ଭୋଟ୍ ନ ଦେଇ ଫେରିଲେ ଶତାଧିକ ଭୋଟର
ସୁନ୍ଦରଗଡ଼,୨୪ା୨(ଡି.ଏନ୍.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟରେ ଗୁରୁବାର ସୁନ୍ଦରଗଡ଼ ଜିଲାରେ ମତଦାନ ଶେଷ ହୋଇଛି। ତେବେ ଟାଙ୍ଗରପାଲି ବ୍ଲକ ‘ଖ’ ନମ୍ବର ଜୋନ୍ ସାନପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ଅଲେଇକେରା ଗ୍ରାମର ୩ଟି ଓ୍ବାର୍ଡରେ ଭୋଟର ତାଲିକା…
ଶାହାଙ୍କୁ ଡ୍ରାଭିଡ୍ କିଛି ଭୁଲ କହି ନାହାନ୍ତି
ନୂଆଦିଲ୍ଲୀ,୨୪।୨: ଟେଷ୍ଟ ଫର୍ମାଟରୁ ସନ୍ନ୍ୟାସ କଥା ଚିନ୍ତା କରିବାକୁ ଉଇକେଟକିପର ରିଦ୍ଧିମାନ ଶାହାଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟକୋଚ୍ ରାହୁଲ ଡ୍ରାଭିଡ୍। ଏହି ଘଟଣାରେ ମୁଖ୍ୟ କୋଚ୍ ଡ୍ରାଭିଡ୍ଙ୍କ ପ୍ରତି ସମର୍ଥନ ଜାହିର କରିଛନ୍ତି ପୂର୍ବତନ ଉତ୍ତର ଜୋନ ଚୟନକର୍ତ୍ତା ତଥା ପୂର୍ବତନ…
ସୀମାନ୍ତ ଗ୍ରାମବାସୀଙ୍କୁ ରୋଜଗାର ବାଟ ଦେଖାଇବ ଷ୍ଟ୍ରବେରି ଚାଷ
ପଟ୍ଟାଙ୍ଗୀ,୨୪।୨(ଡି.ଏନ.ଏ.) ସୀମାନ୍ତ ଗ୍ରାମରେ ବସବାସ କରୁଥିବା ଲୋକେ କିପରି ସ୍ବାବଲମ୍ବୀ ହୋଇ ରୋଜଗାରକ୍ଷମ ହୋଇ ପାରିବେ ସେନେଇ ଜିଲା ପ୍ରଶାସନ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରିଆସୁଛି। କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଡୋଲିଆମ୍ବ ଗ୍ରାମବାସୀଙ୍କ ପାଇଁ ଏବେ…
ଖଟିଆରେ ୨ କି.ମି. ବୁହାହେଲେ ରୋଗୀ
ମୁନିଗୁଡା,୨୪।୨(ଡି.ଏନ୍.ଏ.) ରାସ୍ତା ଖରାପ ଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଫଳରେ ରୋଗୀଙ୍କୁ ପରିବାର ଲୋକେ ୨ କି.ମି. ଦୂରରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବୋହି ଆଣିଥିଲେ। ଏପରି ଘଟଣା ରାୟଗଡ଼ା ଜିଲା ମୁନିଗୁଡା ବ୍ଲକ ଜଗଦଳପୁର ପଞ୍ଚାୟତ ହାତିଚାଞ୍ଚଡା…
ଘୁଷୁରି ଛୁଆକୁ ମା’ର ମମତା ଦେଲା କୁକୁର, ଭିଡିଓ ଦେଖିଲେ…
ଦୁନିଆରେ ମା’ଠାରୁ ବଡ଼ କେହି ନାହିଁ। ମା’ର ମମତାଠାରୁ ବଡ଼ ଧର୍ମ ବି କିଛି ନାହିଁ। ଏହି କଥା କେବଳ ମଣିଷମାନଙ୍କ ପାଇଁ ନୁହେଁ, ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏକ ଦମ୍ପତି ଜଙ୍ଗଲରୁ ଅନାଥ ଘୁଷୁରି ଛୁଆକୁ ଘରକୁ ଆଣିଥିଲେ।…
ରାସ୍ତା କାମରେ ଅବ୍ୟବସ୍ଥା, ମାନୁନାହାନ୍ତି ଗାଇଡ୍ଲାଇନ
ଗୋବିନ୍ଦପାଲି,୨୪।୨(ଡି.ଏନ୍.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ୨ଟି ପଞ୍ଚାୟତ ବଡଡୁରାଲ ଓ ମାଡ଼କାପଦରକୁ ବ୍ଲକ ଓ ଜିଲା ସଦର ମହକୁମା ସହିତ ଯୋଡିବା ଉଦ୍ଦେଶ୍ୟରେ ଗୋବିନ୍ଦପାଲିଠାରୁ ସୋନୁଗୁଡା ପର୍ଯ୍ୟନ୍ତ ପିଏମ୍ଜିଏସ୍ଓ୍ବାଇରେ ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ ହେଉଛି। ରାସ୍ତା…
ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳିବା ଉପରେ ଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ,୨୪।୨: ଆଗାମୀ ଆଇପିଏଲ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କାର୍ଯ୍ୟସୂଚୀ ପ୍ରସ୍ତୁତି ଚୂଡ଼ାନ୍ତ କରିବାରେ ଲାଗିଛି। ପୂରା ଆଇପିଏଲ ମହାରାଷ୍ଟ୍ରରେ ଖେଳାଯିବାକୁ ଥିବା ବେଳେ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ କାହିଁକି ତା’ର ଘରୋଇ ଭେନ୍ୟୁ ଓ୍ବାଙ୍ଖଡେ ଷ୍ଟାଡିୟମରେ…
ବାଲଟ ପେପର ଛଡ଼ାଇନେଲେ ଏଜେଣ୍ଟ, ନିର୍ବାଚନ ବାତିଲ
ଭଦ୍ରକ ଅଫିସ,୨୪ା୨: ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତ ୧ ନମ୍ବର ଓ୍ବାର୍ଡରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଜଣେ ଏଜେଣ୍ଟ ବୁଥ୍ରୁ ବାଲଟ ପେପର ଛଡ଼ାଇ ନେବା ପରେ ନିର୍ବାଚନକୁ ବାତିଲ କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ…
ଖତ ଖାଉଛି ଦିବ୍ୟାଙ୍ଗଙ୍କ ସହାୟକ ଉପକରଣ
ପାରଳାଖେମୁଣ୍ଡି,୨୪।୨(ଡି.ଏନ୍.ଏ.): ଗଜପତି ଜିଲା ମୋହନା ବ୍ଲକ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଗୋଦାମ ଗୃହରେ ଦିବ୍ୟାଙ୍ଗମାନଙ୍କ ପାଇଁ ଆସୁଥିବା ସହାୟକ ଉପକରଣ ଖତ ଖାଇବାରେ ଲାଗିଛି। ପ୍ରଶାସନ ସବୁ ଜାଣି ଚୁପ ରହିଛି। ଗଜପତି ଜିଲା ମୋହନା ବ୍ଲକର ୩୯ ପଞ୍ଚାୟତରେ…
ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ, ରାସ୍ତା ନ ଥିବାରୁ ଗଲାନି ଆମ୍ବୁଲାନ୍ସ
ଫୁଲବାଣୀ ଅଫିସ, ୨୪।୨: କନ୍ଧମାଳ ଜିଲାରେ ରାସ୍ତା ସମସ୍ୟା ସୁଧୁରୁନାହିଁ। ଲୋକେ ଯେତେ ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ କି ରାଜନେତା କେହି ଶୁଣୁନାହାନ୍ତି। ଯାହାଫଳରେ ଅନେକ ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ବୁଧବାର ପୁଣି ଏଭଳି ଘଟଣା ଜିଲାର…
ରୁଷିଆର ୫ ଯୁଦ୍ଧ ବିମାନ ଖସାଇଲା ୟୁକ୍ରେନ
ମସ୍କୋ,୨୪।୨: ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଅନୁମତି ଦେବା ପରେ ରୁଷିଆ ସେନା ୟୁକ୍ରେନର ବିଭିନ୍ନ ସହରରେ ମିସାଇଲ ମାଡ଼ କରିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ୟୁକ୍ରେନ ରାଜଧାନୀ କ୍ୱିଭରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଏ ନେଇ ସ୍ପଷ୍ଟ…
ୟୁକ୍ରେନରୁ ଫେରିଲା ଏୟାର ଇଣ୍ଡିଆ ବିମାନ
ନୂଆଦିଲ୍ଲୀ,୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ରକେଟ୍ ମାଡ଼ କରାଯାଇଛି। ଏଥିଯୋଗୁ ୟୁକ୍ରେନ ଏହାର ଏୟାରସ୍ପେସ୍କୁ ବନ୍ଦ କରି ଦେଇଛି। ଏୟାରସ୍ପେସ୍ ବନ୍ଦ କରି ଦିଆଯାଇଥିବାରୁ ଏୟାର ଇଣ୍ଡିଆ ବିମାନ…
Archives


