୨ ବର୍ଷ ଧରି ପ୍ଲାଷ୍ଟିକ୍ ଗଛରେ ଦେଉଥିଲେ ପାଣି
କେତେକ ବ୍ୟକ୍ତି ଅଛନ୍ତି ସେମାନଙ୍କୁ ଗୋର୍ଡେନିଂ କରିବାକୁ ବହୁତ ଭଲ ଲାଗେ। ବିଭିନ୍ନ ପ୍ରକାରର ଗଛ ଲଗାଇବା ସହ ସେମାନଙ୍କର ଉଚିତ ଧ୍ୟାନ ନେବା ଯେପରି ତାଙ୍କର ପ୍ରଥମ କର୍ତ୍ତବ୍ୟ। ଜଳବାୟୁ ପରିବର୍ତ୍ତନ ଯୋଗୁ ବଢ଼ୁଥିବା ପ୍ରଦ୍ୟୁଷଣ ପାଇଁ ବର୍ତ୍ତମାନ...
ଆଇସ୍କ୍ରିମ୍ ଚାଟି ଖାଇ ଫ୍ରିଜ୍ରେ ରଖିବା ଯୁବକଙ୍କ ପାଇଁ ପଡ଼ିଲା ମହଙ୍ଗା, ମାସେ ଜେଲ୍ ସହ ୧ ଲକ୍ଷ ଟଙ୍କା ଜରିମାନା
ଓ୍ବାଶିଂଟନ୍: ଆମେରିକାର ଆଣ୍ଡର୍ସନ ନାମକ ଜଣେ ୨୪ ବର୍ଷୀୟ ଯୁବକ ଆଇସ୍କ୍ରିମ ଚାଟି ଖାଇ ଫ୍ରିଜ୍ରେ ରଖିଦେବାରୁ ଏହା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଏନେଇ ତାଙ୍କୁ ୩୦ ଦିନ ଜେଲ୍ ଏବଂ ୧ ଲକ୍ଷ ୧୫ ହଜାର ଟଙ୍କା...
ଅନ୍ଲାଇନ୍ ଖେଳାଳିଙ୍କ ପାଇଁ ଗେମିଂ ବେଡ୍, ଦାମ୍ ରହିଛି ୮୧ ହଜାର
ଟୋକିଓ: ଅନ୍ଲାଇନ୍ ଗେମ୍ରେ ଯେଉଁମାନଙ୍କର ଉତ୍ସାହ ରହିଛି ସେମାନଙ୍କ ପାଇଁ ଏକ କମ୍ପାନୀ ଗେମିଂ ବେଡ୍ ତିଆରି କରିଛି। ଏହା ଉପରେ ଶୋଇ ଖେଳିପାରିବେ। ଏହା ଖେଳାଳିଙ୍କୁ କୌଣସି ଅସୁବିଧାରେ ପକାଇବ ନାହିଁ। ଏହି ବେଡ୍ରେ ଏକ ମ୍ୟାଟ୍ରେସ୍ ସହିତ...
ଶୋଇପଡ଼ିଲେ ଡ୍ରାଇଭର, ୧୫୦କିଲୋମିଟର ଗାଡ଼ି ଚଳାଇ ଘରେ ପହଞ୍ଚିଲେ ମହିଳା
ପୁଣେ: ମହାରାଷ୍ଟ୍ରର ଜଣେ ମହିଳା ପୁଣେରୁ ପ୍ରାୟ ୧୫୦ କିମି ଦୂର ମୁମ୍ବାଇ ଯିବା ପାଇଁ ଉବର ବୁକ୍ କରିଥିଲେ। କିନ୍ତୁ ରାସ୍ତାରେ ଡ୍ରାଇଭରଙ୍କୁ ନିଦ ଆସିଯିବାରୁ ବାଧ୍ୟ ହୋଇ ସେ ଷ୍ଟିୟରିଂ ସମ୍ଭାଳି ମୁମ୍ବାଇରେ ପହଞ୍ଚିଥିଲେ। ଏହି ଘଟଣା...
ଏଠାଲେ ଲାଲ ରଙ୍ଗର ଲିପଷ୍ଟିକ ଲଗାଇବା ଅପରାଧ!
ଉତ୍ତର କୋରିଆର ଶାସକ କିମ-ଜଙ୍ଗ-ଉନଙ୍କ କ୍ରୁର ଶାସନରେ ଅତିଷ୍ଠ ହୋଇ ଅନେକ ଲୋକ ଶରଣ ନେବାକୁ ଦକ୍ଷିଣ କୋରିଆ ଚାଲି ଆସୁଛନ୍ତି। ଏମିତିକି ସେଠାକାର ଯୁବବର୍ଗ ମଧ୍ୟ କିମଙ୍କ ଶାସନରେ ଏବେ ଅତିଷ୍ଠ ହୋଇ ପଡିଥିବା ଜଣାପଡିଛି। ନିକଟରେ ନାରା...
କରୋନା ଭୟ: ୪ ଫୁଟ ଦୂରରୁ ସେଲୁନ୍ରେ କଟାଯାଉଛି କେଶ
ବେଜିଂ,୫।୩: ଚାଇନାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେଣୁ ସୁରକ୍ଷା ଦୃଷ୍ଟିରେ ଏଠାରେ ଥିବା ସେଲୁନ୍ରେ ୪ ଫୁଟ ଦୂରରୁ କେଶ କଟାଯାଉଛି। ଗ୍ରାହକମାନଙ୍କଠାରୁ ସୁରକ୍ଷିତ ଦୂରତାରେ ରହି ସେଲୁନ କର୍ମଚାରୀ କେଶ...
ଏସ୍ୟୁଭି କାର୍ ଦେବ କରୋନା ସଂକ୍ରମଣରୁ ସୁରକ୍ଷା !
ଓ୍ବାଶିଂଟନ,୫।୩: କାର୍ କରୋନା ସଂକ୍ରମଣରୁ ସୁରକ୍ଷା ଦେବ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଭଲ୍ଭୋ ଏବଂ ଲୋଟସ୍ ବ୍ରାଣ୍ଡ୍ର କାର୍ ତିଆରି କରୁଥିବା ଗିଲେ କମ୍ପାନୀ ପକ୍ଷରୁ ଏହାର ନୂଆ ଏସ୍ୟୁଭି କାର ଏଭଳି ସୁରକ୍ଷା ଦେବାକୁ...
ମୋବାଇଲ୍ ଆପ୍ କରୋନା ସମ୍ପର୍କରେ ୧୦୦ମିଟର ଦୂରରୁ କରୁଛି ସଚେତନ: ପ୍ରତି ଘଣ୍ଟାରେ ୨୦ ହଜାର ଡାଉନଲୋଡ୍
ସିଓଲ୍,୫।୩: କରୋନା ସଂକ୍ରମଣ ପୃଥିବୀରେ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ସମ୍ପର୍କରେ ସତର୍କ ସୂଚନା ଦେବା ପାଇଁ ଦକ୍ଷିଣ କୋରିଆ ଏକ ମୋବାଇଲ୍ ଆପ୍ ତିଆରି କରିଛି। କରୋନା ୧୦୦ଏମ୍ ନାମକ ଏହି ଆପ୍କୁ ପ୍ଲେ ଷ୍ଟୋରରୁ ସହଜରେ ଡାଉନଲୋଡ୍...
ଏଆଇ ଧରିବ କରୋନା
ବେଜିଂ: କରୋନା ଆତଙ୍କରେ ଥରହର ହେଉଛି ସାରା ବିଶ୍ୱ। ଦିନକୁ ଦିନ ଏହି ଭୂତାଣୁ ଗୋଟିଏ ପରେ ଗୋଟିଏ ଦେଶରେ କାୟା ମେଲାଇ ଚାଲିଛି। ଏହି ଜଟିଳ ରୋଗର ଶତ ପ୍ରତିଶତ ନିରାକରଣ ଲାଗି ଅଦ୍ୟାବଧି ପ୍ରତିଷେଧକ ବାହାରିନାହିଁ, ଯାହା...
ସପ୍ତାହେ ପାଇଁ ସ୍କୁଲ ଛାତ୍ରୀଙ୍କୁ ଜିଲାପାଳ ଦାୟିତ୍ୱ
ବୁଲ୍ଢ଼ାଣା(ମହାରାଷ୍ଟ୍ର): ଆଉ ଦୁଇ ଦିନ ପରେ ଅନ୍ତର୍ଜାତୀୟ ମହିଳା ଦିବସ। ଏଥିପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହି ଦିନକୁ ପାଳିବା ପାଇଁ ମହିଳାମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିଥିବେ। ହେଲେ ମହାରାଷ୍ଟ୍ର ରାଜ୍ୟ ବୁଲ୍ଢ଼ାଣା ଜିଲାରେ...
କରୋନା ପରବର୍ତ୍ତୀ ପୃଥିବୀ: ମଜାଳିଆ ଉତ୍ତର ଦେଲେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ,୫।୩: କରୋନା ପରବର୍ତ୍ତୀ ପୃଥିବୀର ଅବସ୍ଥା କିପରି ହେବ ସେ ନେଇ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏକ ମଜାଳିଆ ଉତ୍ତର ଦେଇଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ଆନନ୍ଦ ଏକ ଟିକ୍ଟକ୍ ଭିଡ଼ିଓ ଟୁଇଟରରେ ଶେୟାର କରିଛନ୍ତି। ୧ ମିନିଟ୍ ୨...
ୟୁନିସେଫ୍ ହ୍ୟାଣ୍ଡ୍ ଓ୍ବାଶିଂ ଡ୍ୟାନ୍ସ୍ ସୋସିଆଲ ମିଡ଼ିଆରେ ଭାଇରାଲ
ଜେନେଭା,୫।୩: କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ୟୁନିସେଫ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ହ୍ୟାଣ୍ଡ୍ ଓ୍ବାଶିଂ ଡ୍ୟାନ୍ସ୍ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଭିଏତ୍ନାମ୍ ଡ୍ୟାନ୍ସର କ୍ୱାଙ୍ଗ୍ ଏବଂ ଆଫଙ୍ଗ୍ ଲୋକଙ୍କୁ ହାତ ଧୋଇବା ଲାଗି...
Archives


