ଶ୍ରୀମନ୍ଦିର ଦ୍ୱାରରେ ମୁତୟନ ପୋଲିସଙ୍କୁ ମିଳିଲା ସ୍ୱତନ୍ତ୍ର ବଡି କ୍ୟାମେରା, ସୁରକ୍ଷା ବ୍ୟବସ୍ଥା ହେବ କଡ଼ାକଡ଼ି
ପୁରୀ,୧୨।୯: ଶ୍ରୀଜଗନ୍ନାଥ ମନ୍ଦିରର ଚାରିଟି ଦ୍ୱାରରେ ମୁତାୟନ ପୋଲିସ କର୍ମଚାରୀଙ୍କୁ ଅଡିଓ କ୍ଷମତାଯୁକ୍ତ ଏବଂ ପର୍ଯ୍ୟାପ୍ତ ସଂରକ୍ଷଣ କ୍ଷମତା ବିଶିଷ୍ଟ ବଡି କ୍ୟାମେରା ପ୍ରଦାନ କରାଯାଇଛି। ଏହି ଅଡିଓ ସକ୍ଷମ ବଡି କ୍ୟାମେରାଗୁଡ଼ିକ ପ୍ରଚଳନ ଦ୍ୱାରା ମନ୍ଦିର ପରିସରରେ ପ୍ରବେଶ କରୁଥିବା…
ଏଇ ଭାରତରେ
ଝାଡ଼ଖଣ୍ଡର ବରକୁଲି ଗାଁର ମହିଳା ଜ୍ଞାନଲତା ହେମ୍ରମ୍ ଜୈବିକ ପଦ୍ଧତିରେ ଚାଷ କରିବା ସହ ୧୦ ଲକ୍ଷ ଟଙ୍କାର ବିଜ୍ନେସ ଚଳାଇବାକୁ ସକ୍ଷମ ହୋଇଛନ୍ତି। ୨୦୨୧ରେ ସେ ପ୍ରଫେଶନାଲ ଆସିଟୋନ୍ସ ଫର୍ ଡେଭଲପ୍ମେଣ୍ଟ ଆକ୍ସନ( ପ୍ରଦାନ) ନାମକ ସଂସ୍ଥା ସହଯୋଗରେ ଜୈବିକ…
ସନ୍ଦେହରେ ଗଣତନ୍ତ୍ରର ମୂଳଦୁଆ
ମ ଦେଶର ଗଣତନ୍ତ୍ରର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି। ପ୍ରଶ୍ନ ଉଠିଛି ଆମ ନିର୍ବାଚନୀ ବ୍ୟବସ୍ଥା ଉପରେ। ନିର୍ବାଚନ କମିଶନ ପ୍ରସ୍ତୁତ କରୁଥିବା ଭୋଟର ତାଲିକା ଉପରେ, ଯାହାର ଆଧାରରେ ଦେଶର ପ୍ରତ୍ୟେକ ନାଗରିକ ଭୋଟଦେବା ପାଇଁ ଯୋଗ୍ୟ ବା ଅଯୋଗ୍ୟ…
ଦାୟିତ୍ୱ ନିର୍ବାହର ଦାୟବଦ୍ଧତା
ଆମମାନଙ୍କର ବ୍ୟକ୍ତିଗତ, ପାରିବାରିକ ଜୀବନ ହେଉ କି ସାମାଜିକ ଜୀବନ ହେଉ ଆମର କିଛି ନା କିଛି ଦାୟିତ୍ୱ ନିଶ୍ଚିତ ରହିଛି। ସେହିସବୁ ଦାୟିତ୍ୱଗୁଡିକୁ ଠିକ୍ ଭାବେ ନିର୍ବାହ କରିବା ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ତେବେ ଆମେ ଯେତେବେଳେ ଏହା…
ୟୁରୋପ ଏତେ ଦୁର୍ବଳ କାହିଁକି
ଆମେରିକାର ଅସ୍ଥିରତା, ଚାଇନାର ଏକଚ୍ଛତ୍ରବାଦ ଓ ରୁଷିଆର ଆକ୍ରମଣାତ୍ମକ ତଥା ବିଦ୍ୱେଷ ଭାବନାକୁ ବିଶ୍ୱ ଏବେ ସାମ୍ନା କରୁଛି। ବିଶ୍ୱରେ ଏଭଳି ସ୍ଥିତିରେ ପରିବର୍ତ୍ତନ ପାଇଁ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ବା ଗୋଷ୍ଠୀର ଆବଶ୍ୟକତା ଅନିବାର୍ଯ୍ୟ। ଯଦି ଦେଖାଯାଏ ତେବେ କେବଳ…
ଆଜି ପ୍ରାଚୀନ ତନ୍ତ୍ର ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା: ନିଆଁରେ ଚାଲି ଭକ୍ତଙ୍କୁ ଦର୍ଶନ ଦେବେ ବାବା ଅଗ୍ନି ଭୈରବ
ଥୁଆମୂଳ ରାମପୁର ୧୨।୯(ଦୁର୍ଗା କୀର୍ତ୍ତି): ଉତ୍ସବ ମୁଖର ହୋଇଉଠିଛି ଥୁଆମୂଳ ରାମପୁର ଅଞ୍ଚଳ। ହଜାର ହଜାର ଭକ୍ତଙ୍କ ଗହଣରେ ଅଗ୍ନି ପରୀକ୍ଷା ଦେଇ ସମସ୍ତଙ୍କୁ ଦର୍ଶନ ଦେବେ ବାବା ଅଗ୍ନି ଭୈରବ ଦେବ । କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର…
ଚାନ୍ଦା ପାଇଁ କାଫେ ଭଙ୍ଗାରୁଜା: ଥାନାରେ ମାମଲା
ଭୁବନେଶ୍ୱର,୧୧ା୯: ଚାନ୍ଦା ଓ ବଟି ପାଇଁ ରାଜଧାନୀରେ ଏକ କାଫେରେ ଅପରାଧୀମାନେ ଆତଙ୍କରାଜ ଘଟାଇଛନ୍ତି। ଇନ୍ଫୋସିଟି ଥାନା ଅନ୍ତର୍ଗତ ପଥରଗାଡିଆ ଅଞ୍ଚଳରେ ଥିବା ଏକ କାଫେ ଆଣ୍ଡ୍ ରେସ୍ତୋରାରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ମାଲିକଙ୍କୁ ଆକ୍ରମଣ କରିଛନ୍ତି। ସ୍ଥାନୀୟ ଅଞ୍ଚଳର…
ପୁରୀରୁ ନିଖୋଜ ନାବାଳିକା ଆନ୍ଧ୍ରପ୍ରଦେଶରୁ ଉଦ୍ଧାର
ପୁରୀ,୧୧ା୯(ଅଜିତ୍ କୁମାର ମହାନ୍ତି)-ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ରାମମନ୍ଦିର ନିକଟରୁ ନିଖୋଜ ଥିବା ଜଣେ ନାବାଳିକାଙ୍କୁ ପୋଲିସ ଗୁରୁବାର ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରିଛି। ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ସମ୍ପୃକ୍ତ ନାବାଳିକା ନିଖୋଜ ଥିବା ନେଇ ସମୁଦ୍ରକୂଳ ଥାନାରେ…
ଆମେରିକାର ୟୁଟର୍ନ! ଭାରତର ଗୁଣଗାନ କରୁଛନ୍ତି ଟ୍ରମ୍ପଙ୍କ ନିକଟତମ ସହଯୋଗୀ, କହିଦେଲେ…
ଓ୍ବାଶିଂଟନ,୧୧।୯: ଭାରତର ପ୍ରଶଂସାରେ ଶତମୁଖ ହୋଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ସର୍ଜିଓ ଗୋର ଗୁରୁବାର ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟନର ବୋଲି କହିଛନ୍ତି। ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ସହଭାଗିତାରେ ଆମେରିକାର ହିତଗୁଡ଼ିକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ…
ନୂଆପଡ଼ାରୁ ମଧ୍ୟପ୍ରଦେଶର ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୧୩ ଅଭିଯୁକ୍ତ
ନୂଆପଡ଼ା,୧୧ା୯ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ପୋଲିସ ପୃଥକ୍ ସ୍ଥାନରେ ଚଢାଉ କରି ୬୨ କିଗ୍ରା ଗଞ୍ଜେଇ ଜବତ କରି ୧୩ ଜଣଙ୍କୁ ଗିରଫ କରି କରିଛି। ଶୁକ୍ରବାର ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ…
ମୋଦିଙ୍କ ଗସ୍ତ ପୂର୍ବରୁ ଇସ୍ତଫା ଦେଲେ ୪୩ ଭାଜପା ସଦସ୍ୟ, ବଢ଼ିଲା ଚର୍ଚ୍ଚା
ଇମ୍ଫାଲ,୧୧ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିଆଣ ହିଂସା କ୍ଷତିଗ୍ରସ୍ତ ମଣିପୁରକୁ ଗସ୍ତରେ ଯିବାର ଦିନକ ପୂର୍ବରୁ ଗୁରୁବାର ଉଖ୍ରୁଲ ଜିଲା ଫୁଙ୍ଗ୍ୟାର ନିର୍ବାଚନ ମଣ୍ଡଳୀର ଅନୂ୍ୟନ ୪୩ ଜଣ ଭାଜପା ସଦସ୍ୟ ସମୂହ ଇସ୍ତଫା ଦେଇଛନ୍ତି। ଦଳ ଭିତରେ ଚାଲିଥିବା କାର୍ଯ୍ୟକୁ…
ନେପାଳ ଜେଲରେ ସଂଘର୍ଷ: ୩ ମୃତ, ଜେଲରୁ ୧୫ ହଜାର ବନ୍ଦୀ ଚମ୍ପଟ
କାଠମାଣ୍ଡୁ,୧୧ା୯: ନେପାଳର ମାଧେଶ ପ୍ରଦେଶ ଅଧୀନ ରାମେଛାପ ଜିଲା ଜେଲରେ ଗୁରୁବାର ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ୩ ଅନ୍ତେବାସୀଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୧୩ଜଣ ଆହତ ହୋଇଛନ୍ତି। ନେପାଳରେ ସରକାର ବିରୋଧୀ ହିଂସାତ୍ମକ ବିକ୍ଷୋଭ ଆରମ୍ଭ ହେବା ଦିନରୁ…
Archives


