Posted inଜାତୀୟ

ଏବେ ଅହଂକାର ସମୟ ନୁହେଁ

ନୂଆଦିଲ୍ଲୀ,୨୩ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗାରେଟ୍‌ ଅଲ୍‌ଭାଙ୍କୁ ସମର୍ଥନ କରିବ ନାହିଁ ବୋଲି ଗୁରୁବାର ଘୋଷଣା କରିଛି। ଅଲ୍‌ଭାଙ୍କୁ ପ୍ରାର୍ଥୀ କରାଯିବାବେଳେ ଟିଏମ୍‌ସିର ମତାମତ ନିଆଯାଇ ନ ଥିବା ଦର୍ଶାଇ ପଶ୍ଚିମବଙ୍ଗର ଶାସକ ଦଳ ପକ୍ଷରୁ କୁହାଯାଇଛି। ଅଲ୍‌ଭା ଶୁକ୍ରବାର ଏହି ନିଷ୍ପତ୍ତିକୁ ‘ନୈରାଶ୍ୟଜନକ’ ବୋଲି ଅଭିହିତ କରିଛନ୍ତି। ବର୍ତ୍ତମାନ ଅହଂକାର କିମ୍ବା କ୍ରୋଧର ସମୟ ନୁହେଁ। ଏହା ସାହସ, ନେତୃତ୍ୱ ଓ ଏକତାର ସମୟ। ସାହସର ପ୍ରତୀକ ମମତା ବିରୋଧୀଙ୍କ ସହ ଛିଡ଼ାହେବେ ବୋଲି ଅଲ୍‌ଭା ଆଶାବାଦୀ ଥିବା ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲତାଙ୍କ ଦୀର୍ଘ ଜୀବନ କାମନା କଲେ ରାଷ୍ଟ୍ରପତି

ମୁମ୍ବାଇ,୧୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ସେ ବଲିଉଡ୍‌ର କୋକିଳ କଣ୍ଠି ଗାୟିକା ତଥା ଭାରତ ରତ୍ନ ଲତା...

ସବୁ ଦୁର୍ନୀତିଗ୍ରସ୍ତ ହୋଇଛନ୍ତି ଏକଜୁଟ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୮।୩ : ଯାଞ୍ଚ୍‌ ଏଜେନ୍ସି ଯୋଗୁ ବିରୋଧୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେଣୁ ଦେଶର ସମସ୍ତ ଦୁର୍ନୀତିଗ୍ରସ୍ତ ଏକଜୁଟ ହୋଇ ଯାଇଛନ୍ତି। ଭାଜପା ମୁଖ୍ୟାଳୟରେ...

ଫରଓ୍ବାର୍ଡ ପୋଷ୍ଟରେ ସେନା ମୁଖ୍ୟ

ଲଦ୍ଦାଖ,୨୪।୬: ଭାରତ-ଚାଇନା ସୀମା ଲଦ୍ଦାଖରେ ଜୁନ୍‌ ୧୫ରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏହି ସଂଘର୍ଷରେ ଭାରତ ୨୦ ବୀର ଯବାନଙ୍କୁ ହରାଇଥିଲା। ଆଉ...

ପୁରୁଣା ଫର୍ମକୁ ଫେରିଲେ ଲାଲୁ

ପାଟନା,୨୪।୧୦: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରାୟ ତିନି ବର୍ଷ ପରେ ରବିବାର ପାଟନାକୁ ଫେରୁଛନ୍ତି। ଦିଲ୍ଲୀରୁ ପାଟନା ଯିବା ପୂର୍ବରୁ...

ଭାଜପାର ‘ରାଷ୍ଟ୍ରପତି ଶାସନ’ ବୟାନକୁ ନେଇ ଶିବସେନାର ପ୍ରତିକ୍ରିୟା

ମୁମ୍ବାଇ,୨।୧୧: ମହାରାଷ୍ଟ୍ରର ରାଜନୀତି ଡ୍ରାମା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଶିବସେନା ଏବେ ତା’ର ମୁଖପତ୍ର ‘ସାମନା’ ଜରିଆରେ ପୁଣି ଥରେ ଭାଜପାକୁ ଟାର୍ଗେଟ...

ସୋନାଲୀ ମୃତ୍ୟୁ ମାମଲା: ଖଟ୍ଟରଙ୍କ ସହ କଥା ହେଲେ ଗୋଆ ମୁଖ୍ୟମନ୍ତ୍ରୀ

ପଣଜୀ,୨୯।୮: ହରିଆଣା ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁ ପରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି...

ସ୍କୁଲ ଖୋଲିବା ପରେ ୨୬୨ଶିକ୍ଷାର୍ଥୀ, ୧୬୦ ଶିକ୍ଷକ ହେଲେ କରୋନା ସଂକ୍ରମିତ

ଅମରାବତୀ,୬ ।୧୧: ଆନ୍ଧ୍ରପ୍ରଦେଶରେ ନଭେମ୍ବର ୨ରୁ ନବମ ଓ ଦାମ ଶ୍ରେଶୀ ପିଲାମାନଙ୍କ ପାଇଁ ସ୍କୁଲ ଖୋଲି ଦିଆଯାଇଛି । ଆଉ ସ୍କୁଲ ଖୋଲିବା ପରେ...

କଙ୍ଗନାଙ୍କ ବିରୋଧରେ ମାମଲା ଦାଏର ପାଇଁ ଆଦେଶ ଦେଲେ ବାନ୍ଦ୍ରା କୋର୍ଟ

ମୁମ୍ବାଇ, ୧୭।୧୦: କକଙ୍ଗନାଙ୍କ ବିରୋଧରେ ମାମଲା ଦାଏର ପାଇଁ ବାନ୍ଦ୍ରା କୋର୍ଟ ଆଦେଶ ଦେଇଛନ୍ତି। ବଲିଉଡ୍‌ରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଲାଗି କଙ୍ଗନା ଉଦ୍ୟମ...

Advertisement
Archives

Model This Week