ଜାଣନ୍ତୁ କାହିଁକି ସ୍ବତନ୍ତ୍ର ଏହି ମୋଗଲ ଗାର୍ଡେନ
ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରାଯାଇଛି। ତେବେ ଏହି ମୋଗଲ ଗାର୍ଡେନ ଦିଲ୍ଲୀର ରାଷ୍ଟ୍ରପତି ଭବନ ପରିସରରେ ରହିଛି। ଏହି ଉଦ୍ୟାନ ସ୍ବଦେଶୀ ଏବଂ ବିଦେଶୀ ଫୁଲର ଏକ ଅଦ୍ଭୁତ ଉଦ୍ୟାନ। ଟ୍ୟୁଲିପ୍, ଗୋଲାପ ସହିତ ବିଭିନ୍ନ...
କେବଳ ଆମ ଦେଶରେ ନୁହେଁ, ବିଦେଶରେ ମଧ୍ୟ ରହିଛି ଖାଲଖମାରେ ଭର୍ତ୍ତି ରାସ୍ତା
ଆମ ଦେଶ ଭାରତରେ ଅଧିକାଂଶ ରାସ୍ତା ଖାଲଖମାରେ ଭର୍ତ୍ତି। ଯାହାକୁ ନେଇ ଲୋକେ ସୋସିଆଲ ମିଡିଆରେ ଏହି ରାସ୍ତାର ପୋଷ୍ଟ କରି ସରକାରଙ୍କୁ ଅନେକ ସମାଲୋଚନା କରିଥାନ୍ତି। କିନ୍ତୁ ବିଶ୍ୱର ଏକ ବିକାଶଶୀଳ ଦେଶରେ ମଧ୍ୟ ଖରାମ ରାସ୍ତା ଦେଖିବାକୁ...
ଜୀବନ ବଦଳାଇ ଦେଲା କୁକୁର, ପାଲଟିଲେ କୋଟିପତି
ଲୋକମାନେ ବିଭିନ୍ନ ପ୍ରକାରର କାମ କରି ଟଙ୍କା ରୋଜଗାର କରନ୍ତି। ତଥାପି କିଛି ଲୋକଙ୍କ କାର୍ଯ୍ୟ ଏପରି ହୋଇଥାଏ ଯାହା ଶୁଣି ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏମିତି ଜଣେ ବ୍ୟକ୍ତି ଯିଏ କେବଳ କୁକୁରକୁ ଏଣେତେଣେ ବୁଲାଇ କୋଟିପତି ହୋଇପାରିଛନ୍ତି।...
ଧ୍ୱଂସର ନିକଟତର ହେଉଛି ପୃଥିବୀ: ଡୁମ୍ସଡେ କ୍ଲକ୍ରେ କମିଲା ୧୦ ସେକେଣ୍ଡ
ନ୍ୟୁୟର୍କ: ଡୁମ୍ସଡେ କ୍ଲକ୍ ବିଷୟରେ ବୈଜ୍ଞାନିକମାନେ ଏକ ବଡ଼ ଘୋଷଣା କରିଛନ୍ତି। ସମଗ୍ର ବିଶ୍ୱରେ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୀର୍ଷ ଆଣବିକ ବୈଜ୍ଞାନିକମାନେ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଘଣ୍ଟାକୁ ୧୦ ସେକେଣ୍ଡ ହ୍ରାସ କରିଛନ୍ତି।...
ମଲ୍ରେ ଛୁରି ଧରି ବୁଲୁଥିଲେ ଯୁବତୀ, ପରେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଥାଏ। ବର୍ତ୍ତମାନ ଏକ ଭିଡିଓ ଟୁଇଟରରେ ଭାଇରାଲ ହେଉଛି। ଦୁନିଆ ଏତେ...
ମଇଁଷିକୁ କାମୁଡ଼ି ଧରିଲା କୁମ୍ଭୀର, ଆଉ ତା’ ପରେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଥାଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। କୁହାଯାଏ ଯେ, ପାଣିରେ...
କୁନି ଶିଶୁଙ୍କ ରୋଷେଇ ପ୍ରତିଭା: ନିମିଷକରେ ପ୍ରସ୍ତୁତ କରୁଛନ୍ତି ଜିଲାପି
ସୋସିଆଲ ମିଡିଆରେ ୭ ବର୍ଷ ଶିଶୁଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯିଏକି ନିଜର ରୋଷେଇ ପ୍ରତିଭା ସୋସିଆଲ ମିଡିଆ ଜରିଆରେ ଦେଖାଇଛନ୍ତି। ରାଜସ୍ଥାନୀ ଖାଦ୍ୟଠାରୁ ଆରମ୍ଭ କରି ଚକୋଲେଟ, କେକ୍ ପର୍ଯ୍ୟନ୍ତ ପିଲାଟି ସବୁକିଛି ଚଟାପଟ୍ କରିଦେଉଛନ୍ତି।...
ଜୀବନ ବଦଳାଇ ଦେଲା କୁକୁର, ପାଲଟିଲେ କୋଟିପତି
ଦୁନିଆର ଲୋକମାନେ ବିଭିନ୍ନ ପ୍ରକାରର କାମ କରି ଟଙ୍କା ରୋଜଗାର କରନ୍ତି। ସମସ୍ତଙ୍କର ନିଜର ବ୍ୟବସାୟ କିମ୍ବା ଚାକିରି ଅଛି, ଯାହା ସେମାନଙ୍କୁ ସଫଳତା ଆଡ଼କୁ ନେଇଥାଏ। ତଥାପି କିଛି ଲୋକଙ୍କ କାର୍ଯ୍ୟ ଏପରି ହୋଇଥାଏ ଯେ, ଲୋକମାନେ ଏହା...
ସାଧାରଣତନ୍ତ୍ର କ’ଣ ସର୍ବୋତ୍ତମ ଶାସନ
ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଭାଷାରେ ଗରିବ ଓ ଭୋକିଲା ଲୋକ ଯିଏ କାମ ବା ମଜୁରି ପାଏ ନାହିଁ ଏବଂ ଯାହାର ଜୀବନ ଦୁଃଖ ଓ ଦାରିଦ୍ର୍ୟର ଅବିରତ ସଂଗ୍ରାମ, ସେ କେବେ ବି ସମ୍ବିଧାନ ବା ଆଇନ ପାଇଁ...
ଘର ଭିତରକୁ ପଶିଆସିଲା ସମ୍ବର, ଆଉ ତା’ ପରେ…
ମଣିଷଙ୍କ ସଂଖ୍ୟା ବଢୁଥିବାରୁ ପଶୁମାନଙ୍କ ବାସସ୍ଥାନ ହଜିଯାଉଛି। ଯେଉଁଥିପାଇଁ ମାନବ-ବନ୍ୟଜନ୍ତୁ ବିବାଦ ବାରମ୍ବାର ନଜର ଆସୁଛି। ଏଭଳି ଏକ ଘଟଣାରେ ମଧ୍ୟପ୍ରଦେଶର କାଟନିସ୍ଥିତ ଏକ ବାସଭବନ ଭିତରେ ଏକ ସମ୍ବରକୁ ଦେଖିବାକୁ ମିଳିଛି। ଜଙ୍ଗଲ ବିଭାଗର ଅଧିକାରୀମାନେ ତାଙ୍କୁ ଉଦ୍ଧାର...
ଧ୍ୱଂସର ନିକଟ ହେଉଛି ପୃଥିବୀ: ଡୁମ୍ସଡେ କ୍ଲକରେ କମିଲା ୧୦ ସେକେଣ୍ଡ…
ନ୍ୟୁୟର୍କ,୨୫।୧ : ଡୁମ୍ସଡେ କ୍ଲକ ବିଷୟରେ ବୈଜ୍ଞାନିକମାନେ ଏକ ବଡ଼ ଘୋଷଣା କରିଛନ୍ତି। ସମଗ୍ର ବିଶ୍ୱରେ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୀର୍ଷ ଆଣବିକ ବୈଜ୍ଞାନିକମାନେ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଘଣ୍ଟାକୁ ୧୦ ସେକେଣ୍ଡ ହ୍ରାସ...
ମତଦାନ ମୌଳିକ ଅଧିକାର
ଅଧିକ ଯୁବ ଭୋଟରଙ୍କୁ ରାଜନୈତିକ ପ୍ରକ୍ରିୟାରେ ଭାଗ ନେବାକୁ ଉତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିବର୍ଷ ଜାନୁୟାରୀ ୨୫କୁ ‘ଜାତୀୟ ଭୋଟର ଦିବସ’ ଭାବରେ ପାଳନ କରିଥାନ୍ତି। ଆୟୋଗର ମୂଳ ଦିବସ ପାଳନ ପାଇଁ ଏହା ୨୫ ଜାନୁୟାରୀ...
Archives


