ସପ୍ତାହେ ପାଇଁ ସ୍କୁଲ ଛାତ୍ରୀଙ୍କୁ ଜିଲାପାଳ ଦାୟିତ୍ୱ
ବୁଲ୍ଢ଼ାଣା(ମହାରାଷ୍ଟ୍ର): ଆଉ ଦୁଇ ଦିନ ପରେ ଅନ୍ତର୍ଜାତୀୟ ମହିଳା ଦିବସ। ଏଥିପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହି ଦିନକୁ ପାଳିବା ପାଇଁ ମହିଳାମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିଥିବେ। ହେଲେ ମହାରାଷ୍ଟ୍ର ରାଜ୍ୟ ବୁଲ୍ଢ଼ାଣା ଜିଲାରେ...
କରୋନା ପରବର୍ତ୍ତୀ ପୃଥିବୀ: ମଜାଳିଆ ଉତ୍ତର ଦେଲେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ,୫।୩: କରୋନା ପରବର୍ତ୍ତୀ ପୃଥିବୀର ଅବସ୍ଥା କିପରି ହେବ ସେ ନେଇ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏକ ମଜାଳିଆ ଉତ୍ତର ଦେଇଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ଆନନ୍ଦ ଏକ ଟିକ୍ଟକ୍ ଭିଡ଼ିଓ ଟୁଇଟରରେ ଶେୟାର କରିଛନ୍ତି। ୧ ମିନିଟ୍ ୨...
ୟୁନିସେଫ୍ ହ୍ୟାଣ୍ଡ୍ ଓ୍ବାଶିଂ ଡ୍ୟାନ୍ସ୍ ସୋସିଆଲ ମିଡ଼ିଆରେ ଭାଇରାଲ
ଜେନେଭା,୫।୩: କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ୟୁନିସେଫ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ହ୍ୟାଣ୍ଡ୍ ଓ୍ବାଶିଂ ଡ୍ୟାନ୍ସ୍ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଭିଏତ୍ନାମ୍ ଡ୍ୟାନ୍ସର କ୍ୱାଙ୍ଗ୍ ଏବଂ ଆଫଙ୍ଗ୍ ଲୋକଙ୍କୁ ହାତ ଧୋଇବା ଲାଗି...
ପ୍ରତି ମହିଳା ୬ ସନ୍ତାନ ପ୍ରସବ କରିବାକୁ କହିଲେ ରାଷ୍ଟ୍ରପତି
କାରାକସ,୫।୩: ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଏକ ସମସ୍ୟା ହୋଇ ଦେଖାଦେଇଥିବା ବେଳେ ଏବେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମଦୁରୋ ଏମିତି ଏକ ବୟାନ ଦେଇଛନ୍ତି ଯାହା ଚର୍ଚ୍ଚାକୁ ଆସିଛି। ସେ ତାଙ୍କ ଦେଶର ପ୍ରତି ମହିଳାଙ୍କୁ ଅତି କମ୍ରେ ୬...
ଦିବ୍ୟାଙ୍ଗ ଛାତ୍ରଙ୍କ ପାଇଁ ଦିନସାରା ହ୍ବିଲ୍ ଚେୟାରରେ ବସି ରହିଲେ ୧୦ ବିଧାୟକ
ଓ୍ବାଶିଂଟନ,୫।୩: ହ୍ବିଲ୍ ଚେୟାରରେ ବସି ରହି ଦିବ୍ୟାଙ୍ଗଙ୍କ କିଭଳି ଅନୁଭୁତି ହୋଇଥାଏ ତାହା ଜଣାଇବା ପାଇଁ ଆମେରିକାର ଜଣେ ଛାତ୍ର ଏକ ନିଆରା ପଦକ୍ଷେପ ନେଇଛନ୍ତି। ସ୍ଥାନୀୟ ଟେନେସି ରାଜ୍ୟର ଲେବନାନ ସହରରେ ବାସ କରୁଥିବା ଅଷ୍ଟମଶ୍ରେଣୀ ଛାତ୍ର ଏଲେକ୍ସ୍...
କରୋନା ପାଇଁ ଡିଜାଇନିଂ ହେଲା ସୁରକ୍ଷା କବଚ
ବେଜିଂ,୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ଏକ ସୁରକ୍ଷା କବଚ ଡିଜାଇନିଂ କରାଯାଇଛି। ଏହାକୁ ଆର୍କିଟେକଚର ଡାୟୋଙ୍ଗ୍ ସନ୍ ପ୍ରସ୍ତୁତ କରିଛନ୍ତି। ଏଥିରେ ୟୁଭି ଲାଇଟ୍ ରହିଛି। ଯାହାକି କବଚର ଆଭ୍ୟନ୍ତରୀଣ ତାପମାତ୍ରାକୁ ୪୦ ଡିଗ୍ରୀ ସେଲସିୟସ୍...
ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ କାର୍ତ୍ତିୟାନି ଓ ଭାଗିରଥି ଆମ୍ମାଙ୍କୁ ମିଳିବ ‘ନାରୀ ଶକ୍ତି ପୁରସ୍କାର’
କୋଲ୍ଲମ,୫।୩: କେରଳର ୧୦୫ ବର୍ଷିୟା ଭାଗିରଥି ଆମ୍ମା ନିଜ ଜୀବନରେ ବହୁ ଉତ୍ଥାନ ପତନକୁ ସାମ୍ନା କରିଛନ୍ତି। ହେଲେ ପରିଣତ ବୟସରେ ସେ ଏମିତି କାମ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ୨୦୧୮ରେ ଭାଗିରଥି ଆମ୍ମା କେରଳ...
ପ୍ରତିଯୋଗିତାରେ ପ୍ରସ୍ତୁତ ହେଲା ୩୧୭୫ କିଲୋଗ୍ରାମ୍ ଦୁଗ୍ଧଜାତ ଖାଦ୍ୟ
ଓ୍ବାଶିଂଟନ,୫।୩ : ଆମେରିକାରେ ଏକ ନିଆରା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ୨୬ଟି ଦେଶର ପ୍ରତିଯୋଗୀ ବିଭିନ୍ନ ଦୁଗ୍ଧଜାତ ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ସେଥିମଧ୍ୟରେ ଛେନା, ଦହି, ଲହୁଣୀ ସହିତ ଅନ୍ୟ ଖାଦ୍ୟ ମଧ୍ୟ ରହିଛି। ସ୍ଥାନୀୟ...
ଭୋଟର ପରିଚୟ ପତ୍ରରେ କୁକୁର ଫଟୋ
କୋଲକାତା,୫।୩ : ଭୋଟର ପରିଚୟ ପତ୍ରରେ ସମ୍ପୃକ୍ତ ଭୋଟରଙ୍କ ଫଟୋ ରହିଥାଏ। ତେବେ ପଶ୍ଚିମବଙ୍ଗରେ ଜଣେ ଲୋକଙ୍କ ଭୋଟର ପରିଚୟ ପତ୍ରରେ ତାଙ୍କ ନିଜ ଫଟୋ ସ୍ଥାନରେ କୁକୁର ଫଟୋ ରହିଛି। ଏନେଇ ସେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ...
ହିନ୍ଦୁ-ମୁସଲମାନ୍ କଲେ କିଡ୍ନୀ ଅଦଳବଦଳ
ନୂଆଦିଲ୍ଲୀ,୫।୩: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବାଦବିବାଦ ଜାରି ରହିଥିବା ବେଳେ କଶ୍ମୀରର ଜଣେ ମୁସଲମାନ୍ ଝିଅ ଏବଂ ହରିୟାଣାର ଜଣେ ହିନ୍ଦୁ ଝିଅ ପରସ୍ପର ପରିବାର ସଦସ୍ୟଙ୍କୁ କିଡ୍ନୀ ଅଦଳବଦଳ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।...
ଆଖିରେ ଟାଟୁ କରି ଦୃଷ୍ଟିଶକ୍ତି ହରାଇଲେ ମଡେଲ
ଓ୍ବାର୍ସା,୪।୩: ଶରୀରରେ ଟାଟୁ କରିବା ବର୍ତ୍ତମାନ ଟ୍ରେଣ୍ଡ ପାଲଟିଥିବା ବେଳେ ଏବେ ଏହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍ କାହିଁରେ କେତେ। ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ କରାଯାଉଥିବା ଟାଟୁ ବେଳେବେଳେ କ୍ଷତିକାରକ ମଧ୍ୟ ସାବ୍ୟସ୍ତ ହୋଇଥାଏ। କିଏ ହାତରେ ଟାଟୁ...
ଅନର୍ଗଳ ଇଂଲିଶ କହି ଚର୍ଚ୍ଚାରେ ହରିୟାଣାର ବୃଦ୍ଧା
ଆଜିକାଲିର ସମୟରେ ଯେତେ ଭାଷାଜ୍ଞାନ ଥାଉନା କାହିଁକି ଯଦି ଇଂଲିଶରେ ଦୁଇଧାଡ଼ି ନ ଜାଣିଛ ତେବେ ଜ୍ଞାନୀରେ ଗଣା ନୁହେଁ ବୋଲି କୁହାଯାଏ। ଗାଁ ଗହଳିରେ ଏସବୁ ସ୍ବପ୍ନ ପ୍ରାୟ। କଦବା କ୍ୱଚିତ୍ କେତେଜଣ ଭଲ ଇଂଲିଶ କହିପାରନ୍ତି। ଏ...
Archives


