Home Left

ଛାତ୍ରୀଙ୍କୁ ଅସଦାଚରଣ ମାମଲା: ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ ଥାନାରେ ଏତଲା ଦେବା ପରେ ବି ପୋଲିସ, ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ ଠପ୍‌

ଭବାନୀପାଟଣା, ୯।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଗତ ୩ ତାରିଖ ଜୁନାଗଡ଼ ପୋଲିସ ଦ୍ୱାରା ପୋକ୍ସୋ ଆକ୍ଟରେ ଗିରଫ…

ଜେଲରୁ ଅଭିନେତାଙ୍କ ଆକୁଳ ନିବେଦନ, “ମୋତେ ବିଷ ଦେଇଦିଅ “

ବେଙ୍ଗାଲୁରୁ,୯।୯: ରେଣୁକାସ୍ୱାମୀ ହତ୍ୟା ମାମଲାରେ ଜେଲରେ ଥିବା କନ୍ନଡ଼ ଅଭିନେତା ଦର୍ଶନ ମଙ୍ଗଳବାର ବେଙ୍ଗାଲୁରୁର ସିଟି ସିଭିଲ ଆଣ୍ଡ ସେସନ୍ସ କୋର୍ଟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହାଜର ହୋଇ ଆକୁଳ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ସେ ଅନେକ ଦିନ…

ଚାକିରି କରିବାକୁ ଆସିଥିଲେ ବେକରେ ଗାମୁଛା ଲଗାଇ ପଙ୍ଖାରେ ଝୁଲିପଡ଼ିଲେ

ଲାଞ୍ଜିଗଡ,୯। ୯( ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସହର ପୂଜାରୀପଡା ଠାରେ ରହୁଥବା ଏକ ଘରେ ଜଣେ ଯୁବକ ରବିବାର ବେକରେ ଗାମୁଛା ଦେଇ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ଯୁବକ ଜଣକ ବାଲେଶ୍ୱର ଜିଲା…

ପ୍ରତି ଗାଁରେ ରୋପଣ ହେବ ଗଛ ଚାରା

ପାଟଣା,୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପରିସରରେ ମଙ୍ଗଳବାର ବଡପାଟଣା, ଟାଙ୍ଗରପଡ଼ା ଏବଂ ସରାସ କୋଲା ପଞ୍ଚାୟତକୁ ୫ଶହ ଲେଖାଏଁ ଚାରା ଗଛ ପ୍ରେରଣ କରାଯାଇଛି। ଏକ ପେଡ ମା’ କି ନାମପର କାର୍ଯ୍ୟକ୍ରମରେ ଆସନ୍ତା ୧୭ରେ ପ୍ରତି…

କାର୍‌ ଭିତରେ ନାବାଳିକାଙ୍କୁ ବଳାତ୍କାର ମାମଲା: ସେହିଦିନର ଘଟଣା ସମ୍ପର୍କରେ ଖୁଲାସା କଲେ ଏସଡିପିଓ

ଦାରିଙ୍ଗବାଡି, ୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ନାବାଳିକା ଗଣେଶ ମୂର୍ତ୍ତି ବିସର୍ଜନ ମେଢ଼ ଦେଖିବାକୁ ଯାଇ ବଳାତ୍କାରର ଶିକାର ହୋଇଥିଲେ । ଉକ୍ତ ମାମଲାରେ ଅଭିଯୁକ୍ତଙ୍କୁ ପୋଲିସ ଦାରିଙ୍ଗବାଡିରୁ ଗିରଫ କରିଛି…

ଏସିଆ କପ୍ ୨୦୨୫: ହ୍ୟାଣ୍ଡଶେକ୍ କଲେନି ପାକିସ୍ତାନ ଅଧିନାୟକ, ଏପରି ପ୍ରତିକ୍ରିୟା ଦେଲେ ସୂର୍ଯ୍ୟକୁମାର ଯାଦବ

ଦୁବାଇ,୯।୯: ଏସିଆ କପ୍ ୨୦୨୫ ଆରମ୍ଭ ପୂର୍ବରୁ ମଙ୍ଗଳବାର ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଅନ୍ୟ ତିନୋଟି ଦଳର ଅଧିନାୟକମାନେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ସାମ୍ବାଦିକମାନେ ଭାରତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନ…

ରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ କଲେ ବିକ୍ଷୋଭକାରୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରକୁ ବି ଜାଳିଦେଲେ, ଦେଖନ୍ତୁ ଭିଡିଓ…

କାଠମାଣ୍ଡୁ,୯।୯: ନେପାଳରେ ଚାଲିଥିବା ପ୍ରତିବାଦ ମଧ୍ୟରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ମଙ୍ଗଳବାର ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲଙ୍କ ଘର ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ। ପ୍ରତିବାଦକାରୀମାନେ ଅନେକ ମନ୍ତ୍ରୀଙ୍କ ଘର…

ତିନି ମାସ ବିତିଲା, ଫେରିଲାନି ପୁଅ…

କୃଷ୍ଣପ୍ରସାଦ,୯।୯(କୈଳାଶ ଚନ୍ଦ୍ର ପଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବ୍ରାହ୍ମଣଦେଓ ଗ୍ରାମର ଚନ୍ଦନ କୁମାର ବିଶ୍ୱାଳ(୧୯) ତିନି ମାସ ହେଲା କେଉଁ ଆଡେ ନିଖୋଜ ହୋଇଯାଇଥିବା ବେଳେ ତାଙ୍କର କୋଣସି ପତ୍ତା ମିଳିପାରୁ ନାହିଁ। ଏନେଇ ପରିବାର ଲୋକେ ହତାଶ ହୋଇ…

ଧର୍ମଶାଳାରୁ ସମ୍ପୂର୍ଣ୍ଣ ସଫା ହୋଇଯିବ ବିଜେଡି! ଆସନ୍ତାକାଲି ମହାମିଶ୍ରଣ ପର୍ବ, ଭାଜପାରେ ମିଶିଯିବେ ଏମାନେ…

ଧର୍ମଶାଳା,୯।୯(ଶିବ ପ୍ରସାଦ ମହାନ୍ତି): ସାଧାରଣ ନିର୍ବାଚନ ପରେ ବିଜେଡି ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଯାଜପୁର ଜିଲା ଧର୍ମଶାଳାରୁ ଲିଭିଯିବ କି ଶଙ୍ଖ ଚିହ୍ନ। ଏମିତି ଆଲୋଚନା ବଜାର ଘାଟରେ ଶୁଣିବାକୁ ମିଳୁଛି। କାରଣ ଆଉ ଧର୍ମଶାଳା ନିର୍ବାଚନ…

ବସିଥିଲେ ଦର୍ଶକ, ଷ୍ଟେଜ ଉପରେ ଡ୍ରେସ ଖୋଲିଦେଲେ ନିଶା ମହାରଣା, ଆଉ ପୋଲିସ ସାଜିଲା..

ପାଟଣା,୯।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ତେଣ୍ଡରା ଗ୍ରାମର ହାଟ ପଡ଼ିଆରେ ମା’ ବିଶେଇପାଟ ଯାତ୍ରା କମିଟି ଆନୁକୁଲ୍ୟରେ ଚାଲିଥିବା ଦୁର୍ଗାଶ୍ରୀ ଅପେରାରେ ଆଇଟମ ଗର୍ଲ ନିଶା ମହାରଣା ସବୁ ସୀମା ଅତିକ୍ରମ କରିଛନ୍ତି। ଷ୍ଟେଜ ଉପରେ ସେ ଛାତିରୁ…

ପାକିସ୍ତାନରେ ପ୍ରତିଦିନ ୧୨ ଶିଶୁ ହେଉଛନ୍ତି ଯୌନ ହିଂସାର ଶିକାର, ୫ ବର୍ଷରେ ୨୨ ହଜାର ମାମଲା

ଇସଲାମାବାଦ,୯।୯: ପାକିସ୍ତାନରେ ଶିଶୁମାନଙ୍କ ବିରୁଦ୍ଧରେ ବଢ଼ୁଥିବା ଯୌନ ହିଂସା ମାମଲା ଉପରେ ପ୍ରମୁଖ ସଂଖ୍ୟାଲଘୁ ଅଧିକାର ଗୋଷ୍ଠୀଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି। ଦୁର୍ବଳ ଲୋକଙ୍କୁ ସୁରକ୍ଷା ଦେବାରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ବିଫଳତା ବୋଲି କହିଛି। ଭଏସ ଅଫ ପାକିସ୍ତାନ ମାଇନୋରିଟି…

ଆଉ ହାତ ମାରିହେବନି: ଏତେ ବଢିଗଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ଭୁବନେଶ୍ୱର,୯।୯: ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ, ସୁନା ଏବଂ ରୂପାରେ ଏକ ବିରାଟ ବୃଦ୍ଧି ଘଟିଛି। ମଙ୍ଗଳବାର ୨୪ କ୍ୟାରେଟ ସୁନା ୧୩୦୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୧,୧୦,୨୯୦ ଟଙ୍କାର ରେକର୍ଡ ସ୍ତରକୁ ପହଞ୍ଚିଛି। ଭୂରାଜନୈତିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri