ସ୍ମାର୍ଟ ଟଏଲେଟ୍
ଆପଣ ଟଏଲେଟ୍ ଯାଇଥିବେ ଆଉ ଟଏଲେଟ୍ ସରିବା ପରେ ହିଁ ନିଜ ସ୍ବାସ୍ଥ୍ୟ ସୂଚନା ଜାଣିପାରିବେ। ଏଭଳି ଏକକଥା ଶୁଣିବା ପାଇଁ ଅବଶ୍ୟ ଅଡୁଆ ଲାଗିପାରେ। କିନ୍ତୁ ଏଭଳି ସୂଚନା ଦେବାପାଇଁ ବୈଜ୍ଞାନିକମାନେ ତିଆରି କରିଛନ୍ତି ଏକ ସ୍ମାର୍ଟ ଟଏଲେଟ୍।...
ବକେଟ୍ ଟ୍ରକ୍ରେ ଗଲେ ମା’ ପାଖକୁ
ଓହିଓ: ମା’ର ମମତାରେ ଏତେ ଆକର୍ଷଣ ଅଛି ଯେ, ବେଳେବେଳେ ଅସମ୍ଭବ ମନେ ହେଉଥିବା କାମ ବି ସହଜରେ ହୋଇଯାଏ। ଏହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଆମେରିକାର ଓହିଓଠାରେ। ଏଠାରେ ୟଙ୍ଗ୍ସଟାଉନରେ ଥିବା ଚାର୍ଲି ଆଡାମ୍ସ ତାଙ୍କ...
କାର୍ରେ ଜୀବନ ବିତାଉଛନ୍ତି ଏହି ଡାକ୍ତର
ଭୋପାଳ,୮।୪: ସାରା ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀ ଓ ସଫେଇ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଏମାନଙ୍କୁ ବଡ଼ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି।...
ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ: ଲକ୍ଡାଉନ୍ ଯୋଗୁ ପହଞ୍ଚି ପାରିଲେନି ପୁଅ !
ଚନ୍ଦୌଲି,୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ଚନ୍ଦୌଲିର ବବୁରୀ ଅଞ୍ଚଳରେ ବାସ କରୁଥିବା ସନ୍ତୋଷ ଜୟସ୍ବାଲ୍ଙ୍କର ଜିଲା ହସ୍ପିଟାଲରେ ହୃଦ୍ଘାତରେ ମୃତ୍ୟୁ ଘଟିଥିଲା। ଲକ୍ ଡାଉନ୍...
ଲକ୍ଡାଉନ୍ରେ ମିଳିଲାନି ସିଗାରେଟ୍: ସ୍ପେନ୍ରୁ ଇଟାଲୀ ଚାଲି ପଳେଇଲେ ଯୁବକ, ଗଣିଲେ ଜରିମାନା
ପ୍ୟାରିସ୍,୮ା୪: ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଛି। ଏଥିପାଇଁ ଅଧିକାଂଶ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଲୋକେ ଘରୁ ନ ବାହାରିବା ପାଇଁ କଟକଣା ଲାଗୁ କରାଯାଇଛି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା...
ସାନିଟାଇଜର୍ ସ୍ପ୍ରେ ଯୋଗୁ ପରିବେଶ ସନ୍ତୁଳନ ବିଗିଡ଼ିଯିବାର ଆଶଙ୍କା !
ନୈନିତାଲ,୮।୪: କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ସଚେତନତା ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ଭୂତାଣୁକୁ ନଷ୍ଟ କରିବା ଲାଗି ରାସ୍ତାଘାଟରେ ସାନିଟାଇଜର୍ ସ୍ପ୍ରେ କରାଯାଉଛି। ତେବେ ଏହାଦ୍ୱାରା ଆଗାମୀ ଦିନରେ ପରିବେଶ ସନ୍ତୁଳନ ବିଗିଡ଼ିଯିବାର ଆଶଙ୍କା ଦେଖାଦେଇଥିବା ଏକ...
କରୋନା ଭୂତାଣୁ ଡିପ୍ ଫ୍ରିଜରରେ ବି ବଞ୍ଚିରୁହେ ୨୮ ଦିନ !
ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଖାଦ୍ୟ ସାମଗ୍ରୀ, ପନିପରିବା ଆଦିକୁ ସତେଜ ରଖିବା ପାଇଁ ଘରେ ସଭିଏଁ ଫ୍ରିଜର ବ୍ୟବହାର କରିଥାନ୍ତି। ସେହିପରି ବିଭିନ୍ନ ମଲ୍ ଏବଂ ଖାଦ୍ୟ ସାମଗ୍ରୀ ଷ୍ଟୋରରେ ମଧ୍ୟ ଫିଜରର...
ଇନ୍ଦୋରରେ ଭାଇଚାରାର ବାର୍ତ୍ତା: ହିନ୍ଦୁ ମହିଳାଙ୍କୁ ସଂସ୍କାର କଲେ ମୁସ୍ଲମାନ
ଇନ୍ଦୋର,୭।୪: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଥିବାରୁ ଏହାର ମୁକାବିଲା ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲକ୍ଡାଉନ୍ ସମୟରେ ଯେଉଁଠାରେ ଲୋକମାନେ ବାହାରକୁ ବାହାରି ପାରୁ ନାହାନ୍ତି ସେଠାରେ ସାହାଯ୍ୟ ତ ଦୂରର କଥା। କିନ୍ତୁ ଏଭଳି ସ୍ଥିତିରେ...
କରୋନା ଯୋଗୁ ୭ ବର୍ଷ ତଳେ ହଜିଥିବା ପୁଅକୁ ଫେରିପାଇଲେ ପରିବାର ଲୋକେ
ଛପରା,୭।୪: କରୋନା ଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ବିହାରର ଛପରା ଜିଲାରେ ଥିବା ଏକ ପରିବାର ପାଇଁ କିନ୍ତୁ ଖୁସିର ଖବର ନେଇ ଆସିଛି। ଛପରା ଭିଲେ ଥାନା ଅନ୍ତର୍ଗତ ପୈଗା ମିତ୍ରସେନ ଗାଁର...
କାଗଜ ଟଙ୍କାରେ ୪ ଦିନ, ସର୍ଜିକାଲ ମାସ୍କ୍ରେ ୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ: ଶପିଂ ବ୍ୟାଗ୍କୁ ଗୋଟେ ଦିନ ରଖନ୍ତୁ ଅଲଗା !
ବେଜିଂ,୭।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁର ସର୍ଜିକାଲ ମାସ୍କ୍ରେ ୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ତେଣୁ ଏହାକୁ ନ ଛୁଇଁବା ପାଇଁ ହଂକଂର ବିଶେଷଜ୍ଞମାନେ କହିଛନ୍ତି। ଏନେଇ ଏକ ରିପୋର୍ଟ...
ସ୍ମେଲ୍ ଟେଷ୍ଟ୍ରୁ ଜଣାପଡୁଛି କରୋନା ସଂକ୍ରମଣ ସୂଚନା
ସିଓଲ,୭।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ସଂକ୍ରମିତଙ୍କ ଚିହ୍ନଟ କରିବା ଲାଗି ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଉଥିବାବେଳେ ଦକ୍ଷିଣ କୋରିଆରେ ସ୍ମେଲ୍ ଟେଷ୍ଟ୍ ଦ୍ୱାରା କରୋନା ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କରେ ଜାଣି ହେଉଛି। ଦକ୍ଷିଣ...
କରୋନାରୁ ବର୍ତ୍ତିବା ପାଇଁ ବ୍ୟାଙ୍କ କର୍ମଚାରୀ ନେଲେ ଏହି ପଦକ୍ଷେପ, ଭିଡିଓ ଭାଇରାଲ
ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭାରଇସ୍କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତିଦିନ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକ କାରୋନା ଭାଇରସ୍ରେ ଆକ୍ରାନ୍ତ ହୋଇସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି...
Archives


