ଜିଲାପାଳଙ୍କୁ ଭେଟିଲେ ମୃତା FM କଲେଜ ଛାତ୍ରୀଙ୍କ ବାପା
ବାଲେଶ୍ୱର,୨୯।୮: ମୃତା ବାଲେଶ୍ବର FM କଲେଜ ଛାତ୍ରୀଙ୍କ ବାପା ଶୁକ୍ରବାର ଜିଲାପାଳଙ୍କୁ ଭେଟିଛନ୍ତି। ସେ କଲେଜ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ୪ ଗିରଫ ହୋଇଛନ୍ତି, ମାତ୍ର ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଝିଅକୁ ଉସୁକାଇଥିବା ବ୍ୟକ୍ତିଙ୍କ…
ମୋଦିଙ୍କ ଅପମାନ ସହିପାରିଲେନି ଓଓ୍ବାଇସି, କହିଲେ ରାଜନୀତି କର ହେଲେ…
ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଉପରେ କରାଯାଇଥିବା ଅପମାନଜନକ ମନ୍ତବ୍ୟ ସମ୍ପର୍କରେ ହାଇଦ୍ରାବାଦ ଏମପି ଏବଂ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ରାଜନୀତିରେ ପ୍ରତିବାଦ କରନ୍ତୁ, କିନ୍ତୁ ଶାଳୀନତା ହରାନ୍ତୁ ନାହିଁ।…
ଚନ୍ଦ୍ରଗ୍ରହଣରେ ଶନିଦେବଙ୍କ କୃପାରେ ଚମକିବ ଏହି ରାଶିମାନଙ୍କ ଭାଗ୍ୟ, ମିଳିବ ବଡ଼ ଅଫର୍
୨୦୨୫, ସେପ୍ଟେମ୍ବର ୭ ତାରିଖର ବିଶେଷ ଗୁରୁତ୍ୱ ରହିଛି। ଏହି ଦିନ ୨୦୨୫ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହା ସହିତ, ଏହି ଦିନ ଭାଦ୍ରପଦ ମାସର ପୂର୍ଣ୍ଣିମା ତିଥି। ପ୍ରତିବର୍ଷ ଭାଦ୍ରପଦ ମାସର ପୂର୍ଣ୍ଣିମା ତିଥିରୁ ପିତୃପକ୍ଷ ତିଥି…
‘ଭାରତ ପାଣି ଛାଡିଲା ବୋଲି ଭାସି ଆସିଲା ମୃତଦେହ…’, ବୁଡ଼ିଯିବା ପରେ ବି ପୁରୁଣା ପ୍ରକୃତି ଛାଡୁନାହିଁ ପାକିସ୍ତାନ
ଇସଲାମାବାଦ,୨୯।୮: ପାକିସ୍ତାନର ପଞ୍ଜାବ, ସିଆଲକୋଟ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଭୟଙ୍କର ବନ୍ୟା ଜୀବନଯାତ୍ରାକୁ ବିପର୍ଯ୍ୟସ୍ତ କରିଦେଇଛି। ଏପର୍ଯ୍ୟନ୍ତ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୧୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୨.୫ ଲକ୍ଷ ଲୋକ ବାସଚ୍ୟୁତ ହୋଇଛନ୍ତି। ପ୍ରାୟ…
‘ଅମିତ ଶାହାଙ୍କ ମୁଣ୍ଡ କାଟି…’, ମହୁଆ ଦେଲେ ସାଂଘାତିକ ବୟାନ, ରାଜନୀତିରେ ହଇଚଇ
ନୂଆଦିଲ୍ଲୀ, ୨୯।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେବା ପାଇଁ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ କୃଷ୍ଣନଗର କୋତୱାଲି ଥାନାରେ ଅଭିଯୋଗ କରାଯାଇଛି। ମଙ୍ଗଳବାର (୨୬ ଅଗଷ୍ଟ, ୨୦୨୫) ମହୁଆ ପଶ୍ଚିମବଙ୍ଗରେ ଅବୈଧ…
ପିଆଜ ବସ୍ତା ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ, ଦେଖିଦେଲା ପୋଲିସ, ଆଉ ତା’ପରେ…
ସୋନପୁର,୨୯।୮(ମୃତ୍ୟୁଞ୍ଜୟ ଶତପଥୀ): ଓଡ଼ିଶାର କନ୍ଧମାଳ ଓ ବୌଦ୍ଧ ଜିଲାର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଗଞ୍ଜେଇର ଚାହିଦା ରାଜ୍ୟ ବାହାରେ ଖୁବ୍ ଅଧିକ। ହଜାର ହଜାର ହେକ୍ଟର ଜମିରେ ଚାଷ ହେଉଥିବା ଉନ୍ନତ ମାନର ଗଞ୍ଜେଇ କିଣିବା ପାଇଁ ଏବେ…
ପ୍ରବଳ ବର୍ଷିିବ: ଆସନ୍ତାକାଲି ପାଇଁ ଏହି ସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି
ଭୁବନେଶ୍ୱର,୨୯।୮: ଆସନ୍ତା ୩ ତାରିଖ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ପାଇଁ ୨୦ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ନିଂ ଜାରି କରିଛି। ସେହି ଜିଲାଗୁଡିକ ହେଲା…
ଜାତୀୟ କ୍ରୀଡ଼ା ଦିବସରେ ପୋଲିସ ଡିଜିପିଙ୍କଠାରୁ ସମ୍ମାନିତ ହେଲେ ବଲାଲ ଖାନ
ଛତ୍ରପୁର, ୨୯।୮(ଦିଲ୍ଲୀପ ସାମଲ): ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ଆଜି ଗଞ୍ଜାମ ପୋଲିସ ଜିଲାର କନଷ୍ଟେବଳ ତଥା କ୍ରୀଡ଼ାବିତ ଏବଂ ଛତ୍ରପୁରର…
ଚାଷ ଜମିରୁ ମିଳିଲା ଆରପିଏଫ କର୍ମଚାରୀଙ୍କ ମୃତଦେହ, ନୂଆଖାଇ ପାଳନ କରି ଫେରୁଥିବାବେଳେ…
ବଲାଙ୍ଗୀର , ଟିଟିଲାଗଡ,୨୯।୮ , (ସୁନିଲ ମହାନ୍ତି, ଶରତ ମିଶ୍ର) : ଟିଟିଲାଗଡ ରେଲୱେ ପୋଲିସ କର୍ମଚାରୀଙ୍କ ମୃତଦେହ ଜଗୁଆ ଗାଁର ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ମୃତ ବ୍ୟକ୍ତି ଜଣକ ଭକ୍ତ କର । ସେ…
ଯୌତୁକ ଦାବି ଅସହ୍ୟ ହେବାରୁ ଶେଷରେ ଜୀବନ ହାରିଲେ ଇଞ୍ଜିନିୟର ପତ୍ନୀ
ବେଙ୍ଗାଲୁରୁ,୨୯।୮: ମଙ୍ଗଳବାର ରାତିରେ କର୍ନାଟକର ବେଙ୍ଗାଲୁରୁର ସୁଦ୍ଦାଗୁଣ୍ଟେପାଲ୍ୟାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ, ୨୭ ବର୍ଷୀୟା ଟେକ୍ନିସିଆନ ଶିଳ୍ପା ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଯୌତୁକ ପାଇଁ ନିରନ୍ତର ନିର୍ଯାତନା ଯୋଗୁ ଶିଳ୍ପା ଆତ୍ମହତ୍ୟା କରିଥିବା ତାଙ୍କ…
ନରେନ୍ଦ୍ର ମୋଦି, ଯୋଗୀ ଆଦିତ୍ୟନାଥ, ରାହୁଲ ଗାନ୍ଧୀ ନା ଅଖିଳେଶ ଯାଦବ କାହାକୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରନ୍ତି ଜନତା? ଚମକାଇ ଦେବ ସର୍ଭେ
ନୂଆଦିଲ୍ଲୀ,୨୯।୮: ଦେଶର ରାଜନୈତିକ ପରିବେଶ ଏବେ ଖୁବ ଉଷ୍ମ। ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଲଗାତାର ଘେରୁଛନ୍ତି, ବିଶେଷକରି ଭୋଟ ଚୋରି ଅଭିଯୋଗକୁ ନେଇ। ଏହି ସମୟରେ, ଇଣ୍ଡିଆ ଟୁଡେ ସି ଭୋଟରଙ୍କ ମୁଡ ଅଫ ଦି ନେସନ ସର୍ଭେରେ ଅନେକ…
ପାଣ୍ଡିଆନ୍ଙ୍କୁ ଛାଡ଼ି ପାରୁନାହାନ୍ତି ନବୀନ, କାହିଁକି ଏମିତି କହି ଟାର୍ଗେଟ୍ କଲେ…
ଭୁବନେଶ୍ୱର,୨୯ା୮(ରବିନାରାୟଣ ଜେନା): କଳା ଟଙ୍କା ପାଇଁ ଭି.କେ. ପାଣ୍ଡିଆନ୍ଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଛାଡ଼ି ପାରୁନାହାନ୍ତି ବୋଲି ଭାଜପା ନେତା ତଥା ଆସିକା ବିଧାୟକ ସରୋଜ ପାଢ଼ୀ କହିଛନ୍ତି। ଦିନକ ପୂର୍ବରୁ ବିଜେଡିର ଖବରଦାତା ସମ୍ମିଳନୀରେ ମୁଖପାତ୍ର ଲେନିନ୍ ମହାନ୍ତି…
Archives


