ମଝି ଆକାଶରେ ଆମେରିକା ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଲା ପାକିସ୍ତାନୀ ବାୟୁ ସେନା? ଦାବିକୁ ନେଇ ବଡ଼ ଖୁଲାସା!
ନୂଆଦିଲ୍ଲୀ,୭।୬: ଲାଇଟହାଉସ ଜର୍ନାଲିଜମକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁଳ ଭାବେ ଶେୟାର କରାଯାଉଥିବା ଏକ ଭିଡିଓ ହସ୍ତଗତ ହୋଇଛି। ଭିଡିଓ ସହ ଏହା ଦାବି କରାଯାଉଛି ଯେ ପାକିସ୍ତାନୀ ବାୟୁ ସେନା ନ୍ୟୁ ମେକ୍ସିକୋର ଅଲ୍ବୁକର୍କ ଇଣ୍ଟରନ୍ୟାଶନାଲ ଅର୍ଥାତ ଚାଇନା...
ଚାଲାଣ ହେଉଥିଲା ଖଇର କାଠ: ମାଡ଼ି ବସିଲା ବନବିଭାଗ
ଲାଠୋର,୭।୬(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଉଁରାଖମନ ଛକ ନିକଟରୁ ଲାଠୋର ବନବିଭାଗ ଚୋରା ଚାଲାଣ ହେଉଥିବା ଖଇର କାଠ ସହ ଏକ ପିକଅପ ଭ୍ୟାନ୍ ଜବତ କରିଛି । ଏପରି କି ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ...
ବହୁମୁଖୀ ସମବାୟ ସମିତିକୁ ମିଳିଛି ବଡ଼ ସଫଳତା: ଅଞ୍ଚଳର ଜୈବିକ ଅମଳ ସାମଗ୍ରୀର କାରବାର ହେବ ସହଜ
ଦାରିଙ୍ଗବାଡି,୭।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ବୃହଦାକାର ବହୁମୁଖୀ ସମବାୟ ସମିତିକୁ ମିଳିଛି ବଡ଼ ସଫଳତା। ଏବେ କେବଳ ରାଜ୍ୟ ନୁହଁ ରାଜ୍ୟ ବାହାରେ ତଥା ରାଷ୍ଟ୍ରୀୟ କୋପରେଟିଭ ଅର୍ଗାନିକ ଲିମିଟେଡ ସହ ଅନୁବନ୍ଧିତ ହୋଇପାରିଛି...
୪ ଦିନ ହେଲା ଭଡ଼ା ନେଇ ରହିଥିଲେ: ବନ୍ଦ ଘରୁ ମିଳିଲା ଯୁବତୀ-ଯୁବକଙ୍କ ମୃତଦେହ, ସମ୍ପର୍କୀୟ କହିଲେ…
ସାଲେପୁର,୭।୬: କଟକ ଜିଲା ମାହାଙ୍ଗା ଥାନା ଖନ୍ଦୋଳ ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବନ୍ଦ ଘରୁ ଯୁବତୀ-ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ଗାଁର କ୍ଷୀରୋଦ ଲେଙ୍କାଙ୍କ ଘରେ...
ହେଡ୍ଫୋନ୍ ଦେଇ ଟ୍ରାକ୍ରେ ଯାଉଥିଲେ ଯୁବକ: ସେପଟୁ ଆଲିଲା ଟ୍ରେନ୍, ପରେ…
ବାଲେଶ୍ୱର,୭।୬: ଟ୍ରାକ ଉପରେ ହେଡ୍ଫୋନ ଦେଇ କଥା ହେଉଥିବା ବେଳେ ମାଡ଼ିଗଲା ଟ୍ରେନ୍। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ରେଳ ଷ୍ଟେସନ ନିକଟରେ। ତେବେ ଏଯାବତ୍ ଉକ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଖବରପାଇ ସହଦେବଖୁଣ୍ଟା ପୋଲିସ,...
ବିମାନ ଉଡାଇବାକୁ ମନାକଲେ ପାଇଲଟ, ୪୫ ମିନିଟ ପର୍ଯ୍ୟନ୍ତ ଫସି ରହିଲେ ଉପ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୭।୬: ଜଳଗାଓଁ ବିମାନବନ୍ଦରରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହିତ ଏମିତି ଏକ ଘଟଣା ଘଟିଛି, ଯାହା ସେ ହୁଏତ କଳ୍ପନା ମଧ୍ୟ କରିନଥିଲେ। ସୂଚନାଯୋଗ୍ୟ, ଏକ ଗସ୍ତ ସମୟରେ, ଏକନାଥ ଶିନ୍ଦେଙ୍କ ବିମାନର ପାଇଲଟ ଉଡ଼ାଣ ଦେବାକୁ ମନା...
୯୦ ବର୍ଷରେ ଡେବ୍ୟୁ କରିବେ ଆମିରଙ୍କ ମାଆ
ମୁମ୍ବାଇ,୭।୬: ଅଭିନେତା ଆମିର ଖାନ ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ସିତାରେ ଜମିନ ପର ପାଇଁ ଖବରରେ ଅଛନ୍ତି। ଏହି ଫିଲ୍ମ କେବଳ ଏହାର ବିଶେଷ କାହାଣୀ ପାଇଁ ନୁହେଁ ବରଂ ଉତ୍କୃଷ୍ଟ କ୍ୟାମିଓ ପାଇଁ ମଧ୍ୟ ଲଗାତାର ଖବରରେ...
ରାହୁଲଙ୍କ ଅଭିଯୋଗକୁ ନେଇ ଆସିଲା ECIଙ୍କ ଜବାବ
ନୂଆଦିଲ୍ଲୀ,୭।୬: ରାହୁଲ ଗାନ୍ଧୀ ପୁଣି ଥରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରସଙ୍ଗ ଉଠାଇଛନ୍ତି ଏବଂ ଏହି ସମୟରେ ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରିଛନ୍ତି। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ର ନିର୍ବାଚନରେ ମ୍ୟାଚ ଫିକ୍ସିଂ...
ପିଏମ୍ କିଷାନ ମାନଧନ ଯୋଜନା କ’ଣ? କୃଷକଙ୍କୁ ପ୍ରତି ବର୍ଷ ମିଳିବ ୩୬ ହଜାର ଟଙ୍କା, ସବିଶେଷ ଜାଣନ୍ତୁ …
ନୂଆଦିଲ୍ଲୀ,୭।୬: କେନ୍ଦ୍ର ସରକାର କୃଷକମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ଅନେକ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିରୁ ଗୋଟିଏ ହେଲା ପିଏମ୍ କିଷାନ ମାନଧନ ନିଧି ଯୋଜନା। ଏହି ଯୋଜନାରେ କୃଷକମାନଙ୍କୁ ପ୍ରତି ବର୍ଷ ୩୬୦୦୦ ଟଙ୍କା...
ବିଜାପୁରରେ ବଡ଼ ଧରଣର ଏନ୍କାଉଣ୍ଟର: ଟଳିପଡ଼ିଲେ ୭ ମାଓବାଦୀ
ବିଜାପୁର,୭।୬: ଛତିଶଗଡ଼ ବିଜାପୁର ନ୍ୟାଶନାଲ ପାର୍କ ଅଞ୍ଚଳରେ ୫, ୬ ଏବଂ ୭ ତାରିଖରେ ହୋଇଥିବା ପୋଲିସର ସର୍ଚ୍ଚ ଅପରେଶନ ଏବଂ ଏନ୍କାଉଣ୍ଟରରେ ୭ଜଣ ମାଓବାଦୀ ଟଳିପଡିଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ସିସିଏମ୍ ଗୌତମ ସୁଧାକର ରହିଥିବା ବେଳେ ତେଲେଙ୍ଗାନା...
ଚରମାଳ ଅଞ୍ଚଳରେ ମାଓବାଦୀ ସକ୍ରିୟ, ଜାରି ରହିଛି ସର୍ଚ୍ଚ ଅପରେଶନ
ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ବହୁଦିନର ନୀରବତା ପରେ ସମ୍ବଲପୁର ଜିଲାରେ ପୁଣିଥରେ ମାଓବାଦୀ ସକ୍ରିୟ ହୋଇଉଠିଥିବା ଅନୁମାନ କରାଯାଉଛି। ସୋନପୁର, ବୌଦ୍ଧ, ରେଢ଼ାଖୋଲ ଅଞ୍ଚଳର ଠେଙ୍ଗୋ ଡ୍ୟାମ ସଂଲଗ୍ନ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ବିଶେଷକରି ଚରମାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ମାଓବାଦୀ...
ଦୁନିଆର ସବୁଠୁ ସୁନ୍ଦର ହସ୍ତାକ୍ଷର ଥିବା ଝିଅ, ପ୍ରତିଭା ଦେଖି ଅଭିଭୂତ ହେଉଛନ୍ତି…
କାଠମାଣ୍ଡୁ,୭।୬: ପିଲାଦିନେ ଭଲ ହସ୍ତାକ୍ଷର ପାଇଁ ଅନେକ ଥର ଗାଳି ଶୁଣିବାକୁ ପଡ଼ିଥାଏ। ହସ୍ତାକ୍ଷର ଖରାପ ହେଲେ ଛାତ୍ରୀଛାତ୍ରଙ୍କ ମାର୍କ କମ୍ ଆସିଥାଏ। ଏବେ ଏହି ହସ୍ତାକ୍ଷରକୁ ନେଇ ଜଣେ ଯୁବତୀ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛନ୍ତି। କାରଣ...
Archives


