ମୋ ଆଗରେ ଡ୍ରେସ୍ ବଦଳାଅ…ଜେଲ୍ରୁ ଫେରି ଝିଅକୁ ଏମିତି ଡିମାଣ୍ଡ କଲେ ବାପା, ମା’ ପ୍ରତିବାଦ କରିବାରୁ…
ବରେଲି,୩୧।୭:ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ପବିତ୍ର। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏହି ପବିତ୍ର ସମ୍ପର୍କକୁ କଳୁଷିତ କରନ୍ତି। ଉତ୍ତର ପ୍ରଦେଶର ବରେଲିରେ ମଧ୍ୟ ଏପରି କିଛି ଘଟିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ…
ମଝି ଆକାଶରେ ମାଛ ଭଳି ପହଁରିଲା ବିମାନ, ୨୫ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି, କ୍ରୁ ମେମ୍ବରଙ୍କ…
ଓ୍ବାଶିଂଟନ,୩୧।୭: ଆମେରିକାର ସଲ୍ଟ ଲେକ ସିଟିରୁ ଆମଷ୍ଟରଡାମ ଯାଉଥିବା ଏକ ବିମାନ ଗୁରୁତର ଟର୍ବୁଲେନ୍ସରେ ଫସି ଯାଇଥିଲା। ଏହି ବିମାନରେ ଥିବା ୨୫ ଜଣ ଯାତ୍ରୀ ଆହତ ହେବା ଘଟଣାରୁ ଟର୍ବୁଲେନ୍ସର ଅସୁବିଧାକୁ ସହଜରେ ଅନୁମାନ କରାଯାଇପାରେ। ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ…
ପରିତ୍ୟକ୍ତ ଅବସ୍ଥାରେ ବିଶ୍ରାମାଗାର, ବସ୍କୁ ଅପେକ୍ଷା କରିବା ପାଇଁ ଗଛ ହିଁ ଭରସା
ଦାରିଙ୍ଗବାଡ଼ି,୩୧ା୭(ଅରୁଣ ସାହୁ): ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଆଉ ତାକୁ ସଫଳ କରିବା ପାଇଁ ଜିଲା ଓ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ଏମିତି ଏକ ପଞ୍ଚାୟତ ରହିଛି ଯାହାକି ବ୍ଲକ ଅଞ୍ଚଳର ମୁଖ୍ୟ ଛକ…
ଭାରତ-ରୁଷିଆ ସମ୍ପର୍କକୁ ନେଇ ସାଂଘାତିକ କଥା କହିଦେଲେ ଟ୍ରମ୍ପ
ନୂଆଦିଲ୍ଲୀ,୩୧।୭: ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଘୋଷଣା କରିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବଡ଼ ଧମାକା କରିଛନ୍ତି। ଭାରତ ଏବଂ ରୁଷିଆକୁ ଟାର୍ଗେଟ କରି ସେ କହିଛନ୍ତି, ସେ ରୁଷିଆ ସହିତ ଭାରତର କାରବାରକୁ…
ରାସ୍ତା କଡ଼ ବିଲରୁ ଚାଷୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଭଦ୍ରକ, ୩୧।୭(ସନାତନ ରାଉତ):ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗେଲଟୁଆ ପଞ୍ଚାୟତ କୁଶଗଡ଼ିଆ ରାସ୍ତା କଡ଼ ବିଲରୁ ଏକ ମୃତଦେହ ଉଦ୍ଧାର କରିଛି ପୋଲିସ l ମୃତକ କୁଆ ବଗମରା ଗାଁର ଚାଷୀ ସନ୍ତୋଷ ମଲିକ (୬୨) ବୋଲି ପୋଲିସ ସୂଚନା ଦେଇଛି…
ପାକିସ୍ତାନକୁ ୪୪୦ ଭୋଲ୍ଟର ଆଉ ଏକ ବଡ଼ ଝଟକା ଦେଲା ଭାରତ
ନୂଆଦିଲ୍ଲୀ/ଇସଲାମାବାଦ,୩୧।୭: ଭାରତ ପୁଣି ଥରେ ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଛି। କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରର ରାମବନ ଜିଲାରେ ଚେନାବ ନଦୀ ଉପରେ ୧୮୫୬ ମେଗାୱାଟ ସାୱଲକୋଟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଭାରତ ପୂର୍ବରୁ ସିନ୍ଧୁ ଜଳ…
ଯୁବକଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲେ, ୨ ଜଣଙ୍କୁ ଉଠାଇନେଲା ପୋଲିସ
ପାଟଣା,୩୧ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ନାଏକ ସାହିର ଜଣେ ୨୮ବର୍ଷ ଯୁବକଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗାଁର ଭକ୍ତ ବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ। ଗଙ୍ଗାଧରଙ୍କ ମା’…
ନଦୀ ସଂଯୋଗୀକରଣ ପାଇଁ ତେଜୁଛି ଦାବି, ୬ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି ଟଙ୍କା
କେନ୍ଦ୍ରାପଡ଼ା, ୩୧ା୭ (ଜଗନ୍ନାଥ ଧଳ): ରାଜ୍ୟ ସରକାର ଆନ୍ତରାଜ୍ୟ ନଦୀ ସଂଯୋଗୀକରଣକୁ ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ୬ଟି ଏପରି ପ୍ରକଳ୍ପ ପାଇଁ ମୋଟ ୧୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି।…
ସେଲ୍ଫି ବାହାନାରେ ସ୍ବାମୀଙ୍କୁ ନଦୀକୁ ଠେଲିଦେଲେ ସ୍ତ୍ରୀ: ଓଲଟା ସ୍ବାମୀଙ୍କ ନାଁରେ ହେଲା ମାମଲା: ଜାଣିଲେ ମୁଣ୍ଡ ହୋଇଯିବ ଗୋଲ୍
ବେଙ୍ଗାଲୁରୁ,୩୧।୭: କର୍ନାଟକର ରାଇଚୁର ଜିଲାର ଗୁର୍ଜାପୁର ବ୍ୟାରେଜ ନିକଟରେ ଫଟୋ ଉଠାଇବା ବାହାନାରେ ପତ୍ନୀ ତାଙ୍କ ସ୍ବାମୀଙ୍କୁ ପୋଲ ଉପରୁ ନଦୀକୁ ଠେଲି ଦେବା ମାମଲାରେ ଏକ ନୂତନ ମୋଡ଼ ଆସିଛି। ଫଟୋ ଉଠାଇବା ବାହାନାରେ ତାଙ୍କ ସ୍ତ୍ରୀ ତାଙ୍କୁ ନଦୀକୁ…
ଜୋରଦାର ଧରପଗଡ଼: ବ୍ରାଉନସୁଗାର ଜବତ, ବଡ଼ ଚେନ୍ ଥିବା ସନ୍ଦେହ
ହାଟଡିହୀ,୩୧l୭(ଶୁଭକାନ୍ତ ନାୟକ):କେନ୍ଦୁଝର ଏସପି ନୀତିନ କୁଶଲକର ଦାଗୁଡୁଙ୍କ ତତ୍ତ୍ୱାବଧାନ ଏବଂ ନିର୍ଦ୍ଦେଶରେ ମଙ୍ଗଳବାର ରାତିରୁ ସ୍ବତନ୍ତ୍ର ଟିମ ଗଠନ କରି ଆନନ୍ଦପୁର ଏବଂ ଘସିପୁରା ଅଞ୍ଚଳରେ ଚଢ଼ାଉ କରାଯାଇ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରପଗଡ଼ କରାଯାଉଛି। ଅଦ୍ୟାବଧି ବିଭିନ୍ନ ସ୍ଥାନରେ…
ସତର୍କ ସଙ୍କେତ ଉପରେ ବୈତରଣୀ ଜଳସ୍ତର: ଧାମନଗର ଚାନ୍ଦବାଲିରେ ବନ୍ୟା ଆଶଙ୍କା
ଭଦ୍ରକ, ୩୧।୭(ସନାତନ ରାଉତ): ବୈତରଣୀ ବନ୍ୟା ଜଳ ଦୁଇ ଦିନ ତଳେ ହ୍ରାସ ପାଇଥିବାବେଳେ ଗୁରୁବାର ସକାଳୁ ପୁଣି ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି l ସକାଳୁ ଭଦ୍ରକ ଜିଲା ଆଖୁଆପଦା ଆନିକଟ ନିକଟରେ ବୈତରଣୀ ଜଳ ସ୍ତର ସତର୍କ…
ଜଳିଗଲା ଯୁଦ୍ଧ ବିମାନ ଆକାଶ ଧୂଆଁମୟ
ଓ୍ବାଶିଂଟନ,୩୧।୭: କାଲିଫର୍ନିଆର ନେଭାଲ ଏୟାର ଷ୍ଟେଶନ ଲେମୁର୍ ନିକଟରେ ବୁଧବାର ଏକ ଆମେରିକୀୟ ଯୁଦ୍ଧ ବିମାନ F-35 ଦୁର୍ଘଟଣାଗ୍ରସ୍ତ ହୋଇଛି। ଜେଟ ଦୁର୍ଘଟଣାଗ୍ରସ୍ତ ହେବା ପରେ ତୁରନ୍ତ ଏଥିରେ ନିଆଁ ଲାଗିଗଲା ଏବଂ ଆକାଶରେ ଧୂଆଁ ଉଠିବାକୁ ଲାଗିଲା। ଏହି ଘଟଣାର…
Archives


