Home Left

ରାସ୍ତାରେ ଅଚଳ ହୋଇପଡିଛି ମୁଖ୍ୟମନ୍ତ୍ରୀ ବସ୍‌: ସାଧାରଣ ଜନତା ହଟହଟା

ଲୋଇସିଂହା,୧୩।୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ (ଖ) ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ କେନ୍ଦୁପତ୍ର ଫଡ଼ି ଘର ନିକଟରେ ଗତ ୪ ଦିନ ହେଲା ରାସ୍ତା ଉପରେ ଅଚଳ ହୋଇ ପଡିଛି ମୁଖ୍ୟମନ୍ତ୍ରୀ ବସ। ବସକୁ ମରାମତି ପାଇଁ ନିଆ…

ମଦ୍ୟପାନ କରି ଗାଡି ଚଳାଇବା ମହଙ୍ଗା ପଡିଲା, ଡିଭାଇଡରରେ ପିଟିହେଲା ଟ୍ରକ୍‌, ତା’ପରେ…

ଗଞ୍ଜାମ୧୩।୯(ବିଦ୍ୟାଧର ସାହୁ ): ମଦ୍ୟପାନ କରି ଗାଡି ନ ଚଲେଇବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । କିନ୍ତୁ ପ୍ରଶାସନର ତାଗିଦକୁ ଭୃକ୍ଷେପ ନକରି କିଛି ମଦ୍ୟପ ଡ୍ରାଇଭର ମଦ୍ୟପାନ କରି…

ଯାତ୍ରା ଦେଖି ଫେରିବାବେଳେ ଅଟୋଚାଳକଙ୍କୁ ହତ୍ୟା

ଟିକିରି,୧୩ା୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲାର ଦୋରାଗୁଡ଼ା ଥାନା ଅନ୍ତର୍ଗତ ଡି. କରଳ ଗାଁ ନିକଟରେ ଶୁକ୍ରବାର ରାତିରେ ଜଣେ ଅଟୋଚାଳକଙ୍କୁ ହତ୍ୟା କରାଯାଇଛି। ରାତିରେ ସେ ତିକିରିଠାରେ ହେଉଥିବା ବାଲିଯାତ୍ରା ଦେଖି ଫେରୁଥିବା ସମୟରେ ତାଙ୍କ ବେକକୁ ଧାରୁଆ ଅସ୍ତ୍ର…

PM Kisan Yojana କୁ ନେଇ ବଡ଼ ଖବର, କୃଷକଙ୍କୁ ମିଳିବ ଏତେ ଟଙ୍କାର ପେନଶନ

ନୂଆଦିଲ୍ଲୀ,୧୩।୯: ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଭାରତୀୟ କୃଷକମାନଙ୍କ ପାଇଁ ସବୁଠାରୁ ବଡ଼ ଯୋଜନା ମଧ୍ୟରୁ ଗୋଟିଏ। ଏହି ଯୋଜନା ମାଧ୍ୟମରେ, କେନ୍ଦ୍ର ସରକାର ପ୍ରତିବର୍ଷ ଯୋଗ୍ୟ ଚାଷୀମାନଙ୍କୁ 6 ମାସର ରାଶି ପ୍ରଦାନ କରନ୍ତି। ଏହି ରାଶି 3 ଟି କିସ୍ତିରେ…

ଜାଣନ୍ତି କି କୋଲାକାତାର ତାଜମହଲକୁ କାହିଁକି କରାଯାଇଥିଲା କଳାରଙ୍ଗ…

ଭାରତରେ ବ୍ରିଟିଶ ଶାସନ ସମୟରେ ସେମାନେ ଅନେକ ଚମତ୍କାର କୋଠା ନିର୍ମାଣ କରିଥିଲେ। ସର୍ବୋତ୍ତମ ବଙ୍ଗଳା ମଧ୍ୟରେ ଭିକ୍ଟୋରିଆ ମେମୋରିଆଲ ଅନ୍ୟତମ। ରାଣୀ ଭିକ୍ଟୋରିଆଙ୍କ ସ୍ମୃତିରେ ନିର୍ମିତ ଏହି କୋଠା ଥରେ ପ୍ରେସିଡେନ୍ସି ଜେଲ୍‌ ଭାବରେ ପ୍ରସିଦ୍ଧ ଥିଲା। ଏହି ୧୮୪…

ଏହିଦିନ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି! ବ୍ରହ୍ମପୁରରେ…

ଭୁବନେଶ୍ୱର, ୧୩।୯: ଆସନ୍ତା ୨୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ୨୭ ଓ ୨୮ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବା ନେଇ ସୂଚନା ମିଳିଛି। ଏହି ଗସ୍ତ ସମୟରେ ବ୍ରହ୍ମପୁରରେ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ବର…

ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କଲେ ପୂଜା ଗୌଡ଼, ପୁରସ୍କୃତ କଲେ ବିଧାୟକ

ଗଞ୍ଜାମ, ୧୩।୯(ବିଦ୍ୟାଧର ସାହୁ ): ଲୋକ ସମ୍ପର୍କ ସୂଚନା କାର୍ଯ୍ୟାଳୟ ପକ୍ଷରୁ ଭାରତୀ ବିଦ୍ୟାପୀଠଠାରେ ରଚନା ପତ୍ରଲିଖନ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମ୍ୟାଟ୍ରିକ ପରୀକ୍ଷାରେ ୪୬୦ ମାର୍କ ରଖି ପାସ କରିଥିବା ଅର୍ଜୁନ ଗୌଡ଼ଙ୍କ ଝିଅ ପୂଜା…

ବିଲରୁ ଘରକୁ ଫେରୁଥିଲେ, ଧକ୍କା ଦେଲା ହାଇଓ୍ବା: ଚାଲିଗଲା ଜଣଙ୍କ ଜୀବନ

ପାଟଣା,୧୩।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇ ପୋଷି ପାଟଣା ରାସ୍ତାର ଟାଙ୍ଗର ପଡ଼ା ପୋଖରୀ ନିକଟରେ ଏକ ୧୨ ଚକିଆ ହାଇୱା ଧକ୍କାରେ ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଶନିବାର ସକାଳୁ କ୍ଷତିପୂରଣ ଦାବି ସହ ଅଙ୍କୁରାକ୍ରସର…

PhonePe ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା RBI, ଲଗାଇଲା ଏତେ ଟଙ୍କାର ଜରିମାନା

ନୂଆଦିଲ୍ଲୀ, ୧୩।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଫିନଟେକ କମ୍ପାନୀ PhonePe ଉପରେ ୨୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ପ୍ରିପେଡ ପେମେଣ୍ଟ ଉପକରଣ ସହିତ ଜଡିତ କିଛି ନିୟମକୁ ଠିକ ଭାବରେ ପାଳନ ନକରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା…

ଗାଜାରେ ଭୋକର ସଂଜ୍ଞା

ଲଳିତେନ୍ଦୁ ପଲାଉରୀ ହମାସ-ଇସ୍ରାଏଲ ଯୁଦ୍ଧରେ ୬୫ହଜାରରୁ ଅଧିକ ଗାଜାବାସୀଙ୍କ ମୃତ୍ୟୁ ହେଲାଣି। ଏମାନେ ବାରମ୍ବାର ବିସ୍ଥାପିତ ହେଉଛନ୍ତି। ଗାଜାରେ ପ୍ରମୁଖ ସମସ୍ୟା ପାଲଟିଛି ଖାଦ୍ୟ ସଙ୍କଟ। ମୁଠାଏ ଦାନା ପାଇଁ ଏମାନେ ଗାଜା ହ୍ୟୁମାନିଟାରିଆନ ଫାଉଣ୍ଡେଶନ ସହାୟତା କେନ୍ଦ୍ର ନିକଟରେ ଲମ୍ବା…

ଆଧାର: ଏକ ଅନାବଶ୍ୟକ ଯୋଜନା

ସୌଭାଗ୍ୟ ସୁନ୍ଦରରାୟ ଗତ ଅଗଷ୍ଟ ୧୦ ତାରିଖରେ ଆଇଆଇଟି-ରୁର୍‌କିର ପ୍ରାୟ ୩୦ ହଜାର ଛାତ୍ରୀଛାତ୍ରଙ୍କ ବ୍ୟକ୍ତିଗତ ତଥ୍ୟ ସାର୍ବଜନୀନ ହୋଇଯାଇଛି। ଏହି ପ୍ରଘଟ ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଆଭ୍ୟରୀଣ କମିଟି ଗଠନ କରାଯାଇଛି। ଆଇଆଇଟି-ରୁର୍‌କି ହେଉଛି ଦେଶର ଅଗ୍ରଣୀ ବୈଷୟିକ…

ପ୍ରତିଶୋଧାତ୍ମକ ରାଜନୀତି

ବେଆଇନ ବାଲି ଚାଲାଣକୁ ନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଓ ଆଇପିଏସ୍‌ ଅଧିକାରୀ ଅଞ୍ଜନା କ୍ରିଷ୍ଣାଙ୍କ ମଧ୍ୟରେ ବିବାଦ ଦେଖାଯାଇଛି। ରାଜନେତା ଓ ବାବୁଙ୍କ ମଧ୍ୟରେ ଏଭଳି ଟଣାଓଟରା ବହୁ ସମୟରେ ଦେଖାଯାଏ ଓ ଦୀର୍ଘଦିନ ଧରି ଲାଗିରହେ। ପାଓ୍ବାରଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri