Home Left

ବର୍ଷା ପବନ ସାଙ୍ଗକୁ ବିଜୁଳି ଘଡଘଡି: ହଠାତ୍‌ ଜଳିଲା ଘର, ଥିଲେ…

ଧର୍ମଶାଳା,୨୦।୯: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ କାଏମା ପଞ୍ଚାଯତର ଦାସସାହି ଗ୍ରାମର ବଟଦାସଙ୍କ ଏକ ଚାଳ ଛପର ଘର ବଜ୍ରପାତରେ ଜଳିଯାଇଛି। ମିଳିଥିବା ସୂଚନା ଅନୁସାରେ, ଏହି ଚାଳ ଛପର ଘରେ ଦୀର୍ଘ ଦିନ ହେବ ବାରିଣି ରାଉତ…

ଉପର ପଡ଼ିଆରେ ହେଉ ବାଲିଯାତ୍ରା: ବିଧାୟିକା ସୋଫିଆ ଫିର୍ଦ୍ଦୋସ

କଟକ,୨୦।୯: ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନ ହେବା ନିଷ୍ପତ୍ତି ପ୍ରସଙ୍ଗ ଉପରେ ଶନିବାର ପ୍ରତିକ୍ରିୟା ରଖିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବା ଆବଶ୍ୟକ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।…

ଟ୍ରମ୍ପଙ୍କ H1B Visa: ଭାରତ ପାଇଁ ହେବ ଫାଇଦା!

ନୂଆଦିଲ୍ଲୀ,୨୦।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ H-1B ଭିସା ପାଇଁ ବାର୍ଷିକ $100,000 ର ଏକ ବଡ଼ ଶୁଳ୍କ ଆଦାୟ କରିବାର ନିଷ୍ପତ୍ତି ଝଡ ସୃଷ୍ଟି କରିଛି। ଟ୍ରମ୍ପ H-1B ଉପରେ ଇନଫୋସିସ ପ୍ରବୀଣ ମୋହନଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି…

ନାଭାଲ କ୍ୟାଡେଟ୍‌ କ୍ୟାପଟେନ୍‌ ଶୁଭମଙ୍କୁ ଶୁଭେଚ୍ଛା ଜଣାଇ ଅଧ୍ୟକ୍ଷ କହିଲେ ନାଭାଲ ଓ୍ବିଙ୍ଗ୍‌ର…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ନାଭାଲ କ୍ୟାଡେଟ୍‌ କ୍ୟାପଟେନ ଶୁଭମ ସ୍ବାଇଁଙ୍କୁ ଶନିବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଶୁଭମ୍‌ ମୁମ୍ବାଇର ଲୁନାବାଦ ଠାରେ ଅଗଷ୍ଟ ୧ରୁ ୨୪ ତାରିଖ ପର୍ଯ୍ୟନ୍ତ ହୋଇଥିବା ସର୍ବଭାରତୀୟ…

ଏମିତି ବି ଆସେ ମୃତ୍ୟୁ, ଘର ଆଗରେ ଦୁଇ ପୁଅଙ୍କ କୋକେଇ, ଜଣଙ୍କ ପଛରେ  ଜଣକୁ…

ଜଳେଶ୍ବର,୨୦।୯(ନବୀନ ସାହୁ): ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି।  ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ନେତୁଆ ପଞ୍ଚୟତ କପାସୁଦା ଗ୍ରାମରେ। ବିଲରେ କାମ କରୁଥିବା ବେଳେ  ଏହି ଅଘଟଣ…

ରାସ୍ତା ଉପରକୁ ମାଡ଼ି ଆସିଲାଣି ଗଛଲତା, ବିପଦରେ ପଥଯାତ୍ରୀ

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳି ଜଗନ୍ନାଥପୁର ଗ୍ରାମଠାରୁ କଲ୍ୟାଣପୁର ପର୍ଯ୍ୟନ୍ତ ରାସ୍ତା ବର୍ତ୍ତମାନ ବିପଦପୂର୍ଣ୍ଣ। ପାଞ୍ଚଟି ପଞ୍ଚାୟତ ତଥା କାଇଁଚପୁର, ମଲାଡ଼, ସନ୍ତୋଷପୁର, ଖଣ୍ଡ ଦେଉଳି ଓ ପୋଇରlଶି ଆଦି ପଞ୍ଚାୟତବାସୀ ନିର୍ଭର କରୁଥିବା ମୁଖ୍ୟ ରାସ୍ତାରେ…

ଦିଓ୍ବାଲି ପୂର୍ବରୁ ଗୁଡ ନ୍ୟୁଜ୍‌, ଦରମା ସହ ବଢିକି ଆସିବ ଏତେଟଙ୍କା!

ନୂଆଦିଲ୍ଲୀ,୨୦।୯: ଦୀପାବଳି ପୂର୍ବରୁ ମହଙ୍ଗା ଭତ୍ତା (DA) ବୃଦ୍ଧି ସମ୍ପର୍କରେ ଏକ ବଡ଼ ଘୋଷଣା ହେବାର ସମ୍ଭାବନା ଅଛି। ଏହି ବୃଦ୍ଧି ୧୨ ନିୟୁତରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଲାଭ ଦେବ, ଯାହା ସେମାନଙ୍କୁ ଦଶହରା ଏବଂ ଦୀପାବଳି ସମୟରେ…

ବଦଳିଲେ BSE ସମ୍ପାଦକ, ନୂଆ ହେଲେ…

କଟକ,୨୦ା୯: BSE ସମ୍ପାଦକ ବଦଳିଛନ୍ତି। ସରୋଜ ବେହେରା ବିଏସ୍‌ଇର ନୂଆ ସମ୍ପାଦକ ହୋଇଛନ୍ତି। ST/SC ବିଭାଗ ଯୁଗ୍ମ ସଚିବ ଥିବା ସରୋଜଙ୍କୁ ବୋର୍ଡ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ସମ୍ପାଦକ ଦାୟିତ୍ୱରେ ଥିବା ସୋନିଆ ମିଶ୍ର ଅବକାରୀ ଅତିରିକ୍ତ କମିଶନର ହୋଇଛନ୍ତି।

ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଗିରଫ କଲା EOW

କଟକ,୨୦ା୯: ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ। କଟକ ରାଣୀହାଟ ମାଳିସାହିର ବିଜୟ ରାଉତଙ୍କ ଏତଲା ଆଧାରରେ ଦିଲ୍ଲୀପଙ୍କୁ ଗିରଫ କରାଯାଇଛି। ରିୟଲ ଇଷ୍ଟେଟ୍‌ ବିଜନେସ୍‌ରେ ସାଢ଼େ ୭ କୋଟି ଫ୍ରଡ୍‌ ଅଭିଯୋଗରେ ଗିରଫ। ଶନିବାର ଓପିଆଇଡି କୋର୍ଟରେ…

ଟ୍ରମ୍ପଙ୍କୁ ସିଧା ମେସେଜ୍‌ ଦେଲେ ମୋଦି: କହୁ କହୁ କହିଦେଲେ…

ଗାନ୍ଧୀନଗର,୨୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟର ଭାବନଗରରେ ଅନୁଷ୍ଠିତ ‘ସମୁଦ୍ର ସେ ସମୃଦ୍ଧି’ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ୩୪,୨୦୦ କୋଟିରୁ ଅଧିକ। ଏହି ଅବସରରେ,…

ଏମ୍‌କେସିଜି ଆଇସିୟୁରେ ଗୁରୁତର ଯବାନଙ୍କୁ ଭେଟିଲେ ପୋଲିସ ଡିଜି

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ମାଓବାଦୀଙ୍କ ଗୁଳିରେ ଆହତ ଏସ୍‌ଓଜି ଯବାନ ପ୍ରେମ ସିଂ ମାଝୀଙ୍କୁ ଏମ୍‌କେସିଜି ମେଡିକାଲ ଆଇସିୟୁରେ ଭେଟିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସ୍ବାଇବି ଖୁରାନିଆ। ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପୋଲିସ ଏଡିଜି ସଞ୍ଜୟ କୁମାର,…

ଧର୍ମଶାଳା ମହାବିଦ୍ୟାଳୟର ୩ ଛାତ୍ର ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ମନୋନୀତ

ଧର୍ମଶାଳା,୨୦ା୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟର ୩ ଛାତ୍ର ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ମନୋନୀତ ହୋଇଛନ୍ତି। କେନ୍ଦୁଝର ଜିଲା ବଡ଼ବିଲଠାରେ ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ଏଥିରେ ଧର୍ମଶାଳା ମହାବିଦ୍ୟାଳୟ ଯୁକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri