ପାଣି ପିଇବାକୁ ଯାଇଥିଲେ ଜଙ୍ଗଲ ରାଜା, ସାମାନ୍ୟ କଇଁଛକୁ ଦେଖି…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...
ଲହଡ଼ି ମାରୁଛି ବନ୍ୟାପାଣି, ରେଷ୍ଟୁରାଣ୍ଟରେ ଖାଦ୍ୟର ମଜା ନେଉଛନ୍ତି ଗ୍ରାହକ
କରୋନା ମହାମାରୀ ଯୋଗୁ ଥାଇଲାଣ୍ଡର ଲୋକେ ବହୁ ସମସ୍ୟାରେ ପଡ଼ିଥିଲେ। ଏବେ ପୁଣି ବନ୍ୟା। ଫଳରେ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇପଡ଼ିଛି। ଏହି ସମୟରେ ଜଣେ ରେଷ୍ଟୁରାଣ୍ଟ ମାଲିକ ଯେଉଁ ନିଷ୍ପତ୍ତି ନେଇଛନ୍ତି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ରିଭରସାଇଡ୍...
ରେଷ୍ଟୁରାଣ୍ଟରେ କଫି ମାଗିଲେ ମହିଳା, ୫ ମିନିଟ୍ ବିଳମ୍ବ ହେବାରୁ ରାଗରେ କଲେ ଏମିତି
ଓ୍ବାଶିଂଟନ,୯ା୧୦: ଆମେରିକାର ଏକ ରେଷ୍ଟୁରାଣ୍ଟକୁ ଜଣେ ମହିଳା କଫି ପିଇବାକୁ ଯାଇଥିଲେ। କଫି ତିଆରିରେ ବିଳମ୍ବ ହେବାରୁ ମହିଳା ଜଣଙ୍କ ରାଗି କି ରେଷ୍ଟୁରାଣ୍ଟ ଭିତରେ ଅଜବ କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ଯାହା ଦେଖି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ...
ବିବାହ ମଣ୍ଡପକୁ ରିକ୍ସାରେ ଆସିଲେ ବରକନ୍ୟା, ଭାଇରାଲ ହେଉଛି ଭିଡିଓ
ସମସ୍ତେ ନିଜ ନିଜ ବିବାହ ଦିନଟିକୁ ସ୍ବତନ୍ତ୍ର କରିବାକୁ ଚାହିଁଥାନ୍ତି। ଏଥିପାଇଁ କିଏ କେତେ କ’ଣ ବ୍ୟବସ୍ଥା କରିଥାନ୍ତି। କିଏ ଘୋଡ଼ା ଗାଡ଼ି ଚଢ଼ି ଆସନ୍ତି ତ ଆଉ କିଏ କାର୍ରେ ଆସିଥାନ୍ତି। ଆଉ କେହି ବିମାନରେ ଆସିଥିବା ମଧ୍ୟ...
ଭାରତର ରହସ୍ୟମୟ ଷ୍ଟେଶନ: ସନ୍ଧ୍ୟା ପରେ ମାଛି ବି ଉଡନ୍ତି ନାହିଁ, ଶୂନ୍ଶାନ୍ ହୋଇଯାଏ…
ଦୁନିଆ ରହସ୍ୟମୟ ଜିନିଷରେ ପରିପୂର୍ଣ୍ଣ। ସେଥିରୁ କିଛି ଚମକାଇବା ଭଳି ଥାଏ। ଯେମିତିକି କୋଲକାତାରେ ଥିବା ବେଗନ କୋଡାର ଷ୍ଟେଶନ। ସାଧାରଣତଃ ଷ୍ଟେଶନରେ ସବୁ ସମୟରେ ଭିଡ ପରିଲକ୍ଷିତ ହୋଇଥାଏ। ହେଲେ ସନ୍ଧ୍ୟା ପରେ ଉକ୍ତ ଷ୍ଟେଶନକୁ ଯିବାକୁ ଲୋକେ...
ଡେଟିଂ ଆପ୍ରେ ପ୍ରେମ କରି ବିବାହ କଲେ ୭୯ ବର୍ଷୀୟ ବୃଦ୍ଧା
ପ୍ରେମ କେତେ ବେଳେ କାହ ସହ ହୋଇଯାଏ ଜାଣି ହୁଏନା। ଏହା ନା ବୟସ, ନା ଧନ କିଛି ଦେଖେ ନାହିଁ। ପ୍ରେମ ବୟସ ମାନେ ନାହିଁ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ୭୮ ବୟସ୍କ ବୃଦ୍ଧ...
ଏହିଠାରେ ନିର୍ମାଣ ହେଉଛି ଦେଶର ସବୁଠୁ ସୁନ୍ଦର ବ୍ରିଜ୍, ଖର୍ଚ୍ଚ ହେବ ୨୫୦ କୋଟିରୁ ଅଧିକ
ତାମିଲନାଡୁରେ ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ରେଲ୍ଓ୍ବେ ସି’ ବ୍ରିଜ୍ ନିର୍ମାଣ ଚାଲିଛି। ଏହି ବ୍ରିଜ୍ର ନାମ ନ୍ୟୁ ପମ୍ବନ। ଏହି ବ୍ରିଜ୍ ଆସନ୍ତା ମାର୍ଚ୍ଚରେ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ ଯୋଗେ...
ଆଜି ବିଶ୍ୱ ଡାକ ଦିବସ: ଏହିଦିନ ଭାରତରେ ଆରମ୍ଭ ହୋଇଥିଲା ଡାକସେବା
ଆଜି ହେଉଛି ବିଶ୍ୱ ଡାକ ଦିବସ। ଅକ୍ଟୋବର ୯କୁ ସମଗ୍ର ବିଶ୍ୱରେ ଡାକ ଦିବସ ଭାବରେ ପାଳନ କରାଯାଉଛି। ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଡାକ ସେବା ଏବଂ ଡାକ ବିଭାଗ ବିଷୟରେ ଲୋକଙ୍କୁ ଅବଗତ କରାଇବା।...
୯ ମହଲାରୁ ତଳକୁ ଡେଇଁଲେ ଯୁବକ, ତଳେ ଥିଲା ବିଏମ୍ଡବ୍ଲ୍ୟୁ, ଆଉ ତା’ ପରେ…
ଓ୍ବାଶିଂଟନ,୮ା୧୦: ଆମେରିକାର ନ୍ୟୁଜର୍ସିର ଜଣେ ଯୁବକ ୯ ମହଲା ଉପରୁ ତଳକୁ ଡେଇଁଥିଲେ। ତଳେ ଏକ ବିଏମ୍ଡବ୍ଲ୍ୟୁ ଗାଡ଼ି ଥିବାରୁ ସୌଭାଗ୍ୟବଶତଃ ଯୁବକ ଜଣକ ବଞ୍ଚି ଯାଇଛନ୍ତି। କିନ୍ତୁ ଖୁବ୍ ଜୋର୍ରେ ତାଙ୍କୁ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ...
ଜଙ୍ଗଲର ରାଜାକୁ ନାଲି ଆଖି ଦେଖାଇଲା କଇଁଛ; ପାଣି ପିଉଥିବା ବେଳେ ଯାହା ଘଟିଲା ଦେଖିଲେ…
ଜଙ୍ଗଲର ରାଜା ହେଉଛି ସିଂହ। ତା ଆଗରେ ପଡ଼ିଲେ ଅନ୍ୟ ପଶୁ ବଞ୍ଚିବା କଷ୍ଟକର। ସେଥିପାଇଁ ଛୋଟ ପଶୁମାନେ ସିଂହକୁ ଦେଖିବା ମାତ୍ରେ ଦୌଡ଼ି ପଳାଇଥାନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖାଇବୁ ଯେଉଁଥିରେ ଜଙ୍ଗଲର...
ଅଧିକ ଫି’ ଚାର୍ଜ କଲେ ଡାକ୍ତର: ମହିଳା ନିଜେ ଉପାଡ଼ି ପକାଇଲେ ୧୧ ଦାନ୍ତ
ଦାନ୍ତରେ ସମସ୍ୟା ହେବା ପରେ ସାଧାରଣତଃ ଲୋକେ ଡେଣ୍ଟିଷ୍ଟ ବା ଦାନ୍ତ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି। ମାତ୍ର ଜଣେ ୪୨ ବର୍ଷୀୟା ମହିଳାଙ୍କର ଯେତେବେଳେ ଦାନ୍ତ ବିନ୍ଧିଲା ସେ ଜଣେ ବେସରକାରୀ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ସେ ଅଧିକ ଫି’...
ନୂଆ ହାତୀକୁ ଏମିତି ସ୍ବାଗତ ଜଣାଉଛନ୍ତି ହାତୀପଲ, ଭିଡିଓ ଦେଖିଲେ…
ପରସ୍ପର ପ୍ରତି ପ୍ରେମ ଏବଂ ଭାବନାକୁ ପ୍ରକାଶ କରିବାର ଉପାୟ ସମସ୍ତଙ୍କର ଭିନ୍ନଭିନ୍ନ ହୋଇଥାଏ। ଠିକ୍ ହାତୀମାନେ ମଧ୍ୟ ସେମାନଙ୍କ ଦଳରେ ନୂତନ ସଦସ୍ୟଙ୍କୁ ସ୍ବାଗତ କରିବା ପାଇଁ ଏକ ବିଶେଷ ଉପାୟ ଆପଣାଇଥାନ୍ତି। ନିକଟରେ ସେଲ୍ଡ୍ରିକ୍ ଓ୍ବାଇଲ୍ଡ ଲାଇଫ୍...
Archives


