ଦ କ୍ୟାନ୍ସର ହବ୍
ଗୁଟଖା, ପାନ ଖାଇବା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ। ଏକଥା ଜାଣି ମଧ୍ୟ ଲୋକେ ଏହାକୁ ଖାଇଥାନ୍ତି। ଏହାକୁ ଖାଇ ନିଜ ସ୍ବାସ୍ଥ୍ୟ ଖରାପ କରିବା ସହ ଛେପ ପକାଇ ପରିବେଶକୁ ବି ଦୂଷିତ କରନ୍ତି। ଗୁଟ୍ଖା ବିକ୍ରି କରୁଥିବା ଲୋକଙ୍କର ବି…
ବୃହତ୍ ପ୍ରାଣୀ
ଆମେ ପ୍ରତିଦିନ ବିଭିନ୍ନ ପ୍ରକାରର ପ୍ରାଣୀଙ୍କୁ ଦେଖୁ। ସେମାନଙ୍କ ଆକାର ଏବଂ ପ୍ରକାରକୁ ନେଇ ମନ ଭିତରେ ଏକ ନିର୍ଦ୍ଦିଷ୍ଟ ଛବି ମଧ୍ୟ ରହିଯାଇଥାଏ। ହେଲେ ପୃଥିବୀରେ ସେଭଳି ପ୍ରାଣୀମାନଙ୍କର ସର୍ବବୃହତ୍ ପ୍ରଜାତି ରହିଛି, ଯାହା ବିଷୟରେ ଜାଣିଲେ ଯେକେହି ଆଶ୍ଚର୍ଯ୍ୟ…
ତାରା ଟିମ୍ଟିମ୍ ହୁଏ କାହିଁକି?
ରାତିର କାଳିମା ଭିତରେ ଟିମ୍ ଟିମ୍ କରୁଥିବା ତାରାର ଦୃଶ୍ୟ କାହାକୁ ବା ଭଲ ନ ଲାଗେ? ହେଲେ କେବେ ଭାବିଛନ୍ତି ଏଇ ତାରାସବୁଟିମ୍ ଟିମ୍ ହେବାପରି କାହିଁକିଦେଖା ଯାଆନ୍ତି? ତାରା ସବୁବେଳେ ମଣିଷକୁ ଆକର୍ଷିତ କରି ଆସିଛି। ପିଲାଠୁ ବୁଢା…
ସବୁଜ ଗାଁ ଖୋନୋମା
ଭାରତର ପ୍ରଥମ ସବୁଜ ଗାଁ ଭାବେ ଖୋନୋମା ବେଶ୍ ଲୋକପ୍ରିୟ। ଏଠାକାର ପ୍ରାକୃତିକ ପରିବେଶ ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗିଥାଏ ସେମିତି ସ୍ଥାନୀୟ ବାସିନ୍ଦାଙ୍କର ଆତିଥିୟତା ହୃଦୟସ୍ପର୍ଶୀ ହୋଇଥାଏ। ସେଥିପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍ ଭିଡ଼ ପରିଲକ୍ଷିତ ହୁଏ… ନାଗାଲାଣ୍ଡର ରାଜଧାନୀ…
ଅଧିକ ଉଚ୍ଚତା ଯୋଗୁ ମିଳୁନି ବୟଫ୍ରେଣ୍ଡ
ୱାଶିଂଟନ: ସମସ୍ତେ ସୁନ୍ଦର ଚେହେରା, ଉଚ୍ଚତା ପସନ୍ଦ କରନ୍ତି। ହେଲେ ଉଚ୍ଚତାକୁ ନେଇ ଜଣେ ଝିଅଙ୍କୁ ଅସୁବିଧା ହେଉଥିବା ସେ କହିଛନ୍ତି। ତାଙ୍କର ଅଧିକ ଉଚ୍ଚତା ଯୋଗୁ ତାଙ୍କୁ ବୟଫ୍ରେଣ୍ଡ ମିଳିବା ମଧ୍ୟ କଷ୍ଟକର ହେଉଛି। ଆମେରିକାର ଜଣେ ୬ଫୁଟ ୨…
ବିଲେଇ ପାଇଁ ସ୍ବାମୀଙ୍କୁ ଛାଡ଼ପତ୍ର
ୱାଶିଂଟନ: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳି ଲାଗି ବିବାହ ବିଚ୍ଛେଦ ହୋଇଥାଏ। ହେଲେ ନିକଟରେ ଘରେ ପାଳିଥିବା ବିଲେଇକୁ ସ୍ବାମୀ ବାହାର କରିଦେବାରୁ ସ୍ତ୍ରୀ ତାଙ୍କୁ ଛାଡପତ୍ର ଦେଇଥିବା ନଜରକୁ ଆସିଛି। ଜଣେ ମହିଳା ତାଙ୍କ ବାପାଙ୍କ ଦେହାନ୍ତ ପରେ…
ବର୍ଗାକାର ଚକା ବିଶିଷ୍ଟ ସାଇକେଲ
ନୂଆଦିଲ୍ଲୀ, ଲୋକେ ଗୋଟେ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ବିଭିନ୍ନ ପ୍ରକାର ଯାନବାହନ ବ୍ୟବହାର କରିଥାନ୍ତି। ହେଲେ ସବୁ ଯାନର ଚକା ଗୋଲାକୃତି ହୋଇଥିବା ଦେଖିବାକୁ ମିଳେ। ଯଦି କୌଣସି ଯାନର ଚକା ଆକୃତି ଗୋଲାକାର ବଦଳରେ ଅନ୍ୟ…
କମ୍ପାନୀ ପକ୍ଷରୁ ବ୍ୟକ୍ତିଙ୍କୁ ୩୬୫ ଦିନ ପେଡ୍ ଲିଭ୍
ବେଜିଂ: ଲୋକେ ତାଙ୍କ ସୁବିଧା ଅସୁବିଧା ପାଇଁ ତାଙ୍କ କର୍ମସ୍ଥାନରୁ କିଛିଦିନ ବିରତି ନେଇଥାନ୍ତି। ସେଥିରେ ତାଙ୍କର କିଛି ଦିନର ଦରମା କଟି ନ ଥାଏ। ହେଲେ ନିକଟରେ ଜଣେ ବ୍ୟକ୍ତିଙ୍କୁ କାର୍ଯ୍ୟରତ ଥିବା ଏକ କମ୍ପାନୀଠାରୁ ବର୍ଷକର ବିରତି ମିଳିଛି।…
ଲେଡ଼ି ବାଇକର୍ସ
ରୟାଲ ଏନ୍ଫିଲ୍ଡ, କେଟିଏମ୍, କାଓ୍ବାସାକି ପରି ବାଇକ୍କୁ ଭ୍ରୁମ୍.. ଭ୍ରୁମ୍.. କରି ଯେବେ ଏମାନେ ରାସ୍ତାରେ ଚାଲିଯାଆନ୍ତି ଲୋକେ ଘଡ଼ିଏ ବୁଲି ବୁଲି ଚାହାନ୍ତି। କାରଣ ଏସବୁ ବାଇକ୍ ଉପରେ ଦିନେ ଥିଲା ପୁରୁଷଙ୍କର ଏକଚାଟିଆ ରାଜତ୍ୱ। ହେଲେ ଏବେ ଲେଡି…
ସମ୍ପୂର୍ଣ୍ଣ ମୋବାଇଲ ଟାଓ୍ବାର ଚୋରି କଲେ ଚୋର…
ପାଟନା,୧୫।୪ : ମୋବାଇଲ ଚୋରି ହେବା କଥା ଶୁଣିବାକୁ ମିଳିଥାଏ। କିନ୍ତୁ ବିହାରର ମୁଜାଫରପୁରରେ ଚୋରମାନଙ୍କର ଏକ ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ଏହା ଯେ କେହି ଶୁଣି ଆଶ୍ଚର୍ଯ୍ୟ ହେବେ । ତେବେ ଚୋରମାନେ ଏହା କରିବା ପ୍ରଥମ ଘଟଣା…
ଚାଇନା ବ୍ୟକ୍ତି ଜିତିଲେ ଭିନ୍ନ ଲକି ଡ୍ର, ମିଳିଲା ୧ ବର୍ଷର ପେଡ ଲିଭ
ବେଜିଂ,୧୫।୪: ଆଜିକାଲି କାମ ବୋଝ ବେଳକୁ ବେଳ ବଢିବାରେ ଲାଗିଛି। ସେଥିପାଇଁ ମାନସିକ ଓ ଶାରୀରିକ ସ୍ତରରେ ଛୁଟି ନେବା ଜରୁରୀ। ନିକଟରେ ଚାଇନାର ଶେନଜେନରେ ଏକ କମ୍ପାନୀ ତା’ର କର୍ମଚାରୀଙ୍କ ପାଇଁ ବିଶେଷ ଧରଣର ଲକି ଡ୍ର ସ୍କିମ ରଖିଥିଲା।…
ଗୋଲାକାର ନୁହେଁ, ବର୍ଗାକାର ଆକାରର ଚକ ଥିବା ସାଇକେଲ ଚଳାଇଲେ ବ୍ୟକ୍ତି, ଭିଡିଓ ଦେଖିଲେ…
ଆଜି ପର୍ଯ୍ୟନ୍ତ ରାସ୍ତାରେ ଯାଉଥିବା ପ୍ରତ୍ୟେକ ଯାନର ଚକ ଗୋଲାକାର ବୋଲି ନିଶ୍ଚୟ ଦେଖିଥିବେ। ଯାହା ରାସ୍ତାରେ ଗଡ଼ିବା ପାଇଁ ଆରାମଦାୟକ ହୋଇଥାଏ। ଏପରିକି ଆକାଶରେ ଉଡ଼ୁଥିବା ବିମାନର ଚକ ମଧ୍ୟ ଗୋଲାକାର। ପିଲାମାନଙ୍କର ଖେଳନାଗୁଡ଼ିକର ଚକଗୁଡ଼ିକ ବି ଗୋଲାକାର ଦେଖିଥିବେ।…
Archives


