲା…

ବାସୁଦେବପୁର,୨୭ା୭(କାଳୀପଦ ରାୟ): ଭଦ୍ରକ ଜିଲା କଷିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ପଞ୍ଚାୟତରେ ପାରାପୋଖରୀ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଟଙ୍କା ପାଇଁ ସ୍ତ୍ରୀ ଗୁରୁବାରୀ ଜେନା (୪୫ )ଙ୍କୁ ତାଙ୍କ ସ୍ବାମୀ ଗୋପୀନାଥ ଜେନା…

ଦାରିଙ୍ଗବାଡ଼ିର ଅଧିକାଂଶ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ସେବା ଅଚଳ: ଉପଭୋକ୍ତା ହଟହଟା

ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଏସ୍‌ଏନ୍‌ଏଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ୧ ବର୍ଷ ଧରି ସିଆଙ୍ଗବାଲି ପଞ୍ଚାୟତରେ ବିଏସ୍‌ଏନ୍‌ଏଲ ମୋବାଇଲ ସେବା ଅଚଳ ହୋଇଥିବା ବେଳେ ସିମନବାଡ଼ି ଏବଂ ଗଦାପୁର ପଞ୍ଚାୟତରେ ପ୍ରାୟ ୧ ମାସ…

ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବୃଦ୍ଧାଙ୍କ ମୃତ୍ୟୁ

ରାୟଗଡ଼ା,୨୭।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗାନ୍ଧୀ ନଗର ଦ୍ୱିତୀୟ ଲେନରେ ଏକ ଦୁଃଖଦ ଘଟଣାରେ ଜଣେ ୬୨ ବର୍ଷୀୟା ବୃଦ୍ଧାଙ୍କର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ଜଣକ ହେଲେ କେ. ଭେଙ୍କଟ ରାଓଙ୍କ ପତ୍ନୀ କେ.…

ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ସ୍ବାମୀ ଗିରଫ

ବଅଁରପାଳ,୨୭।୭(ସୁବାସ ସାହୁ): ସ୍ତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ନାଲ୍‌କୋ ଥାନା ଅଞ୍ଚଳର ଦୀପୁ ସାହୁ (୨୫)ଙ୍କୁ ଶନିବାର ପୋଲିସ ଗିରଫ କରିଛି। ୨ ବର୍ଷ ତଳେ ଦୀପୁ ପ୍ରେମ ବିବାହ କରିଥିଲେ। କିଛିଦିନ ହେଲା ଯୌତୁକ…

ଗୋଖର ସାପକୁ କାମୁଡ଼ି ମାରିଦେଲା ଏକ ବର୍ଷର ଶିଶୁ

ବେଟିଆ,୨୭।୭: ବିହାରର ଏକ ଦୁର୍ଗମ ଗାଁରେ ଜଣେ ଏକ ବର୍ଷର ଶିଶୁ ଗୋଖର ସାପକୁ କାମୁଡ଼ି ମାରିଦେଇଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହି ଆଶ୍ଚର୍ତ୍ୟଜନକ ଘଟଣା ପଶ୍ଚିମ ଚମ୍ପାରଣ ଜିଲାରେ ଘଟିଛି। ଶିଶୁଟିକୁ ତା’ର ପରିବାର ଲୋକେ ବେଟିଆ ସହରର…

ସଂଗ୍ରାମୀ ସ୍ମୃତିବନରେ କାରଗିଲ ବିଜୟ ଦିବସ

ବରଗଡ,୨୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ତୁରୁଙ୍ଗା ବୈଷ୍ଣୋଦେବୀ ମନ୍ଦିର ନିକଟ ସଂଗ୍ରାମୀ ସ୍ମୃତିବନରେ ଶନିବାର କାରଗିଲ ବିଜୟ ଦିବସ ଓ ସଂଗ୍ରାମୀ ସ୍ମୃତିବନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାପିତ ସଂଗ୍ରାମୀ ସ୍ମୃତିବନରେ…

ଭୁଶୁଡ଼ିଯିବ ଓଡ଼ିଶାର ଏହି ୨୧୯ ବର୍ଷର ଥାନା: ନାହାନ୍ତି କର୍ମଚାରୀ କି ନାହିଁ ବାସଗୃହ

ଗୋପ,୨୭।୭(ଭାରତୀ ଭୂଷଣ ଉପାଧ୍ୟାୟ): ରାଜ୍ୟ ସରକାର ଥାନା, ଫାଣ୍ଡିଗୁଡ଼ିକୁ ଗୁରୁତ୍ୱ ଦେଉଥିବା ବେଳେ ପୁରୀ ଜିଲାର ଅତି ପୁରାତନ ଗୋପ ଥାନା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ୨୧୯ ବର୍ଷ ତଳେ ନିର୍ମାଣ ହୋଇଥିବା ପୁରାତନ ଗୃହଗୁଡ଼ିକ ଭାଙ୍ଗିରୁଜି ଯାଇଥିବାରୁ କେତେବେଳେ…

ଭତ୍ତା, ରାଶନ ପାଇଁ ଜଙ୍ଗଲରେ ଚାଲିବାକୁ ପଡ଼େ ୬ କି.ମି.

ପାରଳାଖେମୁଣ୍ଡି,୨୭ା୭(ଗିରିଧାରୀ ପରିଛା): ରାଜ୍ୟ, କେନ୍ଦ୍ର ସରକାର ଉପାନ୍ତ ଅଞ୍ଚଳର ବିକାଶ ଲାଗି ବହୁ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଉପାନ୍ତ ଅଞ୍ଚଳର କେତେକ ଗ୍ରାମ ଏବେ ମଧ୍ୟ ବିକାଶଠାରୁ ଦୂରରେ ରହିଛି। ଗ୍ରାମବାସୀ ସର୍ବନିମ୍ନ ମୌଳିକ…

ବ୍ରାହ୍ମଣୀ ନଦୀ ଚାଲୁଛି ବନ୍ୟା ଜଳ: ଜାଲରେ ପଡ଼ିଲା ୪୫ କେଜିର ମାଛ

ପବିତ୍ରନଗର,୨୭।୭(ନିରୋଜ ପ୍ରଧାନ): ଅନୁଗୋଳ ଜିଲା କଣିହଁା ବ୍ଲକ ସମଲଠାରେ ବ୍ରାହ୍ମଣୀ ନଦୀରୁ ଶନିବାର ସକାଳେ ୩ଟି ବଡ଼ କଣା ମାଛ ଧରାଯାଇଛି। ସ୍ଥାନୀୟ କୁଲେଇ ଗ୍ରାମର ଆରତ ବେହେରା ଓ ପ୍ରଦୀପ ବେହେରା ଏହି ମାଛ ଧରିଥିବା ବେଳେ ଗୋଟିଏର ଓଜନ…

୧୭ ଏମ୍‌ପିଙ୍କୁ ସଂସଦରତ୍ନ ପୁରସ୍କାର, ଓଡ଼ିଶାରୁ ପାଇଲେ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ,୨୭ା୭(ପି.ଟି.): ଲୋକ ସଭାରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ ପାଇଁ ୧୭ ଜଣ ଏମ୍‌ପିଙ୍କୁ ଚଳିତ ବର୍ଷର ସଂସଦରତ୍ନ ପୁରସ୍କାର ପାଇଁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଏନ୍‌ସିପି (ଏସ୍‌ପି) ଏମ୍‌ପି ସୁପ୍ରିୟା ସୁଲେ, ଭାଜପା ଏମ୍‌ପି ରବି କିଶନ ଏବଂ ନିଶିକାନ୍ତ ଦୁବେ,…

ଶଙ୍ଖ ଭବନରେ ବଡ଼ ହଲଚଲ; ଅନସ୍ଥା ପ୍ରସ୍ତାବ ନେଇ ନବୀନ ଦେଲେ ସଙ୍କେତ!

ଭୁବନେଶ୍ୱର,୨୭ା୭(ସୁନିତ୍‌ ମିଶ୍ର): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଦ୍ୱାରା ସରକାର ବିରୋଧରେ ପ୍ରସ୍ତାବିତ ଅନାସ୍ଥା ବିଷୟ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ବିଜେଡି ଏ ନେଇ କ’ଣ ନିଷ୍ପତ୍ତି ନେବ, ତାହାକୁ ନେଇ ରାଜ୍ୟ ରାଜନୀତି ସରଗରମ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri