Home Left

ଡାକ୍ତରଖାନା ଗ୍ରୀଲ୍‌ ଭାଙ୍ଗି ନେଇଗଲେ ଇନ୍‌ଭର୍ଟର

ପାତ୍ରପୁର,୪ା୭(ଡି.ଏନ୍‌.ଏ.): ଗଞ୍ଚାମ ଜିଲା ପାତ୍ରପୁର ବ୍ଲକ ତୁରିବୁଡ଼ି ଡାକ୍ତରଖାନାରୁ ଚୋରି ହୋଇଥିବା ନେଇ ରବିବାର ଜରଡ଼ା ଥାନାରେ ଅଭିଯୋଗ ହୋଇଛି। ଡାକ୍ତର ଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ପୂର୍ଣ୍ଣଚନ୍ଦ୍ର ଭଟ୍ଟ ସକାଳୁ ଡାକ୍ତରଖାନା ଖୋଲିବାକୁ ଆସି ପ୍ରବେଶ ପଥରେ ଥିବା ଗ୍ରୀଲ୍‌ ଭାଙ୍ଗିଥିବା…

ଚାଣ୍ଡିମଲ-ଫର୍ନାଣ୍ଡୋଙ୍କ ଅର୍ଦ୍ଧଶତକ: ଶ୍ରୀଲଙ୍କା ୩୧୫/୬

ଗାଲେ,୨୪ା୭: ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସୁଦ୍ଧା ଶ୍ରୀଲଙ୍କା ୬ ଉଇକେଟ ହରାଇ ୩୧୫ ରନ୍‌ କରିବାରେ ସକ୍ଷମ ହୋଇଛି। ଦୀନେଶ ଚାଣ୍ଡିମଲ ଏବଂ ଓଶାଡା ଫର୍ନାଣ୍ଡୋଙ୍କ ଅର୍ଦ୍ଧଶତକ ଏବଂ ଅଞ୍ଜେଲୋ ମାଥ୍ୟୁସଙ୍କ…

ବାଣ କାରଖାନାରେ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି, ୮ ଗୁରୁତର

ପାଟନା,୨୪।୭: ବିହାରର ସରଣ ଜିଲା ଖଇରା ଥାନା ଅଧୀନ ଖୁଦାଇବାଗ ଗ୍ରାମରେ ରବିବାର ଶବୀର ହୁସେନଙ୍କ ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ…

କଂଗ୍ରେସ ନେତାଙ୍କୁ ଆଇନଗତ ନୋଟିସ ପଠାଇଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୭: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ପୱନ ଖେରା, ଜୟରାମ ରମେଶ, ନେତା ଡି’ସୁଜାଙ୍କୁ ରବିବାର ଏକ ଆଇନଗତ ନୋଟିସ ପଠାଇଛନ୍ତି। ବିନା ସର୍ତ୍ତରେ ଲିଖିତ କ୍ଷମା ପ୍ରାର୍ଥନା କରିବା ଏବଂ ଅଭିଯୋଗଗୁଡିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନୋଟିସରେ…

ସୋନିଆଙ୍କ ବିରୋଧରେ ଆପତ୍ତିଜନକ କମେଣ୍ଟ, ଜେପି ନଡ୍ଡାଙ୍କୁ ଚିଠି ଲେଖିଲା କଂଗ୍ରେସ

ନୂଆଦିଲ୍ଲୀ,୨୪ ।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରବକ୍ତା ପ୍ରେମ ଶୁକ୍ଳାଙ୍କ ଦ୍ୱାରା କଥିତ ଭାବେ ସୋନିଆ ଗାନ୍ଧୀଙ୍କ ବିରୋଧରେ ‘ଆପତ୍ତିଜନକ ଭାଷା’ ବ୍ୟବହାରକୁ ନେଇ କଂଗ୍ରେସ କଡା ପ୍ରତିକ୍ରିୟା ଦେଇଛି । କଂଗ୍ରେସ ମହାସଚିବ ଜୟରାମ ରମେଶ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ…

ସ୍ବାମୀଙ୍କୁ ଶିକୁଳିରେ ବାନ୍ଧି ରଖ: ପ୍ରକୃତି

ଭୁବନେଶ୍ୱର,୨୪।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ ଥମିବାର ନାଁ ଧରୁନି। ଉଭୟ ପରିବାରର ଜଣଙ୍କ ପରେ ଜଣେ ସଦସ୍ୟ ଏନେଇ ପ୍ରତିକ୍ରିୟା ରଖୁଛନ୍ତି। ତେବେ ପ୍ରକୃତି ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ…

ଏଣ୍ଡୁଅ ପରି ରଙ୍ଗ ବଦଳାଉଛି ଏହି ପକ୍ଷୀ, ଭିଡିଓ ଦେଖିଲେ…

କେବଳ ଏଣ୍ଡୁଅ ଯେ, ରଙ୍ଗ ବଦଳାଏ ତାହା ନୁହେଁ, ଏକ ପକ୍ଷୀ ମଧ୍ୟ ରଙ୍ଗ ବଦଳାଇଥାଏ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଜଣାପଡ଼ିଛି। ଭିଡିଓଟି ଅଳ୍ପ ସମୟର ହେଲେ ମଧ୍ୟ ଆଖି ପିଛୁଳାକେ ପକ୍ଷୀଟି ଅନେକ ରଙ୍ଗ…

ସାପ କାମୁଡ଼ାରେ ଚାଲିଗଲା ନାବାଳକଙ୍କ ଜୀବନ

ବ୍ରହ୍ମପୁର ଅଫିସ,୨୪।୭: ସାପ କାମୁଡ଼ାରେ ଗୁରୁତର ହୋଇ ଏମ୍‌କେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଦେବିଝର ଗ୍ରାମର ଦୀନବନ୍ଧୁ ଶବରଙ୍କ ପୁଅ ମଳୟ ଶବର(୧୬)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହ…

ଭାରତକୁ ଉସ୍‌କାଇବାକୁ ଚେଷ୍ଟା କରୁଛି ଚାଇନା

ବେଜିଂ,୨୪।୭: ଭାରତ-ଚାଇନା ସୀମାରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ଚାଇନା ଯୁଦ୍ଧ ବିମାନ ପୂର୍ବ ଲଦାଖର ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ(ଏଲ୍‌ଏସି) ନିକଟରେ ଉଡ଼ୁଛି। ୧୬ତମ କମାଣ୍ଡରସ୍ତରୀୟ କଥାବାର୍ତ୍ତା ପରେ ମଧ୍ୟ ଡ୍ରାଗନର ଏଭଳି କାର୍ଯ୍ୟ ସାମ୍ନାକୁ ଆସିଛି।…

ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌, ଅଭିଯୁକ୍ତ ଗିରଫ

ବଡ଼ବିଲ,୨୪ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ୨ ହଜାର ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବଡ଼ବିଲ ନ୍ୟୁ…

‘ମନ୍ନତ’ ଭିତର ଫଟୋ ଶେୟାର କଲେ ଗୌରୀ

ମୁମ୍ବାଇ: କିଙ୍ଗ୍‌ଖାନ ଶାହାରୁଖ ଖାନ୍‌ଙ୍କ ସ୍ତ୍ରୀ ଗୌରୀ ଖାନ୍‌ ହୁଏତ ଫିଲ୍ମ ନ କରିଥାଇ ପାରନ୍ତି କିନ୍ତୁ ସେ ବଲିଉଡ୍‌ର ଜଣେ ଜଣାଶୁଣା ଇଣ୍ଟରିୟର ଡିଜାଇନର। ଏହା ବ୍ୟତୀତ ସେ ଶାହାରୁଖଙ୍କ ପ୍ରଡକ୍ସନ ହାଉସ୍‌ ରେଡ ଚିଲିସ ଏଣ୍ଟରଟେନ୍‌ମେଣ୍ଟ କାର୍ଯ୍ୟର ଦେଖାଶୁଣା…

‘ନେହରୁଙ୍କ ନୀତିରେ ତ୍ରୁଟି ଥାଇପାରେ, ଉଦ୍ଦେଶ୍ୟରେ ନୁହେଁ’

ଶ୍ରୀନଗର,୨୪।୭: କାରଗିଲ ବିଜୟ ଦିବସ ଅବସରରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜମ୍ମୁରେ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଭାରତ ବର୍ତ୍ତମାନ ଏକ ଶକ୍ତିଶାଳୀ ଦେଶ ହୋଇପାରିଛି। ସେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?