ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଜଣଙ୍କୁ ବାନ୍ଧିଲା ପୋଲିସ
ଦାରିଙ୍ଗବାଡି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁ ଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଜଣଙ୍କୁ ବାନ୍ଧିଛି। ସେ ହେଲେ…
ମାଡି ଆସୁଛି ଏହି ଭାଇରସ! ସତର୍କ କରାଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ…
ନୂଆଦିଲ୍ଲୀ, ୧୩।୯: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂହ ଶୁକ୍ରବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ H3N2 ଫ୍ଲୁ ବିଷୟରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ ଏହା କେବଳ ଏକ ଭାଇରାଲ ସଂକ୍ରମଣ ଏବଂ ଏହା ଗମ୍ଭୀର…
ସାବିତ୍ରୀ ମହିଳା ମହାବିଦ୍ୟାଳୟ ନୂତନ ଅଧ୍ୟକ୍ଷା ନିଯୁକ୍ତି: ବଦଳିବ ଚିତ୍ର
ଭଞ୍ଜନଗର,୧୩/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ଡ଼ ସ୍ମିତାରାଣୀ ପଣ୍ଡାଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗତ ୧୧ ତାରିଖରେ ଚିଠି ନମ୍ବର ୪୯୬୧୬ରେ…
ସ୍ତ୍ରୀଙ୍କୁ ବିଷ ଦେଇ ମାରିଦେବା ଘଟଣା, ସ୍ବାମୀଙ୍କୁ କୋର୍ଟ ଚାଲାଣ
କେସିଙ୍ଗା,୧୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ ଗ୍ରାମର ଶାଶୁଘର ଆଗରେ ମୃତଦେହ ରଖି ମୃତା ମହିଳାଙ୍କ ବାପଘର ଲୋକେ ଶୁକ୍ରବାର ଆନ୍ଦୋଳନ କରିଥିଲେ। ସୂଚନାଅନୁସାରେ, ଏମ. ରାମପୁର ଥାନା ବାଞ୍ଜିପଦର ( ସାପଲହରା) ଗ୍ରାମର କୌତୁକ…
ସିଲେଇ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ
ଜେ କେ ପୁର,୧୩।୯(ରାଜେଶ ବିଶ୍ବାଳ): ରାଜ୍ୟ ରାଜପଥ ନିକଟସ୍ଥ ଜେ କେ ପୁର କମ୍ପାନୀ ରୋଡରେ ଶୁକ୍ରବାର ରେମିନିଟ୍ରେ ସାଇ କ୍ଲିନିକ ନିକଟସ୍ଥ ଏକ ଟେଲରିଂ ସାମଗ୍ରୀ ବିକ୍ରୟ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୋକାନ ମାଲିକ ଏମ. ଗୌରୀଶଙ୍କର ରାଓଙ୍କ…
ନିର୍ଯାତନା ନେଇ ଥାନାର ଦ୍ୱାରସ୍ଥ ହେଲେ ଆଦିବାସୀ
ନୂଆପଡ଼ା,୧୩ା୯ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ଭଇଁଷାଦରା ଗାଁରେ ଆଦିବାସୀଙ୍କୁ ଉପରେ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଗ୍ରାମବାସୀ ଧରମବନ୍ଧା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ଭଇଁଷାଦରା ଗାଁରେ ମିର୍ଦ୍ଧା, ଗଣ୍ଡ, ଗଉଡ, ହରିଜନ, ସାହୁ, ରଣା,…
ପୁଟିନ୍ ଅମାନିଆ, ଟ୍ରମ୍ପ୍ଙ୍କ ଧୈର୍ଯ୍ୟଚ୍ୟୁତି
ମସ୍କୋ/ଓ୍ବାଶିଂଟନ୍,୧୩ା୯: ସାଢ଼େ ୩ ବର୍ଷ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧର ଅବସାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉଦ୍ୟମରୁ କୌଣସି ସୁଫଳ ନ ମିଳିବାରୁ ଶାନ୍ତି ଆଲୋଚନା ବନ୍ଦ କରିବାକୁ ଶୁକ୍ରବାର କ୍ରେମ୍ଲିନ ନିଷ୍ପତ୍ତି ନେଇଛି। ଅଚଳାବସ୍ଥା ଦୂରକରିବା ପାଇଁ…
ମଦଭାଟି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ: ଦାବିକୁ ଅଣଦେଖା କଲେ ଆନ୍ଦୋଳନ
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡ଼େନ ବ୍ଲକ ରେଶମ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପଦର ଏବଂ ନନ୍ଦିନୀପୁର ଗ୍ରାମ ସଂଲଗ୍ନରେ ଏକ ଦେଶୀମଦ ବ୍ରାଞ୍ଚଭାଟି ଖୋଲାଯାଉଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଶୁକ୍ରବାର ଉଭୟ ଇଚ୍ଛାପଦର ଏବଂ…
ଗଣେଶ ଭସାଣି ଶୋଭାଯାତ୍ରାରେ ମାଡ଼ିଗଲା ଟ୍ରକ୍: ୮ ମୃତ, ୨୦ ଗୁରୁତର
ହାସନ (କର୍ନାଟକ), ୧୩ା୯: କର୍ନାଟକ ହାସନ ଜିଲାର ଏକ ଗାଁରେ ଶୁକ୍ରବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଶୋଭାଯାତ୍ରା ମଧ୍ୟକୁ ଏକ ଟ୍ରକ୍ ମାଡ଼ିଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର…
ଲଘୁଚାପ ସକ୍ରିୟ: ଆଉ ୨ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର, ୧୩ା୯ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିହୋଇଛି। ଏଥିସହ ଏକ ଘୂର୍ଣ୍ଣିବଳୟ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଏବେ ରାଜ୍ୟ ଉପରେ ବିଭିନ୍ନ ପାଣିପାଗ…
ପ୍ରଦୂଷଣମୁକ୍ତ ବାୟୁ ଦେଶବାସୀଙ୍କ ଅଧିକାର
ନୂଆଦିଲ୍ଲୀ,୧୩ା୯: ଦେଶର ବିଭିନ୍ନ ସହରରେ ଶୀତଦିନେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରୁଥିବାବେଳେ ଦୀପାବଳି ପରେ ସ୍ଥିତି ଗମ୍ଭୀର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କିଛିବର୍ଷ ହେଲା ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ବାଣ ଫୁଟାଇବା ଉପରେ…
ସ୍ବାମୀ,୨ ପିଲାଙ୍କୁ ଛାଡ଼ି ଫେରାର ହୋଇଥିଲେ ମହିଳା; ସରକାରୀ ଚାକିରି ମିଳିବା ପରେ ଘରୁ ବାହାର କରିଦେଲେ ପ୍ରେମିକ; ଏବେ…
ବେଙ୍ଗାଲୁରୁ,୧୨।୯: ସାତ ଦୀପକୁ ସାଖୀ ରଖି ବିବାହ କରିଥିଲେ। ହେଲେ ପ୍ରେମରେ ପଡ଼ିବା ପରେ ସବୁକିଛି ଭୁଲିଗଲେ। ସ୍ବାମୀ ଏବଂ ପିଲାଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ। ଭାବିଥିଲେ ସୁଖର ସଂସାର ପୁଣି କରିବେ। ହେଲେ କିଛି ଭିନ୍ନ ଘଟିଲା।…
Archives


