Home Left

ନୂତନ ଜିଲା ସଭାପତି ବିକ୍ରମ ପଣ୍ଡାଙ୍କ ନାମ ଘୋଷଣା ପରେ ଏନଏସି ବିଜେଡିରେ ଖୁସିର ଲହରୀ

ଗଞ୍ଜାମ,୪।୮(ବିଦ୍ୟାଧର ସାହୁ ): ସୋମବାର ବିଜେଡି ନୂତନ ଜିଲା ସଭାପତି ଭାବେ ବିକ୍ରମ ପଣ୍ଡାଙ୍କ ନାମ ଘୋଷଣା ପରେ ଗଞ୍ଜାମ ଏନଏସି ବିଜେଡିରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ନୂତନ ଜିଲା ସଭାପତି ପଣ୍ଡାଙ୍କୁ ଏନଏସି ବିଜେଡି ନଗର…

ଯୁବକଙ୍କୁ ପିଟିଥିଲେ ସ୍ବାମୀ-ସ୍ତ୍ରୀ: ଜଣାପଡ଼ିଲା ପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ଉପରସାହିର ଭକ୍ତବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ(୨୮)ଙ୍କୁ ଗତ ବୁଧବାର ସାରେ ପଡୋଶୀ ଗାଁ ଆଙ୍କୁରା ଝାପାସାହିର ସୌମ୍ୟରଞ୍ଜନ ଏବଂ ତାଙ୍କ ସ୍ତ୍ରୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଫଳରେ…

ପ୍ରଦୀପ ହେଲେ କଳାହାଣ୍ଡି ଜିଲା ବିଜେଡି ସଭାପତି

ଭବାନୀପାଟଣା,୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜେଡି ସଭାପତି ଭାବେ ସୋମବାର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମନୋନୀତ ହୋଇଛନ୍ତି। ଏ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି। ପ୍ରଦୀପ ଗତ ୨୦୧୯ରେ…

ଏସବୁ ଜିଲା ପାଇଁ ନୂଆ ସଭାପତି ଘୋଷଣା କଲା ବିଜେଡି, ଏମାନଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭୁବନେଶ୍ୱର,୪।୮: ବିଜୁ ଜନତା ଦଳ (ବିଜେଡି) ଓଡ଼ିଶାର ଚାରିଟି ଜିଲା ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ପାଇଁ ନୂଆ ଜିଲା ସଭାପତିଙ୍କ ନାମ ଘୋଷଣା କରିଛି। ଏହି ନିଯୁକ୍ତି ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଓ ୨୦୨୪ ନିର୍ବାଚନରେ…

ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ ପରେ ବିରାଟ କୋହଲିଙ୍କ ପ୍ରତିକ୍ରିୟା ଭାଇରାଲ

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳ ଓଭାଲରେ ଇଂଲଣ୍ଡ ବିପକ୍ଷରେ ଏକ ରୋମାଞ୍ଚକର ୬ ରନ୍‌ରେ ବିଜୟ ହାସଲ କରି ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୨ରେ ବରାବର କରିଛି। ଶୁଭମନ ଗିଲ୍‌ଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚକୁ ପରାଜୟର ମୁଖରୁ…

ଆନ୍ଧ୍ରପ୍ରଦେଶ ପଥର ଖଦାନରେ ବିସ୍ଫୋରଣ: ଗାଁରେ ପହଞ୍ଚିଲା ଶ୍ରମିକଙ୍କ ମୃତଦେହ, ସମବେଦନା ଜଣାଇଲେ ମନ୍ତ୍ରୀ

ଧରାକୋଟ,୪।୮: ଦାଦନ ଦୁଃଖରେ ପୁଣି ପେଶି ହୋଇଛନ୍ତି ଧରାକୋଟ ବ୍ଲକର ଢଉଗାଁ ପଞ୍ଚାୟତ ବାହାଡାଗୁଡା ଗାଁର ମୁସା ଜେନା ଏବଂ ଓଳମ୍ବା ପଞ୍ଚାୟତ କସେଇ ଗାଁର ସନ୍ତୋଷ ଗୌଡ଼ଙ୍କ ପରିବାର । କାମ କରିବାକୁ ଯାଇ ଆନ୍ଧ୍ରପ୍ରଦେଶର ବାଲିକୁରଭା ମଣ୍ଡଳର ମଲାୟାପୁଲମ…

ଏଥର ୭୮ତମ ନା ୭୯ତମ ସ୍ୱାଧୀନତା ଦିବସ ପାଳନ ହେବ ? ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଭାରତ ୧୯୪୭ ମସିହା ଅଗଷ୍ଟ ୧୫ରେ ବ୍ରିଟିଶ ଔପନିବେଶିକ ଶାସନରୁ ଦୀର୍ଘ ସଂଘର୍ଷ ପରେ ସ୍ୱାଧୀନତା ହାସଲ କରିଥିଲା। ଏହି ଦିନଟି ସ୍ୱାଧୀନତା ସଂଗ୍ରାମୀ ଓ ସାଧାରଣ ଭାରତୀୟଙ୍କ ଏକତାର ପ୍ରୟାସକୁ ସ୍ମରଣ କରାଯାଏ, ଯେଉଁମାନେ ଦେଶକୁ ବ୍ରିଟିଶମାନଙ୍କଠାରୁ ମୁକ୍ତ କରିଥିଲେ।…

ଜମିରେ କାମ କରୁଥିଲେ, ମାରିଲା ଘଡ଼ଘଡ଼ି…

ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର-ବାସୁଦେବପୁର ଗ୍ରାମ ନିକଟ ଚାଷ ଜମିରେ କାମ କରୁଥିବା ବେଳେ ସୋମବାର ଅପରାହ୍ନରେ ବଜ୍ରପାତ ଯୋଗୁ ଗୋକର୍ଣ୍ଣପୁର ଗ୍ରାମ ବସଷ୍ଟାଣ୍ଡ ସାହିର ଚିନ୍ନାରି. ଏରାମା ପାତ୍ର (୫୫) ନାମ୍ନୀ ମହିଳା ମୃତ୍ୟୁ…

ଆସିଲା ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ: ଦିଲ୍ଲୀ ଯିବେ ଲକ୍ଷପତି ଦିଦି ଏସ ଜ୍ୟୋତି, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର,୪।୮ (ଦିଲ୍ଲୀପ ସାମଲ): ଅଗଷ୍ଟ ୧୫ ତଥା ସ୍ବାଧିନତା ଦିବସରେ ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ରକାର୍ଯ୍ୟକ୍ରମରେ ଯୋଗଦେବେ ଗଞ୍ଜାମ ଜିଲାର ଲକ୍ଷପତି ଦିଦି ତଥା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାଳିଆବାଲି ଗ୍ରାମର ଏସ. ଜ୍ୟୋତି ରେଡ୍ଡୀ । ଏଥିଲାଗି ତାଙ୍କୁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ…

ଓଭାଲରେ ଭାରତ ବିଜୟର ୫ ବଡ଼ କାରଣ, ଜାଣନ୍ତୁ କିପରି ଆସିଲା ୬ ରନର ଐତିହାସିକ ବିଜୟ

ନୂଆଦିଲ୍ଲୀ,୪।୮: ଭାରତ ଓଭାଲ ଟେଷ୍ଟକୁ ୬ ରନର ନିକଟତମ ବ୍ୟବଧାନରେ ଜିତିଛି। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠାରୁ କମ ବ୍ୟବଧାନରେ ବିଜୟ। ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨-୨ ଡ୍ରରେ ଶେଷ ହୋଇଥିଲା। ପ୍ରଥମ ଇନିଂସ ମାତ୍ର ୨୨୪ ରନରେ ଅଲଆଉଟ…

ଟଙ୍କା ଜମା କରିବାକୁ ଯାଇଥିଲେ: ବାଟରୁ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ଜଳେଶ୍ୱର,୪।୮: ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଦୁଡ଼ପଳ ଗାଁ ନିକଟରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଏକ କଳା ବାଇକ୍‌ରେ ୨ଜଣ ଦୁବୃର୍ତ୍ତ ଆସି ୨ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଯୁବକ…

କେନ୍ଦୁ କାଠ ବୋଝେଇ ପିକଅପ ଗାଡ଼ିକୁ ମାଡିବସିଲା ବନବିଭାଗ, କାଠର ମୂଲ୍ୟ ହେବ…

ପଦ୍ମପୁର,୪।୮(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗ ଦ୍ୱାରା ରବିବାର ରାତିରେ ପଦ୍ମପୁର ପାଟନାଗଡ ରାସ୍ତା ଦହିତାଠାରେ ଏକ କେନ୍ଦୁ କାଠ ବୋଝେଇ ପିକଅପ ଗାଡି (ଓଆର ୦୫ଏଇ ୮୩୨୫)କୁ ବନ ବିଭାଗ ଜବତ କରିଛି । ଜବତ କାଠର ମୂଲ୍ୟ ୧…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri