ପାକିସ୍ତାନ ପରେ ଏବେ ବାଂଲାଦେଶକୁ ଲୁଟୁଛି ଚାଇନା! ଡ୍ରାଗନ ଆଗରେ ଅସହାୟ ଯୁନୁସ ସରକାର
ନୂଆଦିଲ୍ଲୀ,୧୯ା୫: ଏକପଟେ ଚାଇନା ବାଂଲାଦେଶର ଅର୍ଥନୀତିରେ ଗଭୀର ଭାବେ ପ୍ରବେଶ କରୁଛି, ଅନ୍ୟପଟେ ବାଂଲାଦେଶର ଘରୋଇ ବଜାର ଚାଇନା ସାମଗ୍ରୀରେ ପରିପୂର୍ଣ୍ଣ ହୋଇପଡ଼ିଛି। ସାମ୍ପ୍ରତିକ ତଥ୍ୟ ଆଶ୍ଚର୍ଯ୍ୟଜନକ, ବାଂଲାଦେଶର ଏକ ଚତୁର୍ଥାଂଶରୁ ଅଧିକ ଆୟାତ ଏବେ ଚୀନରୁ ହେଉଛି। ତଥ୍ୟ...
ଗ୍ରିଲ ଭାଙ୍ଗି ନେଇଥିଲେ ୧୪ ଭରି ସୁନା, ଏବେ..
ଦିଗପହଣ୍ଡି,୧୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘର ମଧ୍ୟରୁ ପ୍ରାୟ ୧୪ ଭରି ସୁନା, ୨୮ ଭରି ରୂପା ଅଳଙ୍କାର ଏବଂ ନଗଦ ୨ ହଜାର...
ଘରେ ଛାଡ଼ିଦେବେ କହି ଯୁବତୀଙ୍କୁ ଅଟୋରେ ନେଇଗଲେ: ୭ ଦିନ ଭଡ଼ାଘରେ ରଖି କଲେ ଗଣ ବଳାତ୍କାର, ପରେ…
ବାଲିଗୁଡ଼ା,୧୯ା୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଛି। ଯୁବତୀଙ୍କୁ ଅଟୋରେ ଘରକୁ ଛାଡ଼ି ଦେବାକୁ କହି ୩ଜଣ ସାଙ୍ଗ ୭ଦିନ ଏକ ଭଡ଼ାଘରେ ରଖି ଗଣ ବଳାତ୍କାର କରିଥିବା ଅଭିଯୋଗ...
୩ ସାସ ହେଲା ଜଳ ଯୋଗାଣ ବନ୍ଦ: କୂଅ ପାଣି ପିଉଛନ୍ତି ଗ୍ରାମବାସୀ
ଖଡ଼ିଆଳ,୧୯ା୫ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ପଞ୍ଚାୟତର ଜଙ୍ଗଲଆ ଗାଁ ସମାଡ଼ପଦରକୁ ୩ମାସ ହେଲା ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ଗ୍ରାମବାସୀ ଖୋଲା କୂଅର ଗୋଳିଆ ପାଣି ପିଇ ବିଭିନ୍ନ ରୋଗରେ...
ବହୁମୁଖୀ ସମବାୟ ସମିତି ଲିଃରେ ବଢ଼ୁଛି ଅନିୟମିତତା: ନିର୍ଦ୍ଦେଶିକାଙ୍କ କାର୍ଯ୍ୟ ଶୈଳୀକୁ ନେଇ…
ଦାରିଙ୍ଗବାଡ଼ି,୧୯ା୫(ଅରୁଣ ସାହୁ): ଦାରିଙ୍ଗବାଡ଼ିଠାରେ ଥିବା ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃରେ ଅନିୟମିତତା ଦେଖାଦେଇଛି। ସମିତିର ଅଧ୍ୟକ୍ଷା ଲିଲିମା ପ୍ରଧାନଙ୍କ ସମେତ ସମସ୍ତ ବୋର୍ଡ ସଦସ୍ୟ ସୋମବାର କନ୍ଧମାଳ ଜିଲାପାଳ ଅମ୍ରିତ୍ ଋତୁରାଜଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ...
୧୨,୦୦୦ କୋଟି ଟଙ୍କା ଅତିକ୍ରମକଲା ଭାରତରେ ଟ୍ରାଫିକ ଜରିମାନା, ଅନେକ ଦେଶର GDP ପଡିଲା ପଛରେ: ରିପୋର୍ଟ
ନୁଆଦିଲ୍ଲୀ,୧୯।୫: CARS24 ଦ୍ୱାରା ପ୍ରକାଶିତ ଏକ ସାମ୍ପ୍ରତିକ ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତରେ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଲାଗୁ ହୋଇଥିବା ଜରିମାନା ଅନେକ ଛୋଟ ଦେଶର GDPକୁ ଅତିକ୍ରମ କରିଛି। ୨୦୨୪ ରିପୋର୍ଟ ଅନୁସାରେ, ପ୍ରାୟ ୮ କୋଟି...
ବିସିସିଆଇର ବଡ଼ ଘୋଷଣା: ଏସିଆ କପ୍ରୁ ଓହରିବ ନାହିଁ ଭାରତ
ନୂଆଦିଲ୍ଲୀ,୧୯ା୫: ଭାରତ ଆସନ୍ତା ପୁରୁଷ ଏସିଆକପ୍ ଓ ମହିଳା ଏମର୍ଜିଂ ଟିମ୍ସ ଏସିଆ କପ୍ରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଥିବା ଯେଉଁ ରିପୋର୍ଟ ପ୍ରକାଶ ପାଇଛି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାହାର ଦୃଢ ଖଣ୍ଡନ କରିବା ସହ...
ନୂତନ ଶିକ୍ଷାନୀତି ଲାଗୁ, ଗୁଣାତ୍ମକ ଶିକ୍ଷାର ବିକାଶରେ ଗରୁମା, ଗୁରୁଜୀଙ୍କ ଭୂମିକା
ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିରରେ ତିନିଦିନ ଧରି ଚାଲିଥିବା ଭଞ୍ଜନଗର ସଙ୍କୁଳର ସାମୁହିକ କାର୍ଯ୍ୟଶାଳା (ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର) ସୋମବାର ଉଦ୍ଯାପିତ ହୋଇଛି। ଶିବିରରେ ନୂତନ ଶିକ୍ଷାନୀତି ୨୦୨୦ ସରସତୀ ଶିଶୁ ମନ୍ଦିର...
ପ୍ରେମରେ ବିଫଳ ହୋଇ ପ୍ରେମିକାଙ୍କୁ ଏସିଡ୍ ମାଡ଼ କରିବାକୁ ଯାଇଥିଲେ, ଆଉ ତା’ପରେ…
ଭୁବନେଶ୍ୱର,୧୯।୫: ଭୁବନେଶ୍ୱର ଶହିଦନଗର ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକତରଫା ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ପ୍ରେମିକ ଜଣକ ଯୁବତୀଙ୍କୁ ଏସିଡ ଫିଙ୍ଗିବାକୁ ଉଦ୍ୟମ କରିଛନ୍ତି। ହେଲେ ସ୍ଥାନୀୟ...
ଝିଅର କାଣ୍ଡ କାରାନାମା ଜାଣି ଏମିତି କହିଦେଲେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତିଙ୍କ ବାପା, ମୋର କିଛି…
ନୂଆଦିଲ୍ଲୀ,୧୯।୫: ପାକିସ୍ତାନୀ ଗୁପ୍ତଚର ତଥା ୟୁଟ୍ୟବର ଜ୍ୟୋତି ମାଲହୋତ୍ରାଙ୍କ ବାପା ହରିଶ ମାଲହୋତ୍ରା ଜାତୀୟ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କିନ୍ତୁ ଝିଅର ଏଭଳି କାରନାମା ନେଇ କିଛି ଜାଣି ନ ଥିବା କହିଛନ୍ତି । ଜାତୀୟ ଗଣମାଧ୍ୟମକୁ...
ଭାଜପା-କଂଗ୍ରେସ-ବିଜେଡି ନେତା-ମନ୍ତ୍ରୀ ଏକାଠି: ବଢୁଛି ଚର୍ଚ୍ଚା
ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ମଙ୍ଗଳପୁରରେ ଘୁମୁସର ତାଲୁକା ବାଣାୟତ ଓଡିଆ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା, କଂଗ୍ରେସ, ବିଜେଡିର ରାଜ୍ୟସ୍ତରୀୟ ନେତା ଏବଂ ମନ୍ତ୍ରୀମାନେ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ପ୍ରମୁଖ...
ଭାରତ-ପାକିସ୍ତାନ ଟିମ୍ ଏସିଆ କପ୍ରେ ହେବେ କି ମୁହାଁମୁହିଁ? BCCI କଲା ବଡ଼ ଖୁଲାସା
ନୁଆଦିଲ୍ଲୀ,୧୯।୫: ଭାରତ ଏବଂ ପାକିସ୍ତାନ ସୀମାରେ ବଢ଼ୁଥିବା ଉତ୍ତେଜନା ଯୋଗୁ ଏସିଆ କପ ୨୦୨୫ ଚର୍ଚ୍ଚାରେ ଅଛି। ICC ଇଭେଣ୍ଟ ପରେ ଏହା ଏକମାତ୍ର ଟୁର୍ନାମେଣ୍ଟ ଯେଉଁଠାରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରକୁ ମୁହାଁମୁହିଁ ହୁଅନ୍ତି। କିନ୍ତୁ କିଛି...
Archives


