ମୋର ଆଠ ଲାଭ, ତୁମର ଦୁଇ କ୍ଷତି !
ବନବାସ କାଳରେ ପ୍ରଭୁ ରାମ ଅଯୋଧ୍ୟାରୁ ପ୍ରସ୍ଥାନ କରି ପହଞ୍ଚିଲେ ଶୃଙ୍ଗବେରପୁରରେ l ସେଠାରେ ଗୁହକଙ୍କ ଆତିଥ୍ୟ ସ୍ବୀକାର କରି ପରଦିନ ଗଙ୍ଗା ପାର ହେବା ନିମନ୍ତେ ବାହାରିଲେ l ଘାଟ ଗୋଟିଏକୁ ଡଙ୍ଗା ବି ଗୋଟିଏ l ତଳେ ଗଙ୍ଗା,...
ଚିତ୍ରାଙ୍ଗୁଡ଼ି ପକ୍ଷୀ ଅଭୟାରଣ୍ୟ
ତାମିଲନାଡ଼ୁର ରାମନାଥପୁରମ୍ ଜିଲାରେ ଥିବା ଚିତ୍ରାଙ୍ଗୁଡ଼ି ପକ୍ଷୀ ଅଭୟାରଣ୍ୟ ହେଉଛି ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ସ୍ଥାନୀୟ ଲୋକଙ୍କ ଭାଷାରେ ଏହା ଚିତ୍ରାଙ୍ଗୁଡ଼ି କାନ୍ମୋଲି ନାମରେ ପରିଚିତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟଟିର ଶାନ୍ତ ପରିବେଶ ପ୍ରକୃତିପ୍ରେମୀଙ୍କ ପାଇଁ ଏକ...
ଫ୍ୟାଶନ୍ ଡିଜାଇନର ତରୀନା
ସେ ନା କରିଛନ୍ତି ଫ୍ୟାଶନ୍ ଡିଜାଇନିଂର କୌଣସି ସ୍ପେଶାଲ କୋର୍ସ ନା ନେଇଛନ୍ତି କେଉଁଠୁ ତାଲିମ, ତଥାପି ତାଙ୍କ ପ୍ରସ୍ତୁତ ଡିଜାଇନର୍ ଗାର୍ମେଣ୍ଟ ଶୋଭାପାଏ ଫ୍ୟାଶନ୍ ଶୋ’ରେ ରାମ୍ପ୍ ଓ୍ବାକ୍ କରୁଥିବା ମଡେଲ୍ଙ୍କ ଦେହରେ। ନିଜ ହାତର ଜାଦୁଗରୀ ସ୍ପର୍ଶରେ...
ଲେଖା ଦେଇଛି ପରିଚୟ
ଗାଁମୁଣ୍ଡ ଆମ୍ବତୋଟା ନିକଟରେ ରହିଥାଏ ଛୋଟ ପାହାଡ଼ଟିଏ। ପାଖରେ ବହିଯାଇଛି ରାଜୁଆ ନଦୀ। ନଦୀପଠାର କଡ଼ରେ ଥିବା ଧାନବିଲରେ ହସିଉଠୁଛି ସବୁଜକ୍ଷେତର ସମ୍ଭାର । ଅନିତ ଦୂରରେ ଥିବା ଏକ ପାଇକମେଳି ଗାଁର ଗଡ଼ସାହିରେ ରହିଛି ବହୁବର୍ଷର ପୁରୁଣା ଅସ୍ତ୍ରଶସ୍ତ୍ର।...
କଣ୍ଟାରେ ସୁଷମା
ବଙ୍ଗଳା ଭାଷାରେ ଗୀତଟିଏ ଅଛି ‘କାକଟସ୍ ତୁମେ କାନ୍ଦନା ଯୀଶୁର ମୁକୁଟେ କଣ୍ଟା’। ଅର୍ଥାତ୍ ତାକୁ ଏମିତି କହିହେବ ଯେ କଣ୍ଟା ଅଛି ତ ଇଶ୍ୱରୀୟତା ଅଛି। କଷ୍ଟ ଥିଲେ କୃଷ୍ଣ ମିଳେ ଏକଥା ଆମେ ପିଲାବେଳୁ ଶୁଣିଆସିଛୁ। ଆଉ...
ଏକ ମୂଷା ପାଇଁ ବଞ୍ଚିଗଲା ପୂରା ପରିବାରର ଜୀବନ, ଜାଣନ୍ତୁ ଏହା ପଛର କାରଣ…
ଯେତେବେଳେ ଆପଣ ଛୋଟ ଥିବେ, ସେତେବେଳେ ନିଶ୍ଚିତ ଏକ କାହାଣୀ ପଢ଼ିଥିବେ। ତାହା ଥିଲା ସିଂହ ଏବଂ ମୂଷାର କାହାଣୀ। ଯେଉଁଥିରେ ମୂଷାଟି ଜାଲକୁ ଦାନ୍ତରେ କାଟି ଫସି ରହିଥିବା ସିଂହର ଜୀବନ ରକ୍ଷା କରିଥିଲା। ଠିକ୍ ସେମିତି ଧୋଲପୁର...
