ଟାରିଫ୍ ବିବାଦ ମଝିରେ ଆମେରିକା ସହ ୧ ବିଲିୟନ୍ ଡଲାରର ଡିଲ୍ ସାଇନ୍ କରିବ ଭାରତ
ନୂଆଦିଲ୍ଲୀ,୨୬।୮: ଡୋନାଲ୍ଡ୍ ଟ୍ରମ୍ପ ଭାରତକୁ ରୁଷିଆ ସହ ବାଣିଜ୍ୟ ଉପରେ ୫୦% ଟାରିଫ୍ ଲଗାଇବାର ନିଷ୍ପତ୍ତି ମଝିରେ ଭାରତ ଓ ଆମେରିକା ୧ ବିଲିୟନ୍ ଡଲାରରୁ ଅଧିକର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଡିଲ୍ ସାଇନ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ହେଉଛି…
ଷ୍ଟେଶନ ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ମିଳିଯିବ ଟିକେଟ, ଏହି ଟ୍ରିକ୍ ବନ୍ଧୁଙ୍କୁ ବି କୁହନ୍ତୁ ନାହିଁ…
ନୂଆଦିଲ୍ଲୀ,୨୬।୮: ଯଦି ଆପଣ କାହାକୁ ଷ୍ଟେଶନରେ ଛାଡ଼ିବାକୁ ଯାଉଛନ୍ତି, ତେବେ ପ୍ଲାଟଫର୍ମ ଟିକେଟ କିଣିବା ବାଧ୍ୟତାମୂଳକ। କିନ୍ତୁ ଏବେ ପ୍ଲାଟଫର୍ମ ଟିକେଟ କିଣିବା ପାଇଁ ଲମ୍ବା ଲାଇନରେ ଛିଡ଼ା ହେବାର ଆବଶ୍ୟକତା ନାହିଁ, କାରଣ ଆପଣ ନିଜ ସ୍ମାର୍ଟଫୋନ୍ ମାଧ୍ୟମରେ ଏହା…
୨୫ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଆସିଷ୍ଟାଣ୍ଟ କମିସନର
ଭୁବନେଶ୍ୱର,୨୬।୮: ରାଜ୍ୟ ଟିକସ ବିଭାଗର ସହକାରୀ କମିସନର ସରିତା ବାରିକ ଆଜି (୨୬ ଅଗଷ୍ଟ ୨୦୨୫) ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ୱର-IV ସର୍କଲରେ କାର୍ଯ୍ୟରତ ସରିତା ଜଣେ ବେକେରି ମାଲିକଙ୍କଠାରୁ ୨୦୨୦-୨୧ ଆର୍ଥିକ…
ହାର୍ଡକୋର୍ ମାଓବାଦୀ ବିଶୁ ସିଂ ଗିରଫ
ରାଉଲକେଲା,୨୬।୮(ସଂଗୀତା ଜେନା): ଜୁନ ୧୪ ତାରିଖ ୨୦୨୫ ରେ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ସିଲକୁଟା ଫରେଷ୍ଟ ରେଞ୍ଜରେ ମାଓବାଦୀମାନେ ବିସ୍ପୋରଣ କରିଥିଲେ। କୁମ୍ବିଂ ଅପରେସନ କରୁଥିବା ବେଳେ ଜଣେ ସିଆର୍ପିଏଫ୍ ଯବାନ ଏହି ବିସ୍ପୋରଣରେ ଗୁରୁତର ଆହତ ହୋଇଥିଲେ।…
ପୁରୀ ବଡ଼ଦାଣ୍ଡରେ ଦୁର୍ଘଟଣା: ବାଇକ୍ ଧକ୍କାରେ ଦିଲ୍ଲୀ ପର୍ଯ୍ୟଟକଙ୍କ ମୃତ୍ୟୁ
ପୁରୀ,୨୬ା୮: ପୁରୀ ବଡ଼ଦାଣ୍ଡ ମାଉସୀ ମା’ ମନ୍ଦିର ନିକଟରେ ଏକ ଦୁଃଖଦ ଦୁର୍ଘଟଣାରେ ଦିଲ୍ଲୀର ପର୍ଯ୍ୟଟକ ଯୋଗେନ୍ଦ୍ର ସିଂହଙ୍କ ମୃତ୍ୟୁ ହୋଇଛି। ଏକ ବାଇକ୍ ରିକ୍ସାକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ରିକ୍ସା ଚାଳକ ଏବଂ ଦୁଇ…
ଆମେରିକା ରପ୍ତାନି ହେଉଛି ଅନୁଗୁଳ ଲେମ୍ବୁ: ମାଲାମାଲ ହେଉଛନ୍ତି କୃଷକ
ଅନୁଗୋଳ,୨୬ା୮: ଓଡ଼ିଶାର ଅନୁଗୋଳ ଜିଲାରୁ ଲେମ୍ବୁ ଆମେରିକାକୁ ରପ୍ତାନି ହେଉଛି। ଚଳିତ ମାସରେ ତିନି ପର୍ଯ୍ୟାୟରେ ପ୍ରାୟ ଏକ ଲକ୍ଷ ଲେମ୍ବୁ ଆମେରିକାକୁ ପଠାଯାଇଛି। ସ୍ଥାନୀୟ ବଜାରରେ ଗୋଟିଏ ଲେମ୍ବୁ ୨୦-୩୦ ପଇସାରେ ବିକ୍ରି ହେଉଥିବା ବେଳେ ଓଡ଼ିଶା ଗ୍ରାମୀଣ ବିକାଶ…
ଚାଷଜମିରେ ରୁଆ ଚାଲିଥିଲା ଧାନତଳି, ବଜ୍ରପାତରେ ନଣନ୍ଦ, ଭାଉଜ ସମେତ ୩ ମୃତ
ଛତ୍ରପୁର,୨୬ା୮(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ମଙ୍ଗଳବାର ବଜ୍ରପାତରେ ନଣନ୍ଦ, ଭାଉଜଙ୍କ ସମେତ ୩ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନେ ବିଲରେ କାମ କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଛତ୍ରପୁର ବ୍ଲକ…
Loan ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ କ’ଣ କରେ ବ୍ୟାଙ୍କ? ଜାଣନ୍ତୁ ନିୟମ
ନୂଆଦିଲ୍ଲୀ,୨୬।୮: ଅନେକ ସମୟରେ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିଥାଏ ଯେ ଯଦି ଜଣେ ବ୍ୟକ୍ତି ହୋମ ଲୋନ, କାର୍ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି ଏବଂ ଏହି ସମୟରେ ତାଙ୍କର ହଠାତ ମୃତ୍ୟୁ ହୋଇଯାଏ, ତେବେ ବ୍ୟାଙ୍କ ଲୋନ…
ଓଡ଼ିଶାରେ ପଞ୍ଚାୟତରାଜ ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ରରୁ ମିଳିଲା ୨୮୪ କୋଟିରୁ ଅଧିକ ଅନୁଦାନ
ଭୁବନେଶ୍ୱର,୨୬।୮: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ ଆୟୋଗ (XV FC) ଅନ୍ତର୍ଗତ ଓଡ଼ିଶା, ମିଜୋରାମ ଓ ତ୍ରିପୁରାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା (RLBs) ପାଇଁ ୨୮୪ କୋଟି ଟଙ୍କାରୁ ଅଧିକ ଅନୁଦାନ ମଞ୍ଜୁର କରିଛନ୍ତି। ଓଡ଼ିଶାକୁ…
ନୂଆଖାଇ ପୂର୍ବରୁ ୩ ହଜାର ବୋତଲ ନିଶା କଫସିରପ ଜବତ: ଧରାପଡ଼ିଲେ ୨ ଅଭିଯୁକ୍ତ
ସମ୍ବଲପୁର,୨୬ା୮(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ନିକଟସ୍ଥ ସୁଇଟ ଅନୁଷ୍ଠାନର ପଛପାଶର୍ବରେ ବୁର୍ଲାଥାନା ପୋଲିସ ଚଢାଉ କରି ବିପୁଳ ପରିମାଣରେ ନିଶା କଫସିରପ୍ ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବୁର୍ଲାଥାନା ଅନ୍ତର୍ଗତ…
୪ ଥର କଲ୍ କଲେଣି ଟ୍ରମ୍ପ, କଥା ହେଉ ନାହାନ୍ତି ମୋଦି; ଆମେରିକାକୁ ଭାରତର ନାଲିଆଖି
ନୂଆଦିଲ୍ଲୀ,୨୬।୮: ନିକଟରେ ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି କମ୍ ଚାରି ଥର ଫୋନ୍ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମୋଦି ତାଙ୍କ ସହ କଥାବାର୍ତ୍ତା କରିବାକୁ ମନା କରିଦେଇଛନ୍ତି। ଜର୍ମାନୀର ପ୍ରସିଦ୍ଧ…
ଧନୁ ତୀରରେ ୩ ଗୁରୁତର: ଖଟିଆରେ ବୁହାହେଲେ …
ନୂଆପଡ଼ା,୨୬।୮:(ମକାରୁ ବେମାଲ) ଧନୁ ତୀରରେ ଆକ୍ରମଣ ୩ ଗୁରୁତର। ସୁନାବେଡ଼ା ଅଭୟାରଣ୍ୟର ଯୋଗୀମୁଣ୍ଡାରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ସେମାନେ ହେଲେ ଯୋଗିମୁଣ୍ଡା ଗାଁ ର ମଙ୍ଗଳୁ ପହରିଆ (୪୫),ଗୁରୁବାରି ପହରିଆ (୪୦) ଓ ସନ୍ତୋଷ ପହରିଆ (୧୨) । ଗୁରୁତର…
Archives


