ଡିଭିଲିୟର୍ସଙ୍କ ଉପରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ନିଜ ଦଳର ଖେଳାଳି, ଦେଲେ ବଡ଼ ବୟାନ…
ନୂଆଦିଲ୍ଲୀ,୨୦।୬: ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ଖେଳାଳି ଏବି ଡିଭିଲିୟର୍ସଙ୍କ ଉପରେ ଏକ ବଡ଼ ଅଭିଯୋଗ ଆସିଛି। ତାଙ୍କ ସାଥୀ ଖେଳାଳି ଥାମି ସୋଲେକିଲେ ତାଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି। ଏବି ଡିଭିଲିୟର୍ସଙ୍କ ବିଷୟରେ କହିବାକୁ ଗଲେ, ତାଙ୍କୁ ବିଶ୍ୱର...
ହଠାତ୍ ଛିଡିଲା ୧୦ ବିଦ୍ୟୁତ୍ ପୋଲର ତାର : ଅଟକି ରହିଛି…
ନନ୍ଦପୁର,୨୦।୬ (ତୁଷାର କାନ୍ତ ମହାନ୍ତି ): ବିଦ୍ୟୁତ୍ ଚାଳିତ କୋତାବାଲସା-କିରାଣ୍ଡୁଳ ସଞ୍ଜୋଗୀ କେକେ ରେଳପଥରେ ଶୁକ୍ରବାର ବିଶାଖାପାଟଣା-କିରାଣ୍ଡୁଳ ପାସେଞ୍ଜର ଟ୍ରେନ (୫୮୫୩୮) ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଭେଜା ଷ୍ଟେଶନରୁ ବାହାରି ମାତ୍ର ୨ କିମି ଦୂର...
PM Awas Yojna: ଜାରି ହେଲା ପିଏମ୍ ଆବାସ ଯୋଜନାର ପ୍ରଥମ କିସ୍ତି; ଜାଣନ୍ତୁ ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ଲାଭ…
ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୦ ତାରିଖରେ ବିହାରର ସିୱାନରୁ ୫୩,୬୦୦ ରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (PMAY-U) ଅଧୀନରେ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ, ସେ କହିଥିଲେ ଯେ ସରକାରଙ୍କ ଲକ୍ଷ୍ୟ...
ସମ୍ପୂର୍ଣ୍ଣ ନୂଆ ମୋଡ଼ ନେଲା ସୋନମ-ରାଜା ହତ୍ୟା ମାମଲା! ଏଣ୍ଟ୍ରି ମାରିଲେଣି ମିଷ୍ଟ୍ରି ଗର୍ଲ ଅଳକା
ଇନ୍ଦୋର,୨୦।୬: ମେଘାଳୟରେ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ଏକ ନଆ ମୋଡ଼ ଆସିଛି। ଏହି ଚାଞ୍ଚଲ୍ୟକର ମାମଲାରେ ଜଣେ ରହସ୍ୟମୟ ଯୁବତୀ ପ୍ରବେଶ କରିଛନ୍ତି, ଯାହାଙ୍କ ନାମ ‘ଅଳକା’ ବୋଲି କୁହାଯାଉଛି। ଅଳକା ମୁଖ୍ୟ ଅଭିଯୁକ୍ତ ସୋନମର ଜଣେ ଘନିଷ୍ଠ...
ଦେବାଳିଆ ସ୍ଥିତିକୁ ଯାଉଛିକି ଏୟାର ଇଣ୍ଡିଆ? ଅହମଦାବାଦ ବିମାନ ଦୁର୍ଘଟଣା ପରେ ରଦ୍ଦ ହେଉଛି ଅନେକ ଉଡାଣ
ନୂଆଦିଲ୍ଲୀ,୨୦।୬: ଶୁକ୍ରବାର (୨୦ ଜୁନ) ଏୟାର ଇଣ୍ଡିଆ ଏହାର ୮ ଟି ଉଡ଼ାଣ ବାତିଲ କରିଛି। ଏଥିରେ ୪ ଟି ଆନ୍ତର୍ଜାତୀୟ ଏବଂ ୪ ଟି ଘରୋଇ ଉଡ଼ାଣ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ, ଅହମଦାବାଦରେ ବିମାନ ଦୁର୍ଘଟଣା ହେବା ପରଠାରୁ, ପ୍ରତିଦିନ...
India vs England Leeds Test: ହାତରେ କଳାପଟ୍ଟି ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଖେଳାଳି: ଜାଣନ୍ତୁ କାହିଁକି
ଲିଡ୍ସ,୨୦।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଲିଡ୍ସରେ ଆରମ୍ଭ ହୋଇଛି। ଏହି ଟେଷ୍ଟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଏହି ମ୍ୟାଚ୍ରେ ଖେଳାଳିମାନେ ହାତରେ...
ଭାରତ ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ପାକ୍, ବିଶ୍ୱରେ ଚହଳ
ଇସଲାମାବାଦ,୨୦।୬: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଡାର୍ ଏକ ଟିଭି ସାକ୍ଷାତକାରରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଭାରତର ‘ଅପରେଶନ ସିନ୍ଦୂର’ ଅଧୀନରେ ପାକିସ୍ତାନର ଦୁଇଟି ପ୍ରମୁଖ ବାୟୁସେନା ଘାଟି ନୁର ଖାନ (ରାୱଲପିଣ୍ଡି) ଓ ଶୋରକୋଟ (ପଞ୍ଜାବ)...
କାହିଁକି ୭ ବର୍ଷ ପରେ ଚାଇନା ଯିବେ ପ୍ରତିରକ୍ଷା ମନ୍ତ୍ରୀ? ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ,୨୦।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚାଇନା ଗସ୍ତରେ ଯାଉଛନ୍ତି। ସେ ୨୫ ରୁ ୨୭ ଜୁନ ପର୍ଯ୍ୟନ୍ତ ଚାଇନା ଗସ୍ତରେ ରହିବେ। ଏହି ସମୟରେ ରାଜନାଥ କ୍ୱିଂଡାଓ ସହରରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନର ପ୍ରତିରକ୍ଷା...
ବିଦ୍ୟାଳୟ ଖୋଲିବା ପ୍ରଥମ ଦିନରେ ଅଘଟଣ: ଛାତ୍ର କ୍ଲାସରୁମ୍କୁ ପଶୁପଶୁ…
କେନ୍ଦୁଝର,୨୦।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ। ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି।...
ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଭାରତକୁ ଜୋରଦାର ଝଟ୍କା, ସୀମାରୁ ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଭାରତକୁ ବଡ଼ ଝଟ୍କା ଦେଇଛି। ଏହି ଯୁଦ୍ଧ ଭାରତର ଚାଉଳ ରପ୍ତାନିକାରୀଙ୍କୁ ପ୍ରଭାବିତ କରିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଇରାନ ଦେଇ ଯାଉଥିବା ଚାଉଳ ରପ୍ତାନି...
ଚକିତ କଲା ଚାଇନା, ଏଥର ବି ଦେବ ଚକମା
ବେଜିଂ,୨୦।୬: ସମଗ୍ର ବିଶ୍ୱରେ ଯୁଦ୍ଧ ଚାଲିଛି, ଯେପରିକି ଇସ୍ରାଏଲ-ହମାସ ଯୁଦ୍ଧ, ଇସ୍ରାଏଲ-ଇରାନ ଯୁଦ୍ଧ, ରୁଷିଆ-ୟୁକ୍ରେନ ଯୁଦ୍ଧ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ମଧ୍ୟ ଖରାପ ହୋଇଛି। ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକା ମଧ୍ୟ ଖୋଲାଖୋଲି ଭାବରେ ବାହାରି ପାରେ। ଏବେ,...
ପୁଣି ବଡ଼ ଦୁର୍ଘଟଣା! ଏୟାର ଇଣ୍ଡିଆ ବିମାନରେ ବାଡେଇ ହେଲା…
ପୁଣେ,୨୦।୬: ଏୟାର ଇଣ୍ଡିଆ ବିମାନ ପୁଣି ବଡ଼ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଏୟାର ଇଣ୍ଡିଆର ପୁଣେରୁ ଦିଲ୍ଲୀ ଉଡ଼ାଣ AI2470 ବାତିଲ କରାଯାଇଥିଲା। ତଦନ୍ତରୁ ଜଣାପଡିଲା ଯେ, ଦିଲ୍ଲୀରୁ ପୁଣେ ପହଞ୍ଚିବା ଭିତରେ ସେଥିରେ ଏକ ପକ୍ଷୀ ବାଡେଇ ହୋଇ...
Archives


