ଜିଲାସ୍ତରୀୟ ଗାନ୍ଧିଜୀ, ଶାସ୍ତ୍ରୀଜୀଙ୍କ ଜୟନ୍ତୀ: ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରଙ୍କୁ କରାଗଲା ପୁରସ୍କାର ବିତରଣ
ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ୧୫୬ତମ ତଥା ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ୧୨୧ତମ ଜୟନ୍ତୀ ସମାରୋହ ଗୁରୁବାର ବରଗଡ଼ ଜିଲା ସଦର ମହକୁମାଠାରେ ମହାସମାରୋହରେ ପାଳିତ ହୋଇଛି । ସ୍ଥାନୀୟ ଗାନ୍ଧୀଛକ ଠାରେ ଜିଲା ସୂଚନା ଓ…
ତୁଳା ରାଶିରେ ବୁଧ ଚଳନ, ଏହି ୭ରାଶି ପାଇଁ ଆଜିଠୁ ଶୁଭ ଦିନ ଆରମ୍ଭ, କୋଟିପତି ହେବା ଥୟ!
ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ବ୍ୟବସାୟ, ନିଷ୍ପତ୍ତି ଗ୍ରହଣ ଏବଂ ଶିକ୍ଷାର କାରକ ଭାବରେ ବିବେଚନା କରାଯାଏ। ବୁଧ ତୁଳା ରାଶିରେ ପ୍ରବେଶ କଲେ, ଏହା ଲୋକଙ୍କ ଜୀବନରେ ସନ୍ତୁଳନ, ସ୍ପଷ୍ଟ ଚିନ୍ତାଧାରା ଏବଂ ସୁସଜ୍ଜିତ ସମ୍ପର୍କର ପରିବେଶ ସୃଷ୍ଟି…
୨୦୦ ବର୍ଷ ପୁରୁଣା ଉଦୟପୁର ଦୁର୍ଗାପୂଜା: ବିଜୟାଦଶମୀରେ ନିଆରା ଦିଗବିନ୍ଧା ପରମ୍ପରା
ପାଟଣା,୨।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁରର ରେ ରାଜା ରାଜୁଡ଼ା ଅମଳରୁ ୨ଶହ ବର୍ଷ ତଳୁ ଅଷ୍ଟଧାତୁ ନିର୍ମିତ ଦେବୀ ଦୁର୍ଗାପୂଜା ସ୍ବତନ୍ତ୍ର ମାନ୍ୟତା ରହିଛି। କେନ୍ଦୁଝରର ଶେଷ ରାଜା ବଳଭଦ୍ର ନାରାୟଣ ଭଞ୍ଜଦେଓଙ୍କ ସମୟରେ ଉଦୟପୁର…
ବିଜୟାଦଶମୀରେ ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ ସିଂହ: କହିଲେ, ଭୂଗୋଳ ବଦଳାଇଦେବୁ…
ନୂଆଦିଲ୍ଲୀ,୧।୨: ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୁଣି ଥରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରିବାକୁ ବିଫଳ ହୋଇଥିଲା ଏବଂ ଆମର ସେନା ଏହାର ଉଚିତ…
ସାମ୍ନାକୁ ଆସିଲା ଟ୍ରଫି ବିବାଦର ସତ! ଡ୍ରେସିଂରୁମ୍ରେ ନକଭି କରୁଥିଲେ…
asia cupଦୁବାଇ,୨।୧୦: ଚଳିତ ବର୍ଷର ଏସିଆ କପ ଟୁର୍ଣ୍ଣାମେଣ୍ଟ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଟୁର୍ନାମେଣ୍ଟ ସମୟରେ, ପାକିସ୍ତାନୀ ଖେଳାଳିମାନେ ପଡ଼ିଆରେ କେବଳ ଅପମାନଜନକ ଭାଷା ବ୍ୟବହାର କରିନଥିଲେ, ବରଂ 6-0 ଇଙ୍ଗିତ କରି ଏକ ଯୁଦ୍ଧ ବିମାନକୁ ଖସାଇ ଦେବା…
ସୁନା କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଦଶହରାରେ କେତେ ଅଛି ସୁନାଦର
ଭୁବନେଶ୍ୱର,୨।୧୦: ଆଜି ଶାରଦୀୟ ନବରାତ୍ରିର ଶେଷ ଦିନ। ଆଜି ସାରା ଦେଶରେ ଦଶହରା ମହା ଧୁମଧାମରେ ପାଳନ କରାଯାଉଛି। ଏପରି ପରିସ୍ଥିତିରେ ଆଜି ସୁନା ଓ ରୂପାର ମୂଲ୍ୟରେ ବଡ଼ ପରିବର୍ତ୍ତନ ଦେଖାଯାଉଛି। ଦେଶର ରାଜଧାନୀ ଦିଲ୍ଲୀ, ଜୟପୁର, ନୋଏଡା, ଲକ୍ଷ୍ନୌ,…
ବିଦ୍ୟାଳୟରେ ମିଳୁନି ପିଇବା ପାଣି: ଅଚଳ ହୋଇପଡିଛି ବିଶୁଦ୍ଧ ଜଳ ଯୋଗାଣ ଯନ୍ତ୍ର
ଦାରିଙ୍ଗବାଡି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଝିଞ୍ଜିରୀଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖାଯାଇଛି ଅବ୍ୟବସ୍ଥା। ଛାତ୍ରୀଛାତ୍ରଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ। ଫଳରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ର ବିଦ୍ୟାଳୟରେ ବିତାଉଥିବା ସମୟରେ ତଣ୍ଟି ପାଟି ଶୁଖାଇ ପାଠ…
ବର୍ଷା ପାଇଁ ଚିନ୍ତା ବଢ଼ାଉଛି କଳିଙ୍ଗା ଘାଟି ରାସ୍ତା ମରାମତି:ବିଧାୟକ ସମୀକ୍ଷା କଲେ
ଭଞ୍ଜନଗର,୨।୧୦(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବୁଧବାର ଅପରାହ୍ନରେ ଅଚାନକ କଳିଙ୍ଗା ଘାଟି ପରିଦର୍ଶନ କରି ଚାଲିଥିବା ରାସ୍ତା କାମର ଅଗ୍ରଗତି ସମୀକ୍ଷା କରିଥିଲେ। ଏଥିସହ ସେଠାରେ ଉପସ୍ଥିତ ଥିବା ଠିକାଦାରଙ୍କୁ କାମ ତ୍ରାନିତ କରିବା ପାଇଁ ନିର୍ଦ୍ଦେଶ…
ଦଶହରାରେ ବିଦ୍ୟୁତ ବିଭ୍ରାଟ: ଅଘୋଷିତ ବିଦ୍ୟୁତ କାଟ୍କୁ ନେଇ ବଢୁଛି ଜନଅସନ୍ତୋଷ
ଦାରିଙ୍ଗବାଡି, ୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ଦଶହରା ପାଇଁ ଉତ୍ସବ ମୁଖର ହେଉଥିବା ବେଳେ ଦୀର୍ଘ ସମୟ ଧରି ବିଦ୍ୟୁତ ଅଚଳ ଯୋଗୁ ଉପଭୋକ୍ତାଙ୍କ ମନରେ ଆସନ୍ତୋଷ ସୃଷ୍ଟି ହୋଇଛି। ବିଦ୍ୟୁତ ଅଚଳ ଯୋଗୁ ନିଜ ବ୍ୟବସାୟୀ…
ପ୍ରସିଦ୍ଧ ବଟେଶ୍ୱର ପୀଠ ରାସ୍ତା ଶୋଚନୀୟ: ମରାମତି ପାଇଁ ଉଠିଲା ଦାବି
ଗଞ୍ଜାମ,୨।୧୦(ବିଦ୍ୟାଧର ସାହୁ): ଷୋହଳ ନୁମ୍ବର ଜାତୀୟ ରାଜପଥ ହୁମାଠାରୁ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିରକୁ ସଂଯୋଗ ରାସ୍ତାଟି ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ହୋଇପଡିଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ସହ ଏହି ପୀଠକୁ ଆସୁଥିବା ଭକ୍ତଙ୍କ ମଧ୍ୟରେ…
ମର୍ନିଙ୍ଗ ୱାକ୍ରେ ଯାଉଥିଲେ ରେଖା, ପିଟିଦେଲା ଗାଡ଼ି: ଆଉ ତା’ପରେ…
ପାଇକମାଳ,୨।୧୦(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ଥାନା, ଡୁଙ୍ଗୁରିପାଲି ଗ୍ରାମର ଜନୈକ ବାଳିକା ଗୁରୁବାର ଭୋରରୁ ମର୍ନିଙ୍ଗ ୱାକରେ ବିଜୁ ଏକ୍ସପ୍ରେସ୍ ୱେରେ ଯାଉଥିବାବେଳେ ଏକ ଅଜଣା ଗାଡ଼ି ଧକ୍କାରେ ବାଳିକା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ମୃତକ ହେଲେ ଡୁଙ୍ଗୁରିପାଲି ଗ୍ରାମର…
ମା’ଙ୍କର ଚାଲିଛି ଦଶମୀ ପୂଜା: ବର୍ଷାରେ ବି ଜମୁଛି ଭିଡ଼
ଦାରିଙ୍ଗବାଡି, ୨।୧୦(ଅରୁଣ ସାହୁ): ଆଜି ବିଜୟା ଦଶମୀ। ଏହି ଅବସରରେ ସାରା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏହି ପର୍ବ ବଡ଼ ଧୂମଧାମରେ ପାଳନ କରାଯାଉଛି। ମା’ଦୁର୍ଗାଙ୍କ ଧରାବରଣ ରେ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଯଦିଓ ଲଘୁଚାପ ଜନିତ ବର୍ଷା ଲାଗିରହିଛି…
Archives


