Home Left

ଏଡିନ୍‌ ରୋଜ୍‌ କିଏ? ଶ୍ରେୟସଙ୍କୁ ସ୍ବାମୀ ବୋଲି କହି ଅଛନ୍ତି ଚର୍ଚ୍ଚାରେ…

ନୂଆଦିଲ୍ଲୀ,୬।୬: ଆଇପିଏଲ୍‌ ୨୦୨୫ରେ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତିଥିଲେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ ଆୟର। ଏବେ କିନ୍ତୁ ସେ ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେଇଟି ହେଲା ଅଭିନେତ୍ରୀ ଏଡିନ୍‌ ରୋଜ। ସେ ଏକ...

ଜର୍ମାନୀରେ ବିବାହ ୟୁରୋପରେ ହନିମୁନ କିନ୍ତୁ ଚର୍ଚ୍ଚାରେ କେକ, ଜାଣନ୍ତୁ ମହୁଆ-ପିନାକୀଙ୍କ ମିଠା ସମ୍ପର୍କର କାହାଣୀ

ନୂଆଦିଲ୍ଲୀ,୬।୬: ରାଜନୈତିକ ମଞ୍ଚରେ ଭିନ୍ନ ଭିନ୍ନ ଶିବିରରେ ଠିଆ ହୋଇଥିବା ଦୁଇ ପ୍ରମୁଖ ନେତା, ମହୁଆ ମୋଇତ୍ରା ଏବଂ ପିନାକୀ ମିଶ୍ର ବିବାହ କରିଛନ୍ତି। ଯେତେବେଳେ ସେମାନେ ଜର୍ମାନୀର ଶାନ୍ତ ପରିବେଶରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ସେତେବେଳେ ଯାହା...

ବଡ଼ କାର୍ଯ୍ୟାନୁଷ୍ଠାନ: କଳାହାଣ୍ଡି ଡେପୁଟି କଲେକ୍ଟର ନିଲମ୍ବିତ

ଭବାନୀପାଟଣା,୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଚିତ୍ତ ରଞ୍ଜନ ପିଲ୍ଲାଙ୍କୁ ଶୁକ୍ରବାର ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ...

Starlink: ହାତ ପାହାନ୍ତାରେ ମିଳିବ ଇଣ୍ଟରନେଟ, ଷ୍ଟାରଲିଙ୍କକୁ ମିଳିଲା ଲାଇସେନ୍ସ, ୧୫ ଦିନରେ ଆରମ୍ଭ ହେବ ଟ୍ରାୟଲ

ନୂଆଦିଲ୍ଲୀ,୬।୬: ଭାରତ ସରକାରଙ୍କ ଟେଲିକମ୍ୟୁନିକେସନ ବିଭାଗ (DoT) ଭାରତରେ ସାଟେଲାଇଟ ଯୋଗାଯୋଗ (SatComm) ସେବା ଯୋଗାଇବା ପାଇଁ ଏଲୋନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କକୁ ଏକ ସରକାରୀ ଲାଇସେନ୍ସ ପ୍ରଦାନ କରିଛି, ଯଦିଓ PTI ସୂତ୍ରକୁ ଉଦ୍ଧୃତ କରି ଏହି ସୂଚନା...

‘କୋହଲିଙ୍କୁ ଗିରଫ କର’; ୨୪ ଘଣ୍ଟା ହେଲାଣି ଟ୍ରେଣ୍ଡ କରୁଛି #arrestkohli, କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଆଇପିଏଲ୍‌ ୨୦୨୫ ଟାଇଟଲ ଜିତିଥିଲା। RCBର ଏହି ବିଜୟକୁ ନେଇ ପ୍ରଶଂସକ ବହୁତ ଖୁସି ଥିଲେ । ଏହାକୁ ନେଇ ଆୟୋଜିତ ବିଜୟ ପରେଡ ସମୟରେ ୧୧ ପ୍ରଶଂସକଙ୍କ ଜୀବନ ଯିବା ପରେ ଏହି...

ଗାଧୋଇଲା ବେଳେ ପଥର ସନ୍ଧିରେ ଖସିପଡ଼ିଲା ସବୁନ୍‌, ଆଣିବାକୁ ଯାଇ ୪୮ ଘଣ୍ଟା…

ଆର.ଉଦୟଗିରି, ୬ା୬(ମନୋଜ କୁମାର ପାଢୀ): ଗାଧୋଇବାକୁ ଯାଇ ଜଣେ ନାବାଳକଙ୍କ ହାତ ପଥର ସନ୍ଧିରେ ପଶିଯିବାରୁ ଦୀର୍ଘ ୮ ଘଣ୍ଟା ପରିଶ୍ରମ ପରେ ହାତ ବାହାରିଛି। ସେ ହେଉଛନ୍ତି ଗଜପତି ଜିଲା ଆର. ଉଦୟଗିରି ଥାନା ତିଳିଗାଆଁର …ଙ୍କ ପୁଅ...

ଜୁଲାଇ ୩ରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଯାତ୍ରୀଙ୍କ ସୁରକ୍ଷାରେ ରହିବେ ଯବାନ

ନୂଆଦିଲ୍ଲୀ,୬।୬: ଅମରନାଥ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର। ଜୁଲାଇ ୩ରୁ ଆରମ୍ଭ ହେବ ଅମରନାଥ ଯାତ୍ରା। ଅଗଷ୍ଟ ୯ରେ ସରିବ। ଚଳିତ ବର୍ଷ ୩୮ ଦିନ ଧରି ଏହି ଯାତ୍ରା ଚାଲିବ। ଅନ୍ୟପକ୍ଷେ ପହଲଗାମ ଆକ୍ରମଣକୁ ଦୃଷ୍ଟିରେ ରଖି...

ବିରାଟଙ୍କ ଭଉଣୀଙ୍କ ସହ ଭଲ ସମ୍ପର୍କ ନାହିଁ ଅନୁଷ୍କାଙ୍କର? ଚମକାଇ ଦେବ ବୟାନ

ନୂଆଦିଲ୍ଲୀ,୬।୬: ବିରାଟ କୋହଲିଙ୍କ ଭଉଣୀ ଭାବନା ଧିଙ୍ଗରା ଏବଂ ଅନୁଷ୍କା ଶର୍ମାଙ୍କ ମଧ୍ୟରେ ସମ୍ପର୍କ ବିଷୟରେ କିଛି ସୂଚନା ଆସିଛି। ଭାବନା ସୋସିଆଲ ମିଡିଆରେ ଅନୁଷ୍କାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ସତ୍ୟ କହିଛନ୍ତି। ଭାବନା କୋହଲି ତାଙ୍କ ସୋସିଆଲ...

ଦୁର୍ଗା ବଜାରରେ ଫୁଟିଲା ବୋମା: ୪ ଆହତ

ଦଶପଲ୍ଲା: ନୟାଗଡ଼ ଜିଲା ୫୭ ନମ୍ବର ଜାତୀୟ ରାଜପଥ ଦୁର୍ଗା ବଜାର ନିକଟରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଏକ ବୋମା ମାଡ଼ ଘଟିଛି। ବୋମାମାଡ଼ରେ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି...

‘ଲଭ, ଏକ୍ସ ଆଉ ଧୋକା…’, ମସ୍କ-ଟ୍ରମ୍ପଙ୍କ ବନ୍ଧୁତାରେ ଫାଟ ପରେ ଭାଇରାଲ ହେଉଛି ୩୪ ବର୍ଷ ପୁରୁଣା ଭିଡିଓ

ଓ୍ବାଶିଂଟନ,୬।୬: ସମୟ ବଦଳିବାକୁ ବହୁତ ଦିନ ଲାଗେ ନାହିଁ। ପ୍ରକୃତରେ ଏହା କେବଳ ଏକ କଥା ନୁହେଁ, ଏହା ଏକ ବାସ୍ତବତା। ଆପଣଙ୍କ ଚାରିପାଖରେ କେବେ କିଛି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ ତାହା ପୂର୍ବାନୁମାନ କରିବା ସମ୍ଭବ ନୁହେଁ। ଆମେରିକାର...

୨ ଭାଣିଜୀଙ୍କୁ ବୁଲେଟରେ ବସାଇ ଡ୍ରେସ୍ କିଣିବାକୁ ଯାଉଥିଲେ ମାମୁଁ: ଧକ୍କା ଦେଲା ଟ୍ୟାଙ୍କର୍: ଆଉ ତା’ପରେ…

ଦିଗପହଣ୍ଡି,୬/୬(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ନଂ ରାଜ୍ୟ ରାଜପଥର ବଜାଜ ଶୋ-ରୁମ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ...

ରଫିକଙ୍କ ପରଲୋକ ଏକ ଅପୂରଣୀୟ କ୍ଷତି: ପୂର୍ବତନ ବିଧାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ବରଗଡ଼,୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକଙ୍କ ଶୁକ୍ରବାର ୭୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri