Home Left

୮ ସାର ଦୋକାନରେ ପ୍ରଶାସନର ଧରପଗଡ଼

କୋକସରା,୨୫।୭(ଡି.ଏନ୍‌.ଏ.): କଳାହାଣ୍ଡିରୁ ନବରଙ୍ଗପୁର ଜିଲାକୁ ସାର ଚାଲାଣ ଧରାପଡ଼ିବା ପରେ କଳାହାଣ୍ଡି ଜିଲା ପ୍ରଶାସନ ଏବଂ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଜାରି ରହିଛି। ଧର୍ମଗଡ଼ ଉପ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋକସରା ବ୍ଲକର ବିଭିନ୍ନ ସାର ହୋଲସେଲ୍‌ ସମେତ ରିଟେଲ ଦୋକାନରେ…

ରାଜ୍ୟରୁ ଆଉ ୧୦୦୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର,୨୫।୭(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୧୦୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨,୯୧,୬୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିିଆଯାଇଛି।…

ରାସ୍ତାରେ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ

କୋକସରା,୨୫।୭(ଡି.ଏନ.ଏ.): ରାସ୍ତା କାଦୁଅରେ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗାଁରେ। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପଞ୍ଚାୟତରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ…

ମୁହଁ ଖୋଲିଲେ ମମତା: ଦୋଷୀ ସାବ୍ୟସ୍ତ ହେଲେ ମିଳୁ ଆଜୀବନ କାରାଦଣ୍ଡ

କୋଲକାତା,୨୫।୭: ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ(ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପୋଲିସ ଶନିବାର ଗିରଫ କରିଛି। ରାଜ୍ୟ ସରକାରଙ୍କ କ୍ୟାବିନେଟରେ ଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀ ପରେ ଏବେ ରାଜନୀତି ସରଗରମ…

ଆଖଣ୍ଡଳମଣିରେ ଅସମ୍ଭାଳ ଭିଡ଼: ମହିଳାଙ୍କ ପାଇଁ ନ ଥିଲା ବ୍ୟବସ୍ଥା

ଆରଡ଼ି,୨୫।୭(ଡି.ଏନ.ଏ.): ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଲକ୍ଷାଧିକ କାଉଡ଼ିଆ ଜଳଲାଗି କରିଛନ୍ତି। ସୀମିତ ସ୍ଥାନରେ ଏତେସଂଖ୍ୟକ କାଉଡ଼ିଆଙ୍କ ଉପସ୍ଥିତି ପୀଠ ଓ ଏହା ଆଖପାଖ ଅଞ୍ଚଳରେ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ଭିଡ଼ ଯୋଗୁ…

ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ , ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ

ପୁରୀ ଅଫିସ, ୨୫।୭(ବ୍ୟୁରୋ): ରାଷ୍ଟ୍ରପତି ଭାବେ ସୋମବାର ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି । ଓଡ଼ିଶାର ଝିଅ ରାଷ୍ଟ୍ରପତି ହେବା ପରେ ସବୁଠି ଖୁସିର ଲହରି ଦେଖିବାକୁ ମିଳିଛି। ଏହି ଅବସରରେ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ…

ସମଗ୍ର ବିଶ୍ୱ ପାଇଁ ଚାଇନା ଏକ ନମ୍ବର ବିପଦ: ସୁନକ

ଲଣ୍ଡନ,୨୫।୭: ବ୍ରିଟେନର ପ୍ରଧାନମନ୍ତ୍ରୀ ରେସ୍‌ରେ ଥିବା ଋଷି ସୁନକ ଚାଇନା ଉପରେ କଠୋର ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ସେ ଚାଇନା ବିରୋଧରେ କଡା ନୀତି ଆପଣାଇବେ। କେବଳ ବ୍ରିଟେନ ପାଇଁ ନୁହେଁ,…

୧୭ ବର୍ଷର ରେକର୍ଡ ଭାଙ୍ଗିଲେ ଅକ୍ଷର ପଟେଲ

ପୋର୍ଟ ଅଫ୍‌ ସ୍ପେନ୍‌,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ସ୍ପିନର ଅକ୍ଷର ପଟେଲ ମାତ୍ର ୩୫ ବଲରୁ ଅପରାଜିତ ୬୪ ରନ୍‌ ସ୍କୋର କରି ଦଳର ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ବିସ୍ଫୋରକ ଇନିଂସରେ ଅକ୍ଷୟ ୩…

ଜିଲାପାଳ,ଏସ୍‌ପିଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ

ଦିଗପହଣ୍ଡି,୨୫।୭(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି। ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲା ଗ୍ରାମଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍‌ପି…

ଭଙ୍ଗାଯିବ ୪୧୦ ସରକାରୀ କ୍ବାର୍ଟର

ଭୁବନେଶ୍ୱର,୨୫।୭(ବ୍ୟୁରୋ): ଭୁବନେଶ୍ବର ୟୁନିଟ-୨ରେ ଥିବା ୪୧୦ଟି ସରକାରୀ କ୍ବାର୍ଟର ଭଙ୍ଗାଯିବ। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଲିଖିତ ଉତ୍ତର…

ଦ୍ରୌପଦୀଙ୍କ ସହ କାମ କରିବାକୁ ପ୍ରସ୍ତୁତ- ସି ଜିନପିଙ୍ଗ୍‌

ନୂଆଦିଲ୍ଲୀ,୨୫।୭: ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିଛନ୍ତି। ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହୋଇଥିବା ଦ୍ରୌପଦୀଙ୍କୁ ଦେଶ ଓ ଦେଶ ବାହାରୁ ଅନେକେ ଶୁଭେଚ୍ଛା ଜଣାଉଛନ୍ତି। ଏହି ଅବସରରେ ଚାଇନାର ରାଷ୍ଟ୍ରପତି ସି…

ହେଲିକପ୍ଟରରେ ବସି କାଉଡିଆଙ୍କ ଉପରେ ଫୁଲବର୍ଷା କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୫।୭: ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିକପ୍ଟରରେ ବସି କାଉଡି ଯାତ୍ରାର ସର୍ବେକ୍ଷଣ କରିଛନ୍ତି। ଏହି ଅବସରରେ ସେ କାଉଡିଆଙ୍କ ଉପରେ ଫୁଲବର୍ଷା କରିଥିଲେ। ଆକାଶରୁ ଫୁଲ ପଡୁଥିବା ଦେଖି ଶିବଙ୍କ ଭକ୍ତମାନେ ହାତ ହଲାଇ ଅଭିବାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?