Home Left

ଭାଲେଣ୍ଟାଇନ୍‌ ଡେ’ ଉପହାର କଲା ମହିଳାଙ୍କୁ କୋଟିପତି

କାହା ଭାଗ୍ୟ କେତେବେଳେ ବଦଳିବ ତାହା କହିବା କଷ୍ଟକର। ହେମାର୍କେଟର ଜଣେ ମହିଳାଙ୍କ ସହ ସମାନ ଘଟଣା ଘଟିଛି। ସାଧାରଣତଃ ଭାଲେଣ୍ଟାଇନ୍ସ ଡେ’ ଅବସରରେ ସମସ୍ତେ ନିଜ ସାଥୀଙ୍କୁ ଏକ ବିଶେଷ ଉପହାର ଦିଅନ୍ତି । ଏଥିରେ ଫୁଲ, ଚକୋଲେଟ, ଟେଡି…

ବିକାଶ ପ୍ରସଙ୍ଗକୁ କେନ୍ଦ୍ର କରି ଭୋଟ ବର୍ଜନ କଲେ ଗ୍ରାମବାସୀ

ସୀତାପୁର,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ବୁଧବାର ମତଦାନ ଜାରି ରହିଛି। ୫୯ଟି ଆସନରୁ ମୋଟ ୬୨୪ ଜଣ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ସକାଳ ୭ଟାରୁ ଭୋଟରମାନେ ଲମ୍ବା ଲାଇନ୍‌ ଠିଆ…

‘ପୁଷ୍ପା’ ଫେମ୍‌ ଅଲ୍ଲୁ ଅର୍ଜୁନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଫିଲ୍ମ ‘ପୁଷ୍ପା’ର ସଫଳତା ପରଠାରୁ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ସର୍ବଦା ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ଆଲ୍ଲୁଙ୍କ ଅଭିନୟ କୋଟ କୋଟି ଲୋକଙ୍କ ହୃଦୟକୁ ଛୁଇଁଛି। ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଭଲ ପାଉଥିବା ଆଲ୍ଲୁ ଅନେକ ମୂଲ୍ୟବାନ ଜିନିଷ ଅଛି ଯାହା କୌଣସି…

ଇନ୍‌ଷ୍ଟାରେ ନାଁ ବଦଳାଇଲେ ଶିବାନୀ

ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଫେବୃୟାରୀ ୧୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଦୁହିଁଙ୍କର ବିବାହ ହୋଇସାରିଛି। ବିବାହ ପରେ ସେମାନେ ବାହାରକୁ ଯାଉଥିବା ଫଟୋ ମଧ୍ୟ ଭାଇରାଲ ହେଇଥିଲା। ନିକଟରେ ଅଭିନେତ୍ରୀ ତାଙ୍କ…

ହ୍ବିଲଚେୟାରରେ ଭୋଟ ଦେବାକୁ ଆସିଲେ ୯୦ବର୍ଷୀୟ ବୃଦ୍ଧା

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଚତୃର୍ଥ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ। ସକାଳୁ ସକାଳୁ ଲମ୍ବା ଲାଇନ୍‌ରେ ଠିଆ ହୋଇ ଭୋଟରମାନେ ବହୁ ଉତ୍ସୁକତାର ସହ…

ରାଜ୍ୟରୁ ପୁଣି ୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୦୪୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ…

ରୋହିତ ଶର୍ମାଙ୍କୁ ଟ୍ରୋଲ୍‌ କଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୨: ଭାରତୀୟ କ୍ରିକେଟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏବେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି। ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବା ପରେ ଟିମ ଇଣ୍ଡିଆ ବର୍ତ୍ତମାନ ଶ୍ରୀଲଙ୍କୁକୁ ହରାଇବାକୁ ପ୍ରସ୍ତୁତ ହେଉଛି। ଦୁଇ ଦଳ ମଧ୍ୟରେ ୩ ମ୍ୟାଚ…

କାଲି ଶେଷ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଗୁରୁବାର ହେବ। ଏ ନେଇ ଗତକାଲି ପ୍ରଚାର ମଧ୍ୟ ସରିଯାଇଛି। ଶେଷ ପର୍ଯ୍ୟାୟରେ ରାଜ୍ୟର ୨୫ଟି ଜିଲାର ୧୩୧ ଜିଲା ପରିଷଦ ଜୋନରେ ନିର୍ବାଚନ ହେବ । ୯୭୫…

ଚାଲିଛି ସାନି ମତଦାନ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ବୁଥରେ ବୁଧବାର ସାନି ମତଦାନ ହେଉଛି । ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଯୋଗୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥଗିତ ଥିବା ୪୫ଟି ବୁଥରେ ଆଜି ପୁଣି ମତଦାନ ହୋଇଛି। ଯାଜପୁର, ଢ଼େଙ୍କାନାଳ, ପୁରୀ, ଭଦ୍ରକ, ବୌଦ୍ଧ,…

ମଧ୍ୟାହ୍ନ ଭୋଜନ ଖାଇ ୩୦ ଛାତ୍ରୀ ଅସୁସ୍ଥ

ହାଇଦ୍ରାବାଦ,୨୩।୨: ହଷ୍ଟେଲରେ ମଧ୍ୟାହ୍ନ ଭୋଜନ ଖାଇ ୩୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ଏଭଳି ଘଟଣା ଆନ୍ଧ୍ରର ଚିତ୍ତୋର ଜିଲାର କୁପ୍ପମ୍‌ ପୌରପାଳିକାର ଆକ୍କା ମହାଦେବୀ ହଷ୍ଟେଲରେ ଘଟିଛି। ତେବେ ଚିକିତ୍ସା ପାଇଁ ପ୍ରାୟ ୩୦ ଜଣ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ମାଇନସ୍‌ ୩୦ ଡିଗ୍ରୀରେ ୬୫ ପୁଶ୍‌ ଅପ୍‌ ମାରିଲେ ୫୫ବର୍ଷୀୟ ଆଇଟିବିପି ଅଧିକାରୀ

ଲେହ,୨୩।୨: ଦେଶର ସୁରକ୍ଷାରେ ମୁତୟନ ହୋଇଥିବା ଯବାନଙ୍କ ପାଇଁ ବୟସ ଓ ପରିସ୍ଥିତି କର୍ତ୍ତବ୍ୟ ଆଗରେ ହାର ମାନିଥାଏ। ଯେକୌଣସି ପରିସ୍ଥିତି ହେଉ ନା କାହିଁକି ଯବାନମାନେ ସୀମାରେ ସର୍ବଦା ପ୍ରସ୍ତୁତ ହୋଇ ରହିଥାନ୍ତି। ଇତିମଧ୍ୟରେ ଜଣେ ଯବାନଙ୍କ ସାହସିକତାର ଏକ…

ଅପରାହ୍ନ ୫ଟାରୁ ରାତି ୯ଟା ଯାଏ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ଅଫିସ,୨୩।୨: ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ,କସ୍ତୁରୀ ଓ କଳା ଓ ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri