Home Left

ପାକିସ୍ତାନପଟୁ ଜୋରଦାର ମିସାଇଲ ମାଡ଼, ଭାରତରେ ବଡ଼ ବିସ୍ଫୋରଣ

ଅମୃତସର, ୮।୫: ପଞ୍ଜାବର ଅମୃତସର ଜିଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଭାରତୀୟ ସେନା ପାକିସ୍ତାନରୁ ଆସିଥିବା ଏକ ମିସାଇଲକୁ ଅମୃତସର ନିକଟସ୍ଥ ଜେଠୋବାଲ ଅଞ୍ଚଳରେ ଧ୍ୱଂସ କରିଛି। ଏହି ମିସାଇଲର ଭଗ୍ନାବଶେଷ ଚିତ୍ୱା ଗାଁ ନିକଟରୁ ଉଦ୍ଧାର...

Operation Sindoor: ଅପରେଶନ ସିନ୍ଦୂରର ପ୍ରଭାବ, ଭୁବନେଶ୍ୱରରୁ ବାତିଲ ହେଲା ବିମାନ ଉଡାଣ

ଭୁବନେଶ୍ୱର,୮।୫: ଗୋଟିଏ ପଟେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦେଶରେ ସୁରକ୍ଷାକୁ ଖୁବ ନଜର ଦିଆଯାଉଛି। ସବୁକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ବିମାନ ବନ୍ଦରରୁ ଅସ୍ଥାୟୀ ଭାବେ ବିମାନ ସେବା ବନ୍ଦ କରାଯାଇଛି।...

ଓଡ଼ିଶା ଆସିବେନି ଶାହା, ସ୍ଥଗିତ ରହିଲା କାର୍ଯ୍ୟକ୍ରମ

ଭୁବନେଶ୍ୱର,୮ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରହିଛି। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ସମ୍ବଲପୁର ଜିଲାପାଳ। ଚଳିତମାସ ୧୦ ଓ ୧୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥାନ୍ତେ ଶାହା। ତେବେ...

ଭାରତ ଆଟାକ୍‌ରେ ପାକିସ୍ତାନ ଛାନିଆ, ଅପରେଶନ ସିନ୍ଦୂର ପରେ…

ନୂଆଦିଲ୍ଲୀ, ୮।୫: ଭାରତୀୟ ସଶସ୍ତ୍ର ବାହିନୀ ମଙ୍ଗଳବାର ମଧ୍ୟରାତ୍ରିରେ ‘ଅପରେଶନ ସିନ୍ଦୂର’ ନାମକ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ମିସାଇଲ ଆକ୍ରମଣ...

‘ଲାଇଟଠାରୁ ବି ଅଧିକ ସ୍ପିଡରେ ମୁଭ ଅନ କଲେ ଚହଲ’, ଆରଜେ ମହଭାଶଙ୍କ ପାଇଁ କଲେ ଏମିତି ପୋଷ୍ଟ ୟୁଜର୍ସ କହିଲେ…

ନୂଆଦିଲ୍ଲୀ,୮।୫: ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଧନଶ୍ରୀଙ୍କ ସହ ଛାଡପତ୍ର ପରେ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଆଫେୟାରର ଖବର ତୀବ୍ର ହୋଇଛି। ଚହଲଙ୍କୁ ପ୍ରାୟତଃ ଆରଜେ ମହଭାଶଙ୍କ ସହ ଦେଖିବାକୁ ମିଳିଥାଏ । ଉଭୟ ପରସ୍ପରକୁ ଡେଟ କରୁଥିବାର ରିପୋର୍ଟ ମଧ୍ୟ...

ଶ୍ୱଶୁର ଘରକୁ ଆସି ବଜ୍ରପାତରେ ଗଲା ଜ୍ୱାଇଁଙ୍କ ଜୀବନ

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ନୂଆଖମଣ ଗ୍ରାମରେ ଜଣେ ୩୫ବର୍ଷୀୟ ଯୁବକଙ୍କ ବୁଧବାର ରାତିରେ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ପଣ୍ଡା ପଡ଼ା ଥାନା ଅଞ୍ଚଳର ଲକ୍ଷ୍ମଣ ମୁଣ୍ଡାଙ୍କ ପୁଅ ଈଶ୍ୱର।...

