Home Left

IPL 2025 ଫାଇନାଲ୍‌କୁ ଯିବା ପରେ ମଧ୍ୟ ରାଗିକି ପଞ୍ଚମ ହୋଇଗଲେ ଶ୍ରେୟାସ ଆୟର: ଦେଲେ ଗାଳି

ନୂଆଦିଲ୍ଲୀ,୨।୬: ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅଧିନାୟକ ଶ୍ରେୟସ ଆୟର ୮୭ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ସେ ମ୍ୟାଚ ପରେ କୌଣସି ଆକ୍ରମଣାତ୍ମକ...

କିସ୍‌ମିସ୍‌ରେ ରହିଛି ଅନେକ ଉପକାରୀ ଗୁଣ

କିସ୍‌ମିସ୍‌ରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଏହାକୁ ଖାଇଲେ ତାହା ହଜମ କ୍ରିୟାକୁ ଆହୁରି ସକ୍ରିୟ କରିଥାଏ। ଏହାବ୍ୟତୀତ କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ଅନେକାଂଶରେ ଉପଶମ ମିଳିଥାଏ। କେବଳ ସେତିକି ନୁହେଁ, କିସ୍‌ମିସ୍‌ କମ୍‌ କ୍ୟାଲୋରିଯୁକ୍ତ।...

କଲଭର୍ଟ, ରାସ୍ତା ନିର୍ମାଣ ଦାବିରେ ଗଣଧାରଣା

ଦିଗପହଣ୍ଡି,୨ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ଆସିକା-ଦିଗପହଣ୍ଡି ୩୨୬ ନଂ ଜାତୀୟ ରାଜପଥ ମୁଖ୍ୟରାସ୍ତାରେ କଲଭର୍ଟ ଓ ଡ୍ରେନ ନିର୍ମାଣ ଦାବିରେ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା,ନଗର କଂଗ୍ରେସ ସଭାପତି ତଥା କାଉନସିଲର ଦୀପକ କୁମାର...

ଥାନାରେ ଖତ ଖାଉଛି ମାଳ ମାଳ ଗାଡ଼ି, ଫାଇଲପତ୍ର ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା, ୨।୬( ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ପରିସରରେ ଗଦା ହୋଇଛି ମାଳ ମାଳ ଗାଡ଼ି। ଗାଡ଼ିଗୁଡ଼ିକ ଉପରେ ମାଡି ଗଲାଣି ଗଛ ଲତା। ଦୀର୍ଘ ଦିନ ହେବ ପଡି ରହିଛି ଗାଡ଼ି । ଥାନା ପଛପଟେ...

ବିଜାଘାଟିରେ ଓଲଟିଲା ବସ୍‌, ଜୀବନ ବିକଳରେ କିଏ ଝରକା ପଟେ ତ କିଏ ଉପର ପଟେ…

ମାଲକାନଗିରି,୨ା୬(ଦୁର୍ଯ୍ୟୋଧନ ପାତ୍ର): ଜୟପୁର ମାଲକାନଗିରି ୩୨୬ ନଂ ଜାତୀୟ ରାଜପଥ ବିଜାଘାଟିରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ଛି ଯାତ୍ରୀବାହୀ ବସ୍‌। ବସ୍‌ଟି ହାଇଦ୍ରାବାଦରୁ ଭବାନୀପାଟଣା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୬...

ଫୋନ୍‌ରେ ଗପି ଗପି ଟେପ୍‌ କାଟିବା ପରିବର୍ତ୍ତେ ନବଜାତକର ଆଙ୍ଗୁଳି କାଟିଦେଲେ ନର୍ସ, ହସ୍ପିଟାଲରେ ହଙ୍ଗାମା

ବେଙ୍ଗାଲୁରୁ,୨ା୬: କର୍ନାଟକର ଭେଲୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ସରକାରୀ ହସ୍ପିଟାଲରେ, ଜଣେ ନର୍ସ ଅବହେଳା ଯୋଗୁ ଏକ ନବଜାତକର ଆଙ୍ଗୁଳି କାଟି ଦେଇଛନ୍ତି। ଅଭିଯୋଗ ହୋଇଛି ଯେ, ନର୍ସ ଫୋନ୍‌ରେ କଥା ହେବା ସମୟରେ...

କରୋନା ଫେରିବା ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ତାରିଖ ହୋଇଗଲା ସମାନ!

ନୂଆଦିଲ୍ଲୀ,୨।୬: ଦେଶରେ ପୁଣି ଥରେ କରୋନା ଭାଇରସ ମାମଲା ବୃଦ୍ଧି ପାଉଛି। ମେ ୩୧ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ସକ୍ରିୟ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ୩୩୯୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା...

+୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି

ଭୁବନେଶ୍ୱର,୨।୬: ଛାତ୍ରୀଛାତ୍ରଙ୍କ ପାଇଁ ଉଚ୍ଚ ଶିକ୍ଷା ବିଭାଗ ସୋମବାର ଏକ ବଡ଼ ପଦକ୍ଷେପ ନେଇଛି। +୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି କରାଯାଇଛି। ଫଳରେ ଛାତ୍ରୀଛାତ୍ରମାନେ ଜୁନ ୪ ତାରିଖ ରାତି ୧୧ଟା ୪୫ ଯାଏ ଫର୍ମ...

ସ୍ଥାନାନ୍ତର, ରିଲିଫ ଯୋଗାଣରେ ସୀମିତ ପରିଚାଳନା

କେନ୍ଦ୍ରାପଡ଼ା,୨ା୬ (ଜଗନ୍ନାଥ ଧଳ): ୧୯୯୯ ମହାବାତ୍ୟାକୁ ଇତିମଧ୍ୟରେ ୨୫ ବର୍ଷ ବିତିଛି। ପ୍ରତିବର୍ଷ ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା କେନ୍ଦ୍ରାପଡ଼ା ଜିଲାବାସୀ ଏହି ମହାବାତ୍ୟାରେ ଧନଜୀବନ ହରାଇଛନ୍ତି। ଏହା ସତ୍ତ୍ୱେ ଏପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି...

ସେନା ଶିବିରରେ ଭୂସ୍ଖଳନ: ୩ ମୃତ, ୯ ଯବାନ ନିଖୋଜ

ଗ୍ୟାଙ୍ଗଟକ୍‌,୨।୬: ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ବର୍ଷା ଏବଂ ଭୂସ୍ଖଳନ ତାଣ୍ଡବ ରଚିଛି। ସିକ୍କିମର ଏକ ସେନା ଶିବିରରେ ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାରେ କିଛି ସୈନିକଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। କୁହାଯାଉଛି...

ରୋହିତ-କୋହଲିଙ୍କ ପରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଆଉ ଜଣେ କ୍ରିକେଟର୍‌: ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨।୬: ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ହଠାତ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୬ ବର୍ଷୀୟ ମ୍ୟାକ୍ସୱେଲ ତାଙ୍କ ୧୩ ବର୍ଷର ଦିନିକିଆ କ୍ୟାରିୟରରେ ଅନେକ ସ୍ମରଣୀୟ ଇନିଂସ ଖେଳିଥିଲେ ଏବଂ ଅଷ୍ଟ୍ରେଲିଆକୁ ଦୁଇଥର (2015...

ବଡ଼ ଭୁଲ କରିଦେଲେ ୟୁକ୍ରେନ ରାଷ୍ଟ୍ରପତି: ପୁଟିନ ଦେବେ ପାନେ

କିଭ୍‌,୨।୬: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି ରୁଷିଆ ଉପରେ ଆକ୍ରମଣ କରି ଏକ ବଡ଼ ଭୁଲ କରିଦେଇଛନ୍ତି। ୟୁକ୍ରେନ ରୁଷିଆ ଭିତରେ ପ୍ରାୟ ୪ ହଜାର କିଲୋମିଟର ଭିତରେ ଡ୍ରୋନ ଆକ୍ରମଣ କରିଥିଏେ। ଏହାଦ୍ୱାରା ରୁଷର ଏୟାରବେସକୁ ବଡ଼ କ୍ଷତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri