Home Left

ସାଗର ବଳବନ୍ତରାୟ ନିଲମ୍ବିତ

ଭୁବନେଶ୍ୱର,୧୫ା୩(ବ୍ୟୁରୋ)-ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସାଗର ବଳବନ୍ତରାୟଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ମଙ୍ଗଳବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହା…

ସୋନିଆଙ୍କ ଆଦେଶ ପରେ ଇସ୍ତଫା ଦେଲେ ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୫।୩: ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟର ପ୍ରଭାବ କଂଗ୍ରେସରେ ଦେଖାଯାଉଛି। ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ପଦରୁ ଗଣେଶ ଗୋଡିୟାଲ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟର ନୈତିକ ଦାୟିତ୍ୱ ଗ୍ରହଣ…

ଆଇପିଏଲ୍‌ରେ କେହି କିଣି ନ ଥିଲେ; ଏବେ ଢାକା ପ୍ରିମିୟର ଲିଗ୍‌ରେ ଦମ୍‌ ଦେଖାଇବେ…

ମୁମ୍ବାଇ,୧୫।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବିକ୍ରି ହୋଇ ନ ଥିବା ୭ ଭାରତୀୟ କ୍ରିକେଟର ଢାକା ପ୍ରିମିୟର ଲିଗ(ଡିପିଏଲ)ରେ ଭାଗ ନେବେ। ଏମାନଙ୍କ ମଧ୍ୟରେ ଅଛନ୍ତି ଟିମ ଇଣ୍ଡିଆର ନୂଆ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ, ବେଙ୍ଗଲ ଅଧିନାୟକ ଅଭିମନ୍ୟୁ ଈଶ୍ୱରନ,…

ୟୁକ୍ରେନ୍‌ରେ ଫୋକ୍ସ୍‌ ନ୍ୟୁଜ୍‌ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ…

କ୍ୱିଭ୍‌, ୧୫।୩ : ୟୁକ୍ରେନ୍‌ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ପୋକ୍ସ୍‌ ନ୍ୟୁଜ୍‌ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ପିୟର ଜକ୍ରଜେବସ୍କି। ସେ କ୍ୱିଭ୍‌ର ବାହାର ଅଞ୍ଚଳରେ ଗଣମାଧ୍ୟମ ପ୍ରତିନିଧି ବେଞ୍ଜାମିନ୍‌ ହାଲଙ୍କ ସହିତ କାମ କରୁଥିବା ସମୟରେ…

ଏଥର ବାୟୋ ବବଲ୍‌ ନିୟମ ଭାଙ୍ଗିବା ପଡ଼ିବ ମହଙ୍ଗା: ଦେବାକୁ ହେବ କୋଟିଏ ଜରିମାନା, ମ୍ୟାଚ୍‌ରୁ ବ୍ୟାନ୍‌…

ନୂଆଦିଲ୍ଲୀ,୧୫।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍‌ ଦିନ ବାକି। ଏହାକୁ ନେଇ ସମସ୍ତ ଟିମ୍‌ ନିଜ ନିଜର ରଣନୀତି ପ୍ରସ୍ତୁତରେ ବ୍ୟସ୍ତ ଥିବା ବେଳେ ଆଇପିଏଲ୍‌କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆଇପିଏଲ୍‌…

୨୨ରୁ ମଦ ବିକ୍ରି ଉପରେ ଲାଗିଲା କଣାକଣା; ୪ ଦିନ ଯାଏ ‘ଡ୍ରାଏ ଡେ’

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଆଗକୁ ପୌର ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ମାସ ୨୨ ତାରିଖରୁ ସମଗ୍ର ରାଜ୍ୟର ୧୦୬ ପୌରାଞ୍ଚଳ ଏବଂ ୩ ମହାନଗର ନିଗମ ଅଞ୍ଚଳରେ ୪ ଦିନ ପାଇଁ ଡ୍ରାଏ ଡେ’ ଘୋଷଣା କରିଛନ୍ତି। ଏସବୁ…

‘ଦ କଶ୍ମୀର ଫାଇଲ୍ସ’ ଦେଖି ଏପରି କହିଲେ କଙ୍ଗନା

ବମ୍ବେ: ଅନେକ ବିବାଦରେ ଫସିବା ସତ୍ତ୍ୱେ ବଡ଼ ପରଦାରେ ରିଲିଜ ହୋଇଛି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ଅପେକ୍ଷାକୃତ କମ୍‌ ସିନେମାହଲରେ ଫିଲ୍ମଟି ରିଲିଜ ହୋଇଥିଲେ ହେଁ ବେଶ ଭଲ ବ୍ୟବସାୟ କରୁଛି ସେ। ଏଥିସହ ଦର୍ଶକମାନେ…

ପୁଣିଥରେ ଆଇପିଏଲ୍‌କୁ ଫେରିଲେ ଏହି ଅଷ୍ଟ୍ରେଲିୟ ଅଲରାଉଣ୍ଡର; ଦିଲ୍ଲୀ ଟିମ୍‌ରେ…

ମୁମ୍ବାଇ,୧୫।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଗାମୀ ସଂସ୍କରଣରେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଶେନ ଓ୍ବାଟ୍‌ସନଙ୍କୁ ନୂତନ ଦାୟତ୍ୱ ମିଳିଛି। ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସହକାରୀ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇବେ। ଏହାପୂର୍ବରୁ ୪୦ ବର୍ଷୀୟ ରିକି ପଣ୍ଟିଂଙ୍କୁ(ମୁଖ୍ୟ କୋଚ୍‌), ପ୍ରବୀଣ…

ବିପିନ ରାଓ୍ବତଙ୍କ ସ୍ମୃତିରେ ୟୁଏସ୍‌ଆଇର ‘ଚେୟାର ଅଫ୍‌ ଏକ୍ସିଲେନ୍ସ’ ଘୋଷଣା

ନୂଆଦିଲ୍ଲୀ,୧୫।୩: ଭାରତର ପ୍ରଥମ ପ୍ରତିରକ୍ଷା ବିଭାଗର ଅଧ୍ୟକ୍ଷ(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ସ୍ମୃତିରେ ସେନା ମୁଖ୍ୟ ଜେନେରାଲ ଏମ୍‌ ନରଓ୍ବଣେ ‘ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ୟୁଏସ୍‌ଆଇ)’ରେ ଚେୟାର ଅଫ୍‌ ଏକ୍ସିଲେନ୍ସ ପ୍ରତିଷ୍ଠା ଘୋଷଣା କରିଛନ୍ତି। ମଙ୍ଗଳବାର ଜେନେରାଲ ରାୱତଙ୍କ ୬୫ତମ…

୧୮ ମାସ ଯାଏ ମାରାତ୍ମକ ରୋଗରେ ପୀଡ଼ିତ ଥିଲେ ଏହି ଗାୟକ, ବଦଳାଇଥିଲେ ୪ ଡାକ୍ତର

ବମ୍ବେ: ଲୋକପ୍ରିୟ ରାପର ତଥା ଗାୟକ ହନି ସିଂଙ୍କ ଆଜି ଜନ୍ମଦିନ। ୧୯୮୩ ମାର୍ଚ୍ଚ ୧୫ରେ ପଞ୍ଜାବର ହୋଶିୟାରପୁରରେ ସେ ଜନ୍ମଗ୍ରହଣ କରିଥିଲେ। ସ୍କୁଲ ଶିକ୍ଷା ପରେ ସେ ସଙ୍ଗୀତରେ ଡିଗ୍ରୀ ହାସଲ କରିବାକୁ ଲଣ୍ଡନ ଯାଇଥିଲେ। ସେଠାରୁ ଫେରିବା ପରେ…

ପୌର ନିର୍ବାଚନ ପାଇଁ ଜମୁଛି ପ୍ରଚାର

କେନ୍ଦୁଝର,୧୫।୩(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଆରମ୍ଭ ହୋଇଛି। ମଙ୍ଗଳବାର ବିଜେଡି ଅଧ୍ୟକ୍ଷା ପ୍ରାର୍ଥନୀ ଅର୍ଚ୍ଚନା ରାଉତ ଏବଂ ୧୫ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀ ଭଗବାନ ନାଏକ ସମର୍ଥକଙ୍କ ସହ ମାଧପୁର ଅଞ୍ଚଳରେ ଘରକୁ ଘର…

ମଡିଫାଏଡ ସାଇଲେନ୍ସରକୁ ନେଇ କଠୋର ହେଲା କମିଶନରେଟ ପୋଲିସ

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ବାଇକ୍‌ରେ ମଡିଫାଏଡ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ କଲେ ବା ଏଭଳି ସାଇଲେନ୍ସର ବ୍ରିକ୍ରି କରୁଥିବା ଦୋକାନୀଙ୍କୁ ପୋଲିସ ସାବଧାନ କରାଇ ଦେଇଛି। ଏଭଳି ଶବ୍ଦ ପ୍ରଦୂଷଣ କରିବା ମାମଲାରେ କମିଶନରେଟ ପୋଲିସ କଠୋର ହୋଇଛି। ବିଭିନ୍ନ ସ୍ଥାନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri