Home Left

BCCIର ବଡ଼ ଅଭିଯୋଗ, ଟିମ ଇଣ୍ଡିଆର ପଦକ-ଟ୍ରଫି ସବୁ ‘ଚୋରି’ କରି ନେଇଛନ୍ତି ନକଭି

ଦୁବଇ,୨୯।୯: ଭାରତୀୟ କ୍ରିକେଟ ଦଳ ୨୦୨୫ ଏସିଆ କପ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ତିଲକ ବର୍ମାଙ୍କ ପ୍ରଭାବଶାଳୀ ଏବଂ ସ୍ମରଣୀୟ ଅର୍ଦ୍ଧଶତକ ବଳରେ ଭାରତୀୟ ଦଳ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ରେକର୍ଡ ୯ମ ଥର ପାଇଁ ଏସିଆ…

ମେଲୋନିଙ୍କ ଆତ୍ମଜୀବନୀକୁ ନେଇ ‘ମନ୍‌ କି ବାତ୍‌’ରେ ମୋଦି କଲେ ଏମିତି ପ୍ରଶଂସା, କହିଲେ ତାଙ୍କ ସହ ମୋର…

ନୂଆଦିଲ୍ଲୀ,୨୯ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆତ୍ମଜୀବନୀ ‘ଆଇ ଆମ୍‌ ଜର୍ଜିଆ – ମାଇ ରୁଟ୍‌ସ, ମାଇ ପ୍ରିନ୍ସିପଲ୍ସ’ର ମୁଖବନ୍ଧ ଲେଖିଛନ୍ତି। ସେ ପୁସ୍ତକଟିକୁ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ଶୀର୍ଷକ ଦ୍ୱାରା ଅନୁପ୍ରାଣିତ…

ନୂତନ ସୁଯୋଗ

ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ଏଚ୍‌.ୱାନ୍‌.ବି ଭିସା ଦେୟ ବୃଦ୍ଧି କରିଛି। ଅଚାନକ ଏହି ଦେୟ ଦେଢ଼ ହଜାର ଆମେରିକୀୟ ଡଲାରରୁ ଏକ ଲକ୍ଷ ଆମେରିକୀୟ ଡଲାରକୁ ବୃଦ୍ଧି କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅନେକେ ଏହାକୁ ଭାରତୀୟ ସୂଚନା ପ୍ରଯୁକ୍ତି…

ମୁକ୍ତିମଣ୍ଡପ ଓ ପଣ୍ଡିତ ସଭା

ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀମନ୍ଦିରର ଦକ୍ଷିଣ ଭାଗରେ ଥିବା ମଣ୍ଡପଟି ହେଉଛି ମୁକ୍ତିମଣ୍ଡପ। ଶ୍ରୀଜୀଉମାନଙ୍କ ଦର୍ଶନ ପରେ ମୁକ୍ତିମଣ୍ଡପରେ ମୁଣ୍ଡିଆ ମାରି ଶ୍ରୀମନ୍ଦିରରୁ ଫେରିବା ବିଧି ରହିଛି। କିନ୍ତୁ ଏହି ମୁକ୍ତିମଣ୍ଡପ ନାମକରଣ ପଛରେ କୌଣସି ଐତିହାସିକ ସ୍ବୀକୃତି ନ ଥିବାବେଳେ…

ବ୍ରାହ୍ମଣପଦର ରାସ୍ତାରେ ହାତୀପଲ, ଲୋକେ ଭୟଭୀତ

ଭଞ୍ଜନଗର,୨୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡର ୫ଟି ରେଞ୍ଜରେ ୪୦ରୁ ଊର୍ଦ୍ଧ୍ୱ ହାତୀ ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୨୭ଟି ହାତୀ ମୁଜାଗଡ଼ ରେଞ୍ଜରେ ଘୂରି ବୁଲୁଛନ୍ତି। ତାରସିଂ ରେଞ୍ଜରେ ୯ଟି ଅଛନ୍ତି। କେନ୍ଦ୍ରୀୟ ବନାଞ୍ଚଳ, ଗାଲେରି ଏବଂ…

ଜାଣନ୍ତି କି ଗୋଟିଏ ଘଣ୍ଟାରେ ହାର୍ଟରେ କେତେଥର ହୁଏ ସ୍ପନ୍ଦନ…

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଓଜନ ହେଉଛି ମାତ୍ର ୩୦୦-୪୦୦ ଗ୍ରାମ୍‌। ତିନିଗୋଟି ସ୍ତରର ଗୋଟିଏ ଛୋଟିଆ ରକ୍ତ ସଞ୍ଚାଳନ ପମ୍ପ ରୂପେ କମ୍ପନ କରୁଥିବା ହୃତ୍‌ପିଣ୍ଡଟି ଗର୍ଭ ସଞ୍ଚାରଣର…

ଆସିଥିଲେ ବିଦ୍ୟୁତ୍‌ ବିଲ ଆଦାୟ କରିବାକୁ: ଅଟକ ରଖିଲେ ଗ୍ରାମବାସୀ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗାଁରେ ରବିବାର ସନ୍ଧ୍ୟାରୁ ରାତି ଯାଏ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି। ପ୍ରାୟ ୨ ମାସ ହେଲା ସମଗ୍ର ପଞ୍ଚାୟତ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ କାଟ ଏବଂ…

ଘରେ ପଶି ମହିଳାଙ୍କୁ ହତ୍ୟା ଧମକ: ପଡ଼ିଲା ମହଙ୍ଗା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ.ନୂଆଗାଁ ଥାନା ରାଇଗୁଡ଼ା ଗ୍ରାମର ମମତା ଦଳାଇଙ୍କୁ ଘରେ ପଶି ଜୀବନରେ ମାରି ଦେବାକୁ ଧମକ ଦେବା ଓ ସୁନା ଗହଣା ଲୁଟି ନେବା ଅଭିଯୋଗରେ ରବିବାର ଜଣଙ୍କୁ ନୂଆପଡ଼ା ଫାଣ୍ଡି…

ସ୍ବାମୀ ଥିଲେ ଓଏଏସ୍‌ ଏବେ ସ୍ତ୍ରୀ ପାଇଲେ

ମୋହନା,୨୮ା୯(ମନ୍ମଥ ମିଶ୍ର): ସ୍ବାମୀ ଥିଲେ ଓଏଏସ୍‌। ଏବେ ସ୍ତ୍ରୀ ପାଇଲେ ଓଏଏସ୍‌। ଓପିଏସ୍‌ସି ପରୀକ୍ଷାରେ ୨୩୧ ର଼୍ୟାଙ୍କରେ ସଫଳତା ପାଇଥିବା ଏହି ମହିଳା ଜଣକ ହେଉଛନ୍ତି ଜୟଶ୍ରୀ ଦଳାଇ। ସେ ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମର ଅତନୁ ପାତ୍ରଙ୍କ ସ୍ତ୍ରୀ।…

ମୋବାଇଲ୍ ନମିଳିବାରୁ ୧୦ ବର୍ଷର ବାଳକର ଆତ୍ମହତ୍ୟା, ଦଶହରା ଛୁଟିରେ ଘରକୁ ଫେରିଥିଲେ

କେନ୍ଦୁଝର,୨୭।୯: ଦଶହରା ଛୁଟିରେ ଘରକୁ ଫେରିଥିବା ଏକ ୧୦ ବର୍ଷୀୟ ଛାତ୍ର ମା’ଙ୍କ ମୋବାଇଲ୍ ଫୋନ୍ ନ ମିଳିବାରୁ ଆତ୍ମହତ୍ୟା କରିଥିବା ଘଟଣା କେନ୍ଦୁଝର ଜିଲାରେ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ଏହି ଦୁଃଖଦ ଘଟଣା ଶନିବାର ଜିଲାର ଘଟଗାଁ…

କୂଳ ଲଂଘିଲା ଗଙ୍ଗାହାର: ପଞ୍ଚମ ଥର ପାଇଁ ଆସିଲା ବନ୍ୟା

ଗୋପବନ୍ଧୁ ନଗର, ୨୮ା୯(ଶାନ୍ତନୁ କୁମାର ମଢୁଆଳ)- ଲଘୁଚାପ ପ୍ରଭାବରେ ୫ ଦିନ ଧରି ଲଗାଣ ବର୍ଷା ଯୋଗୁ ମୟୂରଭଞ୍ଜ ଜଲା ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ଗଙ୍ଗାହାର ନଦୀରେ ଚଳିତ ବର୍ଷ ପଞ୍ଚମ ଥର ପାଇଁ ବନ୍ୟା ଆସିଛି। ସେହିପରି…

୧୬୬ ବର୍ଷର ରେକର୍ଡ ଭାଙ୍ଗିଲେ ରାହୁଲ ଚହର

ଲଣ୍ଡନ,୨୮।୯: ଭାରତର ଲେଗ୍‌ ସ୍ପିନର ରାହୁଲ ଚହର ପଦାର୍ପଣ ମ୍ୟାଚ୍‌ରେ ୮ ଉଇକେଟ ନେଇ କାଉଣ୍ଟି କ୍ରିକେଟର ୧୬୬ ବର୍ଷର ପୁରୁଣା ରେକର୍ଡ ଭଙ୍ଗ କରିଛନ୍ତି। ସେ ହାମ୍ପଶାୟାର ବିପକ୍ଷ ମ୍ୟାଚ୍‌ରେ ୨୪ ଓଭର ବୋଲିଂ କରି ୭ ମେଡେନ ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri