ବଡ଼ କାର୍ଯ୍ୟାନୁଷ୍ଠାନ: ଲସ ଆଞ୍ଜେଲସରେ ୨ ହଜାର ଯବାନ ମୁତୟନ କଲେ ଡୋନାଲ୍ଡ ଟ୍ରମ୍ପ, କାରଣ ରହିଛି…
ଓ୍ବାଶିଂଟନ,୮।୬: ଲସ ଆଞ୍ଜେଲସରେ ହେଉଥିବା ପ୍ରତିବାଦକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ’କାଲିଫର୍ନିଆ ନ୍ୟାସନାଲ ଗାର୍ଡ’ର ୨ ହଜାର ଯବାନଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ରାଜ୍ୟପାଳ ବିରୋଧ କରିଛନ୍ତି। ଲସ...
ପୁଅ ପାଇଁ ଯେଉଁ ଜମି କିଣିଥିଲେ, ସେହି ଜମିରେ ପୁଅକୁ ଦେଲେ କବର, କାନ୍ଦି କାନ୍ଦି ବାପା କହିଲେ…
ବେଙ୍ଗାଲୁରୁ,୮ା୬: ବେଙ୍ଗାଲୁରୁର ଚିନାସ୍ବାମୀ ଷ୍ଟାଡିୟମରେ RCBର ବିଜୟକୁ ପାଳନ କରିବାକୁ ଯାଇଥିବା ଲୋକଙ୍କ ଘରେ ଶୋକ ଖେଳିଗଲା। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେଉଛି, ଯାହା ସମସ୍ତଙ୍କ ଆଖିକୁ ଓଦା କରିଦେଉଛି। ଭିଡିଓରେ...
ବଡ଼ବାପାଙ୍କ ସହ ଗାଧୋଇବାକୁ ଯାଇ ମହାନଦୀରେ ଭାସିଗଲେ ୪
ବାଙ୍କୀ,୮ା୬: ମହାନଦୀରେ ଗାଧୋଉଥିବା ବେଳେ ରବିବାର ୪ ଜଣ ପିଲା ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ବି ଜଣେ ନାବାଳିକା ନିଖୋଜ ଅଛନ୍ତି। ବଡ଼ବାପାଙ୍କ ସହ ୩ ପୁତୁରା ଏବଂ ଝିଆରୀ ଗାଧୋଇବାକୁ ଯାଇଥିବାବେଳେ...
HDFC ବ୍ୟାଙ୍କ ସିଇଓଙ୍କୁ ସସ୍ପେଣ୍ଡ କରିବାକୁ ଦାବି, ୨୫ କୋଟି ଟଙ୍କା ହଡ଼ପ ଅଭିଯୋଗ
ନୂଆଦିଲ୍ଲୀ,୮।୬: ଲୀଳାବତୀ ହସ୍ପିଟାଲ ଟ୍ରଷ୍ଟ ଆର୍ଥିକ ଠକେଇ ପାଇଁ HDFC ବ୍ୟାଙ୍କର ସିଇଓ ଶଶିଧର ଜଗଦୀଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ତାଙ୍କ ବିରୋଧରେ ଜଣେ ଟ୍ରଷ୍ଟ ସଦସ୍ୟଙ୍କ ବାପାଙ୍କୁ ହଇରାଣ କରିବା ପାଇଁ ପ୍ରଚୁର ପରିମାଣର ଟଙ୍କା ନେଇଥିବା...
ସ୍ବାମୀଙ୍କ ମୃତ୍ୟୁର ୭ ମାସ ପରେ ଆଖିବୁଜିଲେ ସ୍ତ୍ରୀ: ବାପା ମା’ଙ୍କୁ ହରାଇ…
ପାଟଣା,୮।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ଶିବ ନାରାୟଣପୁର ଶାସନର ଜଣାଶୁଣା ଧର୍ମ ପରାୟଣ ମହିଳା ଇନ୍ଦୁମତି ଦାଶଙ୍କ ରବିବାର ସକାଳ ୮ରେ ସାଧୂପଡାସ୍ଥିତ ବାସଭବନରେ ଦେହାନ୍ତ ଘଟିଛି। ସେ ପାଟଣାର ଜଣାଶୁଣା...
ଆମ୍ବଗଛ ତଳେ ବାଇକ୍ ରଖି ଝୁଲିପଡ଼ିଲେ ଯୁବକ, କେଉଁ ପରିସ୍ଥିତିରେ ସେ…
ରାୟଗଡ଼ା,୮ା୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କାଣିଯୋଡ଼ି ଆମ୍ବତୋଟା ନିକଟରେ ଏକ ଆମ୍ବଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଛି। ମୃତ ଯୁବକ ଜଣକ ଥେରୁବାଲିର ସଞ୍ଜୟ କୁମାର ଦେ। ଗଛ ତଳେ...
ମା’ ହେଲା ଧଳାବାଘୁଣୀ ମୌସୁମୀ, ଦୁଇ ଛୁଆକୁ ଦେଲା ଜନ୍ମ, ହୋଇପାରିନି ଲିଙ୍ଗ ନିର୍ଣ୍ଣୟ
ବାରଙ୍ଗ,୮ା୬(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ରାତିରେ ଦୁଇଟି ପର୍ଯ୍ୟାୟରେ ୨ଟି ଛୁଆକୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ। ପ୍ରଥମ ଛୁଆ ଶନିବାର ରାତି ୯:୧୫ ଏବଂ ଦିତୀୟ ଛୁଆ ରାତି ୧୧:୦୩ ସମୟରେ ଏନ୍କ୍ଲୋଜର ୨୮-ବି’ରେ ଜନ୍ମ...
IPL 2026ରୁ ବ୍ୟାନ୍ ହେବ ଆର୍ସିବି? BCCI ନେଇପାରେ ବଡ଼ ନିଷ୍ପତ୍ତି, କାହିଁକି ଜାଣନ୍ତୁ…
ନୂଆଦିଲ୍ଲୀ,୮।୬: IPL ୨୦୨୫ ଟାଇଟଲ ଜିତିବା ପରେ, ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ବିଜୟ ପରେଡ ଏବଂ ମହାଉତ୍ସବ ପାଇଁ ପ୍ରସ୍ତୁତି କରାଯାଇଥିଲା। ଏହି ସମୟରେ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା। ଯେଉଁଥିରେ ୧୧...
ଶନିବାରରୁ ଫେରି ନ ଥିଲେ ଘରକୁ: ରାସ୍ତାରୁ ମିଳିଲା ଫଳ ଦୋକାନୀଙ୍କ ମୃତଦେହ
ବରଗଡ଼,୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ଛକ-ହସ୍ପିଟାଲ ରାସ୍ତା ପାର୍ଶ୍ବ ଡ୍ରେନ କଡ଼ରୁ ରବିବାର ସକାଳୁ ସ୍ଥାନୀୟ ଜଣେ ଫଳ ଦୋକାନୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ, ବରଗଡ଼ ବିଶିପଡା ବାସିନ୍ଦା ଶଙ୍କର ତାଣ୍ଡି(୫୫) । ସେ...
ସୁଟକେସ୍ରୁ ମିଳିଲା ୯ ବର୍ଷର ନାବାଳିକାଙ୍କ ମୃତଦେହ, ଆଘାତ କହୁଛି ବଳାତ୍କାର ପରେ ହତ୍ୟାର ନିର୍ମମ କାହାଣୀ…
ନୂଆଦିଲ୍ଲୀ,୮।୬: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିଛି। ଉତ୍ତର ପୂର୍ବ ଦିଲ୍ଲୀର ଦୟାଲପୁର ଥାନା ଅନ୍ତର୍ଗତ ନେହେରୁ ବିହାରରେ ଜଣେ ୯ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ଏକ ବନ୍ଦ ଘର...
ଗୋଡାଳ ଛକରେ ଜୋରଧରିଲା ଫ୍ଲାଏଓଭର ନିର୍ମାଣ ଦାବି
ନୂଆପଡ଼ା,୮ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ସହର ଗୋଡାଳ ନିକଟ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ଓ୍ବେର ବ୍ୟସ୍ତବହୁଳ ଗୋଡାଳ ଛକରେ ସଦାସର୍ବଦା ବିପଦ ଲାଗିରହୁଛି। ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ତ୍ତୃପକ୍ଷ ଏଠାରେ ଗୋଲେଇ କିମ୍ବା ଫ୍ଲାଏଓଭର ନିର୍ମାଣ...
ଶାହିଦ ଆଫ୍ରିଦିଙ୍କ ପରଲୋକ, କରାଚିରେ ଦିଆଗଲା କବର? ପାକିସ୍ତାନୀ ଗଣମାଧ୍ୟମର Videoକୁ ନେଇ ହଇଚଇ…
ଇସଲାମାବାଦ,୮।୬: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ଶାହିଦ ଖାନ ଆଫ୍ରିଦିଙ୍କ ବିଷୟରେ ଏକ ଚାଞ୍ଚଲ୍ୟକର ଦାବି କରାଯାଉଛି। ପାକିସ୍ତାନୀ ଗଣମାଧ୍ୟମର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି ଯେ ଆଫ୍ରିଦିଙ୍କ ପରଲୋକ ହୋଇଛି।...
Archives


