ମୋ’ ସରଳତାକୁ ଦୁର୍ବଳତା ଭାବନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫ା୫: ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର କଡ଼ା ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ, ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି । ପୁରୁଣା ଅଭ୍ୟାସ ନ ଛାଡ଼ିଲେ କ୍ଷମା ଦିଆଯିବନି । ଜିଲାପାଳଙ୍କ ଜରିଆରେ...
ମାସୁଦ ଆଝାରଙ୍କ ପ୍ରଶ୍ନ ଶୁଣି ଥଙ୍ଗମଙ୍ଗ ହୋଇଗଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: କହିଲେ…
ନୂଆଦିଲ୍ଲୀ,୧୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସାମ୍ନାକୁ ଆସିବା ପରେ, ପାକିସ୍ତାନ ପୁଣି ଥରେ ବିଶ୍ୱର ନଜରରେ ପଡ଼ିଛି। ଏକ ସାକ୍ଷାତକାରରେ, ସାମ୍ବାଦିକମାନେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ମାସୁଦ ଆଝାର...
ଅରମାନ ଏବଂ ଦୁଇ ପତ୍ନୀଙ୍କ ଜୀବନ ପ୍ରତି ବିପଦ? କହିଲେ- ବନ୍ଧୁକର ଲାଇସେନ୍ସ ଦିଅ…
ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସମାଲୋଚିତ ହୋଇଆସିଛନ୍ତି ୟୁଟ୍ୟୁବର ଅରମାନ ମଲିକ। ଦୁଇ ପତ୍ନୀଙ୍କ ସହ ତାଙ୍କର ସଂସାର ଚର୍ଚ୍ଚାରେ ରହିଥାଏ। ସେମାନେ ବ୍ଲଗ୍ କରିବା ସହ ବିଗ୍ ବସ୍ ଓଟିଟିରେ ନଜର ଆସିଥିଲେ। ଏବେ ସେ ସୋସିଆଲ...
ପରମାଣୁ ବୋମା ବିସ୍ଫୋରଣରୁ ପାକିସ୍ତାନରେ ହେଉଛି ଭୂମିକମ୍ପ? ରିପୋର୍ଟରୁ ଜଣାପଡିଲା ଅସଲ ସତ
ଇସଲାମବାଦ,୧୫।୫: ପାକିସ୍ତାନରେ ସମ୍ପ୍ରତି ଅନେକ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ନିକଟରେ, ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ, ପାକିସ୍ତାନର ଭୂମି ଥରି ଉଠିଥିଲା ଏବଂ ଏକ ଭୂମିକମ୍ପ ହୋଇଥିଲା। ଏପର୍ଯ୍ୟନ୍ତ ପଡ଼ୋଶୀ ଦେଶରେ ତିନିରୁ ଚାରି ଥର...
ମୋ’ ଝିଅକୁ ପୁରୁଷ ବନ୍ଧୁ ଠେଲି ମାରିଦେଇଛନ୍ତି, ଏମିତି ଅଭିଯୋଗ ଆଣିଲେ ମା’
ଭୁବନେଶ୍ୱର,୧୫ା୫: ଭୁବନେଶ୍ୱରସ୍ଥିତ ଖଣ୍ଡଗିରି-ଜାଗମରା ପଞ୍ଚସଖା ନଗରରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଏଠାରେ ଥିବା ଏକ ଓୟୋ ହୋଟେଲ ତଳୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ଏହାକୁ ନେଇ ତନାଘନା ଚାଲିଛି। ପୁରୁଷ ବନ୍ଧୁଙ୍କ ନାଁରେ ହତ୍ୟା...
ବାଂଲାଦେଶ-ପାକିସ୍ତାନ ସମ୍ପର୍କରେ ନିଆଁ ଲଗାଇଦେଲେ ଏହି ୨୩ ବର୍ଷୀୟା ଯୁବତୀ: ଚକିତ ହୋଇଗଲେ ୟୁନୁସ
ଢାକା,୧୫।୫: ବାଂଲାଦେଶର ରାଜଧାନୀ ଢାକାରୁ ପାକିସ୍ତାନର ରାଷ୍ଟ୍ରଦୂତ ସୟଦ ମାରୁଫଙ୍କ ନିଖୋଜ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। କୁହାଯାଉଛି ଯେ, ମେ ୧୧ ତାରିଖରେ ମାରୁଫ ଜିନ୍ସ ଏବଂ ଟି-ଶର୍ଟ ପିନ୍ଧି ଢାକାରୁ ଇସଲାମାବାଦ ଯାଇଥିଲେ। ସାରା ବାଂଲାଦେଶରେ...
‘ଅପରେଶନ ସିନ୍ଦୂର’ ଆତଙ୍କବାଦ ବିରୋଧରେ ସବୁଠାରୁ ବଡ଼ ଆକ୍ସନ
ଶ୍ରୀନଗର,୧୫ା୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜମ୍ମୁ-କଶ୍ମୀରରେ ପହଞ୍ଚିଛନ୍ତି। ସେ ‘ଅପରେଶନ ସିନ୍ଦୂର’ ପରେ ପ୍ରଥମଥର ଏଠାରେ ସେନା କର୍ମଚାରୀଙ୍କୁ ଭେଟିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଏଠାରେ ପହଞ୍ଚି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ସେନା କର୍ମଚାରୀଙ୍କୁ କହିଛନ୍ତି,...
ଭୟଙ୍କର ପରମାଣୁ ଲିକ୍? ଧ୍ୱଂସ ହୋଇଯିବ ପାକିସ୍ତାନ!
ଇସଲାମବାଦ,୧୫।୫: ପାକିସ୍ତାନର ସରଗୋଧା ଅଞ୍ଚଳରେ ଅବସ୍ଥିତ କିରାନା ହିଲ୍ସରେ ଥିବା ପରମାଣୁ ଅସ୍ତ୍ର ଠିକଣାରେ ଉପରେ ଭାରତ ଆକ୍ରମଣ କରି ଏହାକୁ ଧ୍ୱଂସ କରିଛି ବୋଲି ପୂର୍ବତନ ଭାରତୀୟ ବାୟୁସେନା (ଆଇଏଫ) ପାଇଲଟ ଗ୍ରୁପ କ୍ୟାପଟେନ ଏମ୍ଜେ ଅଗଷ୍ଟିନ ଭିନୋଦ...
୫୦% ଟପିବନି ଜାତିଭିତ୍ତିକ ସଂରକ୍ଷଣ, SEBC ବର୍ଗଙ୍କ ପାଇଁ ରହିଛି…
ଭୁବନେଶ୍ୱର,୧୫ା୫: ସାମାଜିକ ଓ ଆର୍ଥିକ ଅନଗ୍ରସର (SEBC) ପାଇଁ ସଂରକ୍ଷଣ ପ୍ରସଙ୍ଗ ନେଇ ସ୍ପଷ୍ଟ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କାଲିର କ୍ୟାବିନେଟ୍ ନିଷ୍ପତ୍ତି ନେଇ ମନ୍ତ୍ରୀ ଏହି ଦ୍ବନ୍ଦ୍ବ ଦୂର କରିଛନ୍ତି। ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି...
ସକାଳୁ ଉଠିବାର କିଛି ସମୟ ପରେ ଛାତିରେ ହେଲା ପ୍ରବଳ ଯନ୍ତ୍ରଣା, ଆଉ ତା’ ପରେ…
ଭଞ୍ଜନଗର,୧୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଜଣାଶୁଣା ବ୍ୟବସାୟୀ ତଥା ବରିଷ୍ଠ ବିଜେଡି ସଂଗଠକ ବିଶ୍ୱନାଥ ପ୍ରଧାନ (୬୦) ଗୁରୁବାର ସକାଳୁ ଉଠିବା ପରେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଭଞ୍ଜନଗର ଡାକ୍ତରକାନା...
ପାକିସ୍ତାନରେ ଭୟଙ୍କର ପରମାଣୁ ରିଆକ୍ସନ: କେବଳ କିରାନା ହିଲ୍ସ ନୁହେଁ ଏହି ସ୍ଥାନରେ ପରମାଣୁ ଲୁଚାଇଛି ପାକ୍, ସାଂଘାତିକ ଖୁଲାସା
ଇସଲାମବାଦ,୧୫।୫: ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲା। ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲା। ଏହା ପରେ, ଯେତେବେଳେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାକୁ...
ତୁର୍କୀରୁ ଏସବୁ ଜିନିଷ ଆମଦାନୀ କରେ ଭାରତ: ସମ୍ପର୍କ ଖରାପ ହେଲେ ଜାଣନ୍ତୁ ବଜାରରେ କ’ଣ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛ। କିନ୍ତୁ ଏହି ସମୟ ମଧ୍ୟରେ ବିଶ୍ୱରେ କିଏ ଆମର ବନ୍ଧୁ ଏବଂ କିଏ ଆମର ଶତ୍ରୁ ଭାରତ ଜାଣିପାରିଛି। ତୁର୍କୀରେ ଭୂମିକମ୍ପ ପରେ ଭାରତ ଯେପରି ତୁରନ୍ତ ସାହାଯ୍ୟର ହାତ...
Archives


