Home Left

RI, ଅମିନ, ଆଇସିଡିଏସ୍‌ ସୁପରଭାଇଜର ପରୀକ୍ଷା ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କେବେ ପ୍ରିଲିମିନାରୀ…

ଭୁବନେଶ୍ୱର,୨୬ା୯(ସୁଚିସ୍ମିତା ସାହୁ): ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଆର୍‌ଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର ପଦ ପାଇଁ ପ୍ରିଲିମିନାରି ପରୀକ୍ଷା ଅକ୍ଟୋବର ୮ରୁ ଆରମ୍ଭ ହେବ। ଏହି ପରୀକ୍ଷା ୧୩ ନଭେମ୍ବର ଯାଏ ସବୁ ଜିଲାରେ…

ଆହୁରି ୪୮ ଘଣ୍ଟା ଅତି ପ୍ରବଳ ବର୍ଷା: ନବରଙ୍ଗପୁରକୁ ଅରେଞ୍ଜ, ଏହି ୭ ଜିଲାକୁ ୟେଲୋ ୱାର୍ନିଂ ଜାରି…

ଭୁବନେଶ୍ୱର, ୨୬ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ ଦିଗକୁ ଗତିକରି ୨୭ ତାରିଖ ଶନିବାର ସକାଳେ ପୁରୀ ଏବଂ କଳିଙ୍ଗପଟନମ୍‌ ମଧ୍ୟରେ ଗୋପାଳପୁର ନିକଟ ଦେଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର…

ହତ୍ୟା ଉଦ୍ୟମ ଘଟଣା: ଜେଲ ଗଲେ ୪ ଅଭିଯୁକ୍ତ ୨ ବାଇକ୍‌, ଲୁହା ଛଡ଼ ଜବତ

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଏକ ହତ୍ୟା ଉଦ୍ୟମ ମାମଲାରେ ଶୁକ୍ରବାର ପାଟପୁର ଥାନା ଡୋଳବ ଗ୍ରାମର ତୋଫାନ ଗୌଡ଼, ମନୋଜ ରାଉଳ, ଜଗନ୍ନାଥ ପ୍ରଧାନ ଓରଫ ଜଗା ଏବଂ ଶିବ ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ…

ନଣନ୍ଦଙ୍କ ସହ ଫେରାର୍‌ ହୋଇଗଲେ ଭାଉଜ, ହ୍ବାଟସଆପ୍‌ ଚାଟ୍‌ରେ ମିଳିଲା ସାଂଘାତିକ ଫଟୋ…

ଜବଲପୁର,୨୬।୯: “ସାର୍‌, ମୋ ଭଉଣୀ ମୋ ସ୍ତ୍ରୀକୁ ଅପହରଣ କରିନେଇଛି। ସେମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି। ସେମାନେ ପରସ୍ପର ବହୁତ ନିକଟତର ହୋଇଯାଇଛନ୍ତି। ସେମାନେ ଏକାଠି ରହିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ମୁଁ ସନ୍ଦେହ କରୁଛି ଯେ ମୋ ସ୍ତ୍ରୀର…

ଜିଲା କଂଗ୍ରେସ ସଭାପତି ହେଲେ ରାୟଗଡ଼ା ବିଧାୟକ, କର୍ମୀ ମହଲରେ ଉତ୍ସାହ…

ରାୟଗଡ଼ା,୨୬।୯(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା କଂଗ୍ରେସ ସଭାପତି ହେଲେ ବିଧାୟକ ଆପଲସ୍ବାମୀ କାଡ୍ରାକା । ଏନେଇ ଏଆଇସିସି ସାଧାରଣ ସମ୍ପାଦକ କେ.ଭେଣୁଗୋପାଳ ବିଧିବଦ୍ଧ ଘୋଷଣା କରିଛନ୍ତି । ପୂର୍ବରୁ ରାୟଗଡ଼ା ଜିଲା ସଭାପତି ପାଇଁ କଂଗ୍ରେସ ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତି…

କେନ୍ଦୁଝରର ୨ ଯୁବ ଭୂବୈଜ୍ଞାନିକ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ବର୍ଦ୍ଧିତ

ପାଟଣା ,୨୬ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲାର ୨ ଭୂତତ୍ତ୍ୱବିତ୍‌ ରାଷ୍ଟ୍ରୀୟ ଭୂ-ବିଜ୍ଞାନ ପୁରସ୍କାର ପାଇଛନ୍ତି। ଦେଶରେ ମୋଟ ୨୨ ଜଣ ଭୂତତ୍ୱବିତ ଏହି ପୁରଷ୍କାର ପଇଥିବା ବେଳେ କେନ୍ଦୁଝରରୁ ଶ୍ରଦ୍ଧାଞ୍ଜଳି ଶୁଭଦର୍ଶିନୀ ଓ ହରମନ ମହାନ୍ତ ଭୂବିଜ୍ଞାନ କ୍ଷେତ୍ରରେ ସେମାନଙ୍କର…

ଫସିଗଲେ ସୂର୍ଯ୍ୟକୁମାର: ଫାଇନାଲ ପୂର୍ବରୁ ICCର ବଡ଼ କାର୍ଯ୍ୟାନୁଷ୍ଠାନ 

ଦୁବାଇ,୨୬।୯: ଏସିଆ କପ୍‌ରେ  ଅକ୍ଟୋବର ୧୪ରେ ପାକିସ୍ତାନ ବିପକ୍ଷ ବିଜୟ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମହଙ୍ଗା ପଡ଼ିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ମନ୍ତବ୍ୟକୁ ନେଇ ଆନ୍ତର୍ଜାତୀୟ…

ବ୍ରାହ୍ମଣୀଗାଁରେ ଆର୍‌ଏସଏସର ୧୦୦ ବର୍ଷ ପୁର୍ତ୍ତି ପାଳନ

ବ୍ରାହ୍ମଣୀଗାଁ,୨୬।୯( ମନୋରଞ୍ଜନ ରଣା ): ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘସ୍‌ର ୧୦୦ ବର୍ଷ ପୂର୍ତ୍ତି ଅବସର ଭାରତର କୋଣ ଅନୁକୋଣରେ ଖୁବ ଧୁମ ଧାମରେ ପାଳନ କରାଯାଉଥିବା ବେଳେ ଶୁକ୍ରବାର ବ୍ରାହ୍ମଣୀଗାଁରେ ମଧ୍ୟ ସଂଘ ପକ୍ଷରୁ ପାଳନ କରାଯାଇଛି…

ସରକାରଙ୍କ ବଡ଼ ଘୋଷଣା, ୫ଦିନ ସ୍କୁଲ-କଲେଜ, ଅଫିସ ଛୁଟି!

ନୂଆଦିଲ୍ଲୀ,୨୬।୯: ସରକାରଙ୍କ ବଡ଼ ଘୋଷଣା। ଦଶହରା ସହ ଏବେ ଗାନ୍ଧୀ ଜୟନ୍ତୀ ପାଇଁ ଛୁଟି ଘୋଷଣା ହୋଇଛି । ଏଥିରେ ସବୁ ସ୍କୁଲ-କଲେଜ ଓ ଅଫିସ ଛୁଟି ରହିବ। ତେବେ ଅକ୍ଚୋବର ୩ର ଆଉ ଗୋଟିଏ ଦିନ ଛୁଟି ଦେବାକୁ ଅନୁରୋଧ…

ଅଧ୍ୟୟନ ପାଇଁ ଦାରିଙ୍ଗବାଡିକୁ ବାଛୁଛନ୍ତି ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୨୬ା୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସ୍ବତନ୍ତ୍ର ଶିକ୍ଷା ଗ୍ରହଣ ଲାଗି ଆସୁଛନ୍ତି ଅନ୍ୟ ରାଜ୍ୟର ଶିକ୍ଷାର୍ଥୀ। ସେମାନେ ଏସମ୍ପର୍କରେ ଅଧିକ ଜ୍ଞାନ ଆହରଣ ପାଇଁ ଦାରିଙ୍ଗବାଡିର ଦୁର୍ଗମ ଓ ଅପହଞ୍ଚ ଗ୍ରାମକୁ ବାଛୁଛନ୍ତି। ବେଙ୍ଗୁଲୁରରେ ଏଭଳି ଏକ ବିଶ୍ୱବିଦ୍ୟାଳୟ…

ଭାଜପା ପକ୍ଷରୁ ସେବାପକ୍ଷ ପାଳିତ: ସଂଗ୍ରହ କଲେ…

ଦାରିଙ୍ଗବାଡ଼ି,୨୬ା୯ (ଅରୁଣ ସାହୁ): ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଭାଜପା ପକ୍ଷରୁ ସେବାପକ୍ଷ ପାଳନ କରାଯାଇଛି। ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଭାଜପାର ଜିଲା ସଭାପତି ପଣ୍ଡିତ ବିଶି ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ ସେବାପକ୍ଷର ଉଦ୍ଦେଶ୍ୟ ଏବଂ ଜିଲାରେ…

ଶେଷ ମୁହୂର୍ତ୍ତରେ କାହିଁକି ବାଟ ବଦଳାଇଲେ ନେତାନ୍ୟାହୁ? ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ

ଜେରୁଜେଲମ,୨୬।୯: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମିଳିତ ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ଏହି ସପ୍ତାହରେ ନ୍ୟୁୟର୍କ ଯାତ୍ରା ବ୍ୟାପକ ଦୃଷ୍ଟି ଆକର୍ଷଣ କରିଥିଲା। ତେଲ ଅଭିଭରୁ ଜେଏଫକେ ବିମାନବନ୍ଦରକୁ ବିମାନ ଯାତ୍ରା ସାଧାରଣତଃ ୧୦.୫ ଘଣ୍ଟା ସମୟ ନେଇଥାଏ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri