Home Left

ଅଙ୍ଗନଓ୍ବାଡି କର୍ମୀଙ୍କ ସିଡିପିଓ ଅଫିସ ଘେରାଉ

ଲୋଇସିଂହା,୬।୯(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସିଡିପିଓ ଜ୍ୟୋତିର୍ମୟୀ ନାଏକ ଜନୈକ କର୍ମୀଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଶୁକ୍ରବାର ଅଙ୍ଗନଓ୍ବାଡି କର୍ମୀ ସଂଘ ପକ୍ଷରୁ ସିଡିପିଓ କାର୍ଯ୍ୟାଳୟ…

7 years ago

ସୋଫା ଛାଡି ସାଧାରଣ ଚେୟାର୍‌ରେ ବସିଲେ ମୋଦି

ଭ୍ଲାଡିଭୋଷ୍ଟକ୍‌,୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ଇଇଏଫର ପଞ୍ଚମ ସମ୍ମିଳନୀରେ ଯୋଗଦେବାକୁ ରୁଷିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଗସ୍ତର ଦ୍ୱିତୀୟ ଦିନରେ…

7 years ago

କେନିଆରେ ଛୁଟି ମନାଉଛନ୍ତି ଆଲିଆ-ରଣବୀର

ଆଲିଆ ଭଟ୍ଟ- ରଣବୀର କପୁରଙ୍କ ରିଲେସନ୍‌ଶିପ୍‌କୁ ନେଇ ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ଚାଲିଛି। ଏବେ ଏହି ଦୁଇଜଣ କେନିଆରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ…

7 years ago

କୋରାପୁଟରେ ୮୭୮.୨ ମିମି ବର୍ଷା ରେକର୍ଡ: ବ୍ରିଜ ଉପରେ ଚାଲିଛି ପାଣି, ନନ୍ଦପୁର-ଲମତାପୁଟ ଯୋଗାଯୋଗ ବିଚ୍ଛିନ୍ନ

କୋରାପୁଟ,୬।୯(ସ୍ବ.ପ୍ର.)- କୋରାପୁଟ ଜିଲାରେ ଶୁକ୍ରବାର ୮୭୮.୨ ମିମି ବର୍ଷା ହୋଇଥିବା ଜିଲା ଜରୁରି ବିଭାଗ ପକ୍ଷରୁ ସୁଚନା ମିଳିଛି। ସେଥିମଧ୍ୟରୁ ଜିଲାର ନନ୍ଦପୁର ବ୍ଲକରେ ସର୍ବାଧିକ ୧୫୫.୪…

7 years ago

ଅଜିତ ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର:ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ,୫।୯: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସ୍ବାସ୍ଥାବସ୍ଥା ଅଚାନକ ବିଗିଡି ଯାଇଛି। ତାଙ୍କୁ ଗୁରୁଗ୍ରାମର ମେନ୍ଦାତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ମୁତାବକ, ତାଙ୍କୁ…

7 years ago

ପ୍ରତିରକ୍ଷା ଦିବସକୁ ‘କଶ୍ମୀର ସଂହତି ଦିବସ’ ଭାବେ ପାଳନ କରିବ ପାକିସ୍ତାନ

ଇସାଲାମାବାଦ୍‌,୬।୯: ଜମ୍ମୁ-କଶ୍ମୀର ୩୭୦ ଧାରା ଉଠିଯିବା ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ଭାରତ ସହ ପରମାଣୁ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ଏବେ ନିଜ ଦେଶର…

7 years ago

ନଦୀରେ ଭାସିଗଲେ ବୃଦ୍ଧା: ୨ ଘଣ୍ଟା ପରେ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୬।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କଣ୍ଟେଇଯୋଡ଼ି ନଦୀରେ ଭାସିଯାଇ ଶୁକ୍ରବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୈଠଡା ପଞ୍ଚାୟତ ଗୁହାଳପୁର ଗାଁର…

7 years ago

ବର୍ଷେ ନ ପୂରୁଣୁ କୋଟଗଡ, ତୁମୁଡିବନ୍ଧ ରାସ୍ତା ଶୋଚନୀୟ: ଯାତାୟାତ ବାଧାପ୍ରାପ୍ତ

କୋଟଗଡ଼,୬।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା କୋଟଗଡ଼ ବ୍ଲକଠାରୁ୧୫ କି.ମି ତୁମୁଡିବନ୍ଧ ପର୍ଯ୍ୟନ୍ତ ୫ ନଂ. ରାଜ୍ୟ ରାଜପଥ କାମ ହେବାର ବର୍ଷେ ପୂରିନି। ହେଲେ ରାସ୍ତାରୁ ପିଚୁ ଉଠି…

7 years ago

ଆପ୍‌ରୁ ଇସ୍ତଫା ଦେଲେ ଅଳକା ଲାମ୍ବା, କଂଗ୍ରେସରେ ଯୋଗ ଦେଇପାରନ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି (ଆପ୍‌)ର ବିଦ୍ରୋହୀ ବିଧାୟକ ଅଳକା ଲାମ୍ବା ଶେଷରେ ଦଳରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସକାଳୁ ସେ ଟୁଇଟ୍‌ ଏନେଇ…

7 years ago

କଂଗ୍ରେସ ନେତାଙ୍କୁ ସୋନିଆଙ୍କ ନିର୍ଦ୍ଦେଶ:ମତଭେଦ ଭୁଲି ବୟାନ ଦେବାରୁ ବିରତ ରୁହନ୍ତୁ

ନୂଆଦିଲ୍ଲୀ, ୬।୯: ମଧ୍ୟ ପ୍ରଦେଶରେ କଂଗ୍ରେସରେ ଲାଗି ରହିଥିବା ମଦଭେଦକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିନ୍ତିତ ଅଛନ୍ତି। ସମସ୍ତ ମତଭେଦ ଭୁଲି ସାର୍ବଜନୀନ ବୟାନ…

7 years ago