Home Left

ସୀମା ଲଂଘିଲେ ସୀମା ହାଇଦର! ଜାଣନ୍ତୁ କୁଆଡେ ଗଲେ କାହାକୁ ଭେଟିଲେ

ନୂଆଦିଲ୍ଲୀ,୬।୯: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଆସିଛନ୍ତି। ସୀମା ହାଇଦର, ଯିଏ ଏପର୍ଯ୍ୟନ୍ତ ସଚିନ ମୀନାଙ୍କ ସହିତ ଗ୍ରେଟର ନୋଏଡା ଏବଂ ନୋଏଡାରେ ସୀମିତ ଥିଲେ, ଏଥର ସିଧାସଳଖ…

ସରକାରୀ ଯୋଜନାର ଲାଭ ଉଠାନ୍ତୁ ଯୁବ ଚାଷୀ: କୁକୁଡ଼ା ପାଳନ ଉପରେ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁକୁଡ଼ା ପାଳନ ଉପରେ ୫ ଦିନିଆ ଦକ୍ଷତା ବୃଦ୍ଧି ତାଲିମ ଶିବିର ଚାଲିଥିଲା। ତାହା ଉଦଯାପିତ ହୋଇଯାଇଛି। ଉକ୍ତ ତାଲିମ ଶିବିରରେ ଜିଲାର ବିଭିନ୍ନ ବ୍ଲକରୁ ୪୦ ଜଣ ଅଗ୍ରଣୀ…

ବନ୍ୟାରେ ବୁଡ଼ିଗଲାଣି ୨ହଜାର ଗାଁ, ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୯: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟ ବନ୍ୟା କବଳରେ। ସବୁଠାରୁ ଖରାପ ପରିସ୍ଥିତି ପଞ୍ଜାବରେ। ଯେଉଁଠି ୨୦୦୦ରୁ ଅଧିକ ଗାଁ ଜଳମଗ୍ନ ହୋଇଯାଇଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶହ ଶହ ଗାଈଗୋରୁ ମଧ୍ୟ…

ଭୋଜନ କରିବା କେମିତି

ଭାରତରେ ତଳେ ବସି ଖାଇବା ପରମ୍ପରା ରହିଛି। କିନ୍ତୁ ଦୁଃଖର କଥା ଏହି ପ୍ରଥା ଧୀରେ ଧୀରେ ଲୋପପାଇବା ଉପରେ, ଯାହାର ପ୍ରମାଣ ଆଜି ପ୍ରତ୍ୟେକ ଘରେ ଆପଣ ଦେଖିବାକୁ ପାଇବେ ଡାଇନିଂ ଟେବୁଲ। ଅବଶ୍ୟ ବୃଦ୍ଧାବୃଦ୍ଧମାନଙ୍କ କ୍ଷେତ୍ରରେ ଏହାର ସୁବିଧାକୁ…

ପିଲାଙ୍କ ଖୁସିରେ ଖୁସି

ଗତ ରଜରେ ବହୁଦିନ ଧରି ଦେଖାହୋଇ ନ ଥିବା ଜଣେ ବନ୍ଧୁଙ୍କ ଘରକୁ ଯିବାକୁ ମନ ହେଲା। ତାଙ୍କ ଘରକୁ ଗଲା ବେଳକୁ କିଛି ଫଳ ଓ ମିଠା ସହ ଘରେ ତିଆରି ହୋଇଥିବା ପୋଡ଼ପିଠା ଓ କାକରା କିଛି ନେଇ…

ଲାଟେରାଲ ଏଣ୍ଟ୍ରିରେ ଶିଥିଳତା

ମୋଦି ସରକାର ୨୦୧୮ରେ ଲାଟେରାଲ ଏଣ୍ଟ୍ରି ଯୋଜନା ଆରମ୍ଭ କରିଥିଲେ। ବାହାରୁ ବିଶେଷଜ୍ଞଙ୍କୁ ଆଣି ନିଯୁକ୍ତି ଦେଇ ସେମାନଙ୍କ ନୂତନ ଧାରଣାକୁ ନେଇ ଭାରତୀୟ ଶାସନର ଦୃଢ଼ ଢାଞ୍ଚାରେ ପରିବର୍ତ୍ତନକରିବା ସକାଶେ ସରକାର ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ଏହି ପଦକ୍ଷେପ ଆକର୍ଷଣୀୟ ଥିଲା।…

ରେଳବାଇରେ ବମ୍ପର ନିଯୁକ୍ତି, ପାଖେଇ ଆସିଲା ଶେଷ ତାରିଖ, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ, ୬।୯: ଯଦି ଆପଣ ସ୍ବାସ୍ଥ୍ୟ କ୍ଷେତ୍ର ସହିତ ଜଡିତ ଏବଂ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ରେଳବାଇ ନିଯୁକ୍ତି ବୋର୍ଡ (RRB) ପାରାମେଡିକାଲ ବର୍ଗରେ ଏକ ବଡ଼ ନିଯୁକ୍ତି କରିଛି।…

କଳାହାଣ୍ଡି ରେଳ ଯାତ୍ରୀ ସଂଘର ମୁଖ୍ୟପରାମର୍ଶ ଦାତାଙ୍କ ୧୩ ଦଫା ଦାବି: ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ…

କେସିଙ୍ଗା,୬।୯(ତୁମେଶ୍ବର ସାହୁ): କଳାହାଣ୍ଡି ରେଳଯାତ୍ରୀ ସଂଘର ମୁଖ୍ୟ ପରାମର୍ଶ ଦାତା ତଥା କେସିଙ୍ଗା ସିଟିଜନ ଫୋରମ ସଭାପତି ଡାକ୍ଟର ହେମସାଗର ସାହା ଭୁବନେଶ୍ବରରେ ଅନୁଷ୍ଠିତ ଜେଡ.ଆର୍‌.ୟୁ.ସି.ସି ବୈଠକରେ ଯୋଗ ଦେଇଥିଲେ। ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ୧୩ ଦଫାଦାବି ପତ୍ର ରେଳ…

ସାର ପାଇଁ ହନ୍ତସନ୍ତ: ଆଧାରକାର୍ଡ ପକାଇ ଲାଇନ୍‌ ଦେଉଛନ୍ତି ଚାଷୀ, ୨୬ ପ୍ୟାକ୍ସକୁ ମିଳିଲା ମାତ୍ର…

କେସିଙ୍ଗା,୬।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୨୬ଟି ଗ୍ରାମ ପଞ୍ଚାୟତରେ ଚାଷୀଙ୍କୁ ୟୁରିଆ ସାର ମିଳି ନ ଥିବାରୁ ଧାନ ଚାଷରେ ଘୋର ସମସ୍ୟା ଦେଖା ଦେଉଥିଲା। କୃଷିବିଭାଗ ପକ୍ଷରୁ ୟୁରିଆ ସାର ଯୋଗାଣରେ ଅବ୍ୟବସ୍ଥା ନେଇ ଚାଷୀ ମହଲରେ…

ଏହି ଲୋକମାନଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଲାଭ, ଜାଣନ୍ତୁ ଆପଣଙ୍କ ନାମ ସାମିଲ ଅଛି କି ନାହିଁ…

ନୂଆଦିଲ୍ଲୀ, ୬।୯: ଦେଶରେ ସରକାରଙ୍କ ଦ୍ୱାରା ଅନେକ ପ୍ରକାରର ଯୋଜନା ଚାଲିଛି। ଯାହା ଦେଶର ବିଭିନ୍ନ ବର୍ଗର ଲୋକଙ୍କୁ ଉପକୃତ କରିଥାଏ। ଏପରି ଏକ ଯୋଜନା ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆରମ୍ଭ ହୋଇଥିଲା। ଯାହାକୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା…

ଆସନ୍ତା ୯ ଯାଏ ଛେଚିବ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା….

ଭୁବନେଶ୍ୱର, ୫ା୯(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ଟ୍ରପ୍‌ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆହୁରି ୨୪ଘଣ୍ଟା ଧରି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ…

ଘରେ ପଶି ଗର୍ଭବତୀଙ୍କୁ ଆକ୍ରମଣ, ସ୍ବାମୀ ପହଞ୍ଚିବା ପରେ ବନ୍ଧୁକ ଧରି ହତ୍ୟା ଉଦ୍ୟମ; ଜେଲ ଗଲେ…

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ରାଇଗୁଡା ଗ୍ରାମରେ ପୂର୍ବ ଶତ୍ରୁତାରୁ ଘଟିଥିବା ହତ୍ୟା ଉଦ୍ୟମ ଘଟଣାରେ କେ. ନୂଆଗାଁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରାଇଗୁଡା ଗ୍ରାମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri