୨୩ ବର୍ଷରେ ହରାଇ ବସିଥିଲେ ଦୃଷ୍ଟିଶକ୍ତି, କୁକୁର ଲାଗି ଫେରିପାଇଲେ ଫିଟ୍ନେସ
ଲଣ୍ଡନ: ବ୍ରିଟେନ୍ର ପୋର୍ଟସ୍ମାଉଥ୍ରେ ରହୁଥିବା ଇୟାନ ମୋରିସ୍ ଯେତେବେଳେ ୨୩ ବର୍ଷର ହୋଇଥିଲେ, ସେତେବେଳେ ସେ ଦୃଷ୍ଟିଶକ୍ତି ହରାଇଥିଲେ। ତଥାପି ହାରି ନ ଥିଲେ। ଫିଟ୍ନେସ ପ୍ରତି ତାଙ୍କର ବହୁ ଦୁର୍ବଳତା ଥିଲା। ଏଥିରେ ତାଙ୍କୁ ପଥ ପ୍ରଦର୍ଶକ ଭାବେ...
ନିଆରା ବିବାହ: ମାତ୍ର ୧୭ ମିନିଟ୍ରେ ଜନ୍ମ ଜନ୍ମାନ୍ତରକୁ ପାଲଟିଲେ ଜୀବନସାଥୀ
ଚଣ୍ଡୀଗଡ଼: ହରିୟାଣାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ନା ଏଥିରେ ଥିଲା ବରଯାତ୍ରୀ, ନା ବାଜା ବାଣ ରୋଷଣି। ଘୋଡ଼ା ଗାଡ଼ି ନ ଥିଲା କି ବିବାହ ପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ଯାଇ ନ ଥିଲା।...
କୁମାୟୁନ୍ ସଂସ୍କୃତି ଉପରେ ୩୦୦ରୁ ଅଧିକ ଟିକ୍ଟକ୍ ଭିଡ଼ିଓ କରିଛନ୍ତି ଛାତ୍ରୀ: ୧୦ ଭିଡ଼ିଓକୁ ଦେଖା ସରିଲାଣି ୧ ନିୟୁତରୁ ଅଧିକ ଥର
ନୂଆଦିଲ୍ଲୀ,୪।୩: ଉତ୍ତରାଖଣ୍ଡ ପିଥୋରାଗଡ଼ର ନାପଡ଼ ଗାଁର ଜଣେ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରୀ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କୁମାୟୁନ୍ ସଂସ୍କୃତିର ୩୦୦ରୁ ଅଧିକ ଟିକ୍ଟକ୍ ଭିଡ଼ିଓ ଦେଖିବାକୁ ପ୍ରଶଂସକ ପସନ୍ଦ...
ଅନାଥ ଶିଶୁଙ୍କୁ କୋଳେଇ ନେଲେ ବୃଦ୍ଧାଶ୍ରମର ଅନ୍ତେବାସୀ
ବର୍ତ୍ତମାନ ସମୟରେ ଅନେକ ପିଲା ମାତାପିତାଙ୍କୁ ବୋଝ ବୋଲି ଭାବୁଛନ୍ତି। ହେଲେ ମାତାପିତା କେବେବି ସେମାନଙ୍କ ସନ୍ତାନଙ୍କୁ ବୋଝ ବୋଲି ଭାବି ନ ଥାଆନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ଅହମଦାବାଦରେ ଥିବା ଏକ ବୃଦ୍ଧାଶ୍ରମରେ। ‘ଜୀବନ...
କରୋନା ଗୁଜବ ଦୂର କରିବାକୁ ୩୦ଟଙ୍କାରେ ମିଳିଲା ଫୁଲ୍ ପ୍ଲେଟ ଚିକେନ
ଗୋରଖପୁର,୩।୩: କରୋନା ଭାଇରସ ଏବେ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ପ୍ରଚାରିତ ହେଉଛି। କେତେକ ସ୍ଥାନରେ ଏହା ଚିକେନ ଖାଇବା ଦ୍ୱାରା ବ୍ୟାପୁଛି ବୋଲି ପ୍ରଚାର ହେବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି...
୪୨ ବର୍ଷ ଧରି ଖବର କାଗଜକୁ ଲେଖୁଛନ୍ତି ଅଭିଯୋଗ ପତ୍ର
ଲଣ୍ଡନ,୩।୩: କେତେକ ଲୋକଙ୍କର ଚିଠି ଲେଖିବା ନିଶା ପାଲଟିଥାଏ। ଏଭଳି ଜଣେ ଲୋକ ଇଂଲଣ୍ଡର ଲଣ୍ଡନରେ ରହିଛନ୍ତି। ୭୦ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣକ ଗତ ୪୨ ବର୍ଷ ଧରି ଖବର କାଗଜ ସମ୍ପାଦକଙ୍କ ପାଖକୁ ଅଭିଯୋଗ ପତ୍ର...
ଶିବଲିଙ୍ଗଙ୍କୁ ପୂଜା କରୁଛନ୍ତି ମୁସଲମାନ୍ ପରିବାର
ଗୁଆହାଟୀ,୩।୩ : ଦେଶରେ ଧର୍ମ, ଜାତି, ସମ୍ପ୍ରଦାୟ ମଧ୍ୟରେ ବାବବିବାଦ ଜାରି ରହିଥିବା ବେଳେ ଆସାମର ଏକ ମୁସଲମାନ୍ ପରିବାର ସାମ୍ପ୍ରଦାୟିକ ସଦ୍ଭାବର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଏହି ପରିବାର ଦୀର୍ଘ ୫୦୦ ବର୍ଷ ଧରି ଶିବଲିଙ୍ଗଙ୍କୁ ପୂଜା...
ସ୍ତ୍ରୀଙ୍କୁ ପିଠିରେ ବୋହି ଦୌଡ଼ନ୍ତି ସ୍ବାମୀ
ଡ୍ରୋର୍କିଙ୍ଗ୍,୩।୩: ପୃଥିବୀର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ପରମ୍ପରା ରହିଛି। ବ୍ରିଟେନ୍ରେ ଏକ ପରମ୍ପରା ଅନୁସାରେ ସ୍ବାମୀମାନେ ସ୍ତ୍ରୀଙ୍କୁ ପିଠିରେ ବୋହି ଏକ ଉତ୍ସବରେ ଦୌଡ଼ିଥାନ୍ତି। ପ୍ରତିବର୍ଷ ଏହି ଉତ୍ସବ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥାଏ। ଗତ ୩୦୦ ବର୍ଷ...
ପ୍ରଧାନ ଶିକ୍ଷକଙ୍କ ବିଦାୟ ସମୟରେ କାନ୍ଦିଲେ ଛାତ୍ରୀଛାତ୍ର
ନଓ୍ବାଡା,୨।୩: ସାଧାରଣତଃ ଅତି ନିଜ ବ୍ୟକ୍ତିଙ୍କ ବିଦାୟୀ ସମୟରେ ଆଖିରେ ଲୁହ ଆସିଯାଇଥାଏ। କିନ୍ତୁ କେବେ ଶୁଣିଛନ୍ତି ବା ଦେଖିଛନ୍ତି କି ଜଣେ ଶିକ୍ଷକଙ୍କ ବିଦାୟି ସମୟରେ ସାରା ସ୍କୁଲ କାନ୍ଦୁଥିବାର। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିହାର...
ପାକିସ୍ତାନରେ ଅଧିକରୁ ଅଧିକ ପିଲା ମେଦବହୁଳତାର ଶିକାର: ରିପୋର୍ଟ
ଇସ୍ଲାମାବାଦ,୨।୩: ପାକିସ୍ତାନରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜନସଂଖ୍ୟା ମେଦବହୁଳତାର ଶିକାର ହେଉଥିବା ବେଳେ ଏଥିଯୋଗୁ ଲୋକଙ୍କୁ ମାରାତ୍ମକ ରୋଗ ହେବାର ଭୟ ମଧ୍ୟ ରହିଛି। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ପାକିସ୍ତାନ ହେଲଥ୍ ରିସର୍ଚ୍ଚ କାଉନସିଲ ଅଧ୍ୟୟନରୁ...
ମୃତ୍ୟୁର ୫ଶହ ବର୍ଷ ପରେ ବି ଅକ୍ଷତ ଅଛି ଯୁବତୀଙ୍କ ଶରୀର!
ସମସ୍ତଙ୍କୁ ଉଣା ଅଧିକେ ଜଣା ଯେ ମଣିଷର ମୃତ୍ୟୁ ପରେ ତା’ର ଶରୀର ପଚିବାକୁ ବା ନଷ୍ଟ ହେବାକୁ ଆରମ୍ଭ କରିଥାଏ। ସେଥିପାଇଁ ମୃତଦେହ ବ୍ୟବଚ୍ଛେଦ ପାଇଁ ରଖାଯିବା ସମୟରେ ତାକୁ ସଂରକ୍ଷିତ କରି ରଖାଯାଇଥାଏ। ହେଲେ ୧୯୯୯ ମସିହାରେ...
ମଧ୍ୟପ୍ରଦେଶ ଦ୍ୱାଦଶ ବୋର୍ଡ: ବାପା-ଝିଅ ପରୀକ୍ଷା ଦେବାକୁ ଗୋଟିଏ କେନ୍ଦ୍ରରେ ପହଞ୍ଚିଲେ
ଭୋପାଳ,୨।୩: ମଧ୍ୟପ୍ରଦେଶ ମାଧ୍ୟମିକ ଶିକ୍ଷା ମଣ୍ଡଳ(ଏମ୍ଏସ୍ଏମ୍) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି। ଏହା ପ୍ରଥମ ପରୀକ୍ଷା ମାତୃଭାଷା ହିନ୍ଦୀ ବିଷୟରେ ପରୀକ୍ଷା ଦେବାକୁ ବାପା-ଝିଅ ଏକା ସାଙ୍ଗରେ ଗୋଟିଏ କେନ୍ଦ୍ରରେ ପହଞ୍ଚିଛନ୍ତି। ବାପା...
Archives


