Home Left

ବାବୁସାନଙ୍କୁ ଅବାଟରେ ନ ଯିବାକୁ ନିବେଦନ କଲେ ପ୍ରଂଶସକ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି, ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ, ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ଘଟଣାକୁ ୩ ତିନି ଦିନ ବିତିଥିଲେ ସୁଦ୍ଧା ଚର୍ଚ୍ଚା ଥମିବାର ନା ନେଉନି। ଘଟଣା ପରେ…

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ବ୍ରଜରାଜନଗର,୨୫ା୭(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ମଣ୍ଡଳିଆ ଛକରେ ଯୌତୁକ ଲାଗି ସ୍ତ୍ରୀଙ୍କୁ କିରୋସିନ ଢାଳି ପୋଡି ମାରିବା ଅଭିଯୋଗରେ ପୋଲିସ ସୋମବାର ସ୍ବାମୀ ଆକତାବ ଆଲମ (୩୫)ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ମଣ୍ଡଳିଆ ଅଞ୍ଚଳରେ ରହୁଥିବା ଆକତାବଙ୍କ…

ବିଷାକ୍ତ ମଦ ପିଇ ୪ମୃତ, ଅନେକ ହସ୍ପିଟାଲରେ ଭର୍ତ୍ତି

ଅହମଦାବାଦ,୨୫।୭: ଗୁଜରାଟର ବୋଟାଡ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବୋଟାଡ ଜିଲା ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାବନଗର ଓ ବୋଟାଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ…

‘ସ୍କ୍ରୁ ଢିଲା’ ଟିଜର ରିଲିଜ, ସ୍କୁଲ ଶିକ୍ଷକରୁ ଫାଇଟର୍‌ଙ୍କୁ ଦେଖିଲେ ଦର୍ଶକ

ଟାଇଗର୍‌ ଶ୍ରଫଙ୍କ ଆଗାମୀ ଫିଲ୍ମ ‘ସ୍କ୍ରୁ ଢିଲା’ ଟିଜର୍‌ ରିଲିଜ ହୋଇଛି। ୩ ମିନିଟ୍‌ର ଏହି ଟିଜରରେ ଟାଇଗରଙ୍କୁ ଜଣେ ସ୍କୁଲ ଶିକ୍ଷକରୁ ଫାଇଟର୍‌ ଭାବେ ଦେଖିବାକୁ ମିଳିଛି। ଟାଇଗର୍‌ ଶ୍ରଫ ଏବଂ କରଣ ଜୋହାର ନିଜ ନିଜ ସୋସିଆଲ ମିଡିଆ…

ଗୁଜରାଟ ପରେ ଏଏପିର ହିମାଚଳ ମିଶନ

ଶିମ୍‌ଲା,୨୫।୭: ଆସନ୍ତା ବର୍ଷ ଗୁଜରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ରହିଛି। ଏହି ପରିପ୍ରେକ୍ଷୀରେ କିଛି ଦିନ ତଳେ ଗୁଜରାଟ ଗସ୍ତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ରାଲି କରି ଶକ୍ତି ପ୍ରଦର୍ଶନ କରିଥିଲେ। ଇତିମଧ୍ୟରେ ସୋମବାର…

ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ଜଣଙ୍କର ମୃତ୍ୟୁ

ବ୍ରହ୍ମପୁର ଅଫିସ, ୨୫।୭: ଗଞ୍ଜାମ ଜିଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ସୋମବାର ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଶୁକ୍ରବାର ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ସିଲିଣ୍ଡର ଫାଟି ୨ଜଣ ଗୁରୁତର ଆହତ…

ରଣବୀରଙ୍କ ନାଁରେ ମାମଲା: ମହିଳାଙ୍କ ଭାବବେଗକୁ ଆହତ ପହଞ୍ଚାଇଥିବା ଅଭିଯୋଗ

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କ ନ୍ୟୁଡ୍‌ ଫଟୋ ଶେୟାର ହେବା ପରେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ମହଲରେ ରଣବୀରଙ୍କୁ ସମାଲୋଚନା କରାଯାଉଥିବା ବେଳେ ଏବେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ମହିଳାଙ୍କ ଭାବବେଗକୁ ଆହତ ପହଞ୍ଚାଇଥିବା ଅଭିଯୋଗ…

ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି: ଏମ୍ସ

କୋଲକାତା/ଭୁବନେଶ୍ୱର,୨୫।୭(ବ୍ୟୁରୋ): ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ଥିବା କହିଛି ଭୁବନେଶ୍ୱର ଏମ୍ସ। ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ନିର୍ଦ୍ଦେଶକ ଆଶୁତୋଶ ବିଶ୍ୱାସ ଏହି ସୂଚନା…

ଭାର୍ଗବୀରେ ଭାସିଗଲେ ଯୁବତୀ

ପୁରୀ ଅଫିସ,୨୫।୭: ପୁରୀ ଜିଲା ପିପିଲି ବ୍ଲକ ପୁବାଶାସନ ନିକଟ ଭାର୍ଗବୀ ନଦୀରେ ସୋମବାର ଜଣେ ଯୁବତୀ ଭାସିଯାଇ ନିଖୋଜ ଅଛନ୍ତି। ଯୁବତୀ ଜଣକ ଶୌଚ ପାଇଁ ନଦୀକୁ ଯାଇଥିଲେ। ହଠାତ୍‌ ପାଣି ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ପିପଲିରୁ…

୮ ସାର ଦୋକାନରେ ପ୍ରଶାସନର ଧରପଗଡ଼

କୋକସରା,୨୫।୭(ଡି.ଏନ୍‌.ଏ.): କଳାହାଣ୍ଡିରୁ ନବରଙ୍ଗପୁର ଜିଲାକୁ ସାର ଚାଲାଣ ଧରାପଡ଼ିବା ପରେ କଳାହାଣ୍ଡି ଜିଲା ପ୍ରଶାସନ ଏବଂ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଜାରି ରହିଛି। ଧର୍ମଗଡ଼ ଉପ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋକସରା ବ୍ଲକର ବିଭିନ୍ନ ସାର ହୋଲସେଲ୍‌ ସମେତ ରିଟେଲ ଦୋକାନରେ…

ରାଜ୍ୟରୁ ଆଉ ୧୦୦୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର,୨୫।୭(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୧୦୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨,୯୧,୬୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିିଆଯାଇଛି।…

ରାସ୍ତାରେ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ

କୋକସରା,୨୫।୭(ଡି.ଏନ.ଏ.): ରାସ୍ତା କାଦୁଅରେ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗାଁରେ। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପଞ୍ଚାୟତରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?