”ମାନବ ସେବାହିଁ ମାଧବ ସେବା“
ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ବୁଧବାର ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ଆୟୋଜିତ ସଭାରେ କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ସଭାପତିତ୍ୱରେ କରିଥିବାବେଳେ…
ଖୁବ୍ଶୀଘ୍ର ହେବ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହିସବୁ ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବ କୁପ୍ରଭାବ
ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ସେ ଲୋକମାନଙ୍କୁ ସେମାନଙ୍କ କାର୍ଯ୍ୟ ଅନୁସାରେ ପୁରସ୍କାର ଦିଅନ୍ତି। ଯେତେବେଳେ ଶନି ତାଙ୍କର ସ୍ଥାନ କିମ୍ବା ନକ୍ଷତ୍ର ପରିବର୍ତ୍ତନ କରନ୍ତି, ଏହା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ। କିଛିଙ୍କ ପାଇଁ,…
ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କଲେ ମିଶନ ଶକ୍ତି ମହିଳା
ବୁଗୁଡ଼ା,୨୪ା୯(କାଳୀଚରଣ ଦାଶ): ରାଜ୍ୟ ମିଶନ ଶକ୍ତି କର୍ମୀ ସଂଘର ଆହ୍ବାନ କ୍ରମେ ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମିଶନ ଶକ୍ତି କର୍ମୀ ସଂଘ ବ୍ଲକ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛନ୍ତି। ବୁଗୁଡ଼ା ଏନ୍ଏସି ଏବଂ ବ୍ଲକର ୨୧ ପଞ୍ଚାୟତର ଏସ୍ଏଚ୍ଜି ମହିଳାଗଣ…
ଶ୍ରୀମୟୀଙ୍କ ସସ୍ପେଣ୍ଡକୁ ନେଇ ମୁହଁ ଖୋଲିଲେ ମନ୍ମଥ, କହିଲେ ନବୀନଙ୍କ ବିନା ସେ…
ଭୁବନେଶ୍ୱର,୨୪।୯: ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ନେତା ମନ୍ମଥ ରାଉତରାୟ ଆହ୍ବାନ ଦେଇଛନ୍ତି। ମନ୍ମଥ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ବିନା ଏବେ ନେତ୍ରୀ ହୋଇ ପ୍ରମାଣିତ କରନ୍ତୁ। ଏଭଳି ନେତା ବିଜେଡି ପାଇଁ ନିର୍ବାଚନରେ ବୀଭିଷଣ ହୋଇଥିଲେ। ଶଙ୍ଖଭବନରେ ଆପତ୍ତିଜନକ ଆଚରଣ ସିସିଟିଭିରେ…
ସରକାରୀ କର୍ମଚାରୀଙ୍କୁ ଦୁର୍ଗାପୂଜା ଭେଟି: ବଢିଲା ମହଙ୍ଗା ଭତ୍ତା
ଅଗରତାଲା,୨୪।୯: ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିଲା ଖୁସିଖବର। ବଢିଲା ମହଙ୍ଗା ଭତ୍ତା। ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ସାହା ତ୍ରୟୋଦଶ ବିଧାନସଭାର ଶେଷ ଅଧିବେଶନର ସମାପ୍ତିରେ ସମସ୍ତ ରାଜ୍ୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଏବଂ…
ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୮ ସ୍ଲୁଇସ ଗେଟ୍
ସମ୍ବଲପୁର,୨୪।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ଏହାର ସର୍ବୋଚ୍ଚ କ୍ଷମତାର ଶୀର୍ଷରେ ରହିଛି। ଏହାସହ ଜଳଭଣ୍ଡାରର କ୍ୟାଚମେଣ୍ଟ ଅଞ୍ଚଳରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଅତିରିକ୍ତ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ବୁଧବାର…
ତଳମୁହାଁ ଟଙ୍କା, ସାମଗ୍ରୀ ମହଙ୍ଗା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପକ୍ଷରୁ ଏଚ୍-୧ବି ଭିଜା ଶୁଳ୍କରେ ୧ ଲକ୍ଷ ଡଲାର ବୃଦ୍ଧି ମଧ୍ୟରେ ମଙ୍ଗଳବାର ଆମେରିକାୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ସର୍ବକାଳୀନ ସ୍ତରକୁ ହ୍ରାସ ପାଇଛି। ଟଙ୍କା ୪୭ ପଇସା ହ୍ରାସ ପାଇଁ ୧ ଡଲାର…
ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ପୂଜା ପାଇଁ ଆଗୁଆ ମିଳିବ…
ଭୁବନେଶ୍ୱର,୨୪।୯(ସୁନିତ୍ ମିଶ୍ର): ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର। ସେପ୍ଟେମ୍ବର ମାସର ଦରମାକୁ ୨୬ ତାରିଖରେ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ଦରମା ମିଳିବ। ଚଳିତ ସେପ୍ଟେମ୍ବର ମାସର ଦରମା ୨୬…
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍କ୍ୱାର୍ଟର୍ସ ନ ଛାଡ଼ିବାକୁ କଡ଼ା ନିର୍ଦ୍ଦେଶ
ମାଲକାନଗିରି,୨୪ା୯: ମାଲକାନଗିରି ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲା ପ୍ରଶାସନ। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲାପାଳ ଏହି ଛୁଟି ବାତିଲ କରିଛନ୍ତି। ଏହି…
ଭାଗ୍ୟ ବଦଳେଇଦେଲା ChatGPT! ରାତାରାତି କରିଦେଲା କୋଟିପତି, ହେଲେ…
ଓ୍ବାଶିଂଟନ,୨୪।୯: ଆମେରିକାର ଭର୍ଜିନିଆର କ୍ୟାରି ଏଡୱାର୍ଡସ, ଯିଏ ମଜା ମଜାରେ ChatGPT କୁ ଲଟେରୀ ନମ୍ବର ମାଗିଥିଲେ, ଏବଂ ତା’ପରେ ଯାହା ଘଟିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। AI ଚାଟବଟ କ୍ୟାରିଙ୍କ ଭାଗ୍ୟ ବଦଳାଇ ଦେଇଛି। ସେ ସମ୍ପ୍ରତି ଭର୍ଜିନିଆ…
୧୫ ଯୁବତୀଙ୍କୁ ବଳାତ୍କାର କରି ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ଫେରାର, ରେକର୍ଡ ହେଲା ପୀଡ଼ିତାଙ୍କ ବୟାନ
ନୂଆଦିଲ୍ଲୀ,୨୪ା୯: ୧୫ ଜଣ ଯୁବତୀଙ୍କୁ ବଳାତ୍କାର କରିଥିବା ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପରେ ଚୈତନ୍ୟାନନ୍ଦ ଫେରାର୍ ଅଛନ୍ତି। ସେ ବସନ୍ତ କୁଞ୍ଜରେ ଏକ ଆଶ୍ରମ ଚଳାଉଛନ୍ତି। ଦିଲ୍ଲୀର ବସନ୍ତ କୁଞ୍ଜରେ ଥିବା ଏକ…
ପ୍ରଶାସନର ବଡ଼ ପଦକ୍ଷେପ: ଉନ୍ନୟନ ଟ୍ରଷ୍ଟ ହାତରେ କଫି ବଗିଚା, ଆଦାୟ ହେଉଛି ଅଧିକ ଅର୍ଥ
ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଏବେ ବ୍ଲକ ପ୍ରଶାସନ ହାତକୁ ଚାଲିଗଲା। ପ୍ରଥମ ଦିନରେ ହିଁ ହିଲଭିୟୁ ପାର୍କଠାରୁ କଫି ବଗିଚାରେ ଅଧିକ ପର୍ଯ୍ୟଟକ…
Archives


