ଷ୍ଟାଡିୟମ୍ରେ ଢକ ଢକ କରି ମଦ ପିଇଲେ ଏହି କ୍ରିକେଟର୍: ଭିଡିଓ ଭାଇରାଲ୍ ହେବାପରେ…
ନୂଆଦିଲ୍ଲୀ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ପରେ, ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ପଡ଼ିଆରେ ହିଁ ସେଲିବ୍ରେଶନ କରିଥିଲା। ଦଳର ଅଧିନାୟକ ଟେମ୍ବା ବାଭୁମା ସମ୍ପୂର୍ଣ୍ଣ ସମୟ ପାଇଁ ବିଜୟୀ ଟ୍ରଫି ନିଜ ପାଖରେ...
ପାକିସ୍ତାନ କହୁଛି ମୁଁ ନୁହେଁ ଅନ୍ୟମାନେ କହୁଛନ୍ତି ମିଛ, କାହିଁକି ଏମିତି କହିଲା ପାକିସ୍ତାନ? ଜାଣନ୍ତୁ…
ଇସଲାମାବାଦ,୧୬।୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ଜାରି ରହିଛି। ଇରାନ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଇସ୍ରାଏଲର ଆକ୍ରମଣର ଜବାବ ଦେଇଥିଲା। ଏହି ସମୟରେ, ଇରାନ ପକ୍ଷରୁ ଏକ ବଡ଼ ଦାବି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ...
ଗଜାମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ
କେନ୍ଦ୍ରାପଡ଼ା, ୧୬ା୬ (ଜଗନ୍ନାଥ ଧଳ): ଓଡ଼ିଶାକୁ ମୌସୁମୀ ପ୍ରବାହ ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାର ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା ହୋଇନାହିଁ। ଆଗାମୀଦିନରେ ଲଗାତର ଭାବେ ବର୍ଷା ନ ହେଲେ ଖରିଫ ଚାଷ ପ୍ରଭାବିତ ହେବ। ଏହାଛଡ଼ା ଜିଲା କୃଷି...
ପରିତ୍ୟକ୍ତ ଅବସ୍ଥାରେ ବୃହଦାଗାର ବହୁମୁଖୀ ସମବାୟ ସମିତିର ଗୋଦାମ ଗୃହ
ଦାରିଙ୍ଗବାଡ଼ି,୧୬ା୬(ଅରୁଣ ସାହୁ): ସରକାରଙ୍କ ସାଧାରଣ ବଣ୍ଟନ ଦାୟିତ୍ୱରେ ଦାରିଙ୍ଗବାଡ଼ି ବୃହଦାକାର ବହୁମୁଖୀ ସମବାୟ ସମିତି ଦାୟିତ୍ୱ ନେଇଛି। ଉକ୍ତ ସମିତି ୧୭ଟି ପଞ୍ଚାୟତରେ ସାଧାରଣ ସାମଗ୍ରୀ ତଥା ଚାଉଳ, ଗହମ, କିରୋସିନି ଆଦି ବଣ୍ଟନ କରୁଥିବା ବେଳେ ବ୍ରାହ୍ମଣୀଗାଁ ଥାନା...
ରେଞ୍ଜ କାର୍ଯ୍ୟାଳୟକୁ ବୋମାମାଡ଼, ଭାଙ୍ଗିଲା ଗୋଦାମ ଗୃହ
ଭଞ୍ଜନଗର,୧୬ା୬(ବାବୁଲା ପ୍ରଧାନ): ଢେଙ୍କାନାଳ ବନଖଣ୍ଡର ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ଗୁଳିକରି ହତ୍ୟା ଘଟଣାର ଆତଙ୍କ ଥମି ନ ଥିବା ବେଳେ ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ ଜଗନ୍ନାଥପ୍ରସାଦ ରେଞ୍ଜ କାର୍ଯ୍ୟାଳୟ ଉପରକୁ...
ଚାଇନା ରଚୁଛି ବଡ଼ ଷଡ଼ଯନ୍ତ୍ର: ସାଂଘାତିକ ଅଭିଯୋଗ ଆଣିଲା RSS
ନୂଆଦିଲ୍ଲୀ,୧୬।୬: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ବରିଷ୍ଠ ନେତା ଇନ୍ଦ୍ରେଶ କୁମାର ଧର୍ମ ଏବଂ ପରିଚୟ ନାମରେ ଚାଇନା ଏକ ବଡ଼ ଷଡ଼ଯନ୍ତ୍ର ରଚୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଚାଇନା ତିବ୍ଦତ ସମେତ ହିମାଳୟ ଅଞ୍ଚଳରେ ରହୁଥିବା ବୌଦ୍ଧଙ୍କ...
କୋଟି କୋଟି ଟଙ୍କା ଛାଡି ଯାଇଛନ୍ତି ସଞ୍ଜୟ କପୁର: କରିସ୍ମାଙ୍କୁ ମିଳିବ କେତେ?
ବ୍ୟବସାୟୀ ସଞ୍ଜୟ କପୁର ଆଉ ଏହି ଦୁନିଆରେ ନାହାନ୍ତି। ଜୁନ ୧୨ ତାରିଖରେ ୟୁକେରେ ହୃଦଘାତରେ ସଞ୍ଜୟ କପୁରଙ୍କ ମୃତ୍ୟୁ ଘଟିଛି। ସଞ୍ଜୟ ହେଉଛନ୍ତି ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ। କରିସ୍ମା ଏବଂ ସଞ୍ଜୟଙ୍କ ଦୁଇଟି ସନ୍ତାନ, ଗୋଟିଏ...
ଇସ୍ରାଏଲ ଭୟରେ ବଙ୍କରରେ ଲୁଚିଲେଣି ଇରାନର ସୁପ୍ରିମ ଲିଡର, ପରିବାରକୁ ନେଇଛନ୍ତି ସାଙ୍ଗରେ
ତେହେରାନ,୧୬।୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ଇସ୍ରାଏଲର ଆକ୍ରମଣ ପରେ, ଇରାନ ମଧ୍ୟ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଛି। ଏହି ସମୟରେ, ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି।...
ଯୁବକଙ୍କୁ ହତ୍ୟା କରି ଗଛରେ ଟାଙ୍ଗିଦେଲେ
ଆନନ୍ଦପୁର,୧୬ା୬(ସୁଶାନ୍ତ କୁମାର ସାହୁ): ପୋଖରୀ କୂଳ ଗଛରେ ଝୁଲୁଛି ମୃତଦେହ। ପାରିପାଶର୍ବିକ ସ୍ଥିତିରୁ କେହି ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ। ଘଷିପୁରା ଥାନା ଶୈଲଙ୍ଗ ପୋଖରୀ କୂଳ ଗଛରେ ଝୁଲୁଛି ଶୈଲଙ୍ଗ ଗ୍ରାମର ଧରଣୀ...
ପ୍ରବଳ ରାଗିଗଲେ ନେତାନ୍ୟାହୁ: ଇରାନକୁ ଦେଲେ ଖୋଲା ଧମକ
ଜେରୁଜେଲମ,୧୪ା୬ :ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି। ରବିବାର ଉଭୟ ପକ୍ଷରୁ ଅନେକ ଆକ୍ରମଣ କରାଯାଇଥିଲା। ଏହି ଯୁଦ୍ଧ ଯୋଗୁ ଉଭୟ ଦେଶ ପ୍ରଚୁର କ୍ଷତି ସହୁଛନ୍ତି। ଇସ୍ରାଏଲ ଅଭିଯୋଗ କରିଛି ଯେ, ଇରାନ...
ଇସ୍ରାଏଲ-ଇରାନ ଯୁଦ୍ଧରେ କୁଦି ପଡ଼ିଲାଣି ପାକିସ୍ତାନ, ପରମାଣୁ ବୋମା ପକାଇ ଦେବାକୁ ଦେଉଛି ଧମକ
ଇସଲାମାବାଦ,୧୬।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲର ଆକ୍ରମଣ ପରେ, ଇରାନ ମଧ୍ୟ ଏହାର ଉଚିତ ଜବାବ ଦେଇଛି। ଏହି ସମୟରେ, ପାକିସ୍ତାନ ମଧ୍ୟ ଏହି ବିବାଦରେ ସାମିଲ ହୋଇଛି। ଏକ ରିପୋର୍ଟରେ ଦାବି କରାଯାଇଛି...
ସାଇକେଲ ଚୋରି କରିବାରୁ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ଯୌନାଙ୍ଗରେ ଲଙ୍କା ମାରିଦେଲେ…
ଆଗ୍ରା,୧୬।୬: ଜଗଦୀଶପୁରାର ବୋଦଲା ଅଞ୍ଚଳରେ, ପରିବାରର ସଦସ୍ୟମାନେ ପଡ଼ୋଶୀରେ ରହୁଥିବା ଜଣେ କିଶୋରକୁ ସାଇକେଲ ଚୋରି ସନ୍ଦେହରେ ଏକ ଖୁଣ୍ଟରେ ବାନ୍ଧି ପିଟିଥିଲେ। ତାଙ୍କୁ ଟାଇଲ୍ସ, ବେଲ୍ଟ ଏବଂ ବାଡ଼ିରେ ପିଟିଥିଲେ। ତାଙ୍କୁ ତାଙ୍କ ଅପରାଧ ସ୍ବୀକାର କରିବା ପାଇଁ...
Archives


