Home Left

ପୁତୁରାଙ୍କୁ ଦେଇଥିଲେ ବଳି: ହତ୍ୟାକାରୀ ବଡ଼ବାପାଙ୍କୁ ଆଜୀବନ ଜେଲ

ନୂଆପଡ଼ା,୩୦।୫(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଜଡାମୁଣ୍ଡା ଗାଁରେ ୨୦୧୯ ଅଗଷ୍ଟ ମାସରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ଚାଷ ଜମିରେ ଅଧିକ ଅମଳ ସହ ଗୁଣି ଗାରେଡିକୁ ବିଶ୍ୱାସ କରି ବଡ ବାପା ନିଜ ସାନ...

ଦାଉ ସାଧୁଛି ଅଦିନିଆ ବର୍ଷା: ବିଲରେ ଗଜା ହେଉଛି ପାଚିଲା ଧାନ, ଭଡ଼ା ତାରପୋଲିନ ଭରସାରେ ଚାଷୀ

ରିଷିଡା,୩୦।୫ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ୨୫ ତାରିଖ ଠାରୁ ରବି (ଡାଲୁଅ) ଧାନ ପାଇଁ ମଣ୍ତି ଖୋଲିଛି। ଏହାର କିଛି ଦିନ ପରେ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏଥିଯୋଗୁ...

ସ୍ତ୍ରୀଙ୍କ ସହ ଝଗଡ଼ା ହେଲା ବୋଲି…ବିଷ ପିଇ ଆତ୍ମହତ୍ୟା କରିଦେଲେ ମୃତ୍ୟୁଞ୍ଜୟ

ଖଜୁରୀପଡ଼ା,୩୦।୫( ବିଦୁର ବେହେରା): ପାରିବାରିକ କଳହର କୂପରିଣତି। ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ବିଷ ପିଇ ଆତ୍ମହତ୍ୟା କରିଦେଲେ ସ୍ବାମୀ। ଏଭଳି ଏକ ଘଟଣା କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦଳପଡ଼ା ପଞ୍ଚାୟତର ଲମ୍ବାବାଡ଼ି ଗ୍ରାମରେ ଦେଖିବାକୁ...

ନିଜ ଜନ୍ମକଲା ଝିଅଙ୍କୁ ଡରାଇ, ଧମକାଇ ଘରେ କରିଥିଲେ ବଳାତ୍କାର; ସଇତାନ ବାପାଙ୍କୁ ଏଭଳି ଦଣ୍ଡ ଦେଲେ…

ବ୍ରହ୍ମପୁର, ୩୦।୫(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍‌ସ ବିଚାରପତି ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ତଥା ପିଡ଼ିତାଙ୍କ ବାପାକୁ ଉପଯୁକ୍ତ ପ୍ରମାଣ ଆଧାରରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୧୦...

‘RCB ଚାମ୍ପିଅନ ନ ହେଲେ ଛାଡ଼ପତ୍ର ଦେଇଦେବି’… ଫାଇନାଲ ପୂର୍ବରୁ ବଡ଼ ବୟାନ ଦେଇ ଚର୍ଚ୍ଚାରେ ମହିଳା

ନୂଆଦିଲ୍ଲୀ,୩୦।୫: ଆଇପିଏଲ୍‌ ଇତିହାସରେ RCB ଏଯାବତ କୌଣସି ଟାଇଟଲ ହାସଲ କରି ନାହିଁ ସତ, ହେଲେ ଏହାର ପ୍ରଶଂସକଙ୍କ ଭଲପାଇବା ପୂର୍ବବତ ରହିଛି। କହିବାକୁ ଗଲେ ଆର୍‌ସିବିର ପ୍ରଶଂସକମାନେ ବେଶ ବିଶ୍ୱସ୍ତ। ଚଳିତ ବର୍ଷ IPL ୨୦୨୫ର ଫାଇନାଲ ଲାଗି...

ଲାଲ୍‌ ମସଜିଦରୁ ପ୍ଲାନିଂ; ଆଫଗାନିସ୍ତାନ ସହ ମିଶି ପାକିସ୍ତାନ ଉପରେ ହେଲା ବଡ଼ ଆଟାକ୍‌, ଦୋହଲିଗଲା ପାକ୍‌

ଇସଲାମବାଦ,୩୦।୫: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ର ପୁଞ୍ଚ ଜିଲାର ମୁଖ୍ୟ ସହର ରାୱଲକୋଟର ହୁସେନ କୋଟ ଜଙ୍ଗଲରେ ଏକ ବଡ଼ ଆତଙ୍କବାଦ ବିରୋଧୀ ଅଭିଯାନରେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଦୁଇ ଜଣ ପୋଲିସ...

ହଷ୍ଟେଲରୁ ମିଳିଲା ନର୍ସଙ୍କ ମୃତଦେହ

କଟକ,୩୦।୫: କଟକ ଯୋବ୍ରା ସ୍ଥିତ ଏକ ଘରୋଇ ହଷ୍ଟେଲରୁ ଶୁକ୍ରବାର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ମାଲଗୋଦାମ ପୋଲିସ ଜବତ କରିଛି। ମୃତକ ବାଲେଶ୍ବର ଅଞ୍ଚଳର ବୋଲି ଜଣାପଡିଛି। ଯୁବତୀ ଜଣକ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ...

ଭୟଙ୍କର ହେଉଛି ଅବପାତ! ଆଜି ରାତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୫୦ରୁ ୬୦କିମି ବେଗରେ ବହିବ ପବନ

ଭୁବନେଶ୍ୱର,୩୦।୫: ବାଂଲାଦେଶ ଏବଂ ପାଶ୍ୱବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ଗଭୀର ଅବପାତ ଶୁକ୍ରବାର ଦୁର୍ବଳ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଉତ୍ତର-ପୂର୍ବ...

ମୋଦିଙ୍କ ପାଦ ଛୁଇଁଲେ ବୈଭବ: ଖୁସିରେ ପ୍ରଧାନମନ୍ତ୍ରୀ କହିଲେ…

ପାଟନା,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନା ବିମାନବନ୍ଦରରେ ୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଛନ୍ତି। ବୈଭବ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ତାଙ୍କ ଆଶୀର୍ବାଦ ନେଇଥିଲେ। ବୈଭବଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ଏ ବିଷୟରେ...

ରେଳ ଧାରଣାରୁ ମିଳିଲା ମୃତ ମୟୂର: ଚାଲାଣ କରାଯାଉଥିବା ସନ୍ଦେହ

ବ୍ରହ୍ମପୁର,୩୦।୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳ ଷ୍ଟେଶନ ଦୁଇ ନମ୍ବର ପ୍ଲାଟଫର୍ମ ରେଳ ଧାରଣାରୁ ଶୁକ୍ରବାର ଏକ ମୃତ ମୟୂର ପକ୍ଷୀ ଜବତ ହୋଇଛି। ଷ୍ଟେଶନ କର୍ମଚାରୀ ଏବଂ ଜିଆର୍‌ପିଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି...

ସିକ୍କିମ ଦୁର୍ଘଟଣା: ଭାଜପା ନେତ୍ରୀ ନିଖୋଜ, ପୁଅ-ପୁତୁରା ସୁରକ୍ଷିତ

ଭୁବନେଶ୍ୱର,୩୦।୫: ସିକ୍କିମରେ ଏକ ବଡ଼ ଅଘଟଣ ଘଟିଛି। ବୁଲିବା ପାଇଁ ଯାଇଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ପର୍ଯ୍ୟଟକ। ପ୍ରାୟ ହଜାରେ ଫୁଟ ତଳକୁ ଏକ କାର୍‌ ତିସ୍ତା ନଦୀକୁ ଖସି ପଡିଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା...

‘ଭାରତକୁ କେହି ଅଟକାଇ ପାରିବେ ନାହିଁ’, ପାକିସ୍ତାନକୁ ଏମିତି ବାର୍ତ୍ତା ଦେଲେ ରାଜନାଥ

ନୂଆଦିଲ୍ଲୀ,୩୦।୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର (୩୦ ମେ’ ୨୦୨୫) ପାକିସ୍ତାନକୁ ଟାର୍ଗେଟ କରି କହିଥିଲେ ଯେ ଏଥର ଯଦି ପାକିସ୍ତାନ କିଛି ଭୁଲ କରେ, ତେବେ ଆମେ ଆତଙ୍କବାଦ ବିରୁଦ୍ଧରେ ଏପରି ପଦ୍ଧତି ବ୍ୟବହାର କରିବୁ ଯାହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri