ଜାପାନ ନେଲା ଏଭଳି ନିଷ୍ପତ୍ତି: ହଜିଲା ଟ୍ରମ୍ପଙ୍କ ନିଦ
ଟୋକିଓ,୩୦।୮: ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଏକ ନୂତନ ବିଶ୍ୱ ବ୍ୟବସ୍ଥା ବିଷୟରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି, ଯେଉଁଥିରେ ଆମେରିକାର ଭୂମିକା ସୀମିତ ରହିବ। ବିଶେଷକରି ଭାରତ ବିରୁଦ୍ଧରେ ୫୦ ପ୍ରତିଶତ ଟାରିଫ୍…
ଚାଷୀଙ୍କ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ, କହିଲେ…
ଭୁବନେଶ୍ୱର,୩୦।୮: ସାରା ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର, ଅପମିଶ୍ରଣ, ଏବଂ ବଜାରରେ ୟୁରିଆ ମିଳୁ ନ ଥିବାରୁ ଚାଷୀ କୂଳ ହନ୍ତସନ୍ତ ହୋଉଛନ୍ତି। ବିଭିନ୍ନ ସ୍ଥାନରେ ବିଶେଷ କରି ଆଦିବାସୀ ବହୁଳ ଜିଲାରେ ସାର ସମସ୍ୟା ଉତ୍କଟ ହୋଇଛି।…
୭ ବର୍ଷ ପରେ ନିଖୋଜ ସ୍ବାମୀଙ୍କୁ ରିଲ୍ସରେ ଅନ୍ୟ ଜଣେ ମହିଳାଙ୍କ ସହ ଦେଖିଲେ ସ୍ତ୍ରୀ: ଆଉ ତା’ପରେ…
ଲକ୍ଷ୍ନୌ,୩୦।୮: ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସୋସିଆଲ ମିଡିଆରେ ରିଲ୍ସ ଦେଖି ୭ ବର୍ଷ ଧରି ନିଖୋଜ ତାଙ୍କ ସ୍ବାମୀଙ୍କ ବିଷୟରେ ଜାଣିବାକୁ ପାଇଛନ୍ତି। ତାଙ୍କ ସ୍ବାମୀ ଅନ୍ୟ ମହିଳାଙ୍କ…
ଚାଇନା ଗସ୍ତ ପୂର୍ବରୁ ବଡ଼ କଥା କହିଦେଲେ ପୁଟିନ୍, ଟ୍ରମ୍ପଙ୍କୁ ଜୋରଦାର୍ ଝଟକା
ମସ୍କୋ,୩୦।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଚାଇନା ଗସ୍ତ ପୂର୍ବରୁ ଏକ ସାକ୍ଷାତକାରରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ରୁଷିଆ ଏବଂ ଚାଇନା ପକ୍ଷପାତପୂର୍ଣ୍ଣ ବିଶ୍ୱ କଟକଣାର ଦୃଢ଼ ବିରୋଧ କରିବେ। ପୁଟିନ ଚାଇନାର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO)…
ସ୍କୁଟି ଡିକିରୁ ବାହାରିଲା ସାପ, ଦେଢ଼ ଫୁଟର ସାପକୁ ଉଦ୍ଧାର କଲା…
ଭୁବନେଶ୍ୱର,୩୦।୮: ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ସୁଜିତ୍ ଗିରି ନାମକ ଜଣେ ବ୍ୟକ୍ତିଙ୍କ ସ୍କୁଟି ଡିକିରୁ ବାହାରିଲା ସାପ। ମିଳିଥିବା ସୂଚନାନୁଯାୟୀ, ସୁଜିତ୍ ଗିରି ନିଜର ହୋଣ୍ଡା ଆକ୍ଟିଭା ସ୍କୁଟି ଧରି ରାଜମହଲ ଛକକୁ ମେଡିସିନ ଆଣିବା ପାଇଁ ଯାଇଥିଲେ। ମେଡିସିନ ରଖିବା ପାଇଁ…
ଚନ୍ଦ୍ରଗ୍ରହଣରେ ଏହି ୩ ରାଶି ଉପରକୁ ମାଡି ଆସୁଛି ବଡ଼ ବିପଦ, ରୁହନ୍ତୁ ସତର୍କ , ନଚେତ୍ …
୨୦୨୫ ବର୍ଷର ନବମ ମାସ ଅର୍ଥାତ୍ ସେପ୍ଟେମ୍ବର ମାସ ଧାର୍ମିକ-ଜ୍ୟୋତିଷ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ଅନନ୍ତ ଚତୁର୍ଦ୍ଦଶୀ, ଜୀବିତପୁତ୍ରିକା, ସର୍ବପିତୃ ଅମାବାସ୍ୟା ଏବଂ ଶାରଦୀୟ ନବରାତ୍ରି ଭଳି ବଡ଼ ପର୍ବ ପାଳନ କରାଯିବ। ଏହା ବ୍ୟତୀତ ମଙ୍ଗଳ, ଶୁକ୍ର ଏବଂ…
ନାଚୁଥିଲେ ନିଶା ମହାରଣା, ହଠାତ୍ ଦର୍ଶକ ଫୋପାଡିଲେ ଚେୟାର: ଆଉ ତା’ପରେ ଘଟିଲା..
ଜଟଣୀ,୩୦।୮: ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ମଞ୍ଚ ଉପରେ ଜୋରଦାର ବିରୋଧ କରାଯାଇଛି। ଜଟଣୀ ଗଣେଶ ପୂଜାରେ ନୃତ୍ୟ ପରିବେଷଣ ବେଳେ ଏହି ବିରୋଧ ହୋଇଛି। ନିଶା ନାଚୁଥିବାବେଳେ ତାଙ୍କୁ ଉପରକୁ ଚେୟାର ଚେୟାର ଫିଙ୍ଗିଛନ୍ତି ଦର୍ଶକ। ଅବଶ୍ୟ ଏହି ଚେୟାର…
ବରିଷ୍ଠ ଦେଖାଇ ହେଉଛ, ଏଇଠି ବସ: ତାତିଲେ ଛାତ୍ର, ଯୁବ ବିଜେଡି ନେତା
ଭୁବନେଶ୍ୱର,୩୦ା୮(ସୁନିତ୍ ମିଶ୍ର):ବରିଷ୍ଠମାନଙ୍କ ପରେ ଏବେ ବିଜେଡିରେ ଯୁବ ଓ ଛାତ୍ର ସଭାପତି ଚୟନକୁ ନେଇ ଦଳର ଛାମୁଆ ସଙ୍ଗଠନରେ ଅସନ୍ତୋଷ ତୀବ୍ରରୂପ ଧାରଣ କରିଛି। ଛାତ୍ର ସଭାପତି ଚୟନକୁ ନେଇ ଛାତ୍ରନେତାମାନଙ୍କ ମେଳି ଶୁକ୍ରବାର ସକାଳେ ସ୍ଥାନୀୟ ଏକ ମଣ୍ଡପରେ ଦେଖିବାକୁ…
ଅଶ୍ଳୀଳ ୱେବସାଇଟରେ ଜର୍ଜିଆ ମେଲୋନିଙ୍କ ଫଟୋ, ଖବର ପ୍ରସାରିତ ହେବା ପରେ…
ରୋମ,୩୦। ୮: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୁକ୍ରବାର ଏକ ପର୍ଣ୍ଣ ୱେବସାଇଟରେ ତାଙ୍କର ଏବଂ ଅନ୍ୟ ଅନେକ ମହିଳାଙ୍କର ବିକୃତ ଫଟୋ ପୋଷ୍ଟ କରାଯିବାକୁ କଡ଼ା ନିନ୍ଦା କରିଛନ୍ତି। ଏହାକୁ ସମାଲୋଚନା କରି ସେ କହିଛନ୍ତି ଯେ ସେ ଏଥିରେ…
ନାଏବ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ
ମୋହନା,୩୦ା୮(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ବ୍ଲକ ଲିଲିଗଡ଼ ପଞ୍ଚାୟତ ନାଏବ ସରପଞ୍ଚ ସନ୍ତୋଷ ନାୟକଙ୍କୁ ମୋହନା ଜେଏମ୍ଏଫ୍ସି ଶୁଭଜିତ ବେହେରା ଅଯୋଗ୍ୟ ଘୋଷଣା କରିଛନ୍ତି। ଅଧିକ ସନ୍ତାନ ଥିବା ଅଭିଯୋଗର ବିଚାର କରି ସନ୍ତୋଷଙ୍କ ନାଏବ ସରପଞ୍ଚ ପଦବୀକୁ ବିଚାରପତି ଅସିଦ୍ଧ…
ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି: ୩ ଜଣଙ୍କ ମୃତଦେହ ଉଦ୍ଧାର, ଅନେକ ଲୋକ ନିଖୋଜ
ଶ୍ରୀନଗର,୩୦।୮: ଜମ୍ମୁର ରିଆସି ଜିଲାର ମାହୋରରେ ମଧ୍ୟ ଏକ ବଡ଼ ଭୂସ୍ଖଳନ ହୋଇଛି, ଯାହା ଫଳରେ ଅନେକ ଘର ଭାସି ଯାଇଛି। ପ୍ରାୟ ସାତ ଜଣ ନିଖୋଜ ଥିବା ସୂଚନା ମିଳିଛି। ସେହିପରି ରାମବାନ ଜିଲାର ରାଜଗଡ଼ ଅଞ୍ଚଳରେ ମଧ୍ୟ ଭୂସ୍ଖଳନ…
ଏ ଯାଏ ସରିଲାନି କେନାଲ ମରାମତି: ଦୃଷ୍ଟି ଦେଉନାହାନ୍ତି ଜଳସମ୍ପଦ ବିଭାଗର ଅଧିକାରୀ
ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ):ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ୧୦୭ଟି କେନାଲର ମରାମତି ପାଇଁ ଟେଣ୍ଡର ବାହାରିଥିଲା। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ସେସବୁର କାମ ସରିବାର ଥିଲା। କିନ୍ତୁ ବିଳମ୍ବରେ ଟେଣ୍ଡର ଡକାଯିବା ଯୋଗୁ କାମ ମଧ୍ୟ ବିଳମ୍ବରେ…
Archives