ଯୋଡ଼ି ବନାଇଲା ଫେସ୍ବୁକ୍: ସ୍ବିଡେନ କନ୍ୟାଙ୍କୁ ଭାରତ ବର
ପ୍ରଥମେ ଫେସ୍ବୁକ୍ରୁ ଫ୍ରେଣ୍ଡଶିପ୍ ଆରମ୍ଭ ହୋଇଥିଲା। ଏହା ପରେ ପ୍ରେମରେ ପଡ଼ିଥିଲେ ଦୁଇ ଯୁବତୀ ଯୁବକ। ୧୦ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଯୋଡ଼ି। ଯାହାକି ସମସ୍ତଙ୍କୁ ଚକିତ...
ଅଜବ ଏହି ଗ୍ଲୋଭ୍ସ
ଶୀତଦାଉରୁ ରକ୍ଷା ପାଇବା ପାଇଁ ଦେହରେ ଯେମିତି ଶୀତବସ୍ତ୍ର ପିନ୍ଧାଯାଏ, ଠିକ୍ ସେମିତି ହାତରେ ବି ଗ୍ଲୋଭ୍ସ ପିନ୍ଧାଯାଇଥାଏ। କିନ୍ତୁ ଏଠାରେ ଯେଉଁ ଗୋଭ୍ସ କଥା କୁହାଯାଉଛି; ଏହା ଶୀତଦିନେ ହାତକୁ ଉଷ୍ମତା ପ୍ରଦାନ କରିବା ସଙ୍ଗେସଙ୍ଗେ ଟିକେ ଡିଫରେଣ୍ଟ...
କୁଷ୍ଠ ମୂଳୋତ୍ପାଟନ ଦିବସ
ସଚେତନ ହେଲେ ବିଭିନ୍ନ ଶାରୀରିକ ସମସ୍ୟାରୁ ସହଜରେ ଦୂରେଇ ରହିବା ସମ୍ଭବ ହୋଇ ପାରିଥାଏ। ଏହି ମର୍ମରେ କୁଷ୍ଠ ଭଳି ସମସ୍ୟାଠାରୁ ମୁକ୍ତି ପାଇଁ ଜାନୁୟାରୀ ଶେଷ ରବିବାର ଦିନ ବିଶ୍ୱ କୁଷ୍ଠ ମୂଳୋତ୍ପାଟନ ଦିବସ ପାଳନ କରାଯାଇଥାଏ। ଚଳିତ...
୪.୯ କୋଟିରେ ନିଲାମ ହେଲା ଡାଏନାଙ୍କ ଗାଉନ୍
ବ୍ରିଟେନ୍ ଓ୍ବେଲ୍ସର ପ୍ରିନ୍ସେସ୍ ଡାଏନାଙ୍କ ଗାଉନ୍ (୬ ଲକ୍ଷ ଡଲାର) ୪.୯ କୋଟି ଟଙ୍କାରେ ନିଲାମ ହୋଇଛି। ସୋଥେବିଜ୍ ପକ୍ଷରୁ ନ୍ୟୁୟର୍କରେ ଏହାର ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଇଗଣୀ ରଙ୍ଗର ଭେଲ୍ଭେଟ୍ କପଡ଼ାରେ ଏହି ଗାଉନ୍ ତିଆରି କରାଯାଇଥିଲା।...
‘ବିବାହ ଲାଗି ସରକାରୀ ଚାକିରିଆ ଝିଅ ମିଳିଲେ ଯୌତୁକ ମୁଁ ଦେବି’
ବିବାହରେ ପ୍ରାୟତଃ କନ୍ୟାପକ୍ଷ ଲୋକେ ବରକୁ ଯୌତୁକ ଦେଇଥାନ୍ତି। ଅନେକ କ୍ଷେତ୍ରରେ କନ୍ୟାର ପରିବାର ପକ୍ଷରୁ ଖୁସିରେ ଯୌତୁକ ଦିଆଯାଉଥିବା ବେଳେ ଡିମାଣ୍ଡ ଅନୁଯାୟୀ ଦେବାର ନଜିର ମଧ୍ୟ ରହିଛି। ହେଲେ ଏବେ ଏଭଳି ଜଣେ ଯୁବକ ଚର୍ଚ୍ଚାରେ ଅଛନ୍ତି,...
ଭାରତୀୟ ଗୀତ ପ୍ରେମରେ ଜର୍ମାନ ମହିଳା, ଶାଢ଼ି ପିନ୍ଧି ଏଭଳି ନାଚିଲେ ଯେ…
ଭାରତୀୟ ଗୀତକୁ ବିଦେଶରେ ମଧ୍ୟ ବହୁତ ପସନ୍ଦ କରାଯାଏ। ଇଣ୍ଟରନେଟରେ ଏହିପରି ହଜାର ହଜାର ଭିଡିଓ ଦେଖିବାକୁ ମିଳିବ, ଯେଉଁଥିରେ ବିଦେଶୀମାନେ ଭାରତୀୟ ଗୀତରେ ଜବରଦସ୍ତ ନାଚୁଥିବାର ନଜର ଆସିବେ। ଆଜିକାଲି ସେଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଏହି...
Archives