ପାକିସ୍ତାନର ଷ୍ଟାର କ୍ରିକେଟରଙ୍କ ଘର ଉପରେ ଭାରତ କଲା ଏୟାର ଷ୍ଟ୍ରାଇକ୍‌! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୮।୫: ଭାରତୀୟ ସେନା ଓ ବାୟୁସେନା ମଙ୍ଗଳବାର ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରି ସେଗୁଡିକୁ ଧ୍ୱଂସ କରିଛି। ଏହି ଅଭିଯାନର ନାମ ଦିଆଯାଇଛି...

୨୩,୦୦୦ ଫେସବୁକ ଆକାଉଣ୍ଟକୁ ହଠାତ ହଟାଇଦେଲା Meta, କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ନୂଆଦିଲ୍ଲୀ,୮।୫: ନିବେଶ ନାମରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଲୋକଙ୍କୁ ଠକୁଥିବା ଲୋକଙ୍କ ବିରୁଦ୍ଧରେ ମେଟା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ କହିଛି ଯେ ଏହା ଭାରତ ଏବଂ ବ୍ରାଜିଲର ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଥିବା ୨୩,୦୦୦ ରୁ...

ରେଡ୍‌କ୍ରସ୍‌ର ମୂଳମନ୍ତ୍ର ସେବା, ସ୍ବାସ୍ଥ୍ୟ ଓ ବିଶ୍ୱବନ୍ଧୁତା

ସୁଇଜରଲାଣ୍ଡ ଜେନେଭା ସହରର ଜଣେ ବ୍ୟବସାୟୀ ଇଟାଲୀର ଲୋମ୍ବାର୍ଡି ଅଞ୍ଚଳକୁ ୧୮୫୯ ଜୁନ୍‌ରେ ଯାଇଥିଲେ। ବ୍ୟବସାୟୀ ଜଣକ ଉତ୍ତର ଇଟାଲୀର କାଷ୍ଟିଗ୍ଲିୟନ୍‌ଡିଲା ସହରର ହୋଟେଲରେ ରାତ୍ରିଯାପନ କଲେ। ସାଲଫାରିନୋ ନାମକ ଛୋଟ ସହର ନିକଟରେ ଘମାଘୋଟ ଯୁଦ୍ଧର ଗୁଳିଗୋଳା ଶବ୍ଦରେ...

’ଥାଲାସେମିଆ ରୋଗୀଙ୍କୁ ଅଗ୍ରାଧିକାର ଦେବା’

ଥାଲାସେମିଆ ଏକ ବଂଶଗତ ରକ୍ତଜନିତ ରୋଗ। ଆମ ସମସ୍ତଙ୍କ ରକ୍ତରେ ରହିଛି ଆର୍‌ବିସି ବା ଲୋହିତ ରକ୍ତ କୋଷିକା। ଲୋହିତ ରକ୍ତ କୋଷିକା ଭିତରେ ଥାଏ ହେମୋଗ୍ଲୋବିନ୍‌ ନାମକ ଏକ ଉପାଦାନ। ‘ହିମ୍‌’ ଓ ‘ଗ୍ଲୋବିନ୍‌’-ଏହି ଦୁଇଟି ଉପାଦାନ ଥାଏ...

ବଡ଼ ଦୁର୍ଘଟଣା, ଉତ୍ତରକାଶୀରେ କ୍ରାସ ହେଲା ହେଲିକପ୍ଟର

ଡେରାଡୁନ,୮।୫: ଉତ୍ତରାଖଣ୍ଡରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏଠାରେ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।...

Operation Sindoor: କିଛି ବଡ଼ ହେବାକୁ ଯାଉଛି? ରାଜସ୍ଥାନ-ପଞ୍ଜାବରେ ହାଇ ଆଲର୍ଟ

ନୂଆଦିଲ୍ଲୀ, ୮।୫: ଭାରତର ମିସାଇଲ ଆକ୍ରମଣ ‘ଅପରେସନ ସିନ୍ଦୂର’ ପରେ ରାଜସ୍ଥାନ ଓ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି। ରାଜସ୍ଥାନ ସରକାର ପାକିସ୍ତାନ ସହ ଥିବା ୧୦୭୦ କିଲୋମିଟର ସୀମାକୁ ସମ୍ପୂର୍ଣ୍ଣ ସିଲ କରିଦେଇଛନ୍ତି, ଯେଉଁଥିରେ ବିକାନେର, ଜୈସଲମେର,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri