ପ୍ଲାଷ୍ଟିକ କି ମେଟାଲ ନୁହେଁ ଏବେ ଏମିତି ତିଆରି ହେବ ମୋବାଇଲ ଫୋନ, ଆସିବ Transparent Mobile!
ନୂଆଦିଲ୍ଲୀ: କଳ୍ପନା କରନ୍ତୁ ଏକ ମୋବାଇଲ ଫୋନ ଯାହା କାଚ ପରି ସ୍ବଚ୍ଛ। ସ୍କ୍ରିନ କିମ୍ବା ବଡି ଲୁଚି ନାହିଁ, ସବୁକିଛି ସମ୍ପୂର୍ଣ୍ଣ ସ୍ବଚ୍ଛ। ଯଦିଓ ଏହା ଫିଲ୍ମି କାହାଣୀ ଭଳି ଶୁଣିବାକୁ ଲାଗୁଛି, କିନ୍ତୁ ଏହା ଏବେ ପ୍ରଯୁକ୍ତିବିଦ୍ୟା ଜଗତରେ…
ଗଣତନ୍ତ୍ରକୁ ମଜଭୁତ କରିଥାଏ
ସତ୍ୟ ଖବର ପରିବେଷଣର ସ୍ବାଧୀନତା ମିଳୁ ବର୍ତ୍ତମାନ ସମୟରେ ସ୍ବାଧୀନତା ଶବ୍ଦର ପରିଭାଷା ବଦଳି ଯାଇଛି। କିଛି କ୍ଷେତ୍ରରେ ଆମେ ମତାମତକୁ ବଦଳାଇ ପାରିବା, ମାତ୍ର ସତ୍ୟକୁ କେବେବି ବଦଳାଇ ପାରିବା ନାହିଁ। କେତେକ ସମୟରେ ପରିବେଷଣ ହେଉଥିବା ଖବରରେ ସତ୍ୟାସତ୍ୟ…
ଗଣମାଧ୍ୟମ ସ୍ବାଧୀନତା ସଙ୍କୁଚିତ ନ ହେଉ
ସାରା ବିଶ୍ବରେ ପ୍ରତିବର୍ଷ ମେ’ ୩ ତାରିଖରେ ବିଶ୍ୱ ପ୍ରେସ୍ ସ୍ବାଧୀନତା ଦିବସ ପାଳନ ହୋଇଥାଏ। ପ୍ରେସ୍ ସ୍ବାଧୀନତାର ଗୁରୁତ୍ୱ ପ୍ରତି ଜନସଚେତନତା ସୃଷ୍ଟି ତଥା ସାମ୍ବାଦିକମାନଙ୍କୁ ସେମାନଙ୍କ ସାହସିକ ଉଦ୍ୟମ ନିମନ୍ତେ ସମ୍ମାନ ଜଣାଇବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ।…
World Press Freedom Day 2025: କାହିଁକି ପାଳନ କରାଯାଏ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ
ପ୍ରତିବର୍ଷ ମେ ୩ ତାରିଖରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ (World Press Freedom Day 2025)ପାଳନ କରାଯାଏ। ଏହି ଦିବସ ଆମକୁ ମନେ ପକାଇ ଦିଏ ଯେ ସମାଜରେ ସଠିକ ସୂଚନା ପ୍ରଦାନ କରିବା କେତେ ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକ ଏବଂ…
ବବଲ୍ ଘରର ଗାଁ
ଜାପାନ ହେଉଛି ଭୂମିକମ୍ପ ପ୍ରଭାବିତ ଅଞ୍ଚଳ। ଏଠାରେ ଭୂମିକମ୍ପ କେବେ ବି କେତେବେଳେ ବି ଆସିଯାଏ। ଆଉ ଧୂଳିସାତ୍ କରିଦିଏ ସବୁକିଛି। ଆଖିଆଗରେ ଭାଙ୍ଗିଯାଏ ଘର, ଚାଲିଯାଏ ନିଜ ଲୋକଙ୍କ ଜୀବନ। ନିଜକୁ ସମ୍ଭାଳି ଯେବେ ମଣିଷ ଅଣ୍ଟା ସଳଖେ, ଠିକ୍…
କେତେ ଭୟଙ୍କର ପରମାଣୁ ବୋମା (Atomic Bomb), ଯେଉଁଠି ପଡ଼ିବ କେତେ କ୍ଷତି ହେବ? ଜାଣନ୍ତୁ…
ନୂଆଦିଲ୍ଲୀ,୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଭାରତ ଯେକୌଣସି ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ଭାରତର ଆକ୍ସନକୁ ଦେଖି ପାକିସ୍ତାନ ଭିତରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଯେତେବେଳେ ପାକିସ୍ତାନ ସବୁଥର ପରି…
Shortest War In History:ବିଶ୍ୱର ସବୁଠାରୁ ଛୋଟ ଯୁଦ୍ଧ: ଜାଣନ୍ତୁ କେବେ-କାହା ମଧ୍ୟରେ ହୋଇଥିଲା
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧର କଥା ବହୁତ ଦିନ ଧରି ଚାଲିଛି। ପାକିସ୍ତାନୀମାନେ ବାରମ୍ବାର ଧମକ ଦେଉଛନ୍ତି, ସେମାନଙ୍କ ପାଖରେ ପରମାଣୁ ଅସ୍ତ୍ର ଅଛି। ଭାରତ ମଧ୍ୟ ଶତ୍ରୁ ଦେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି।…
ବିଚ୍ ରାସ୍ତାରେ କୁମ୍ଭୀର ସହ ଲଢ଼େଇ, ଭାଇରାଲ ଭିଡିଓ ଦେଖିଲେ ଅଟକି ଯିବ ନିଃଶ୍ୱାସ
କୁମ୍ଭୀର ଏପରି ଏକ ପ୍ରାଣୀ ଯାହାକୁ ଦେଖିବା ମାତ୍ରେ ମଣିଷର ଅବସ୍ଥା ଆହୁରି ଖରାପ ହୋଇଯାଏ। ଏହାର ଆତଙ୍କ ଏତେ ଯେ, ଜଙ୍ଗଲର ରାଜା ସିଂହ ମଧ୍ୟ ଏହାର ଏରିଆରେ ପ୍ରବେଶ କରିବା ପୂର୍ବରୁ ଶହେ ଥର ଚିନ୍ତା କରେ। କାରଣ…
୬ ବର୍ଷ ବୟସରେ ସାରିଛନ୍ତି ହାଇସ୍କୁଲ ପଢ଼ା, ୧୧ ବର୍ଷରେ…
ପୃଥିବୀର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିଭାବେ ଆଲବର୍ଟ ଆଇନ୍ଷ୍ଟାଇନ୍ ଓ ଷ୍ଟିଫେନ୍ ହକିଂଗଙ୍କୁ ଗଣନା କରାଯାଏ। ହେଲେ ଏବେ ଜର୍ମାନୀର ଜଣେ ୧୧ ବର୍ଷୀୟା ଝିଅ ଆଇକ୍ୟୁ କ୍ଷେତ୍ରରେ ଏହି ବଡ଼ ବଡ଼ ଜ୍ଞାନୀଙ୍କୁ ପଛରେ ପକାଇ ଦେଇଛି। ଅଧାରା ପେରେଜ ସାଞ୍ଚେଜ୍…
ଶ୍ରମଜୀବୀଙ୍କ ସଂଘର୍ଷ, କଠିନ ପରିଶ୍ରମକୁ ସ୍ବୀକୃତି ଦେବା ପାଇଁ ଦିନଟିଏ…
ଶ୍ରମିକ ଦିବସ ହେଉଛି ଶ୍ରମଜୀବୀ ଲୋକଙ୍କ ସଂଘର୍ଷ ଏବଂ ଅଧିକାରକୁ ସମ୍ମାନ ଜଣାଇବା ପାଇଁ, ସେମାନଙ୍କ ଅବଦାନ ଏବଂ କଠିନ ପରିଶ୍ରମକୁ ସ୍ବୀକୃତି ଦେବା ପାଇଁ ଏକ ଅତ୍ୟନ୍ତ ସ୍ବତନ୍ତ୍ର ଦିନ। ଏହି ଦିନଟି ସେହି ସମସ୍ତ ଶ୍ରମିକଙ୍କ ପାଇଁ ଉତ୍ସର୍ଗୀକୃତ…
ଏହି ମୁସ୍ଲିମ ଦେଶରେ ଛାଡ଼ପତ୍ର ପରେ ଖୁସି ମନାନ୍ତି ମହିଳା, ରହିଛି ନିଜସ୍ବ ବଜାର
ବିଶ୍ୱରେ ଏପରି ଅନେକ ଦେଶ ଅଛି, ଯେଉଁଠାରେ ଘଟୁଥିବା ଅନନ୍ୟ ଘଟଣା ପାଇଁ ଜଣାଶୁଣା। ଏପରି କିଛି କଥା ଏହି ଦେଶ ବିଷୟରେ ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ଯେପରି କିଛି ସ୍ଥାନରେ ବିଶ୍ୱାସ ଭିନ୍ନ, ସେହିପରି ଅନ୍ୟ ସ୍ଥାନରେ ରୀତି…
ଅଧାରୁ ମାଷ୍ଟର ଡିଗ୍ରୀ ଛାଡ଼ି ଷ୍ଟ୍ରିଟ୍ ଭେଣ୍ଡର: ଦୈନିକ ୮ ହଜାର ରୋଜଗାର
ବେଜିଂ:ଅଧ୍ୟୟନରେ ପାରଙ୍ଗମ ଥିବା ଚାଇନାର ଫେଇ ୟୁ (୨୪)ମାଷ୍ଟର ଡିଗ୍ରୀ ପଢ଼ା ଅଧାରୁ ଛାଡ଼ି ଷ୍ଟ୍ରିଟ୍ ଫୁଡ୍ଷ୍ଟଲ୍ ଖୋଲି ଜୀବିକା ନିର୍ବାହ କରୁଛନ୍ତି। ଗରିବ ପରିବାରରୁ ଆସିଥିବା ଫେଇ ଚାଇନାର ପ୍ରତିଷ୍ଠିତ ସିଚୁଆନ ୟୁନିଭର୍ସିଟିରୁ ପବ୍ଲିକ୍ ହେଲ୍ଥରେ ଗ୍ରାଜୁଏଶନ କରିଥିଲେ। ୨୦୨୨ରେ…
Archives


